Browsing Category
Odisha
ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ
ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ । ସୀମାକୁ ସିଲ୍ କରାଯିବା ସହ ସୀମାନ୍ତ ଗେଟ୍ ଗୁଡିକରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଡିଭିଏଫ୍, ସିଆରପିଏଫ୍ ଓ ସ୍ଥାନୀୟ ପୋଲିସ ସହାୟତାରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି…
Read More...
Read More...
ସମ୍ବଲପୁରରେ ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କ ସହ ଭାବ ବିନିମୟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍କୁଟିରେ…
ଭୁବନେଶ୍ୱର (ବ୍ୟୁରୋ): ସମ୍ବଲପୁର ଲୋକସଭାର ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳେ ସମ୍ବଲପୁର ସ୍ଥିତ ବୀର ସୁରେନ୍ଦ୍ର ସାଏ ମିଲିଟାରୀ ଏକାଡେମୀରେ ଅଗ୍ନିବୀର ପାଇଁ ପ୍ରଶିକ୍ଷଣ ନେଉଥିବା ଯୁବଶକ୍ତିଙ୍କୁ…
Read More...
Read More...
ଓଡିଆ ଭାଷା, ସଂସ୍କୃତି ଏବଂ ଓଡିଶାର ଗର୍ବ ପାଇଁ ବିଜେପି ଏକା ଲଢିବା ଉଚିତ୍: ଅମିତ ଶାହ
ନିର୍ବାଚନ ପୂର୍ବରୁ କିଛି ଦିନ ଓଡିଶାରେ ବିଜେପି-ବିଜେଡି ମେଣ୍ଟ ନେଇ ଚର୍ଚ୍ଚା ଲାଗି ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମେଣ୍ଟ ଚର୍ଚ୍ଚା ଉପରୁ ପରଦା ହଟାଇ ଦୁଇ ଦଳ ଅଲଗା ଅଲଗା ନିର୍ବାଚନ ଲଢିବା ନେଇ ଘୋଷଣା କରିଥିଲେ।…
Read More...
Read More...
ହୀରାକୁଦରେ ଡଙ୍ଗା ବୁଡିବା ଘଟଣା, ଏଯାବତ୍ ୭ଜଣଙ୍କ ମୃତଦେହ ଉଦ୍ଧାର
ହୀରାକୁଦରେ ଡଙ୍ଗା ବୁଡିବା ଘଟଣାରେ ମିଳିଲା ଆଉ ୬ଜଣଙ୍କ ମୃତଦେହ । ରେସକ୍ୟୁ ଟିମ୍ ୩ଜଣ ମହିଳା ଓ ୩ଜଣ ଶିଶୁଙ୍କ ମୃତଦେହ ଉଦ୍ଧାର କରିଛି । ତେବେ ଡଙ୍ଗା ବୁଡ଼ି ଘଟଣାରେ ମୋଟ୍ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଜଣେ…
Read More...
Read More...
ମହାନଦୀରେ ଡଙ୍ଗା ବୁଡ଼ି ୬ ଜଣ ନିଖୋଜ
ମହାନଦୀରେ ଡଙ୍ଗା ବୁଡ଼ି ୬ ଜଣ ନିଖୋଜ ହୋଇଥିବାବେଳେ ୪୦ଜଣ ଉଦ୍ଧାର ହୋଇଛନ୍ତି । ଏଭଳି ଏକ ଘଟଣା ଝାରସୁଗୁଡା ଜିଲ୍ଲା ଲଖନପୁରଠାରେ ଘଟିଛି ।ପ୍ରକାଶ ଯେ, ଡଙ୍ଗାଟି ଲଖନପୁର ବ୍ଲକ ଶରଧାରୁ ଲୋକେ ବରଗଡ଼ ଜିଲ୍ଲା…
Read More...
Read More...
