Browsing Category

Odisha

ଆଜି ଭୁବନେଶ୍ୱରରେ ୪୮୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୪୮୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ସରକାରୀ ସଂଗରୋଧରୁ ୧୮୨ ଜଣ ଥିବା ବେଳେ ଅନ୍ୟ ୨୯୮ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆକ୍ରାନ୍ତ ହୋଇଛନ୍ତି । ଭୁବନେଶ୍ୱର ମହାନଗର…
Read More...

ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତି ମୁତିକାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର : ପୂର୍ବତନ ଗୁଣୁପୁର ବିଧାୟକ ତଥା ରାୟଗଡା ଜିଲ୍ଲା ରାମଣାଗୁଡା ବ୍ଲକର ୨ଥର ଅଧ୍ୟକ୍ଷ  ରାମମୂର୍ତି ମୁତିକାଙ୍କ ବିୟୋଗରେ ରାଜ୍ୟ ସଭାପତି  ସମୀର ମହାନ୍ତି ଏବଂ ବିରୋଧୀ ଦଳନେତା  ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକ…
Read More...

ସୁସ୍ଥ ହୋଇ ଘରକୁ ଫେରିଲେ ବରିଷ୍ଠ ନାଗରିକ ସଂଘର ସଭାପତି କୃପାସିନ୍ଧୁ ସାହୁ

ଭୁବନେଶ୍ୱର : କରୋନା ମହାମାରୀକୁ ପରାସ୍ତ କରିଛନ୍ତି ୮୭ ବର୍ଷର ବରିଷ୍ଠ ନାଗରିକ । ଭୁବନେଶ୍ୱର ସ୍ଥିତସମ୍ କୋଭିଡ ହସ୍ପିଟାଲ୍ ଏବଂ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଚିକିତ୍ସିତ ହେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ…
Read More...

ଅସଲି ବ୍ରାଣ୍ଡରେ ନକଲି ମାଲ

କଟକ: ଅସଲି ବ୍ରାଣ୍ଡରେ ନକଲି ମାଲ । ବିଶ୍ୱାସରେ ବିଷ ଦେଇ ହେଉଛି ବେପାର । ବଜାରରେ ମିଳୁଛି ନକଲି ପୂଜା ସାମଗ୍ରୀ । ଗଙ୍ଗା ଜଳ ଠାରୁ ଆରମ୍ଭ କରି ମହୁ, ଘିଅ ଓ ଗୁଡ ସବୁ କିଛି ନକଲି ସାମଗ୍ରୀ ବିକ୍ରି ହେଉଛି । କଟକ…
Read More...

ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ନବରଙ୍ଗପୁର ସାଂସଦ ରମେଶ ମାଝୀ

ନବରଙ୍ଗପୁର: ନବରଙ୍ଗପୁର ସାଂସଦ ରମେଶ ମାଝୀ ଅସୁସ୍ଥ ଅଛନ୍ତି । କିଛି ଦିନ ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ । କରୋନାରେ ସଂକ୍ରମିତ ହେବାପରେ ସେ ନିଜ ଉମରକୋଟ ସ୍ଥିତ ବାସଭବନରେ ହୋମ ଆଇସଲେସନରେ ଥିଲେ। କିନ୍ତୁ…
Read More...

ବିଶିଷ୍ଟ ଗୋ ଚିକିତ୍ସକ ସମାଜ ସେବି ଡାକ୍ତର ଅଶୋକ ମିଶ୍ରଙ୍କ ସୃତି ସଭା

ସାଲେପୁର:ସାଲେପୁର ଅଞ୍ଚଳର ବିଶିଷ୍ଟ ଚିକିତ୍ସକ ତଥା ସମାଜସେବି ସ୍ୱର୍ଗତ ଡାକ୍ତର ଅଶୋକ ମିଶ୍ର ଦ୍ୱାଦଶ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ଏହି ଶ୍ରଦ୍ଧାଞ୍ଜଳି ସଭାରେ ମାହାଙ୍ଗା ,ନିଶ୍ଚିନ୍ତକୋଇଲି, ସାଲେପୁର…
Read More...

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ, ସୌରଭ ସୌମ୍ୟକାନ୍ତ ନନ୍ଦ ଓଡିଶା ଟପ୍ପର

ଭୁବନେଶ୍ୱର:  ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (NTA) ଦ୍ୱାରା ଶୁକ୍ରବାର ରାତିରେ ପ୍ରକାଶ ପାଇଥିବା ଜେଇଇ ମେନ୍ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଛନ୍ତି ସୌରଭ ସୌମ୍ୟକାନ୍ତ ଦାଶ । ସେ ୯୯.୯୯ ପ୍ରତିଶତ ମାର୍କ ରଖି ୩୪ତମ ସ୍ଥାନ…
Read More...

