Browsing Category

Odisha

ସ୍ୱାଧୀନତା ଦିବସ ପାଇଁ ଗାଇଡଲାଇନ୍ ଜାରି କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ କଟକଣା ଲାଗୁ କରୁଥିବା ବେଳେ ଆଗକୁ ଆସୁଛି ସ୍ୱାଧୀନତା ଦିବସ। ଚଳିତ ଥର ପ୍ରତି ସ୍କୁଲରେ ସ୍ୱାଧୀନତା ଦିବସ ପାଳନ କରାଯିବା…
Read More...

ଆଜି କଟକରୁ ୧୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ସହରରୁ ୧୮ ଜଣ କୋଭିଡ ଯୋଦ୍ଧାଙ୍କ ସମେତ ୧୧୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ୧୧ ଜଣ ପୁଲିସ କର୍ମଚାରୀ ଅଛନ୍ତି। ଏସ୍‌ସିବି ଆଇସୋଲେସନରୁ ୨ ଜଣଙ୍କ ସମେତ ୧୩ ଜଣ ସରକାରୀ ସଂଗରୋଧ କେନ୍ଦ୍ରରୁ…
Read More...

ଆଜି ଭୁବନେଶ୍ୱରରୁ ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରର ୨ଟି ସଙ୍ଗରୋଧରୁ ୮-୮ ଜଣ ମହିଳାଙ୍କ ସମେତ ଆଜି ୨୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୩୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୦୫ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ।…
Read More...

କର୍କଟ ପୀଡିତା ମେଧାବୀ ଛାତ୍ରୀଙ୍କୁ ସହାୟତା ଯୋଗାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: କର୍କଟ ପୀଡିତା ମେଧାବୀ ଛାତ୍ରୀ ମୋନାଲିସାଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ସହାୟତା ଯୋଗାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ…
Read More...

ଗିରଫ ହେଲେ ସ୍ଵତନ୍ତ୍ର ସଚିବ ଅଜୟ ଦାସ

ଭୁବନେଶ୍ଵର: ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସ୍ୱତନ୍ତ୍ର ସଚିବ ଅଜୟ ଦାସ ଗିରଫ ହୋଇଛନ୍ତି । ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହାସହ ତାଙ୍କର ଅମାପ ସମ୍ପତ୍ତିର ଖୋଳତାଡ଼ ମଧ୍ୟ…
Read More...

‘ବ୍ରହ୍ମପୁରରେ ୩୧%ଙ୍କ ଶରୀରରେ ସୃଷ୍ଟି ହୋଇଛି ଆଣ୍ଟିବଡି’

ଭୁବନେଶ୍ୱର: ସେରୋଲୋଜିକାଲ ସର୍ଭେ ପାଇଁ ବ୍ରହ୍ମପୁରରେ ୨୮୩୦ ଲୋକଙ୍କଠାରୁ ସାମ୍ପଲ ନିଆଯାଇଥିଲା। ୩୧ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡ଼ି ବିକଶିତ ହୋଇଛି। ସହରାଞ୍ଚଳ ବସ୍ତିରେ ୪୦% ଲୋକଙ୍କଠାରେ ଆଣ୍ଟିବଡି ମିଳିଛି। ହିସାବକୁ…
Read More...

ସର୍ବସାଧାରଣ ଗଣେଶ ପୂଜାରେ କଟକଣା ଲଗାଇଲା କମିଶନରେଟ ପୋଲିସ

ଭୁବନେଶ୍ୱର:   କରୋନା ମହାମାରୀ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସର୍ବସାଧାରଣ ଗଣେଶ ପୂଜାରେ କଟକଣା ଲଗାଇଛି । କମିଶନରେଟ ପୋଲିସ ପକ୍ଷରୁ ଏନେଇ ଟୁଇଟରରେ ଉଲ୍ଲେଖ କରାଯାଇଛି । କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି,…
Read More...

ଆଦିତ୍ୟ ଦାସ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ଏବେବି ଜାରି ରହିଛି ସସ୍‌ପେନ୍ସ । ତାଙ୍କୁ ହତ୍ୟା କରଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଉପରୁ ପରଦା ଉଠିନି । ତେବେ ଆଜି ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ…
Read More...

ଆୟୁଷ ନିର୍ଦ୍ଦେଶକଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର:  ଆୟୁଷ ନିର୍ଦ୍ଦେଶକ ବିଭୁ ଷଡଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । କିଛିଦିନ ତଳେ ତାଙ୍କ ବିରୋଧରେ ଜଣେ ଯୁବତୀଙ୍କୁ ଅସଦାଚରଣ ମାମଲା ସାମ୍ନାକୁ ଆସିଥିଲା । ଏନେଇ ମହିଳା ଥାନାରେ ତାଙ୍କ…
Read More...

ଯୁକ୍ତଦୁଇ ବିଜ୍ଞାନରେ ଖରାପ ରେଜଲ୍ଟ; ୧୫ କଲେଜକୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର: ଯୁକ୍ତ ଦୁଇ ବିଜ୍ଞାନରେ ୧୫ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଶୂନ୍ୟ ରେଜଲ୍ଟ ହୋଇଛି । ସେସବୁ ଶିକ୍ଷାନୁଷ୍ଠାନକୁ ନୋଟିସ୍ ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଚଳିତବର୍ଷ କାହିଁକି ନାମଲେଖା ରଦ୍ଦ…
Read More...

ଆଜି କଟକରେ ୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ମାଲଗୋଦାମ ନିକଟ ଜାଲୁଆ ସାହି କଣ୍ଟେନମେଣ୍ଟ ଜୋନ୍‌ରୁ ଆଜି ପୁଣି ୨୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୫ ଜଣ ମହିଳା ହୋଇଥିବା ବେଳେ ୯ ଜଣ ପୁରୁଷ। ଏଥି ସହିତ କଟକ ସହରର ବିଭିନ୍ନ ଅଂଚଳରେୁ ଆଜି ମୋଟ ୮୫…
Read More...

ପୁଣି ଭୁବନେଶ୍ୱରରୁ ୧୮୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରୁ ଆଜି ୧୮୭ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ୧୮୭ଜଣଙ୍କ ମଧ୍ୟରୁ ୧୦୪ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୮୩ଟି…
Read More...

ବାରିପଦା ପ୍ରିନ୍ସ +୨ ବିଜ୍ଞାନ ଆବାସିକ ମହାବିଦ୍ୟାଳୟ ଏଠାରେ ପାଠ ବିକ୍ରି ହୁଏ ନାହିଁ ବରଂ ବିଦ୍ୟାଦାନ ହୁଏ

ବାରିପଦା : ବର୍ତ୍ତମାନ ପ୍ରାୟ ସବୁ ଅଞ୍ଚଳରେ ମାଳମାଳ ବେସରକାରୀ କୋଚିଂ ସେଣ୍ଟର ରୁ ଆରମ୍ଭ କରି ନାହିଁ ନଥିବା ଆବାସିକ ବଦ୍ୟାଳୟ ମାନ ଖୋଲି ପାଠ ନାଁ ରେ ଚାଲିଛି ବେପାର । ଯାହାଫଳରେ ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀ…
Read More...

ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ନୂଆଁଖାଇ’ ଲାଗି ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ପାଇଁ ଗୁରୁବାର ପଣ୍ଡିତ ମହାସଭାରେ ଲଗ୍ନ ଧାର୍ଯ୍ୟ ହୋଇଛି। ଚଳିତ ମାସ ୨୩ ତାରିଖରେ ସମ୍ବଲପୁର…
Read More...