Browsing Category

National

ଇସ୍ରାଏଲରେ କରୋନାର ଏକ ନୂତନ ଭାରିଆଣ୍ଟ

ଗତ କିଛି ଦିନ ହେବ ଇସ୍ରାଏଲରେ କରୋନାର ଏକ ନୂତନ ଭାରିଆଣ୍ଟ ଦେଖିବାକୁ ମିଳୁଛି । ଏହି ଭାରିଆଣ୍ଟର ଦୁଇଟି ମାମଲା ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି (ବୁଧବାର) ସକାଳେ ଘୋଷଣା କରିଛି ।ଓମିକ୍ରନ୍ ର ମିଶ୍ରିତ…
Read More...

ଜାପାନରେ ବଡ଼ଧରଣର ଭୂକମ୍ପ ଝଟକା

ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ଜାପାନ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି। ରାଜଧାନୀର ଟୋକିଓ ନିକଟରେ ଏହାର କେନ୍ଦ୍ରସ୍ଥଳ ରହିଥିବା ଜଣାପଡ଼ିଛି। ଭୂକମ୍ପର ତୀବ୍ରତା ୭.୧ ଥିବାରୁ ବ୍ୟାପକ କ୍ଷୟକ୍ଷତିର…
Read More...

ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗଓ୍ୱନ୍ତ ସିଂହ ମାନ୍

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗଓ୍ୱନ୍ତ ସିଂହ ମାନ୍ । ଆଜି ତାଙ୍କୁ ଶପଥପାଠ କରାଇଛନ୍ତି ରାଜ୍ୟପାଳ ବନୱାରିଲାଲ ପୁରୋହିତ । ଏହାକୁ ମିଶାଇ ମାନ ହେବେ ପଞ୍ଜାବର ୧୭ତମ ମୁଖ୍ୟମନ୍ତ୍ରୀ । କୁହାଯାଉଛି ଯେ କେବଳ…
Read More...

ଚାଇନା ପରେ ଦକ୍ଷିଣ କୋରିଆ ଭାଙ୍ଗିଲା କରୋନା ରେକର୍ଡ

କିଛି ଦିନର ନୀରବତା ପରେ ପୁଣିଥରେ କାୟା ମେଲାଇବା ଆରମ୍ଭ କରିଛି କରୋନା। ପୂର୍ବରୁ ଚାଇନାରେ ରେକର୍ଡ ଭାଙ୍ଗୁଥିବା କରୋନା ଭାଇରସ ଏବେ ଦକ୍ଷିଣ କୋରିଆର ସ୍ଥିତିକୁ ବେହାଲ କରିଛି। ବୁଧବାର ଦକ୍ଷିଣ କୋରିଆରେ ରେକର୍ଡ…
Read More...

ବାଇଡେନଙ୍କ ସମେତ ୧୩ ବରିଷ୍ଠ ଆମେରିକୀୟ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ରୁଷ

ୟୁକ୍ରେନ ଉପରେ ଘନଘନ ହମଲା କରୁଥିବା ରୁଷ ଏବେ ଆମେରିକା ବିରୋଧରେ ବଡ଼ ପଦକ୍ଷେପ ନେଇଛି। ଯୁଦ୍ଧଖୋର ଆଚରଣ ପାଇଁ ଆମେରିକା ପକ୍ଷରୁ ରୁଷର ବରିଷ୍ଠ ଅଧିକାରୀ, କମ୍ପାନୀ, ଖେଳାଳି ଓ ମସ୍କୋ ଉପରେ ଏକାଧିକ କଟକଣା ଲଗାଯାଇଥିଲା।…
Read More...

ଜେନେରାଲ ବିପିନ ରାୱତଙ୍କ ସ୍ମୃତିରେ ୟୁଏସ୍‌ଆଇର ଚେୟାର ଅଫ୍‌ ଏକ୍ସିଲେନ୍ସ ଘୋଷଣା

ଭାରତର ପ୍ରଥମ ପ୍ରତିରକ୍ଷା ବିଭାଗର ଅଧ୍ୟକ୍ଷ(ସିଡିଏସ୍‌) ଜେନେରାଲ ବିପିନ ରାୱତଙ୍କ ସ୍ମୃତିରେ ସେନା ମୁଖ୍ୟ ଜେନେରାଲ ଏମ୍‌ ନରଓ୍ବଣେ 'ୟୁନାଇଟେଡ ସର୍ଭିସ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ(ୟୁଏସ୍‌ଆଇ)'ରେ ଚେୟାର ଅଫ୍‌…
Read More...

କୌଣସି ନିୟନ୍ତ୍ରିତ କ୍ରିପ୍ଟୋକରେନ୍ସି ଆଣିବ ନାହିଁ ଆରବିଆଇ

ଆପଣ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଆସିବାକୁ ଥିବା କ୍ରିପ୍ଟୋକରେନ୍ସିରେ ବିନିଯୋଗ କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହା ଏକ ବଡ଼ ଖବର।ଆଜି ସରକାର ରାଜ୍ୟସଭାରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନା…
Read More...

