Browsing Category

Odisha

ଭୁବନେଶ୍ୱରରୁ ନୂଆ ୪୬ କରୋନା ପଜିଟିଭ

ଭୁବନେଶ୍ୱର: ପୁଣି ଚିନ୍ତା ବଢାଇଲା ମହାମାରୀ କରୋନା । ଆଜି ରାଜଧାନୀ ଭୁବନେଶ୍ୱରରୁ ନୂଆ ୪୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨ଟି କ୍ୱାରେଣ୍ଟାଇନ କେସ ରହିଥିବା ବେଳେ ୨୪ଟି ଲୋକାଲ କଣ୍ଟାକ୍ଟ କେସ…
Read More...

ନିଯୁକ୍ତି ମିଳିବ, ନୂଆ ପଦବୀ ସୃଷ୍ଟି ହେବନି

ଭୁବନେଶ୍ୱର: ରାଜ୍ୟରେ ନୂଆ ସରକାରୀ ନିଯୁକ୍ତି ନେଇ କଟକଣା ଉପରେ ସ୍ପଷ୍ଟିକରଣ ରଖିଛି ଅର୍ଥ ବିଭାଗ । ସରକାର କହିଛନ୍ତ, କେବଳ ନୂଆ ପଦବୀ ସୃଷ୍ଟି ଉପରେ କଟକଣା ଲାଗିଛି । ତେବେ ନୂଆ ନିଯୁକ୍ତି ପ୍ରକ୍ରିୟା ଜାରି ରହିବ ।…
Read More...

ବୃଦ୍ଧ ପାଲଟିଲେ ସୁପର ସ୍ପ୍ରେଡର

ରାଉରକେଲା: ରାଉରକେଲାରେ ଜଣେ  ବୃଦ୍ଧ ପାଲଟିଲେ ସୁପର ସ୍ପ୍ରେଡର। ତାଙ୍କ ସଂସ୍ପର୍ଶରେ ଆସି ୨ ଦିନ ମଧ୍ୟରେ ୯୫ ଜଣ ଚିହ୍ନଟ ହୋଇଛନ୍ତି। ଏ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି।ସୂଚନା ମୁତାବକ, ସେକ୍ଟର-୧୬…
Read More...

ଭୁବନେଶ୍ୱର ଆରଟିଓ-୨ ସିଲ୍‌

ଭୁବନେଶ୍ୱର: ମଙ୍ଗଳବାର ଆରଟିଓ-୧ ସିଲ୍ ହୋଇଥିଲା । ଆଜି ସିଲ୍ ହୋଇଛି ଭୁବନେଶ୍ୱର ଆରଟିଓ-୨ । ଆରଟିଓ-୨ର କିଛି କର୍ମଚାରୀ ଆରଟିଓ-୧ କରୋନା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବାରୁ ବିଏମସି ଆରଟିଓ-୨କୁ ସିଲ୍ କରିଛି । ଏଠାରେ…
Read More...

ରାଜଭବନକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା

ଭୁବନେଶ୍ୱର: ରାଜଭବନକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକା ଆଧାରରେ ରାଜଭବନକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ…
Read More...

ଗଞ୍ଜାମବାସୀଙ୍କୁ ଖୋର୍ଦ୍ଧା ମନା

ଖୋର୍ଦ୍ଧା: ଗଞ୍ଜାମବାସୀଙ୍କୁ ଖୋର୍ଦ୍ଧା ଜିଲା ମନା। ଏ ନେଇ ଜିଲାର ଦୁଇ ପ୍ରବେଶ ପଥ ନାଭାଲ ଛକ ଏବଂ ବାଣପୁର ନିକଟ କୁମାରପଲୀ ଛକରେ ଚବିଶ ଘଣ୍ଟିଆ ନାକା ବନ୍ଦି କରାଯାଇଛି । ୨ଜଣ ମାଜିଷ୍ଟ୍ରେଟର ଏବଂ ୪ଜଣ ଅଫିସରଙ୍କ ସମେତ ଏକ…
Read More...

ରାଜ୍ୟରେ ଆଉ ଜଣେ ବିଧାୟକଙ୍କୁ କରୋନା

ଭୁବନେଶ୍ୱର : ରାଜ୍ୟରେ ଆଉ ଜଣେ ବିଧାୟକଙ୍କୁ କରୋନା । ବାଲେଶ୍ୱର ନୀଳଗିରି ବିଧାୟକ ସୁକାନ୍ତ ନାୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳୀର ଶାସକ ଦଳର ବିଧାୟକ ପ୍ରଶାନ୍ତ ବେହେରା…
Read More...

