Browsing Category
National
ଶୀତ ଋତୁରେ କରୋନା ଭାଇରସ ମହାମାରୀ ଲାଗି ଆମକୁ ଅଧିକ ସଚେତନ ହେବାକୁ ପଡିବ : ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ
ନୂଆଦିଲ୍ଲୀ : ଶୀତ ଋତୁରେ କରୋନା ଭାଇରସ ମହାମାରୀ ଲାଗି ଆମକୁ ଅଧିକ ସଚେତନ ହେବାକୁ ପଡିବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ। ସାପ୍ତାହିକ ସୋସିଆଲ ମିଡିଆ ଇଣ୍ଟରାକ୍ସନ କାର୍ଯ୍ୟକ୍ରମ ଗ୍ଧସଣ୍ଡେ…
Read More...
Read More...
ସ୍ୱାମୀତ୍ୱ ଯୋଜନା ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ : ଦେଶରେ ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଆରମ୍ଭ ହେବା ପରେ ପ୍ରାୟ ୧…
Read More...
Read More...
ଦେଶର ଶୋକ ସନ୍ଦେଶ ଦେବା ପାଇଁ ଦୁଇଦିନିଆ କୁଏତ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ: କୁଏତର ସମ୍ରାଟ ଶେକ ସବାହ ଅଲ-ଅହମ୍ମଦ ଅଲ-ସବାହଙ୍କ ବିୟୋଗରେ ଭାରତର ଶୋକ ସନ୍ଦେଶ ଦେବା ପାଇଁ ଆଜି (ରବିବାର) ଠାରୁ ଦୁଇଦିନିଆ କୁଏତ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତର…
Read More...
Read More...
ରାଜସ୍ଥାନରେ ପୂଜାରୀଙ୍କୁ ଜୀଅନ୍ତା ଜାଳି ହତ୍ୟା
ଜୟପୁର: ରାଜ୍ୟ ରାଜଧାନୀ ଜୟପୁର ଠାରୁ ୧୭୭ କିଲୋମିଟର ଦୂରରେ ଥିବା ରାଜସ୍ଥାନର କରୌଲି ଜିଲ୍ଲାର ଜଣେ ପୂଜାରୀଙ୍କୁ ଜମି ବିବାଦକୁ ନେଇ ଜୀଅନ୍ତା ଜାଳିଦିଆଯାଇଛି । ଏକ ଗୋଷ୍ଠୀ ତାଙ୍କୁ ଆକ୍ରମଣ କରି ପରେ ଜୀଅନ୍ତା ଜଳେଇଦେବାପରେ…
Read More...
Read More...
ଗୋଖାଦ୍ୟ ଦୁର୍ନୀତିରେ ଲାଲୁଙ୍କ ବେଲ୍, ତଥାପି ଜାରି ରହିବ ଜେଲ୍
ଝାଡ଼ଖଣ୍ଡ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ବା ଆରଜେଡି ପାଇଁ ଭଲ ଖବର । ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି । ଚାଇବାସା ଟ୍ରେଜେରୀ କେସରେ…
Read More...
Read More...
ସାହିତ୍ୟରେ ଆମେରିକାର କବି ଲୁଇସ ଗ୍ଲୁକ୍ ଙ୍କୁ ନୋବେଲ
ନୂଆଦିଲ୍ଲୀ: ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଆମେରିକାର କବି ଲୁଇସ ଗ୍ଲୁକ୍ ଚଳିତ ବର୍ଷ ନୋବେଲ ପୁରସ୍କାର ପାଇବେ। ଆଜି ନୋବେଲ ପୁରସ୍କାର କମିଟି ଲୁଇସଙ୍କ ନାଁରେ ମୋହର ମାରିଛି। ଲୁଇସି ୧୯୬୮ରେ…
Read More...
Read More...
କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ କରୋନା
ନୂଆଦିଲ୍ଲୀ: କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସେ ବୁଧବାର ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ ତାଙ୍କ…
Read More...
Read More...
