Browsing Category

National

ଏନଏମଏ ଦ୍ୱାରା ପ୍ରକାଶିତ ଚିଠା ଉପନିୟମ ଗୁଡ଼ିକର ସଠିକ୍ ଭାବରେ ଅଧ୍ୟୟନ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ…

ନୂଆଦିଲ୍ଲୀ/ଭୁବନେଶ୍ୱର :  ଭୁବନେଶ୍ୱରର ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ୱର ମନ୍ଦିରରେ ଜାତୀୟ ଐତିହ୍ୟ ପ୍ରାଧିକରଣ(ଏନଏମଏ) ଦ୍ୱାରା ପ୍ରକାଶିତ ଚିଠା ଉପନିୟମ ଗୁଡ଼ିକର ସଠିକ୍ ଭାବରେ ଅଧ୍ୟୟନ କରିବା ସହ ଏ ନେଇ ଯଦି ରାଜ୍ୟ…
Read More...

ଲଦାଖ ସୀମାରୁ ସେନା ହଟାଇବା ଆରମ୍ଭ କଲା ଚୀନ

ନୂଆଦିଲ୍ଲୀ : ଲଦାଖ ସୀମାରୁ ସେନା ହଟାଇବା ଆରମ୍ଭ କଲା ଚୀନ ।  ଏନେଇ ରାଜ୍ୟସଭାରେ ଘୋଷଣା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଉଭୟ ଦେଶ ଭିତରେ ସେନା, କୁଟନୈତିକ ଏବଂ ରାଜନୈତିକ ସ୍ତରୀୟ ଆଲୋଚନାରୁ ସୁଫଳ…
Read More...

ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଭାରତର ‘ସଙ୍କଳ୍ପ ଶକ୍ତି’ ପ୍ରତିଫଳିତ ହୋଇଛି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବରେ ବହୁ ମହିଳା ସାଂସଦ ଅଂଶଗ୍ରହଣ କରି ଆଲୋଚନାରେ ଅଂଶଗ୍ରହଣ ଘଟଣାକୁ ପ୍ରଶଂସା କରିଛନ୍ତି। ଲୋକସଭାରେ…
Read More...

ଉତ୍ତରାଖଣ୍ଡ ହିମସ୍ଖଳନରେ ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ଚମୋଲିରେ ରବିବାର ଗ୍ଲାସିୟର ଫାଟିବାରୁ ଅଚାନକ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଜି ମଧ୍ୟାହ୍ନ ସୁଦ୍ଧା ଆଉ ୫ଟି ଶବ ଉଦ୍ଧାର କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି…
Read More...

ଏନଏମଏ ବାଇ-ଲ’ ପ୍ରତ୍ୟାହାର ପରେ କେନ୍ଦ୍ର ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଓ ଗୃହ…

ନୂଆଦିଲ୍ଲୀ : ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ଏନଏମଏର ଐତିହ୍ୟ ଉପନିୟମକୁ ପ୍ରତ୍ୟାହାର କରିଥିବାରୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ ଏବଂ ଓଡିଶା ବିଜେପିର ଏକ…
Read More...

ଉତ୍ତରାଖଣ୍ଡ ହିମସ୍ଖଳନ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଉତ୍ତରାଖଣ୍ଡ  : ଉତ୍ତରାଖଣ୍ଡ ହିମସ୍ଖଳନରେ ୧୦ଜଣଙ୍କ ମୃତ୍ୟୁ ହେବା ପରେ ମୃତକଙ୍କ ପରିବାରକୁ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ଉତ୍ତରାଖଣ୍ଡରେ ହିମସ୍ଖଳନ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି

ଉତ୍ତରାଖଣ୍ଡ :  ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଜୋଶିମଠ ନିକଟରେ ନନ୍ଦାଦେବୀ ଗ୍ଲାସିୟର ଭାଙ୍ଗିଯିବାରୁ ଧଉଳି ଗଙ୍ଗା ନଦୀରେ ଏକ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ହଠାତ୍ ପାଣି ମାଡ଼ି ଆସିବାରୁ ୧୦୦-୧୫୦ଲୋକ…
Read More...

ପଶ୍ଚିମବଙ୍ଗରେ ୪୭୦୦ କୋଟିର ୪ଟି ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗ/ଭୁବନେଶ୍ୱର :  ବିଗତ ୬ ବର୍ଷରେ ପୂର୍ବ ଭାରତରେ ଥିବା ଏଲପିଜି ଗ୍ୟାସ୍‌ ସମସ୍ୟାକୁ ଦୂର କରାଯାଇ ପ୍ରାକୃତିକ ଗ୍ୟାସ ତଥା ଏଲପିଜି ଗ୍ୟାସ ଭିତିଭୂମିକୁ ମଜବୁତ୍ କରିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି ଏବଂ…
Read More...