ସିଲ୍ ହେଲା ଗଞ୍ଜାମ-ଖୋର୍ଦ୍ଧା ବର୍ଡର

ବ୍ରହ୍ମପୁର: ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଥିବା ବେଳେ ଏହା ଉପରେ ନିୟନ୍ତ୍ରଣ ଆଣିବାକୁ ଉଦ୍ୟମ ଚଳାଇଛି ଜିଲ୍ଲା ପ୍ରଶାସନ। ଗଞ୍ଜାମ ଜିଲ୍ଲାବାସୀଙ୍କ ଭୁବନେଶ୍ୱର ଯିବା ଉପରେ ରୋକା…
Read More...

ପାଣ୍ଠିର ସର୍ବୋତ୍ତମ ବିନିଯୋଗ ଓସର୍ବାଧିକ  ଫଳାଫଳ ହାସଲ  କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ୫ମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ପଂଚାୟତିରାଜ ଅନୁଷ୍ଠାନ ଏବଂ ସହରାଞ୍ଚଳମାନଙ୍କୁ ୨୩,୮୪୮ କୋଟି ଟଙ୍କା  ହସ୍ତାନ୍ତର ନିମନ୍ତେ  ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।  ମୁଖ୍ୟ ଶାସନ ସଚିବ ଶ୍ରୀ…
Read More...

‘ଆଇଟିଇଆର’ର ପୂର୍ବତନ ଛାତ୍ରଙ୍କ ଦ୍ୱାରା ସେବା ପ୍ରଦାନକାରୀ ଷ୍ଟାର୍ଟଅପ୍ ଆରମ୍ଭ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର କେତେକ ପୂର୍ବତନ ଛାତ୍ର ଗ୍ରାହକମାନଙ୍କ ବିଭିନ୍ନ ଆବଶ୍ୟକତାକୁ…
Read More...

ଓଏଏସ ଅଫିସରସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ ଅଫିସର ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ବରିଷ୍ଠ ଓଏଏସ କମଳ ଲୋଚନ…
Read More...

ତିନୋଟି ସ୍ପେଶାଲ ଟ୍ରେନ୍ ଚଳାଚଳ ବାତିଲ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ବଢ଼ି ଚାଲିଛି କରୋନା । ସଂକ୍ରମିତଙ୍କ ସଂଖ୍ୟାରେ ଲାଗୁନି ବ୍ରେକ୍ । ଏହାକୁ ନଜରରେ ରଖି ପୂର୍ବତଟ ରେଲୱେ ତିନୋଟି ସ୍ପେଶାଲ ଟ୍ରେନ୍ ଚଳାଚଳ ବାତିଲ କରିଛି । ରାଜ୍ୟ ରାଜ୍ୟ ଭିତରେ ଚାଲୁଥିବା…
Read More...

୯ରୁ ୧୩ ଗଞ୍ଜାମର ସମସ୍ତ ସହରାଞ୍ଚଳରେ ସଟ୍‌ଡାଉନ୍‌

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସଟଡାଉନ୍‌ ଘୋଷଣା କରାଯାଇଛି। ଜୁଲାଇ ୯ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଏନ୍‌ଏସି ଓ ୫ଟି ବ୍ଲକ୍‌ ହେଡ କ୍ୱାର୍ଟରରେ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି।…
Read More...

କ୍ୱାରେଣ୍ଟାଇନ୍‌ ଗଲେ ପୋକ୍ସୋ କୋର୍ଟ ବିଚାରପତି, ସରକାରୀ ଓକିଲ

ସୁନ୍ଦରଗଡ଼: କ୍ୱାରେଣ୍ଟାଇନ୍‌ ଗଲେ ପୋକ୍ସୋ କୋର୍ଟ ବିଚାରପତି, ସରକାରୀ ଓକିଲ ଓ ଷ୍ଟାଫ୍‌। ଆଜି ଏପରି ଖବର ସୁନ୍ଦରଗଡ଼ରୁ ଆସିଛି। କୋର୍ଟ ଯାଇଥିବା ଦୁଇ କନ୍‌ଷ୍ଟେବଳ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ଜିଲ୍ଲାପ୍ରଶାସନ…
Read More...