Browsing Category
Odisha
ଏମ୍ଜିଏନ୍ଆରଜିଏସ୍ ର ଅଧିକରୁ ଅଧିକ କାର୍ଯ୍ୟ ଯୋଗାଣ ଲାଗି ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାରେ ୨୦କୋଟି କାର୍ଯ୍ୟଦିବସ ଯୋଗାଇ ଦେବାପାଇଁ ସରକାର ଲକ୍ଷ୍ୟ ରଖିଥିବାବେଳେ ବର୍ତ୍ତମାନ ସୁଦ୍ଧା ୨କୋଟି ୩୯ଲକ୍ଷ କାର୍ଯ୍ୟଦିବସ ସୃଷ୍ଟି ହୋଇଥିବା ଜଣାଯାଇଛି ।…
Read More...
Read More...
ବଜ୍ରପାତରେ ଗଲା ୭ ଜୀବନ
ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୭ ଜଣଙ୍କ ମଧ୍ୟରୁ ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ମାଝିଗୁଡ଼ାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଆନନ୍ଦପୁର କାଠକଟା…
Read More...
Read More...
ଓଡିଶାରେ ପହଁଚିଲେ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଫସିରହିଥିବା ୧୮୦ ଜଣ ଓଡ଼ିଆ
ଭୁବନେଶ୍ୱର: ଆଜି ଓଡିଶାରେ ପହଁଚିଲେ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଫସିରହିଥିବା ୧୮୦ ଜଣ ଓଡ଼ିଆ | ଆଜି ଏୟାର ଏସିଆ ବିମାନରେ ଆଣ୍ଡାମାନ ଓ ନିକୋବରରୁ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଓଡିଶାରେ ପହଂଚିଛନ୍ତି |…
Read More...
Read More...
ଓ଼ଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବାକୁ ହେବ ଫଳରେ ଶ୍ରମିକମାନେ ବାହାରକୁ କାମ କରିବାକୁ ଯିବେ ନାହିଁ: ଅମିତ ଶାହା
ଭୁବନେଶ୍ୱର : ଓ଼ଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବାକୁ ହେବ ଯେପରିକି କୌଣସି ଶ୍ରମିକକୁ କାମ ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ । ଏହି ଲକ୍ଷ୍ୟ ହାସଲ ଦିଗରେ ମୋଦୀ ସରକାର କାମ କରୁଛନ୍ତି ବୋଲି କହିଛନ୍ତି…
Read More...
Read More...
ଚାନ୍ଦିପୁରର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରର ୨ ସେନା କର୍ମଚାରୀ କରୋନା ପଜିଟିଭ
ବାଲେଶ୍ୱର: ଚାନ୍ଦିପୁରରେ ଥିବା ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରର ୨ ଜଣ କର୍ମଚାରୀ କରୋନା ପଜିଟିଭ ବୋଲି ଜଣାପଡିଛି । ଏହି ଦୁଇ ଜଣ ସେନା କର୍ମଚାରୀଙ୍କ ପାଖରେ କରୋନା ଲକ୍ଷଣ ଜଣାପଡିବା ପରେ ଗତ ଶନିବାର ଦିନ ଦୁଇ ଜଣ…
Read More...
Read More...
ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥିକ ଔଷଧ
ପୁରୀ : ମହାମାରୀ କୋରୋନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିବା ପାଇଁ ହୋମିଓପାଥିକ ଔଷଓ ପ୍ରଦାନ କରାଯିବ ।…
Read More...
Read More...
ହସ୍ପିଟାଲରୁ ଡିସଚାର୍ଜ ହେଲେ ସମ୍ବିତ ପାତ୍ର
ନୂଆଦିଲ୍ଲୀ: କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ହସ୍ପିଟାଲରେ ଭର୍ତି ହୋଇଥିବା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଛନ୍ତି । କରୋନା ନେଗେଟିଭ ରିପୋର୍ଟ ଆସିବା ପରେ ସେ ହସ୍ପିଟାଲରୁ…
Read More...
Read More...
