Browsing Category

Odisha

ଆଇନକୁ ସାଂସଦଙ୍କ ସମ୍ମାନ : ବିନା ହେଲମେଟରେ ଗାଡି ଚଳାଇ ଫାଇନ ଦେଲେ ଏନ ଭାସ୍କର ରାଓ

ରାୟଗଡା : ଆଇନ ଆଖିରେ ସମସ୍ତେ ସମାନ,ସେ ସାଧାରଣ ଲୋକ ହୁଅନ୍ତୁ ବା ସାଂସଦ । ଏହାର ପ୍ରମାଣ ଆଜି ଦେଖିବାକୁ ମିଳିଛି ରାୟଗଡାରେ । ବିନା ହେଲମେଡରେ ଗାଡି ଚଳାଇ ଆଇନ ଅନୁସାରେ ଫାଇନ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ରାଜ୍ୟ…
Read More...

ଲର୍ଣ୍ଣର୍ ଲାଇସେନ୍ସଧାରୀଙ୍କ ଡିଏଲ୍ ଆବେଦନ ପାଇଁ ସମୟ ସୀମା ବଢ଼ିଲା

ଭୁବନେଶ୍ୱର: ଓଡ଼ିଶା ସରକାର ଆଜି ଡିଏଲ୍ ଆବେଦନ କରିବା ପାଇଁ ଲର୍ଣ୍ଣର୍ ଲାଇସେନ୍ସଧାରୀଙ୍କ ସମୟ ସୀମା ବଢ଼ାଇଛନ୍ତି। ଯେଉଁ ଲର୍ଣ୍ଣର୍ ଲାଇସେନ୍ସଧାରୀଙ୍କ ଡିଏଲ୍ ଡିସେମ୍ବର ୩୧ ତାରିଖ ସୁଦ୍ଧା ଶେଷ ହେବ, ସେମାନଙ୍କ ଲାଗି ୨୦୨୧…
Read More...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ କ୍ରମେ ସ୍ୱଦେଶୀ ସାମଗ୍ରୀ କିଣିବାକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଭୁବନେଶ୍ୱର :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଳିତ ଇଂରାଜୀ ବର୍ଷର ଅନ୍ତିମ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମକୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର କାର୍ଯ୍ୟକର୍ତାଙ୍କ ସହ ଶୁଣିବା ଅବସରରେ ଦେଶବାସୀଙ୍କୁ…
Read More...

“ଅନ୍ନଦାତାଙ୍କ ପ୍ରତି ସମର୍ପିତ ମୋଦି ସରକାର” ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ନୂଆ କୃଷି ଆଇନ ଉପରେ ଲିଖିତ ପୁସ୍ତକ “ଅନ୍ନଦାତାଙ୍କ ପ୍ରତି ସମର୍ପିତ ମୋଦି ସରକାର” ଓଡ଼ିଶାର ଚାଷୀଙ୍କୁ ନୂତନ କୃଷି ଆଇନ ଉପରେ ସଚେତନ କରିବା ସହ ସେମାନଙ୍କ ମନରେ ଏମଏସପି ଉଠିଯିବା ଭଳି ତିଆରି କରାଯାଉଥିବା…
Read More...

ଅଭାବୀ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବାକୁ ସୋ ଆମ ଆଇ (SAI) ଫାଉଣ୍ଡେସନ୍ ଦ୍ୱାରା ସ୍ୱ ଆହାର ଯୋଜନା

ଭୁବନେଶ୍ୱର : ପ୍ରବାଦ ଅନୁସାରେ, " ଜଣେ ଲୋକକୁ ମାଛ ଖାଇବାକୁ ଦିଅ କିମ୍ବା ତାକୁ ଗୋଟେ ଦିନର ଖାଦ୍ୟ ଖାଇବାକୁ ଦିଅ । ଅନ୍ୟପକ୍ଷରେ ଗୋଟେ ଲୋକକୁ ମାଛ ଧରିବା ଶିଖେଇ ଦିଅ, ଯାହା ଦ୍ୱାରା ସେ ସାରାଜୀବନ ମାଛ ମାରି ନିଜେ ନିଜର…
Read More...

