Browsing Category

Odisha

ପରୀ ହତ୍ୟା ମାମଲା : ନୟାଗଡ଼ ଥାନା ଆଇଆଇସିଙ୍କୁ ନିଲମ୍ବନ ଓ ଏସଡିପିଓଙ୍କୁ ବଦଳି

ଭୁବନେଶ୍ବର : ପରୀ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ । ବହୁଚର୍ଚ୍ଚିତ ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ପୋଲିସ ଡିଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ନୟାଗଡ଼ ଥାନାଧିକାରୀ ରୀତାରାଣୀ ସାହୁଙ୍କୁ ନିଲମ୍ବନ କରାଯାଇଛି ।…
Read More...

ନୂଆବର୍ଷରେ ଖୋଲିବ ସ୍କୁଲ୍ ଓ କଲେଜ୍ !

ଭୁବନେଶ୍ବର: ନୂଆବର୍ଷରେ ସ୍କୁଲ୍ ଓ କଲେଜ୍ ଖୋଲିବାର ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି। ନୂଆବର୍ଷରୁ ମହାବିଦ୍ୟାଳୟ ଖୋଲିବା ନେଇ ଆଶା ରଖାଯାଇଛି ବୋଲି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ସୂଚନା ଦେଇଛନ୍ତି । ଖୁବଶୀଘ୍ର ଏନେଇ…
Read More...

ଓଡ଼ିଶାରେ ନିଲାମ ଲୁହାପଥର ଖଣିକୁ ଶୀଘ୍ର କାର୍ଯ୍ୟକାରୀ କରାଯାଉ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର :  ଓଡ଼ିଶାରେ ନିଲାମ ହୋଇଥିବା ଲୁହାପଥର ଖଣିର ଶୀଘ୍ର କାର୍ଯ୍ୟକାରିତା ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ବସିଥିବା ଭର୍ଚୁଆଲ…
Read More...

ସାମ୍ବାଦିକ ପ୍ରବୀରଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ୧୫ ଲକ୍ଷର ସହାୟତା, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ…

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦିବଂଗତ ସାମ୍ବାଦିକ ପ୍ରବୀର କୁମାର ପ୍ରଧାନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସରକାରଙ୍କ ଓଡିଶା ଓାର୍କିଂ…
Read More...

ଡ଼ିଜିଟାଲ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତର ସ୍ୱପ୍ନ ପୂରଣ ହେବ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର :  ଡିଜିଟାଲ ଇଣ୍ଡିଆ ପଦକ୍ଷେପ ମାଧ୍ୟମରେ ଦେଶରେ ଇ-ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଏବଂ ନାଗରିକଙ୍କ ଜୀବନକୁ ସୁଗମ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ…
Read More...

ସବୁ ଶସ୍ୟ ପାଇଁ  ଏମଏସପି ନେଇ ସ୍ବାମୀନାଥନ୍ କମିଟିର ସମସ୍ତ ସୁପାରିଶକୁ ଲାଗୁ କରିବାକୁ ରାଜ୍ୟ କ୍ୟାବିନେଟରେ ସଂକଳ୍ପ…

ଭୁବନେଶ୍ୱର: ଚାଷୀ ଏବଂ କୃଷିକୁ ନେଇ ସମଗ୍ର ଦେଶରେ ଏକପ୍ରକାର ନିଆଁ ଜଳୁଥିବାବେଳେ ରାଜ୍ୟ ସରକାର କୃଷିଙ୍କ ହିତ ସାଧନରେ କୃଷି ନୀତି ୨୦୨୦ ସମୃଦ୍ଧିକୁ ଦେଇଛନ୍ତି ମଞ୍ଜୁରୀ । ଚାଷୀଙ୍କୁ ପ୍ରାଧାନ୍ୟ ଦେଇ ସର୍ବସମ୍ମତି କ୍ରମେ…
Read More...

ସହର ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡରେ ଓଡ଼ିଶା ଏକ ନମ୍ବର

ଭୁବନେଶ୍ବର: ସହର ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡରେ ଏକ ନମ୍ବର ସ୍ଥାନରେଓଡିଶା । ସ୍ବେଚ୍ଛାସେବୀ ସଂଗଠନ ପ୍ରଜା ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା ସର୍ଭେରେ ମହାରାଷ୍ଟ୍ରକୁ ପଛରେ ପକାଇ ଓଡ଼ିଶା ଆଗରେ ରହିଛି । ଦେଶର ବଛା…
Read More...

