Browsing Category

Odisha

କଟକର କ୍ୟାନସର ହସ୍ପିଟାଲରେ ଆଉ ୬ କରୋନା ପଜିଟିଭ ଚିହ୍ନଟ

କଟକ: କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଆଉ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୬ ଜଣ ଚିହ୍ନଟ ହୋଇଥିବା ନେଇ ସିଡିଏମଓ ସତ୍ୟବ୍ରତ ଛୋଟରାୟ ସୂଚନା ପ୍ରଦାନ କରିଛନ୍ତି । ୬ ଆକ୍ରାନ୍ତଙ୍କ ମଧ୍ୟରେ ୪ କ୍ୟାନସର…
Read More...

ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ପାଇଁ ବିଏମସି ଜାରି କଲା ଗାଇଡଲାଇନ୍‌

ଭୁବନେଶ୍ୱର: ରାଜଧାନୀରେ ଚିନ୍ତା ବଢ଼ାଇଛି ଲୋକାଲ କଣ୍ଟାକ୍ଟ । ଆଜି ଗୋଟିଏ ଦିନରେ ୨୩ ଲୋକାଲ କଣ୍ଟାକ୍ଟ ମାମଲା ମିଳିବା ପରେ ସଜାଗ ହୋଇଛି ବିଏମସି । ବିଶେଷ କରି ବସ୍ତି ଅଞ୍ଚଳ ପାଇଁ କରୋନା ବୃଦ୍ଧି ପାଉଥିବା…
Read More...

ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ

ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ସାଜିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ…
Read More...

ମଣ୍ଡିରେ ପଡିଛି ଲକ୍ଷ ଲକ୍ଷ କ୍ୱିଣ୍ଟାଲ ଧାନ; ଯୋଗାଣ ଅଧିକାରୀ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନ ରଖି ଅସନ୍ତୋଷ…

ବରଗଡ଼: ରବି ଧାନ ଏ ପର୍ଯ୍ୟନ୍ତ ବିକି ପାରୁନାହାନ୍ତି ଚାଷୀ ଲକ୍ଷ କ୍ୱିଣ୍ଟାଲ ଧାନ ପଡିଛି ମଣ୍ଡିରେ ,ସେପଟେ ଖରଫ ଚାଷ ପାଇଁ ପ୍ରସ୍ତୁତ ହେବାକୁ ପଡୁଛି । ମଣ୍ଡି ଜଗିବେ ନା ଚାଷ ଆରମ୍ଭ କରିବେ ଏନେଇ ଅସନ୍ତୋଷ ଚାଷୀ ଯୋଗାଣ…
Read More...

ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ; ସକାଳ ୮ଟାରୁ ପହଣ୍ଡି, ୧୨ଟାରୁ ରଥଟଣା

ପୁରୀ : ରତ୍ନବେଦୀରୁ ଜନ୍ମବେଦୀକୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଜୋରଦାର ଚାଲିଛି। ଏଥିସହ ଶ୍ରୀମନ୍ଦିର ପକ୍ଷରୁ ବାହୁଡ଼ା ଯାତ୍ରାର ନୀତି ମଧ୍ୟ ନିର୍ଘଣ୍ଟ…
Read More...

ଦେଶରେ ପେଟ୍ରୋଲ ଡିଜେଲ ର ଅହେତୁକ ଦର ବୃଦ୍ଧି ପାଇଁ କଂଗ୍ରେସର ପ୍ରତିବାଦ

ବରଗଡ଼: ମହାମାରୀ କରୋନାରେ ଦେଶ ଆଜି ଘଡିସନ୍ଧି ମୂର୍ହତରେ ଗତି କରୁଛି। ସାଧାରଣ ଲୋକଙ୍କର ଆୟ ପନ୍ଥା ପ୍ରତିମୂହର୍ତରେ ସଂକୁଚିତ ହେବାରେ ଲାଗିଛି। ଲକ୍ଷ ଲକ୍ଷ ଲୋକ ମଧ୍ଯ କାମଧନ୍ଦା ନପାଇ ଅତି ଦୟନୀୟ ଅବସ୍ଥାରେ ଭୋକଉପାସରେ…
Read More...

ଆଜି ବରଗଡ଼ରୁ ପୁଣି ୧୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ

ବରଗଡ଼: ବରଗଡ଼ ଜିଲାରେ ଆଜି ପୁଣି ୧୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବରଗଡ଼ ବ୍ଲକ କଟାପାଲି ଗ୍ରାମର। ସେମାନଙ୍କ ମଧ୍ୟରେ ୩ ଅଙ୍ଗନଓ୍ବାଡ଼ି କର୍ମୀ ଏବଂ ଜଣେ ଆଶାକର୍ମୀ ରହିଛନ୍ତି।…
Read More...

