Browsing Category

Odisha

ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ୪୪୭ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ । ଢେଙ୍କାନାଳ, ପୁରୀ, କେନ୍ଦୁଝର, ଭୁବନେଶ୍ୱର, କଟକ, ସମ୍ବଲପୁର ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ପଡିଲା ଭୋଟ । ସେହିଭଳି ୬ ସଂସଦୀୟ କ୍ଷେତ୍ର ଅଧିନରେ ଆସୁଥିବା…
Read More...

ସାମ୍ଭାବ୍ୟ ବାତ୍ୟା ‘ରିମାଲ’ ପ୍ରଭାବ ଓଡ଼ିଶାରେ ସିଧା ସଳଖ ନାହିଁ

ଅବପାତର ରୂପ ନେଲା ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେଇଛି । ଉତ୍ତର-ପୂର୍ବ ଦିଗରେ ଆଗକୁ ଗତି କରି ଆହୁରି ଶକ୍ତିଶାଳୀ ହେବ । କାଲି ସକାଳ ବେଳକୁ ଏହା…
Read More...

IAS ଅରବିନ୍ଦ ପାଢୀ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଛୋଟ ଧରଣର ଅଦଳବଦଳ ହୋଇଛି । ବରିଷ୍ଠ ଆଇଏଏସ ଅଧିକାରୀ ଅରବିନ୍ଦ ପାଢୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ମିଳିଛି । ୨୧ ଦିନିଆ ଛୁଟିରେ ଅଛନ୍ତି ବୀର ବିକ୍ରମ ଯାଦବ । ଅରବିନ୍ଦ ପାଢୀ ୨୦୧୧୪ରେ ଶ୍ରୀମନ୍ଦିର ମୁଖ୍ୟ…
Read More...

ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ମାସେ ହେବ ରାଜ୍ୟବ୍ୟାପୀ ପ୍ରଚାର କରୁଛି: ମୁଖ୍ୟମନ୍ତ୍ରୀ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିକୁ ଟାର୍ଗେଟ କରିଛନ୍ତି । ନିର୍ବାଚନୀ ସଭାରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଛ କହିବାର ସୀମା ଥାଏ । ବିଜେପି ମିଛ କହିବାର ସୀମା…
Read More...

ଆସନ୍ତା ୨୯ରେ ବାରିପଦା ଆସିବେ ପ୍ରଧାନମନ୍ତ୍ରୀ

ଆସନ୍ତା ୨୯ ତାରିଖ  ଅର୍ଥାତ୍ ବୁଧବାର ବାରିପଦା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୟୂରଭଞ୍ଜ ଜିଲ୍ଲାରେ କରଞ୍ଜିଆ ବିଧାନସଭା ଆସନ ବ୍ୟତୀତ ମୟୂରଭଞ୍ଜ ଲୋକସଭା ସମେତ ଅନ୍ୟ ୮ଟି ବିଧାନସଭା ଆସନରେ ଆସନ୍ତା…
Read More...

ଆସନ୍ତା ୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଆସନ୍ତା ୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ସକାଳ ୧୦: ୩୦ରେ ୱେବସାଇଡ୍ ରେ ହେବ ଉପଲବ୍ଧ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି । ୧୧ଟା ୩୦ ସୁଦ୍ଧା ୱେବସାଇଟ୍‌ରେ ରେଜଲ୍ଟ ମିଳିବ । ଇଣ୍ଟରନେଟ୍‌ ସୁବିଧା ନ ଥିଲେ…
Read More...

ପାଣ୍ଡିଆନଙ୍କ ଦମ୍ଭୋକ୍ତି; ଆସନ୍ତା ୯ରେ ମୁଖ୍ୟମନ୍ତ୍ରୀ ଶପଥ ନେବେ

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପାଣ୍ଡିଆନଙ୍କ ସାମ୍ବାଦିକ ସମ୍ମିଳନୀ । ଓଡ଼ିଶାବାସୀ ଓ ଜଗନ୍ନାଥଙ୍କ ଆଶୀର୍ବାଦରେ ତୃତୀୟ ପର୍ଯ୍ୟାୟରେ ହିଁ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିବ । ଚତୁର୍ଥ ପର୍ଯ୍ୟାୟରେ…
Read More...

ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ, ଏଠାରେ ଡବଲ ଇଂଜିନ ସରକାର ହେବ: ଯୋଗୀ ଆଦିତ୍ୟନାଥ

ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ। ବାକି ଥିବା ଦୁଇଟି ପର୍ଯ୍ୟାୟରେ ନିଜ ଦଳର ପ୍ରାର୍ଥୀଙ୍କୁ ବଳ ଦେବାକୁ ପ୍ରଚାରକୁ ଜୋରଦାର କରିଛନ୍ତି ହେଭିଓ୍ବେଟ୍‌ ନେତା। ଆଉ ଦିନକ ପରେ ୬ ଲୋକସଭା ଆସନ ଅନ୍ତର୍ଗତ ୪୨…
Read More...