ରୋଡ୍ ରୋମିଓଙ୍କୁ ସାବାଡ୍ କରିବ ‘ହର’ ଟିମ୍
ମହିଳାଙ୍କୁ ଦୁର୍ବ୍ୟବହାର ଛାଡ଼ । ନହେଲେ ଭୁବନେଶ୍ୱର ଛାଡ଼ । ରୋଡ୍ ରୋମିଓଙ୍କୁ ଏଭଳି ସତର୍କବାଣୀ ଶୁଣାଇଛି କମିଶନରେଟ ପୁଲିସ । ରୋଡ୍ ରୋମିଓଙ୍କୁ ସାବାଡ୍ ଲକ୍ଷ୍ୟରେ ଟିମ୍ 'ହର'(ହାଇ ଏଫିସିଏନ୍ସି ରେସପୋନ୍ସ) ଗଢ଼ାଯାଇଛି । ଏକ…
Read More...
Read More...
ଚାଲିଗଲେ ବର୍ଷିୟାନ କଳାକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ
ବର୍ଷିୟାନ କଳାକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସେ କଟକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି। ସେ ଶତାଧିକ ନାଟକରେ…
Read More...
Read More...
ଆସନ୍ତାକାଲିଠାରୁ ୩ ଦିନ ପାଇଁ ରାଜ୍ୟର ସବୁ ସ୍କୁଲ ବନ୍ଦ
ଆସନ୍ତାକାଲିଠାରୁ ୩ ଦିନ ପାଇଁ ରାଜ୍ୟର ସବୁ ସ୍କୁଲ ବନ୍ଦ ରହିବ । ବନ୍ଦ ରହିବ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ । ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧି ପାଇଁ ୧୮ ରୁ ୨୦ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ…
Read More...
Read More...
ସମ୍ବଲପୁରର ସାମୂହିକ ବିକାଶ ଏବଂ ନ୍ୟାୟପାଳିକା ବ୍ୟବସ୍ଥାର ଉନ୍ନତି ନେଇ ହେଲା ଆଲୋଚନା – ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବରେ ଆଜି ସମ୍ବଲପୁର ବାର୍ ଆସୋସିଏସନର ସଦସ୍ୟ ମାନଙ୍କୁ ଭେଟିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କ ଆଶୀର୍ବାଦ…
Read More...
Read More...
ଭିଡିଓ କଲରେ ସାଧାରଣ ଲୋକଙ୍କ ସହ କଥା ହୋଇ ବିଭିନ୍ନ ଉନ୍ନତିମୂଳକ କାମର ତଦାରଖ କଲେ ମୁଖ୍ୟମନ୍ତ୍ରୀ
ଗତକିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଏସ୍ କଲ୍ରେ ଲୋକମାନଙ୍କୁ ନିଜ ଅଞ୍ଚଳରେ ହେଉଥିବା ବିକାଶମୂଳକ କାମ ବିଷୟରେ ପଚାରି ବୁଝୁଥିବା ବେଳେ ଆଜି ଭିଡିଓ କଲରେ ଲୋକମାନଙ୍କ ନିକଟରୁ ସେମାନଙ୍କ ଅଞ୍ଚଳରେ ହେଉଥିବା…
Read More...
Read More...
ଆଇଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁପିଏସସି ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ୨୦୨୩ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ‘ଏକ୍ସ’ରେ ଅଭିନନ୍ଦନ…
Read More...
Read More...
ପ୍ରକାଶ ପାଇଲା ୨୦୨୩ ୟୁପିଏସସି ପରୀକ୍ଷା ରେଜଲ୍ଟ, ଦ୍ଵିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ
ପ୍ରକାଶ ପାଇଛି ୨୦୨୩ ୟୁପିଏସସି ପରୀକ୍ଷା ରେଜଲ୍ଟ । ଏଥିରେ ଆଦିତ୍ୟ ଶ୍ରୀବାସ୍ତବ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଓଡିଆ ପୁଅ ଅନିମେଶ ପ୍ରଧାନ । ସର୍ବଭାରତୀୟ ପ୍ରଶାସନିକ ପରୀକ୍ଷାରେ ଦ୍ୱିତୀୟ…
Read More...
Read More...
ଏଥର ରାଜ୍ୟରେ କମ୍ ରହିବ ମୌସୁମୀ ବର୍ଷା
ଏଥର ମୌସୁମୀ ବର୍ଷା, ଦେଶରେ ଅଧିକ, ରାଜ୍ୟରେ କମ୍ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ । ହେଲେ ରାଜ୍ୟରେ…
Read More...
Read More...
