Browsing Category
Odisha
Odisha Chief Minister Launches Consumer Service Portal MO BIDYUT and Mobile App under 5T Initiative
Bhubaneswar : Chief Minister Shri Naveen Patnaik today launched the electricity consumer service portal Mo Bidyut and Mobile App through video conference today.. It’s a bilingual…
Read More...
Read More...
ସାମ୍ଭାବ୍ୟ ବାତ୍ୟା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ, ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ
ପାରଳାଖେମୁଣ୍ଡି: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଠାରୁ ବର୍ଷା ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲାରେ ଭୀଷଣ ବର୍ଷା ହୋଇପାରେ।…
Read More...
Read More...
ସାମ୍ଭାବ୍ୟ ପ୍ରବଳ ବର୍ଷା ଜନିତ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁପ୍ରସ୍ତତି
ବ୍ରହ୍ମପୁର : ବଙ୍ଗପୋସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଗଂଜାମ ଜିଲ୍ଲାକୁ ସତର୍କ କରାଇ ଦିଅାଯାଇଛି । ପ୍ରବଳ ବର୍ଷା ଓ ବର୍ଷା ଜନିତ ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତତ ରହିବାକୁ ପ୍ରସ୍ତତି…
Read More...
Read More...
ବାଉଳିଲେଣି ଜୟ ପଣ୍ଡା : ଓଡିଶାକୁ ପାକିସ୍ଥାନ ସହ କଲେ ତୁଳନା, ସବୁ ସ୍ତରରେ ବିରୋଧ
ଭୁବନେଶ୍ୱର : ବାଉଳିଲେଣି ପୂର୍ବତନ ସାଂସଦ ତଥା ବିଜେପି ରଷ୍ଟ୍ରିୟ ଉପସଭାପତି ବୌଜୟନ୍ତ ପଣ୍ଡା ଓରଫ ଜୟ ପଣ୍ଡା । ସାରୁଅ ଜମି ଜବର ଦଖଲ ଖୁଲାସା ଓ କ୍ରାଇବ୍ରାଞ୍ଜ ତଦନ୍ତ ତା ସାଙ୍ଗକୁ ଭୁବନେଶ୍ୱର ନାବାଳିକା ଗଣ ଦୁଷ୍କର୍ମ…
Read More...
Read More...
ଲଘୁଚାପ ପ୍ରଭାବରେ ୪ଦିନ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର:ଆସୁଛି ବଡ଼ ବର୍ଷା । ଦକ୍ଷିଣରୁ ଉପକୂଳ ପ୍ରବଳ ବର୍ଷିବ । କେନ୍ଦ୍ରୀୟ ବଙ୍ଗୋପସଙ୍ଗରେ ଦାନା ବାନ୍ଧୁ ଥିବା ଲଘୁଚାପ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ହେବ । ଯଦିଓ ଚିତ୍ର ସ୍ପଷ୍ଟ ହେଇନାହିଁ, କିନ୍ତୁ ଏହା ଅବପାତରେ…
Read More...
Read More...
NEET ଟପ୍ପର ସୋଏବଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ,ଉଜ୍ଜଳ କ୍ୟାରିୟର ନେଇ ଜଣାଇଲେ ଶୁଭେଚ୍ଛା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସର୍ବଭାରତୀୟ ମେଡିକାଲ ଏଣ୍ଟ୍ରାନ୍ସ- NEET ଟପ୍ପର ସୋଏବ ଅଫତାବଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଏହି ବଡ଼ ସଫଳତା ପାଇଁ ଫୋନ ଯୋଗେ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ…
Read More...
Read More...
ସେବା ପ୍ରଦାନରେ ନୂତନ ମାନକ ପ୍ରତିଷ୍ଠା କରିବା ନିମନେ୍ତ ପ୍ରଦୁ୍ୟଷଣ ବୋର୍ଡକୁ ମୁଖ୍ୟ ଶାସନ ସଚିବଙ୍କ ନିଦେ୍ର୍ଦଶ
ଭୁବନେଶ୍ୱର : ନିଦ୍ର୍ଧାରିତ ସାଧାରଣ ସେବା ପ୍ରଦାନରେ ନୂତନ ମାନକ ପ୍ରତିଷ୍ଠା କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ତ୍ରିପାଠୀ ରାଜ୍ୟ ପ୍ରଦୁ୍ୟଷଣ ନିୟନ୍ତ୍ରଣ ବୋର୍ଡଙ୍କୁ ନେିଦ୍ର୍ଦଶ ଦେଇଛନ୍ତି। ଅାଜି ବୋର୍ଡର…
Read More...