ସୁନ୍ଦରୀ ପାଇଁ ନବୀନଙ୍କୁ ଶିବରାଜଙ୍କ ଚିଠି

ଭୁବନେଶ୍ୱର : ସୁନ୍ଦରୀ ପାଇଁ ନବୀନଙ୍କୁ ଶିବରାଜଙ୍କ ଚିଠି । ବାଘୁଣୀ ସୁନ୍ଦରୀକୁ ଉତ୍ତମ ପରିବେଶ ମଧ୍ୟରେ ରଖିବାକୁ ଅନୁରୋଧ କରି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ…
Read More...

ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୫୨୩ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ୫୨୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୬ ହଜାର ୯୭୦କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
Read More...

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟର ପ୍ରମାଣ : ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗର…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତିର ଛାଇକୁ ବି ପସନ୍ଦ କରନ୍ତିନି । ଯେଉଁଠି ଦୁର୍ନୀତିର ଗନ୍ଧ ଆସିଛି ମୁଖ୍ୟମନ୍ତ୍ରୀ ସଙ୍ଗେ ସଙ୍ଗେ କଡାକାଯ୍ୟାନୁଷ୍ଠାନ ନେଇଛନ୍ତି । ଯିଏ ଯେତେ ବଡ ଅଧିକାରୀ କି ନେତା…
Read More...

ଭାରତ ବନ୍ଦ : ମଙ୍ଗଳବାର ସମସ୍ତ ସରକାରୀ ଅଫିସ ବନ୍ଦ, ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର: ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖିଛନ୍ତି ରାଜ୍ୟ ସରକାର। କୃଷି ଆଇନକୁ ବିରୋଧ କରି ୪୦ଟି କୃଷକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି…
Read More...

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ ହୋଇଥିବାର ଖବର ମିଳିଛି। ଦୁର୍ନୀତି ଅଭିଯୋଗରେ ଝାରପଡ଼ା ଜେଲରେ ଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଭୁବନେଶ୍ୱର ଏଡିଜେ-୩…
Read More...

୫-ଟି ସଚିବ ଭି କେ ପାଣ୍ଡିଆନ୍‌ଙ୍କ ଏକାମ୍ର କ୍ଷେତ୍ର ପ୍ରକଳ୍ପ ସମୀକ୍ଷା

ଭୁବନେଶ୍ୱର : ୫-ଟି ସଚିବ ଭି କେ ପାଣ୍ଡିଆନ୍‌ ସୋମବାର ସକାଳେ ଏକାମ୍ର ଅଞ୍ଚଳ ପରିଦର୍ଶନ କରି ଏକାମ୍ର କ୍ଷେତ୍ର ପ୍ରକଳ୍ପର ସ୍ଥିତି ତଦାରଖ କରିବା ସହ ବରିଷ୍ଠ ଅଧିକାରୀମାନଙ୍କ ସହିତ ଏହାର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା…
Read More...

ନୂଆ ବର୍ଷରୁ ପୁଣି କଡ଼ାକଡ଼ି ହେବ ହେଲମେଟ୍ ଚେକିଂ, ଚାଳକ ଓ ସହଯାତ୍ରୀ ହେଲମେଟ୍ ନପିନ୍ଧିିଲେ ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ବର: ନୂଆ ବର୍ଷରୁ ପୁଣି କଡ଼ାକଡ଼ି ହେବ ହେଲମେଟ୍ ଚେକିଂ, ଚାଳକ ଓ ସହଯାତ୍ରୀ ହେଲମେଟ୍ ନପିନ୍ଧିିଲେ ରଦ୍ଦ ହେବ ଲାଇସେନ୍ସ । ଜାନୁଆରୀ ମାସରୁ ପୁଣି ଥରେ କଡାକଡି ହେବ ହେଲମେଟ ଚେକିଂ। ହେଲମେଟ୍ ନପିନ୍ଧିଲେ ଚାଳକଙ୍କର…
Read More...