ରାତିରେ ଚୋରୀ ହୋଇଥିବା ଗାଡି , ସନ୍ଧ୍ୟାରେ ଉଦ୍ଧାର

ବରଗଡ: ରାତିରେ ଚୋରୀ ହୋଇଥିବା ଗାଡି ,ସନ୍ଧ୍ୟାରେ ଉଦ୍ଧାର । ଗାଡି ଚୋରୀ ରେ ଜଣେ ସୋସିଆଲ ମିଡିଆ ଓ ଦୈନିକ ଭାସ୍କର ଖବର କାଗଜରେ ସାମ୍ବାଦିକ ଙ୍କ ସମ୍ପୃକ୍ତି ଥିବା ନେଇ ବରଗଡ଼ ଥାନା ରେ ଲିଖିତ ଅଭିଯୋଗ ହୋଇଛି । ଏହା ଏବେ…
Read More...

ବିଶ୍ୱ ସମୁଦାୟର ଆଶା ଓ ଆକାଂକ୍ଷାକୁ ପୂରଣ କରିବ ଆତ୍ମନିର୍ଭର ଭାରତ ଅଭିଯାନ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଆତ୍ମନିର୍ଭର ଭାରତ ଅଭିଯାନ କେବଳ ଦେଶକୁ ଆତ୍ମନିର୍ଭର କରିବ ନାହିଁ ବରଂ ବିଶ୍ୱ ସମୁଦାୟର ଆଶା ଓ ଆକାଂକ୍ଷାକୁ ମଧ୍ୟ ପୂରଣ କରିବ ବୋଲି…
Read More...

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କରୋନା

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କରୋନାରେ ଆକ୍ରାନ୍ତ । କରୋନା ପଜିଟିଭ ନେଇ ଟୁଇଟ୍‌ କରି ସୂଚନା ଦେଲେ ରଣେନ୍ଦ୍ର । ଲକ୍ଷଣ ନଥିଲା, ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ୍…
Read More...

ବର୍ଷାଙ୍କୁ ଏ ଜନ୍ମରେ ନୁହେଁ କି କୌଣସି ଜନ୍ମରେ ଗ୍ରହଣ କରିବୁନି: ଅନୁଭବ

ଭୁବନେଶ୍ୱର: ଘରକୁ ମାନବାଧିକାର କର୍ମୀ ଯିବା ପ୍ରସଙ୍ଗରେ ସାଂସଦ ଅନୁଭବ ମହାନ୍ତି ଟୁଇଟ‌ କରିଛନ୍ତି। ମାନବାଧିକାର କର୍ମୀମାନେ ତାଙ୍କ ସହ ପ୍ରତାରଣା କରିଛନ୍ତି କହିଲେ ଅନୁଭବ। ଏହା ସହିତ ଅନୁଭବ ଆହୁରୀ ମଧ୍ୟ କହିଛନ୍ତି ଯେ,…
Read More...

ସେପ୍ଟେମ୍ବର ୧୪ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ସେପ୍ଟେମ୍ବର ୧୪ରୁ ରାଜ୍ୟର ପ୍ରାୟ ୧୫୩ଟି କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଯାଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଚଳିତ ଥର କରୋନା କଟକଣା ମଧ୍ୟରେ ପାଖାପାଖି ୨୨୬୪୯ ଜଣ ଛାତ୍ରଛାତ୍ରୀ ଯୋଗଦେବେ ବୋଲି…
Read More...

ବାଲେଶ୍ୱରରେ ପ୍ରତିଷ୍ଠା ହେବ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

ବାଲେଶ୍ୱର: କୋଭିଡ ସ୍ଥିତି ସମୀକ୍ଷା କରିବା ପାଇଁ ଓଡିଶା ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ବାଲେଶ୍ଵର ମେଡିକାଲରେ ପହଞ୍ଚି ସମୀକ୍ଷା କରିଛନ୍ତି । ଏହି ଟିମ ବାଲେଶ୍ଵର ଜ୍ୟୋତି କୋଭିଡ ହସ୍ପିଟାଲ ଓ ବାଲେଶ୍ଵର…
Read More...

ସେପ୍ଟେମ୍ବର ୧୩ରେ ୟୁନିଟ୍ ୧ ମାର୍କେଟ ବନ୍ଦ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍ ୧ ହାଟ ସେପ୍ଟେମ୍ବର ୧୩ ତାରିଖ ଦିନ ତଥା ଆସନ୍ତା ରବିବାର ସକାଳ ୧୧ ଟାରୁ ଅପରାହ୍ନ ୫ ଟା ଯାଏଁ ବନ୍ଦ ରହିବ।ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି)ର ସୂଚନା ଅନୁଯାୟୀ,…
Read More...