ଲଘୁଚାପ ଘନୀଭୂତ ହୋଇ ୨୫ ସକାଳ ସୁଦ୍ଧା ବାତ୍ୟାର ରୂପ ନେବ, ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆସନ୍ତା କାଲି ସକାଳ ସୁଦ୍ଧା ଘନୀଭୂତ ହୋଇ ଅବପାତ ପରିଣତ ହୋଇପାରେ। ପରେ ୨୫ ସକାଳ ସୁଦ୍ଧା ଏହା ବାତ୍ୟା ରୂପ ନେବ।ପରେ…
Read More...

ଓଡ଼ିଶାରେ ବିଜେଡି ସରକାର ଗଠନ କଲେ ଯୁବପିଢ଼ିଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ସ୍ଵତନ୍ତ୍ର ବଜେଟ୍ ଆଣିବ: ପାଣ୍ଡିଆନ

ଓଡ଼ିଶାରେ ବିଜେଡି ସରକାର ଗଠନ କଲେ ଯୁବପିଢ଼ିଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ସ୍ଵତନ୍ତ୍ର ବଜେଟ୍ ଆଣିବ। ଯୁବବର୍ଗଙ୍କ ବିକାଶ ପାଇଁ ଆଗାମୀ ୧୦ ବର୍ଷରେ ଏହି ଅର୍ଥ ଖର୍ଚ୍ଚ ହେବ। ନିର୍ବାଚନ ପ୍ରଚାର ମଧ୍ୟରେ ଭୁବନେଶ୍ୱରରେ…
Read More...

ରାଜଧାନୀରେ ବିଜେଡି ସୁପ୍ରିମୋଙ୍କ ମେଗା ରୋଡ ଶୋ’

ପାଖଉଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ତାରିଖ। ଏହାକୁ ନଜରରେ ରଖି ରାଜ୍ୟର ୩ ପ୍ରମୁଖ ଦଳ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି ଜୋରଦାର ପ୍ରଚାର। ରାଜଧାନୀ ଭୁବନେଶ୍ବରରେ ମେଗା ରୋଡ ଶୋ' କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…
Read More...

ବିଶିଷ୍ଟ କବି ସୁନିଲ ପୃଷ୍ଟିଙ୍କ ପରଲୋକ

ବିଶିଷ୍ଟ କବି ତଥା 'ସଚିତ୍ର ବିଜୟା'ର ସଂପାଦକ ସୁନିଲ ପୃଷ୍ଟିଙ୍କ ପରଲୋକ । ୬୧ ବର୍ଷ ବୟସରେ କବି ସୁନିଲ ପୃଷ୍ଟିଙ୍କ ପରଲୋକ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ୧୯୬୩…
Read More...

ଭାରତରେ ପ୍ରତିବର୍ଷ ୧ଲକ୍ଷ ଲୋକ ରକ୍ତ କର୍କଟ ରୋଗରେ ହେଉଛନ୍ତି ଆକ୍ରାନ୍ତ

ଭୁବନେଶ୍ୱର(ବ୍ୟୁରୋ) : ରକ୍ତ କର୍କଟ ଏକ ଗୁରୁତର ସମସ୍ୟା ତେବେ ସଠିକ୍ ସମୟରେ ରୋଗ ନିରୂପଣ, ପରୀକ୍ଷା ନିରୀକ୍ଷା ଓ ଉପଯୁକ୍ତ ଚିକିତ୍ସା ଦ୍ୱାରା ମଣିଷ ଏହି ଜଟିଳ ବ୍ୟାଧିରୁ ସୁସ୍ଥ ହୋଇପାରିବ । ସେହିପରି ବର୍ତମାନ…
Read More...

ମଧ୍ୟବିତ୍ତ ପରିବାର ପାଇଁ ବିଜେଡି ଇସ୍ତାହାରରେ ନବୀନଙ୍କ ୫ ଗ୍ୟାରେଣ୍ଟି, ଆସନ୍ତୁ ଜାଣିବା…

ମଧ୍ୟବିତ୍ତଙ୍କ ପାଇଁ ମେଗା ପ୍ଲାନ । ବିଜେଡି ଇସ୍ତାହାରରେ ନବୀନଙ୍କ ୫ ଗ୍ୟାରେଣ୍ଟି । ଖାଦ୍ୟ,ସ୍ବାସ୍ଥ୍ୟ, ଶିକ୍ଷା, ପରିବହନ, ଗୃହ ସୁବିଧା ନେଇ ଗ୍ୟାରେଣ୍ଟି ଦେଇଛି ବିଜେଡି। ଭି.କେ. ପାଣ୍ଡିଆନ କହିଛନ୍ତି ମଧ୍ୟବିତ୍ତ…
Read More...