ଛତ୍ରପୁର ଏନଏସିରେ ୭ ଦିନିଆ ସଟଡାଉନ

ବ୍ରହ୍ମପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ ସୋମବାର ଦିନ ଗଞ୍ଜାମ ପ୍ରଶାସନ ଛତ୍ରପୁର ଏନଏସି ଅଞ୍ଚଳରେ ସାତ ଦିନିଆ ସଟଡାଉନ ଘୋଷଣା କରିଛନ୍ତି। ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ ଏହି ସଟଡାଉନ ଜୁନ୍ ୩୦ରୁ…
Read More...

ଆଜି ରାଜଧାନୀରୁ ୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ସୋମବାର ଭୁବନେଶ୍ୱରରୁ ୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୨୫ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୩ଟି ସ୍ଥାନୀୟ ମାମଲା ରହିଥିବା ବେଳେ ୨ଜଣ ହୋମ କ୍ୱାରେଣ୍ଟିନ୍‌ରେ ଥିଲେ। ନୂଆ…
Read More...

ଭୁବନେଶ୍ୱରରେ ଆସନ୍ତା ୧ ରୁ ଆରମ୍ଭ ହେବ ସେରୋଲୋଜିକାଲ ସର୍ଭେ

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ରାଜ୍ୟରେ ଆସନ୍ତା ୧ ତାରିଖରୁ ସେରୋଲୋଜିକାଲ ସର୍ଭେ ଆରମ୍ଭ ହେବ । ସେରୋଲୋଜିକାଲ ସର୍ଭେର ଅର୍ଥ ରହିଛି ଶରୀରରେ ଆଣ୍ଟିବଡ଼ିର ମାତ୍ରାକୁ ଚିହ୍ନଟ କରିବା । ଭୁବନେଶ୍ୱର ସହର , ଗଞ୍ଜାମ,…
Read More...

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୩ ଟି ଗେଟ୍

ହୀରାକୁଦ: ହୀରାକୁଦ ଜଳଭଣ୍ଡାରର ୩ଟି ଗେଟକୁ ସୋମବାର ଦିନ ବନ୍ଦ କରାଯାଇଛି। ପୂର୍ବରୁ ହୀରାକୁଦରୁ ୧୫ ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଥିବାବେଳେ ବର୍ତ୍ତମାନ ୩ ଟି ଗେଟକୁ ବନ୍ଦ କରାଯାଇ ୧୨ ଗେଟ୍‌ ଖୋଲା ରହିଛି।ସେଗୁଡ଼ିକ…
Read More...

ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ ରେମ୍‌ଡେସିଭିର୍

ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି । ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ ରେମ୍‌ଡେସିଭିର୍ ।ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଉକ୍ତ ଔଷଧ…
Read More...

ଚାକିରିରେ ଯୋଗ ଦେବା ପୂର୍ବରୁ ଆତ୍ମହତ୍ୟା କଲେ ଓଏଫ୍ଏସ୍ ଅଧିକାରୀ

ଭୁବନେଶ୍ୱର: ଆଜି ଚାକିରିରେ ଯୋଗ ଦେଇଥାନ୍ତେ, କିନ୍ତୁ ଭାଗ୍ୟର ବିଡମ୍ବନା ଅଲଗା କିଛି ରହିଥିଲା । ଚାକିରିରେ ଯୋଗ ଦେବା ପୂର୍ବରୁ ଆତ୍ମହତ୍ୟା କଲେ ଓଏଫ୍ଏସ୍ ଅଧିକାରୀ । ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ଥାନା ଡୁମୁଡୁମା ଫେଜ୍…
Read More...

କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳ ନେଲେ ଏଭଳି ପଦକ୍ଷେପ

ବ୍ରହ୍ମପୁର: କରୋନା ମୁକାବିଲା କ୍ଷେତ୍ରରେ ସବୁବେଳେ ନୂଆ ନୂଆ ପଦକ୍ଷେପ ନେଇ ଚର୍ଚ୍ଚାରେ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏବେ ଜିଲ୍ଲାରେ ଭୂତାଣୁ ସଂକ୍ରମଣକୁ ରୋକିବା ଦିଗରେ ଆଉ ଏକ ନୂଆ ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ…
Read More...