Browsing Category

Odisha

ଏହି ମାସ ଶେଷ ସୁଦ୍ଧା ଓଡ଼ିଶାରେ ପହଞ୍ଚିବ କରୋନା ଟିକା

ଭୁବନେଶ୍ବର :  ଡିସିଜିଆଇ ଦୁଇଟି ଟିକାକୁ ଅନୁମୋଦନ ଦେବା ପରେ ଟିକାକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ସେରମ ଇନଷ୍ଟିଚ୍ୟୁଟ ସିଇଓଙ୍କ ସହିତ କଥା ହୋଇଥିବାରୁ ଓଡିଶା ଭଗ୍ୟରେ ଆଗ ଟିକା ପଡିପାରେ…
Read More...

ପ୍ରବାସୀ ଓଡିଆଙ୍କୁ ସମସ୍ତ ପ୍ରକାର ସହାୟତା ସହ ମିଳିବ ସରକାରୀ ଯୋଜନାର ଲାଭ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗୁଜୁରାଟର ସୁରତ ଗସ୍ତ କରି ସେଠାରେ ‘ପ୍ରବାସୀ କେନ୍ଦ୍ର’ର ଉଦ୍‌ଘାଟନ କରିବା ସହ ଏହି କେନ୍ଦ୍ର ସହରରେ କାମ କରୁଥିବା ସବୁ ପ୍ରବାସୀ ଓଡିଆଙ୍କ ସମେତ ଲକ୍ଷାଧିକ…
Read More...

ଆଗାମୀ ତିନିଦିନ ଅନେକ ଜିଲ୍ଳାରେ ଜିଲ୍ଳାରେ ପଡ଼ିବ ଘନ କୁହୁଡ଼ି

ଭୁବନେଶ୍ବର : ଆଗାମୀ ତିନିଦିନ ଧରି ରାଜ୍ୟର ଅନେକ ଜିଲ୍ଳାରେ ସକାଳୁ ସକାଳୁ ଘନ କୁହୁଡ଼ି ପଡ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ଏହି ପୂର୍ବାନୁମାନ କୁହୁଡ଼ି ରିପୋର୍ଟକୁ ଦେଖି ରାଜ୍ୟର…
Read More...

ଅଙ୍ଗନୱାଡ଼ି କର୍ମୀଙ୍କୁ କେନ୍ଦ୍ରର ଅବହେଳା ବିରୋଧରେ ବର୍ଷିଲା ବିଜେଡି ଶ୍ରମିକ ସାମ୍ମୁଖ୍ୟ

ଭୁବନେଶ୍ୱର : ଅଙ୍ଗନୱାଡ଼ି କର୍ମୀଙ୍କ ପ୍ରତି କେନ୍ଦ୍ରର ଅବହେଳା ବିରୋଧରେ ବର୍ଷିଛି ବିଜେଡିର ଶ୍ରମିକ ସାମ୍ମୁଖ୍ୟ । ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟକ ସାମ୍ମୁଖ୍ୟର ବାର୍ଷିକ କାର୍ଯ୍ୟକାରିଣୀରେ କରୋନା କାଳରେ…
Read More...

ଆସନ୍ତା ୧୧ ତାରିଖରୁ କଲେଜ ଓ ବିଶ୍ବବିଦ୍ୟାଳୟରେ ହେବ ପାଠପଢ଼ା

ଭୁବନେଶ୍ବର : କରୋନା ମହାମାରୀର ପ୍ରକୋପରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଶିକ୍ଷା ବ୍ୟବସ୍ଥା ପୁଣି ଟ୍ରାକ୍‌କୁ ଫେରିବା ଆରମ୍ଭ କରିଛି। ୯ ମାସରୁ ଅଧିକ ବନ୍ଦ ରହିବା ପରେ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ। ଆସନ୍ତା ୧୧ ତାରିଖରୁ…
Read More...

୯ ମାସ ପରେ ସର୍ବସାଧାରଣ ଭକ୍ତଙ୍କୁ ମିଳିଲା କଳିଆ ଦର୍ଶନ  

ପୁରୀ : ୯ ମାସ ପରେ କଳିଆ ଦର୍ଶନ କରି ଶାନ୍ତ ହେଲା ମନ।ଶେଷରେ ବାହାର ଭକ୍ତଙ୍କୁ ମିଳିଲା ମହାପ୍ରଭୁଙ୍କ ଦର୍ଶନ। ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସାଧାରଣ ଦର୍ଶନ। ଚକା ଆଖିକୁ ଦେଖି ସଭିଏଁ ଭାବବିହୋଳ । କୋଭିଡ୍‌…
Read More...

ଦେଶବାସୀଙ୍କୁ ମାଗଣାରେ ମିଳିବ କରୋନା ଟିକା : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ

ଭୁବନେଶ୍ବର :ଦେଶବାସୀଙ୍କୁ ମାଗଣାରେ ମିଳିବ କରୋନା ଭାକସିନ୍‌। ଟିକାର ଡ୍ରାଏ ରନ୍ ସମୀକ୍ଷା ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି । ଏପଟେ ଓଡ଼ିଶା ସମେତ ସାରା ଦେଶର ୧୧୬ ଜିଲ୍ଲାର ୨୫୯ଟି…
Read More...

ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୦ ପାଇଁ ବିଜ୍ଞପ୍ତି ପ୍ରକାଶ

କଟକ : ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୩୯୨ଟି ବିଭିନ୍ନ ପଦପଦବି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ କରିଛି ଓପିଏସସି। ୩୯୨ ପଦବିରୁ ୧୨୮ଟି ପଦବି ପାଇଁ ସଂରକ୍ଷିତ ରହିଛି। ଆଶାୟୀ…
Read More...

୮ରୁ ଖୋଲିବ ସ୍କୁଲ : ମଇ ୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା

ଭୁବନେଶ୍ୱର : ରାଜ୍ୟ ସରକାର ଆସନ୍ତା ୮ ତାରିଖରୁ ସ୍କୁଲ ଖୋଲିବାକୁ ଯାଉଛନ୍ତି। ତେବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପାଠପଢ଼ିବାକୁ ଯିବେ। ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା…
Read More...

ଓଡ଼ିଶା ପୂର୍ବ ଭାରତର ଏଜୁକେସନ୍ ହବ୍ ଭାବେ ଉଭା ହୋଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍) ସମ୍ୱଲପୁର ୨୦୧୫ରେ ପ୍ରତିଷ୍ଠା ହୋଇଥିଲା । ଇତିମଧ୍ୟରେ ଏହି ଅନୁଷ୍ଠାନ ଦେଶର ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଭାବେ ନିଜ ଖ୍ୟାତି ଅର୍ଜନ କରିପାରିଛି ।…
Read More...

କାର୍ଯ୍ୟାରମ୍ଭ କଲେ ଓଏସ୍‌ସିବିସି କମିଶନ : ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ଅବସରପ୍ରାପ୍ତ ବିଚାରପତି ରଘୁନାଥ ବିଶ୍ଵାଳ

ଭୁବନେଶ୍ବର : ଆଜି ଓଏସସିବିସି ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଲେ ଅବସରପ୍ରାପ୍ତ ବିଚାରପତି ରଘୁନାଥ ବିଶ୍ଵାଳ ।ଏହାସହ ତିନିଜଣ ସଦସ୍ୟ ଡକ୍ଟର ନବନୀତା ରଥ , ମିତାଲି ଚିନ୍ନାରା ଓ ପ୍ରଶନ୍ନ କୁମାର ପାତ୍ର ଦାୟିତ୍ଵ ନେଇଛନ୍ତି ।…
Read More...

ଜାନୁଆରୀ ୧୨ରୁ ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରୁ ବିମାନ ସେବା ଆରମ୍ଭ ହେବ

ଝାରସୁଗୁଡ଼ା: ନୂଆବର୍ଷରେ ଝାରସୁଗୁଡାବାସୀଙ୍କ ପାଇଁ ଖୁସି ଖବର । ଝାରସୁଗୁଡା ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଜାନୁଆରୀ ୧୨ତାରିଖରୁ ମୁମ୍ବାଇ ଓ ବେଙ୍ଗାଲୁରୁ ବିମାନ ସେବା ଆରମ୍ଭ ହେବ ବୋଲି ନିର୍ଦେଶକ କିଶୋର ସେନାପତି…
Read More...

ଆଂଚଳିକ ବ୍ରାଣ୍ଡ୍‌କୁ ବିଶ୍ୱସ୍ତରୀୟ ବ୍ରାଣ୍ଡ୍‌ରେ ପରିଣତ କରିବା ପାଇଁ କାମ କରୁ ଆଇଆଇଏମ୍ ସମ୍ବଲପୁର –…

ଭୁବନେଶ୍ୱର/ସମ୍ବଲପୁର :  ଓଡ଼ିଶାର ମହାନ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ସମ୍ବଲପୁର ଆଇଆଇଏମ ସ୍ଥାୟୀ କ୍ୟାମ୍ପସ ଓଡ଼ିଶାର ଯୁବକଙ୍କ ସାମର୍ଥ୍ୟକୁ ମଜବୁତ୍ କରିବା ସହ ବିଶ୍ୱରେ ଓଡ଼ିଶାକୁ ମ୍ୟାନେଜମେଂଟ ଦୁନିଆରେ ନୂଆ ପରିଚୟ ଦେବ…
Read More...

ଡା.ହରେକୃଷ୍ଣ ମହତାବ ଜାତୀୟତାରେ ଓଡ଼ିଆ ଜନଜୀବନର ସଂସ୍କାର ଦେଖାଇଥିଲେ -ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :  ନବଉତ୍କଳର ନିର୍ମାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡା.ହରେକୃଷ୍ଣ ମହତାବ ଜଣେ ବ୍ୟକ୍ତି ନୁହେଁ ବଂର ଗୋଟିଏ ବିଚାରଧାରା ଥିଲେ ଏବଂ ଜାତୀୟତାରେ ଓଡ଼ିଆ ଜନଜୀବନର ସଂସ୍କାର ଦେଖାଇଥିଲେ ବୋଲି ଶନିବାର…
Read More...