ଷ୍ଟାନ୍‌ଫୋର୍ଡ ବିଶ୍ୱ ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ସୋଆର ଆଉ ୪ ଗବେଷକ

ଭୁବନେଶ୍ୱର : ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆଉ ୪ ଜଣ ବିଶିଷ୍ଟ ଗବେଷକଙ୍କ ନାମ ସ୍ଥାନ ପାଇଛି । ୟୁଏସ୍‌ଏର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ…
Read More...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩୭୧ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି କରୋନାରୁ ୩୭୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୭୪୯କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
Read More...

ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର  : ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ମହାପାତ୍ର ହେଲେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ । ଆସନ୍ତା ୩୧ ତାରିଖରେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଥିବା ଅସିତ ତ୍ରିପାଠୀଙ୍କ ଅବସର ପରେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ…
Read More...

ଅଟଳଜୀଙ୍କ “ଓଡ଼ିଶାର ପୁନଃନିର୍ମାଣ ପାଇଁ ଅର୍ଥର ଅଭାବ ରହିବ ନାହିଁ” ବାକ୍ୟ ଥିଲା ସୁଶାସନ ଏବଂ ଓଡିଶା ପାଇଁ ଦାୟିତ୍ୱ…

ଜଗତସିଂହପୁର :  ୧୯୯୯ ମହାବାତ୍ୟା ସମୟରେ ଧ୍ୱସ୍ତବିଧ୍ୱସ୍ତ ଓଡ଼ିଶାର ପୁନଃନିର୍ମାଣ ପାଇଁ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିବା ଅଟଳଜୀ ଓଡ଼ିଶାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କାଳଜୟୀ ବାକ୍ୟ କହିଥିଲେ । ଏହା…
Read More...

ବିଜେପି ପଦଯାତ୍ରାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କଲେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା…

ଭୁବନେଶ୍ୱର : ନୟାଗଡରେ ବିଜେପିର ପରୀ ପଦଯାତ୍ରାରେ ନନ୍ଦିଘୋଷ ଡିଭି ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପତିକ୍ରିୟା ରଖିଛନ୍ତି ରାଜ୍ୟସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । କାର୍ଯ୍ୟରତ ଗମଣାଧ୍ୟ ପ୍ରତିନିଧିଙ୍କ…
Read More...

ଭିତରକନିକାରେ ‘ଅରଣ୍ୟ ନିବାସ’ ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି  ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପର୍ଯ୍ୟଟନ ବିଭାଗ ତରଫରୁ ଭିତରକନିକାରେ ‘ଅରଣ୍ୟ ନିବାସ’ ର ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଂସ୍କୃତି ଓ…
Read More...

ଟାଉନ ପ୍ଲାନିଂ ଯୋଜନାରେ ପଟ୍ଟା ବଣ୍ଟନ : ସହରାଞ୍ଚଳ ବିକାଶରେ ଓଡିଶା ହେବ ରୋଲ ମଡେଲ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନସିଂ ଜରିଆରେ ପଟ୍ଟା ଆବଣ୍ଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହରାଞ୍ଚଳ ବିକାଶରେ…
Read More...

ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ : ନୟାଗଡ଼ ଏସ୍‌ପିଙ୍କ ସମେତ ବଦଳିଲେ ୨୨ ଅଧିକାରୀ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ନୟାଗଡ଼ ଏସ୍‌ପିଙ୍କ ସମେତ ମୋଟ୍‌ ୨୨ ଜଣ ଅଧିକାରୀଙ୍କର ବଦଳି ହୋଇଛି। ନୟାଗଡ଼ ଏସ୍‌ପି ପ୍ରତ୍ୟୁଷ ଦିଓ୍ଵାକରଙ୍କୁ ଏଆଇଜି ମୁଖ୍ୟ କାର୍ଯ୍ୟାଳୟରେ…
Read More...

ମିଳିଲା ଅନୁମତି : ଡିସେମ୍ବର ୩୧ରେ ଅବସର ନେବେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ

ଭୁବନେଶ୍ୱର: ଚାକିରିରୁ ଅବସର ନେବେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଆସନ୍ତା ଡିସେମ୍ୱର ୩୧ ତାରିଖରେ ତାଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ଏ ନେଇ ମିଳିଛି ସବୁଜ ସଙ୍କେତ । ଏ ନେଇ ଆଜି ସାଧାରଣ ପ୍ରଶାସନ ପକ୍ଷରୁ…
Read More...