Browsing Category
Odisha
୨ ଚକିଆ ଓ ୪ ଚକିଆ ଯାନ ଚଳାଚଳ ଉପରୁ ହଟିଲା କଟକଣା
ଭୁବନେଶ୍ୱର: ରାଜ୍ୟରେ ଗାଡି ଚଳାଚଳ ଉପରୁ ହଟିଲା କଟକଣା । ଏଣିକି ଉଭୟ ୨ ଚକିଆ ଓ ୪ ଚକିଆ ଗାଡି ଚଳାଚଳ ଉପରେ କୌଣସି କଟକଣା ରହିବ ନାହିଁ । ପୂର୍ବ ୩ଟି ପର୍ଯ୍ୟାୟ ଲକଡାଉନ ସମୟରେ ରାଜ୍ୟ ସରକାର ଜାରି କରିଥିବା କଟକଣାକୁ…
Read More...
Read More...
ପାଖେଇ ଆସୁଛି ମହାବାତ୍ୟା ଅମ୍ଫାନ
ଭୁବନେଶ୍ୱର: ମହାବାତ୍ୟା ଅମ୍ପାନ ଭୟଙ୍କର ରୂପରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇଛି । ବଙ୍ଗୋପସାଗର ଭିତରେ ଏହା ମହାବାତ୍ୟା ରୂପ ନେଇ ସାରିବା ପରେ ଉତର ଦିଗରେ ଘଂଟାକୁ ପ୍ରାୟ ୧୪ କିଲୋମିଟର ବେଗରେ ଆଗେଇ ଚାଲିଛି ।…
Read More...
Read More...
କ୍ୱାରେଂଟାଇନ୍ ସେଂଟରରେ ବୃଦ୍ଧଙ୍କ ମୃତ୍ୟୁ
ଭଦ୍ରକ : କ୍ୱାରେଂଟାଇନ୍ ସେଂଟରରେ ପଶ୍ଚିମବଙ୍ଗ ଫେରନ୍ତା ବୃଦ୍ଧଙ୍କ ମୃତ୍ୟୁ । ତାଙ୍କର ବୟସ ୭୨ବର୍ଷ । ଭଣ୍ଡାରୀପୋଖରୀ ବୟାବନାପୁର କ୍ୱାରେଂଟାଇନ୍ କେନ୍ଦ୍ରରେ ଥିଲେ । ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ…
Read More...
Read More...
ଅମ୍ଫାନ ଯୋଗୁଁ ଧାମରାରେ ହାଇଆଲର୍ଟ
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ବାତ୍ୟା ‘ଅମ୍ଫାନ’ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି । ଜିଲ୍ଲାର ଚାନ୍ଦବାଲି ଓ ଧାମରା…
Read More...
Read More...
କୃଷି କ୍ଷେତ୍ର ପାଇଁ ଜାରି ହେଲା ୨ଟି ଅଧ୍ୟାଦେଶ; ଜାଣନ୍ତୁ କ’ଣ ରହିଛି…
ଭୁବନେଶ୍ୱର: କୃଷିଜାତ ଦ୍ରବ୍ୟର ବ୍ୟବସାୟରେ ଆଉ ଭୌଗଳିକ ସୀମା ରହିବ ନାହିଁ । ରାଜ୍ୟ ଭିତରେ ଓ ଆନ୍ତଃରାଜ୍ୟ ସୀମା ହଟାଇ ଏହାର ଅବାଧ ପରିବହନ ହୋଇପାରିବ । କୃଷିଜାତ ଦ୍ରବ୍ୟ ଓ ପ୍ରାଣୀସମ୍ପଦ ବ୍ୟବସାୟକୁ ଅଧିକ ସୁଗମ ଓ କମ୍…
Read More...
Read More...
ପୁଣି ପ୍ରବାସୀ ଶ୍ରମିକଙ୍କ ବସ ଦୁର୍ଘଟଣାଗ୍ରସ୍ତ; ୧୦ ଆହତ
ଭୁବନେଶ୍ୱର : ପୁଣି ପ୍ରବାସୀ ଶ୍ରମିକଙ୍କ ବସ ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ୧୦ରୁ ଅଧିକ ଆହତ। ଆହତମାନଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲାର…
Read More...
Read More...
ଧୈର୍ଯ୍ୟ ଓ ସାହାସର ସହ ମୁକାବିଲା କରିବାକୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ଧୈର୍ଯ୍ୟ ଓ ସାହାସର ସହ ମୁକାବିଲା କରିବା ପାଇଁ ଓଡିଶାବାସୀଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଫେସବୁକରେ ଏକ ଭିଡିଓ ବାର୍ତାରେ ଶ୍ରୀ…
Read More...
Read More...
ଆସନ୍ତାକାଲିଠାରୁ ଅଫିସ ଯିବେ ସମସ୍ତ କର୍ମଚାରୀ
ଭୁବନେଶ୍ୱର: ଏଣିକି ଆଉ ୩୦ ପ୍ରତିଶତଙ୍କୁ ନେଇ କାମ ହେବନାହିଁ ବରଂ ସମସ୍ତ ସରକାରୀ କର୍ମଚାରୀ ଅଫିସ ଯିବେ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ଚିଠିରେ କୁହାଯାଇଛି ଯେ…
Read More...
Read More...
ଓଡ଼ିଶା ସରକାର ଜାରି କଲେ ଲକଡାଉନ ୪.୦ ଗାଇଡଲାଇନ
ଭୁବନେଶ୍ୱର: କେନ୍ଦ୍ର ସରକାର ଲକଡାଉନ ୪.୦ ଘୋଷଣା କରିବାର ଦିନକ ପରେ ଓଡ଼ିଶା ସରକାର ରାଜ୍ୟ ପାଇଁ ