Browsing Category

Odisha

କଟକର ଏହି ୩ ହସ୍ପିଟାଲ ପାଇଁ ଏସ୍‌ଓପି ଜାରି

କଟକ : କରୋନା ଭଳି ମହାମାରୀରୁ ବର୍ତ୍ତିବା ପାଇଁ କଟକରେ ବିଭିନ୍ନ ମେଡିକାଲ ପାଇଁ ଏସ୍ଓପି ଜାରି ହୋଇଛି। ଏସସିବି ସହ ଶିଶୁ ଭବନ ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ପାଇଁ ମଧ୍ୟ ଏସ୍‌ଓପି  ଜାରି ହୋଇଛି ।କଟକ…
Read More...

ଘରୋଇ ହସ୍ପିଟାଲ ଫେରାଇଦେଲେ ୧୦୦କୁ କୁହ

ଭୁୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କୌଣସି ଘରୋଇ ହସ୍ପିଟାଲ ଆଡମିଶନ ନ କରି ଫେରାଇଦେଲେ ଜଣାନ୍ତୁ । ଏଥିପାଇଁ ଟୋଲ ଫ୍ରି ନମ୍ବର-୧୦୦କୁ କଲ୍ କରି ଜଣାଇବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଏନେଇ ସେ…
Read More...

ଆଜି ଭୁବନେଶ୍ୱରରୁ ୮୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ । କରୋନା ମୁକାବିଲା କରିବା ଦିଗରେ ସାଧାରଣ ଲୋକଙ୍କ ସହାୟତା ଲୋଡ଼ୁଛନ୍ତି ସରକାର । ଅମାନିଆ ଲୋକଙ୍କ ପାଇଁ ବଢ଼ୁଛି ସଂକ୍ରମଣ । ସଂକ୍ରମଣ ରୋକିବା ସରକାରଙ୍କ ପାଇଁ…
Read More...

ମହାମାରୀ କରୋନା ସମୟରେ ସମସ୍ତଙ୍କୁ ସଚେତନ ହେବା ପାଇଁ ପଡିବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ମହାମାରୀ କରୋନାକୁ ନେଇ କେଉଁଭଳି ଭାବେ ସଚେତନତା ରକ୍ଷା କରିବା ଉଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଟୁଇଟ୍ ଯୋଗେ କହିଛନ୍ତି । ଦେଶରେ କରୋନା ମହାମାରୀ ସମୟରେ ଆମ ସମସ୍ତଙ୍କୁ ସଚେତନ…
Read More...

ହଟସ୍ପଟ୍ ଜିଲ୍ଲାରୁ ଆସୁଥିବା ରୋଗୀମାନଙ୍କୁ ଆଡମିଟ୍ କରିବା ସହ ଚିକିତ୍ସା ଯୋଗାଇବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଉଛି । ଏ ମଧ୍ୟରେ ହଟସ୍ପଟ ଅଂଚଳରୁ ଆସୁଥିବା ରୋଗୀମାନଙ୍କୁ କେତେକ ଘରୋଇ ଡାକ୍ତରଖାନା ରୋଗୀଙ୍କୁ ଭର୍ତି କରିବା ସହ ଚିକିତ୍ସା ନ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ।…
Read More...

ଦ୍ୱିପାକ୍ଷିକ ଉର୍ଜା ସମ୍ପର୍କ ଭାରତକୁ ଏକବିଂଶ ଶତାବ୍ଦୀରେ ବିଶ୍ୱ ଉର୍ଜା ଉତ୍ପାଦନର ପେଣ୍ଠସ୍ଥଳି କରିବ: ଧର୍ମେନ୍ଦ୍ର…

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନଙ୍କ ଯୁଗ୍ମ-ଅଧ୍ୟକ୍ଷତାରେ ଆମେରିକାର ଉର୍ଜା ସଚିବ ଡାନ୍ ବ୍ରୌଲିଟିଙ୍କ ସହ ଭାରତ- ଆମେରିକା ଦ୍ୱିତୀୟ…
Read More...