Read More...
୧୯ରୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ହୋଇପାରେ ଆଉ ଏକ ଲଘୁଚାପ
ଭୁବନେଶ୍ୱର: ଅବପାତ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଅନ୍ୟପଟେ ଡରାଇଲାଣି ଆଉ ଏକ ଲଘୁଚାପ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତା ୧୯ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି…
Read More...
Read More...
ରାଜ୍ୟରେ ଆଉ ୨୭୭୨ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଉ ୨୭୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ସୁସ୍ଥ ହୋଇଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୫୩୫ରେ ପହଁଚିଛି ।
ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧାରୁ ୪୫୭, କଟକରୁ ୨୦୨,…
Read More...
Read More...
OTV ମିଛ ଖବର ଉପରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣର ସ୍ପଷ୍ଟୀକରଣ : ଆକାଶ ମାର୍ଗରେ ପରିଦର୍ଶନ ସମୟ ହେଉଛି ୧୯ ମିନିଟ୍
ଭୁବନେଶ୍ୱର: ଏକ ନମ୍ବର ଚ୍ୟାନେଲରେ ଡାହା ମିଛ ଖବର । ଆରଟିଆଇ ସୂଚନାକୁ ଭିତ୍ତି କରି ଅକ୍ଟୋବର ୧୪ରେ ଓଟିଭି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମିଛ ଓ ଭୁଲ୍ ଖବର ପ୍ରସାରଣ କରିଥିଲା । ଯେଉଁ ଖବରରେ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ…
Read More...
Read More...
ଓଟିଭି ମିଛୁଆ ! ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ଖବର ମିଛ ଧରାପଡିଲା, ୧୯ ମିନିଟ ନୁହେଁ ୩୦ ମିନିଟ୍…
ଭୁବନେଶ୍ବର : ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ସଂପର୍କୀତ ଖବର ପ୍ରସାରଣରେ ଓଟିଭିର ମିଛ ଧରା ପଡିଛି।ଏ ନେଇ ସରକାରଙ୍କ ସୂତ୍ରରୁ ମିଳିଥିବା ସ୍ପଷ୍ଟୀକରଣରୁ ଖବରଟି ସମ୍ପୂର୍ଣ୍ଣ ମିଛି ବୋଲି ଜଣାଯାଇଛି।…
Read More...
Read More...
କୋଭିଡ଼ ପରିଚାଳନାରେ ଓଡ଼ିଶା ଅନ୍ୟମାନଙ୍କ ଠାରୁ ଆଗରେ : ପାର୍ବଣ ଓ ଶୀତ ଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କତା ଅବଲମ୍ବନ…
ଭୁବନେଶ୍ୱର: ସାରା ରାଜ୍ୟରେ କୋଭିଡ଼ ପରିସ୍ଥିତି ପରିଚାଳନାରେ ଓଡିଶା କ୍ରମାଗତଭାବେ ଭଲ ପ୍ରଦର୍ଶନ କରିଆସୁଛି। ଏହି କ୍ଷେତ୍ରରେ ଥିବା ସମସ୍ତ ସୂଚକାଙ୍କ ଜାତୀୟ ହାର ଠାରୁ ବହୁତ ଭଲରେ ରହିଛି । ଅଧିକାଂଶ ଜିଲ୍ଲାରେ ନୂଆ…
Read More...
Read More...
ରାଜ୍ୟରେ ଆଉ ୨ ହଜାର ୭୯୬ ଜଣ କରୋନା ସଂକ୍ରମିତ ସୁସ୍ଥ
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୨ ହଜାର ୭୯୬ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥିସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ…
Read More...
Read More...
ଗଞ୍ଜେଇ ଚାଷ ବନ୍ଦ ପାଇଁ ନୂଆ ରଣନୀତିରେ NCBର ସହାୟତା ମିଳିଲେ ରଣନୀତି ସଫଳ ହେବ : ପୋଲିସ ଡିଜି
ଭୁବନେଶ୍ୱର: ରାଜ୍ୟରେ ନିଶା କାରବାର ରୋକିବାକୁ ପୋଲିସର ବ୍ୟାପକ ପଦକ୍ଷେପ । ଚଳିତ ବର୍ଷ ୧ହଜାର ୫୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିବା ପୋଲିସ ଡିଜି ଅଭୟ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି । ଏବର୍ଷ କୋରାପୁଟ ଜିଲ୍ଲାରେ…
Read More...
Read More...