ଉତ୍ତରାଖଣ୍ଡ ଚମୋଲିରେ ଭୟଙ୍କର ହିମସ୍ଖଳନ : ୧୫୦ଲୋକ ନିଖୋଜ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ଚମୋଲିରେ ଭୟଙ୍କର ହିମସ୍ଖଳନ । ବରଫଖଣ୍ଡ ତରଳି ହଠାତ ମାଡ଼ି ଆସିଲା ମାଟି ଅତଡ଼ା ମିଶା ପାଣି । ରବିବାର ଦିନ ନନ୍ଦାଦେବୀ ଗ୍ଲାସିଅରର ଏକ ଅଂଶ ଭାଙ୍ଗିବା ପରେ ଉତ୍ତରପ୍ରଦେଶର ଚମୋଲି ଜିଲ୍ଲାର ଜୋଶିମଠ…
Read More...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ହିଁ ପୂର୍ବ ଭାରତରେ ପ୍ରଥମେ ଗ୍ୟାସ ପାଇପ୍‌ଲାଇନର କାମ ଆରମ୍ଭ ହୋଇଥିଲା –…

ଭୁବନେଶ୍ୱର :  ପୂର୍ବ ଭାରତରେ ୨୦୧୪ ପର୍ଯ୍ୟନ୍ତ ପ୍ରାକୃତିକ ଗାସ ପାଇପଲାଇନ ନଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ଦେଶରେ ଦାୟିତ୍ୱ ନେବା ପରେ ପୂର୍ବ ଭାରତକୁ ସର୍ବାଧିକ ପ୍ରାଥମିକତା ଦିଆଯାଇ ପ୍ରଥମ ଥର…
Read More...

ସନ୍ଥକବି ଭୀମ ଭୋଇଙ୍କ ଚିରନ୍ତନ ବିଚାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଗରିବ କଲ୍ୟାଣର ମୂଳମନ୍ତ୍ର – ଧର୍ମେନ୍ଦ୍ର…

ନୂଆଦିଲ୍ଲୀ/ଭୁବନେଶ୍ୱର :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ସନ୍ଥକବି ଭୀମ ଭୋଇଙ୍କ “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ” ଚିରନ୍ତନ ବିଚାରକୁ…
Read More...

ଫେବୃୟାରୀ ୭ରେ ପଶ୍ଚିମବଙ୍ଗ ଠାରେ ୪ ହଜାର ୭୦୦ କୋଟି ମୂଲ୍ୟର ୪ଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ…

ପଶ୍ଚିମବଙ୍ଗ/ଭୁବନେଶ୍ୱର :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଫେବୃୟାରୀ ୭ରେ ପଶ୍ଚିମବଙ୍ଗ ଗସ୍ତରେ ଆସି ହଳଦିଆ ଠାରେ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗଦେଇ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ସଡ଼କ ପରିବହନ ବିଭାଗର…
Read More...

ଫେବ୍ରୁଆରି ମାସ ପାଇଁ କରୋନା ଗାଇଡଲାଇନ ଜାରି

ନୂଆଦିଲ୍ଲୀ: ଗୃହ ମନ୍ତ୍ରାଳୟ ବୁଧବାର ଫେବ୍ରୁଆରି ମାସ ପାଇଁ କରୋନା ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନ ଫେବ୍ରୁଆରି ୧, ୨୦୨୧ଠାରୁ କାର?୍ୟ୍ୟକାରୀ ହେବ ଏବଂ ଫେବ୍ରୁଆରି ୨୮, ୨୦୨୧ପର?୍ୟ୍ୟନ୍ତ ବଳବତ୍ତର ରହିବ । ଗୃହ…
Read More...

ଚାଷୀଙ୍କ ଟ୍ରାକ୍ଟର ରାଲିକୁ ନେଇ ଦିଲ୍ଲୀ ଅଶାନ୍ତ : ଅର୍ଦ୍ଧ ସାମରିକ ବଳ ମୁତୟନ ନିର୍ଦ୍ଦେଶ ଦେଲେ ସ୍ୱରାଷ୍ଟ୍ର…

ନୂଆଦିଲ୍ଲୀ: କୃଷି ଆଇନ୍‌ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକମାନଙ୍କର ପ୍ରସ୍ତାବିତ ଟ୍ରାକ୍ଟର ରାଲିକୁ କେନ୍ଦ୍ରକରି ଆଜି ରାଜଧାନୀ ଦିଲ୍ଲୀରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେବା ସହ ଆଇନ୍‌ ଶୃଙ୍ଖଳା ପରିସ୍ଥିତି…
Read More...