Browsing Category

Odisha

ସ୍କୁଲରେ ଆଡମିଶନ ତାରିଖ ବଢାଇଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ପାଇଁ ସ୍କୁଲରେ ଆଡମିଶନ ତାରିଖ ବଢାଇଛନ୍ତି ରାଜ୍ୟ ସରକାର । ଆଡମିଶନ ତାରିଖ ଅଗଷ୍ଟ ୧୪ ଯାଏ ଗଣଶିକ୍ଷା ବିଭାଗ ବୃଦ୍ଧି କରିଛି । ଜୁଲାଇ ୧୫ ଭିତରେ ଆଡମିଶନ ସାରିବାକୁ ନିର୍ଦ୍ଦେଶ ଥିଲା । ବର୍ତମାନ କରୋନା…
Read More...

୩ ଦିନ ପାଇଁ ଶଟଡାଉନ ହେବ ବୀରମିତ୍ରପୁର

ରାଉରକେଲା:ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରକୁ ୩ ଦିନ ପାଇଁ ଶଟଡାଉନ ଘୋଷଣା କରାଯାଇଛି। ଏହି ଶଟଡାଉନ୍ ‌୧୭ ତାରିଖ ସକାଳ ୬ଟାରୁ ଆରମ୍ଭ ହୋଇ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପାନପୋଷ ଉପଜିଲ୍ଲାପାଳ…
Read More...

ରାଜଧାନୀରୁ ୯୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୯୦ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୭ କେସ୍‌ ଥିବା ବେଳେ ୬୩ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ଏମାନଙ୍କ ‘କରୋନା’ ରିପୋର୍ଟ ପଜିଟିଭ୍‌ ଆସିବା…
Read More...

କଟକରୁ ଚିହ୍ନଟ ହେଲେ ୪ କରୋନା ଆକ୍ରାନ୍ତ

କଟକ: କଟକ ସହରରେ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ  ଜଣେ ହୋମ୍ କ୍ୱାରେଣ୍ଟିନ ଓ ଅନ୍ୟ ଜଣେ ଲୋକାଲ କେସ୍ ବୋଲି ଜଣାପଡ଼ିଛି। ଏନେଇ ସିଏମ୍‌ସି…
Read More...

ଭୀମସାରରେ ୭ କରୋନା ଯୋଦ୍ଧାଙ୍କୁ କରୋନା

ସମ୍ବଲପୁର: ବୁର୍ଲା ଭୀମସାରରେ ୭ କରୋନା ଯୋଦ୍ଧାଙ୍କୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ହସ୍ପିଟାଲର ୩ ଡାକ୍ତର ଓ ୪ ନର୍ସ କରୋନା ସଂକ୍ରମିତ। ୭ କର୍ମଚାରୀ ପଜିଟିଭ ଜଣାପଡ଼ିବା ପରେ ହସ୍ପିଟାଲକୁ ସାନିଟାଇଜ୍  କରାଯାଇଥିବା…
Read More...

ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ରାୟଗଡା ଗସ୍ତ ଓ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା

ରାୟଗଡ଼ା :  ଆଜି ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଂଜୟ ଦାସବର୍ମା ରାୟଗଡ ଜିଲ୍ଲା ଗସ୍ତରେ ଆସି ସରକାରଙ୍କ ବିଭିନ୍ନ ଯୋଜନା ଉର ଆଲୋଚନା କରିଥିଲେ ।ମାନ୍ୟବର ଉପାଧ୍ୟକ୍ଷଙ୍କ ସହିତ ମାନ୍ୟବର ମନ୍ତ୍ରୀ ଅନୁସୂଚିତ…
Read More...

ଜୁଲାଇ ୧୯ ପର୍ଯ୍ୟନ୍ତ ସମ୍ବଲପୁର ଆଇଆଇଏମ୍‌ ସଟଡାଉନ୍‌ ଘୋଷଣା

ସମ୍ବଲପୁର: ସମ୍ବଲପୁରସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜେମେଣ୍ଟକୁ ମଙ୍ଗଳବାର ସଟଡାଉନ୍‌ ଘୋଷଣା କରାଯାଇଛି। ଏହି ସଟଡାଉନ୍‌ ଆସନ୍ତା ଜୁଲାଇ ୧୯ ପର୍ଯ୍ୟନ୍ତ ବଳବତ୍ତର ରହିବ। ସଟ୍‌ଡାଉନ୍‌ ସମୟରେ ଆଇଆଇଏମ୍‌…
Read More...

ପୁଣି ଭୁବନେଶ୍ୱରରେ ୫୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରୁ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୫୧ ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୫ ଓ ସ୍ଥାନୀୟ ଅଞ୍ଚଳରୁ ୧୬ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ୫ଜଣ…
Read More...

ଆଉ ଜଣେ ବିଧାୟକଙ୍କୁ କରୋନା

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ର ଆଉ ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ବିଜେଡିର  ବିଧାୟକ ସୁଧାଂଶୁ ଶେଖର ପରିଡା କରୋନାରେ ସଂକ୍ରମିତ ହୋଇଥିବା ଖବର ମିଳିଛି । କରୋନା ସଂକ୍ରିମତ…
Read More...

ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା: ମିଳିଲା ସିସିଟିଭି ଫୁଟେଜ୍

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ଗୋଟିଏ ରହସ୍ୟ ଲାଗି ରହିଥିବା ବେଳେ ଏନେଇ ଜିଆରପି ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ଲଗାତର ଅସନ୍ତୋଷ ବ୍ୟକ୍ତ କରାଯାଉଛି। ଆଦିତ୍ୟଙ୍କ ମୃତ୍ୟୁର ସାତ ଦିନ ପରେ ଆଜି…
Read More...

୩ ଦିନ କୋହଳ ହେଲା ଗଞ୍ଜାମରେ ଶଟ୍‌ଡାଉନ୍‌ କଟକଣା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ଶଟ୍‌ଡାଉନ୍ କଟକଣା ୩ ଦିନ ପାଇଁ କୋହଳ କରାଯାଇଛି। ଆଜି ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କଟକଣା କୋହଳ କରିଛନ୍ତି। ଏହି ସମୟରେ ଲୋକମାନେ…
Read More...

ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ

ଭୁବନେଶ୍ୱର: ଆଇପିଏସ୍‌ ସ୍ତରରେ ବଡ଼ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ଓ କଟକ ପାଇଁ ନୂଆ ଡିସିପି ନିଯୁକ୍ତ କରାଯାଇଛି। ଉମାଶଙ୍କର ଦାଶ ହେଲେ ଭୁବନେଶ୍ୱର ଡିସିପି। କଟକ ଡିସିପି ହେଲେ ପ୍ରତୀକ ସିଂହ।ଏମ୍.…
Read More...

ଆସନ୍ତାକାଲିଠାରୁ ଆରମ୍ଭ ହେବ ରାଜ୍ୟରେ ପ୍ଲାଜମା ଥେରାପି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱର ସମ୍‌, କିମ୍ସ ଓ କଟକ ଅଶ୍ୱିନୀରେ ପ୍ଲାଜମା ଥେରାପି ଆରମ୍ଭ…
Read More...

ପୁଣି କଟକରୁ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକ ସହରରେ ଆଜି ପୁଣି ୨୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୭ଜଣଙ୍କ ମଧ୍ୟରୁ ୨୦ଜଣ ଇନ୍‌ଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪ଜଣ ଘରୋଇ ସଙ୍ଗରୋଧ ଓ ତିନିଟି ସ୍ଥାନୀୟ…
Read More...