କଟକରୁ ୧୧ ଆକ୍ରାନ୍ତ ଚିହ୍ନଟ

କଟକ: କଟକ ସହରରୁ ନୂଆ ୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ବେଳେ ୩ ଜଣ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ। ଏହାବ୍ୟତୀତ ୨ ଲୋକାଲ କେସ୍‌ ବୋଲି ସିଏମ୍‌ସି ପକ୍ଷରୁ ସୂଚନା…
Read More...

୧୪ ଦିନିଆ ଲକଡାଉନ୍ ନିୟମରେ ହେଲା କୋହଳ

ଭୁବନେଶ୍ୱର: ଦ୍ରୁତ ଗତିରେ ବୃଦ୍ଧି ବ୍ୟାପୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ରାତିରୁ ଭୁବନେଶ୍ୱର,କଟକ,ରାଉରକେଲା ସହର ସମେତ ମୋଟ ୫ଟି ଜିଲ୍ଲାରେ ୧୪ଦିନିଆ ଲକଡାଉନ୍ ଆରମ୍ଭ ହେଉଛି। ତେବେ ଏହି ଲକଡାଉନ୍ ଅବଧିରେ ଆଉ…
Read More...

ଘରୋଇ ଡାକ୍ତରଖାନାର ଚିକିତ୍ସକଙ୍କ ପାଇଁ ଗାଇଡଲାଇନ ଜାରି

ଭୁବନେଶ୍ୱର: ଘରୋଇ ଡାକ୍ତରଖାନାର ଚିକିତ୍ସକଙ୍କ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ଜାରି କରିଛି । ସମସ୍ତ ନର୍ସିଂହୋମ ଓ କ୍ଲିନିକରେ ସ୍ୱତନ୍ତ୍ର ଫିଭର କ୍ଲିନିକ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ପିନ୍ଧିବା…
Read More...

କଟକରେ ୯ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକ ସହରରେ ଶୁକ୍ରବାର ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ସଂକ୍ରମିତ ସଂଖ୍ୟା ୩୨୩କୁ ବୃଦ୍ଧି ପାଇଛି। ସେଥିରୁ ୧୮୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩୫ ଆକ୍ଟିଭ୍‌ କେସ୍‌ ଅଛନ୍ତି।…
Read More...

ଲକଡାଉନବେଳେ ଖୋଲିବ ବ୍ୟାଙ୍କ

ଭୁବନେଶ୍ୱର: ଲକଡାଉନବେଳେ ଖୋଲା ରହିବ ବ୍ୟାଙ୍କ ।  କିନ୍ତୁ ବ୍ୟାଙ୍କର କର୍ମଚାରୀଙ୍କର ସଂଖ୍ୟା ୨୫ ପ୍ରତିଶତରୁ ଅଧିକ ହେବ ନାହିଁ । କଟକ ଭୁବନେଶ୍ୱର କମିଶନରେଟ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏବାବଦରେ ସୂଚନା ଦେଇଛନ୍ତି ।…
Read More...

ଆଜି ରାଜଧାନୀରେ ସୁସ୍ଥ ହେଲେ ୫୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ୧୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫୨ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ତେବେ…
Read More...

୧୪ ଦିନିଆ ଲକ୍‌ଡାଉନରେ ଅଧିକ କଠୋର ହେବ କମିଶନରେଟ୍ ପୋଲିସ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ରୋଗୀଙ୍କ ସଂଖ୍ୟା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ରାତି ୯ଟାରୁ ରାଜ୍ୟର ଚାରିଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ଲକ୍‌ଡାଉନ ଘୋଷଣା ହୋଇଛି । ତେବେ ଚଳିତ ଥର ଟ୍ୱିନ…
Read More...

ଆଜି ଭୁବନେଶ୍ୱରରେ ସର୍ବାଧିକ ୧୨୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ୧୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ସେହିପରି ୫୨ଟି ଲୋକାଲ କେସ ସାମ୍ନାକୁ ଆସିଛି । ଆଜି ୫୪…
Read More...