Browsing Category

Odisha

କାଲିଠୁ ଆଉ ଏକ ଲଘୁଚାପ

ଭୁବନେଶ୍ୱର :  ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଯାହାର ପ୍ରଭାବରେ ଗତକାଲିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।ପାଣିପାଗ ବିଭାଗର କହିବା ଅନୁଯାୟୀ…
Read More...

ମାଲକାନଗିରି ଏସପିଙ୍କ ନିକଟରେ ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି: ହିଂସା ଛାଡି ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ହାର୍ଡକୋର ମାଓବାଦୀ । ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣକ ହେଲେ ମହାଦେବ ମାଡକାମି । ସେ ଛତିଶଗଡ଼ ଦାର୍ଭା ଡିଭିଜନ ମାଓ ସଙ୍ଗଠନ…
Read More...

ମା’ ସମଲେଇଙ୍କୁ ଲାଗି ହେଲା ନବାନ୍ନ

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ‘ନୂଆଖାଇ’ ଅବସରରେ ଆଜି ନିର୍ଦ୍ଧାରିତ ଲଗ୍ନରେ ମା’ ସମଲେଇଙ୍କ ଠାରେ ନବାନ୍ନ ଲାଗି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ୯ଟା ୩୫ରୁ ୯ଟା ୫୦ ଭିତରେ ପାରମ୍ପରିକ…
Read More...

ନୂଆଁଖାଇର ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:  ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମ ଓଡିଶାବାସୀଙ୍କୁ ନୂଆଁଖାଇର ଅଭିନନ୍ଦନ ଜଣାଇଛନ୍ତି ।ନୂଆଁଖାଇ ଜୁହାର୍ 🙏କୃଷିଭିତ୍ତିକ ଗଣପର୍ବ…
Read More...

ବାଲୁକା କଳାରେ ସୁଦର୍ଶନ ଜଣାଇଲେ ‘ନୂଆଁଖାଇ ଜୁହାର’

ପୁରୀ: ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ ।  ଏହି ଅବସରରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରି ରାଜ୍ୟବାସୀଙ୍କୁ…
Read More...

ସମ୍ବଲପୁରୀ ଭାଷାରେ ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡିଶା । ଚଳିତ ବର୍ଷ କରୋନା କଟକଣା ପାଇଁ ଫିକା ପଡିଛି । ଅତ୍ୟନ୍ତ ନିରାଡମ୍ବର ସହ ପାଳନ କରାଯାଉଛି । ତେବେ ଏହି ଅବସରରେ…
Read More...

ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ଆଜି ହେଉଛି ପଶ୍ଚିମ ଓଡିଶାର ନୂଆଁଖାଇ । ଏହି ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟୁଇଟ କରି ସମସ୍ତଙ୍କୁ ନୂଆଁଖାଇ ଜୁହାର ବୋଲି କହିଛନ୍ତି । ସେ ଉଭୟ ଇଂରାଜୀ ଓ ଓଡିଆ ମାଧ୍ୟମରେ…
Read More...

ଆଜି ନୂଆଁଖାଇ, ବିନା ଦେବ ଦର୍ଶନରେ ଲାଗି ହେବ ନବାନ୍ନ

ଭୁବନେଶ୍ୱର: ପୁଣି ଆସିଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ପଶ୍ଚିମ ଓଡିଶାର ପୁର ପଲ୍ଲୀରେ ଆନନ୍ଦ ଓ ଉତ୍ସାହର ମାହୋଲ । ନୂଆଁଖାଇକୁ ନବାନ୍ନ ଭାବେ ମଧ୍ୟ ଜଣାଯାଏ । ଏହି ପର୍ବ ପାଞ୍ଜି ଅନୁସାରେ ଭାଦ୍ରକ ଶୁକ୍ଲ…
Read More...

ଭବାନୀପାଟଣାରେ ଭାଲୁ ଆତଙ୍କ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହର ରେ ଭାଲୁ ଆତଙ୍କ। ପୁଣି ଥରେ ଜଙ୍ଗଲି ଭାଲୁ ସହର ମୁହାଁ, ମାଂସ ବଜାର ପାଖରେ ଭାଲୁ ଥିବା ଖବର ପାଇ ବନ ବିଭାଗ, ପୋଲିସ ପ୍ରଶାସନ, ଅଗ୍ନିଶମ ବିଭାଗ ପକ୍ଷରୁ ସଦଳବଳ ଆସି…
Read More...

ମହିଳାଙ୍କୁ ସଶକ୍ତ କରିବା ଦିଗରେ ସ୍ୱାମୀ ବିବେକାନନ୍ଦଙ୍କ ବିଚାରକୁ ଅନୁସରଣ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି:…

ନୂଆଦିଲ୍ଲୀ/ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ସ୍ୱାମୀ ବିବେକାନନ୍ଦଙ୍କ ବିଚାରରେ ଦୃଢ଼ ବିଶ୍ୱାସ କରିବା ସହ ଏହାକୁ ଅନୁସରଣ କରି କାମରେ ମଧ୍ୟ ଲଗାଇଛନ୍ତି । “ମହିଳାଙ୍କ ପ୍ରତି ଆଚରଣ ଗୋଟିଏ…
Read More...

ଆଜି ଭୁବନେଶ୍ୱରରୁ ୨୯୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୨୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।Update on newly detected & cured #COVID19 cases…
Read More...

ବିକ୍ରି ହୋଇନି ପୁରୀ ବଗଳା ଧର୍ମଶାଳା : ପୁରୀ ଜିଲ୍ଲା ପ୍ରଶାସନ

ପୁରୀ : ବିକ୍ରି ହୋଇନି ବଗଳା ଧର୍ମଶାଳା । ବଗଳା ଧର୍ମଶାଳା ଜମି ବି କାହାରିକୁ ଆବଣ୍ଟନ କରାଯାଇନି । ପୁରୀ ଜିଲ୍ଲା ପ୍ରଶାସନକୁ ଦାନ ଶୁତ୍ରରେ ମିଳିଥିବା ବଗଳା ଧର୍ମଶାଳାକୁ ନେଇ ବିବାଦିୟ ସ୍ଥିତି ଥିବାବେଳେ  ବଗଳା ଧର୍ମଶାଳା…
Read More...

ଭୁବନେଶ୍ୱରରେ ସେପ୍ଟେମ୍ବର ୧୫ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ହୋଇପାରେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଶୀର୍ଷରେ ପହଂଚିଛି। ଏଥି ପାଇଁ ଅଧିକରୁ ଅଧିକ ପରୀକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ବିଏମ୍‌ସି ଅଂଚଳରେ ୮୦ ପ୍ରତିଶତ କରୋନା ଆକ୍ରାନ୍ତ ଲକ୍ଷଣବିହନୀ ବୋଲି ଭୁବନେଶ୍ୱର ମହାନଗର…
Read More...