ତୈଳ ଓ ପ୍ରାକୃତିକ ଗ୍ୟାସ୍‌ କ୍ଷେତ୍ରରେ ନିବେଶ ନିମନ୍ତେ ଭାରତକୁ ଆମନ୍ତ୍ରଣ କଲା ଋଷିଆ

ଯୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣାର ଏବେ ମୂଲ୍ୟ ଦେବାକୁ ପଡୁଛି ଋଷିଆକୁ। ଯୁଦ୍ଧଲାଗି ପାଶ୍ଚାତ୍ୟ ଦେଶମାନେ ଲଗାଇଥିବା କଟକଣା ଋଷିଆର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ଏଥିରେ ପରିସ୍ଥିତିର ମୁକାବିଲା ନିମନ୍ତେ ଋଷିଆ ତୈଳ ଓ…
Read More...

କ୍ରାଇମ ବ୍ରାଞ୍ଚ ହାତରେ ଧରା ପଡିଲା ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର ସହଯୋଗୀ

ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର ସହଯୋଗୀଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି । କ୍ରାଇମ ବ୍ରାଞ୍ଚର ଆଣ୍ଟି-ଏକ୍ସଟୋରସନ୍ ସେଲ୍ ରବିବାର ଦିନ ଛୋଟା ରାଜନଙ୍କ ସହଯୋଗୀ ଆରାଫତ ଆରିଫ ଲୋଖଣ୍ଡୱାଲାଙ୍କୁ ବାଇକୁଲ୍ଲା ଅଞ୍ଚଳରୁ ଗିରଫ…
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଯୋଗୀ ଆଦିତ୍ୟନାଥ

ଆଜି ଅପରାହ୍ଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଦୁଇ ନେତାଙ୍କର ଭେଟ ହୋଇଥିଲା । ଯୋଗୀ ଆଦିତ୍ୟନାଥ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…
Read More...

ମାର୍ଚ୍ଚ ୧୬ରୁ ୧୨ରୁ ୧୪ ବର୍ଷ ପିଲାଙ୍କୁ ବି ଦିଆଯିବ କରୋନା ଟିକା

କରୋନା ସଂକ୍ରମଣ ଭିତରେ ଆସିଛି ଭଲ ଖବର । ଏଣିକି ୧୨ରୁ ୧୪ ବର୍ଷ ପିଲାଙ୍କୁ ବି ଦିଆଯିବ କରୋନା ଟିକା । ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ଆରମ୍ଭ ହେବ ଏହି ଟିକାକରଣ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ…
Read More...

ରୁଷିଆ ଓ ୟୁକ୍ରେନ ମଧ୍ୟରେ ଇସ୍ରାଏଲ କରିବ ମଧ୍ୟସ୍ଥତା

ରୁଷିଆ ଓ ୟୁକ୍ରେନ ମଧ୍ୟରେ ୧୯ଦିନ ହେଲାଣି ଯୁଦ୍ଧ ଜାରି ରହିଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ନେଇ ସମସ୍ତ ପାଶ୍ଚାତ୍ୟ ଦେଶ ବିରୋଧ କରିବା ସହ ଯୁଦ୍ଧ ବନ୍ଦ କରିବା ପାଇଁ ମସ୍କୋ ଉପରେ ଚାପ ପକାଯାଉଛି। କିନ୍ତୁ ୨ଦେଶ ନିଜ…
Read More...

ଇଣ୍ଡୋନେସିଆ, ମାଲେସିଆ ଏବଂ ଫିଲିପାଇନ୍ସରେ ଭୂକମ୍ପ

ଆଜି ଇଣ୍ଡୋନେସିଆ, ମାଲେସିଆ ଏବଂ ଫିଲିପାଇନ୍ସରେ ଭୂକମ୍ପ ଅନୁଭୂତ ହୋଇଛି । ମାଲେସିଆର କୁଆଲାଲମ୍ପୁରରେ ୫୦୪ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ୬.୮ ତୀବ୍ରତାର ଭୂକମ୍ପ ହୋଇଛି ।ଫିଲିପାଇନ୍ସର ମାନିଲା ଠାରୁ…
Read More...

କୌଣସି ମନ୍ତ୍ରୀ ଓ ବିଧାୟକ ଭୁଲ କାମ କଲେ ବହିଷ୍କାର ନୁହେଁ ବରଂ ଜେଲ

ପଞ୍ଜାବରେ ବିପୁଳ ବିଜୟ ପରେ ଆଜି ଅମୃତସରରେ ମେଗା ରୋଡ ସୋ' କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ଭଗୱନ୍ତ ମାନଙ୍କୁ ନେଇ ରୋଡ ସୋ'…
Read More...