ରସାୟନ ବିଜ୍ଞାନରେ ଦୁଇ ଜଣଙ୍କୁ ନୋବେଲ
ନୂଆଦିଲ୍ଲୀ: ଦୁଇ ବୈଜ୍ଞାନିକ ଇମାନୁଏଲ୍ ଚାର୍ପେଣ୍ଟର ଏବଂ ଜେନିଫର୍ ଏ.ଡୋଡ୍ନା ରସାୟନ ବିଜ୍ଞାନରେ ଚଳିତ ବର୍ଷ ସମ୍ମାନଜନକ ନୋବେଲ୍ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ସ୍ୱିଡ଼େନ 'ଏକାଡେମି ଅଫ୍…
Read More...
Read More...
ପଦାର୍ଥ ବିଜ୍ଞାନରେ ଏହି ୩ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର
ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଯୁଗ୍ମ ଭାବେ ୩ ଜଣଙ୍କ ନାଁ ଘୋଷଣା କରିଛି ନୋବେଲ କମିଟି। ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ରୋଜର ପେନରୋଜ, ରେନହାଡ୍ ଗେନଜେଲ ଓ ଆଣ୍ଡ୍ରେଆ…
Read More...
Read More...
ନେମା ହଲ୍, ଥିଏଟର ଓ ମଲ୍ଟିପ୍ଲେକ୍ସ ଖୋଲିବାକୁ ଏସଓପି ଜାରି
ନୂଆଦିଲ୍ଲୀ : ଆସନ୍ତା ୧୫ ତାରିଖରୁ ଦେଶରେ ସିନେମା ହଲ୍, ଥିଏଟର ଓ ମଲ୍ଟିପ୍ଲେକ୍ସ ଖୋଲିବାକୁ ଯାଉଥିବାବେଳେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆଜି ଏଥିଲାଗି ଏସଓପି ଘୋଷଣା କରାଯାଇଛି । ଦେଶର ସବୁ ସିନେମା…
Read More...
Read More...
‘ହେପାଟାଇଟିସ୍ ସି ଭୂତାଣୁ’ ଆବିଷ୍କାର କରିଥିବା ତିନି ବୈଜ୍ଞାନିକଙ୍କୁ ନୋବେଲ
ନୂଆଦିଲ୍ଲୀ: 'ହେପାଟାଇଟିସ୍ ସି ଭୂତାଣୁ' ଆବିଷ୍କାର କରିଥିବା ଆମେରିକୀୟ ବୈଜ୍ଞାନିକ ହାର୍ଭେରି ଜେ ଆଲ୍ଟର୍ ଏବଂ ଚାର୍ଲସ୍ ଏମ୍ ରାଇସ୍ ଏବଂ ବ୍ରିଟିସ୍ ବୈଜ୍ଞାନିକ ମାଇକେଲ୍ ହଫ୍ଟନ୍ 'ଭେଷଜ' ବା 'ଶରୀର ବିଜ୍ଞାନ'…
Read More...
Read More...
କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଶିବକୁମାରଙ୍କ ଘରେ ସିବିଆଇ ରେଡ୍
ବାଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଡିକେ ଶିବକୁମାରଙ୍କ ଘରେ ସିବିଆଇ ଚଢ଼ାଉ କରିଛି। ଦୁର୍ନୀତି ମାମଲାରେ ସୋମବାର କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ ଶିବକୁମାରଙ୍କ ବାସଭବନ ସମେତ ୧୪ଟି ସ୍ଥାନରେ…
Read More...
Read More...
ନେପାଳର ପ୍ରଧାନମନ୍ତ୍ରୀ କେପି ଓଲିଙ୍କୁ କରୋନା
କାଠମାଣ୍ଡୁ : କରୋନାରେ ସଂକ୍ରମିତ ହେଲେ ନେପାଳର ପ୍ରଧାନମନ୍ତ୍ରୀ କେପି ଓଲି। ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ପରାମର୍ଶ ଦାତା ଓ ଡାକ୍ତର ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି ।…
Read More...
Read More...
ଆଇସୋଲେସନ୍ରେ ଥିବା ଆକ୍ରାନ୍ତଙ୍କୁ ଫାଭିପିରାଭିର୍ ଦେବା ନେଇ ଏସଓପି ଜାରି
ନୂଆଦିଲ୍ଲୀ: ହୋମ୍ ଆଇସୋଲେସନରେ ଥିବା କରୋନା ଆକ୍ରାନ୍ତ କେମିତି ଖାଇବେ ଫାଭିପିରାଭିର୍ ? ଏ ସଂକ୍ରାନ୍ତରେ ଏସଓପି ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟର ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲ…
Read More...
Read More...