୩ ମିନିଟ ଭିତରେ ରହିବ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ
ଭୁବନେଶ୍ୱର: ୩ ମିନିଟ ଭିତରେ ରହିବ ବନ୍ଦେ ଉତ୍କଳ ଜନନୀ ସଂଗୀତ । ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଏନେଇ ସୂଚନା ଦେଇଛନ୍ତି । ସ୍ୱର,ଲୟ ଓ ତାଳ କଣ ହେବ ଏନେଇ ୩ ଦିନ ହେବ ଆଲୋଚନା ଆରମ୍ଭ ହୋଇଛି । ତେବେ ଖୁବ…
Read More...
Read More...
୪ ଦିନ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ
ଭୁବନେଶ୍ୱର : ଆସନ୍ତା ୧୧ ଓ ୧୨ ତାରିଖ ମଧ୍ୟରେ ମୌସୁମୀ ଓଡିଶା ଆସିବାର ସମ୍ଭାବନା ରହିଛି । ଆସନ୍ତା ୪ ଦିନ ଭିତରେ ମୌସୁମୀ ଓଡିଶା ଆସିପାରେ ବୋଲି କହିଛନ୍ତି ଆଂଚଳିକ ପାଣିପାଗ ନିର୍ଦ୍ଦେଶକ ଏଚଆର ବିଶ୍ୱାସ । ବଙ୍ଗୋପସାଗରରେ…
Read More...
Read More...
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅସୁସ୍ଥ; ଆସନ୍ତାକାଲି କରାଯିବ କରୋନା ଟେଷ୍ଟ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅସୁସ୍ଥ ହୋଇଯାଇଛନ୍ତି। ଗତକାଲି ତାଙ୍କୁ ସାମାନ୍ୟ ଜ୍ୱର ଓ କାଶ ହେଉଥିବା ବେଳେ ଆଜି ଅବସ୍ଥା ଟିକେ ବିଗିଡ଼ି ଯାଇଛି। ତେଣୁ ତାଙ୍କର ବି କରୋନା ଟେଷ୍ଟ ହେବ ବୋଲି…
Read More...
Read More...
ସ୍ନାନଯାତ୍ରାରେ ଦଇତାସେବକମାନେ ପିନ୍ଧି ନଥିଲେ ମାସ୍କ, ହାଇକୋର୍ଟ ରେ ହେଲା ମାମଲା ଦାୟର
କଟକ: ଶ୍ରୀଜିଉଙ୍କ ସ୍ନାନଯାତ୍ରା ଦିନ ବିଭିନ୍ନ ସେବା କରୁଥିବା ଦଇତାସେବକ ଓ ମୁଦିରସ୍ତ ପ୍ରମୁଖ କୋଭିଡ-୧୯ ନିୟମ ନ ମାନି ମାସ୍କ ପରିଧାନ କରିନଥିଲେ। ଏହା ସହ ସେମାନେ ସାମାଜିକ ଦୂରତା ମଧ୍ୟ ଅବଲମ୍ବନ କରିନଥିଲେ । ଏହା ଆଇନର…
Read More...
Read More...
ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’
ଭୁବନେଶ୍ୱର: ଆସନ୍ତା ବର୍ଷ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’। ସୂଚନା ଓ ଲୋକସଂପର୍କ ବିଭାଗ ଆଧାରରେ ପାଠ୍ୟକ୍ରମରେ ସାମିଲ୍ ହେବ। ଆଜି ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।…
Read More...
Read More...
ସ୍ତ୍ରୀକୁ ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କଲା ସ୍ୱାମୀ
କେନ୍ଦ୍ରାପଡା : ପାରିବାରିକ କଳହ କାରଣରୁ ସ୍ତ୍ରୀକୁ ହତ୍ୟା କରିବା ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ସଦର ଥାନା ଗରାପୁର ଗାଁରେ । ଉକ୍ତ ଗାଁରେ…
Read More...
Read More...
ଏୟାରଷ୍ଟ୍ରିପରେ ତାଲିମ ଚାଲିଥିବାବେଳେ ବିମାନ ଦୁର୍ଘଟଣାଗ୍ରସ୍ତ: ୨ ମୃତ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ବିରାଶାଳ ଏୟାରଷ୍ଟ୍ରିପରେ ତାଲିମ ଚାଲିଥିବାବେଳେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇଜଣ ପ୍ରାଣ ହରାଇଛନ୍ତି । ପ୍ରଶିକ୍ଷକ ପାଇଲଟଙ୍କ ସହ ପ୍ରଶିକ୍ଷଣ ନେଉଥିବା…
Read More...
Read More...
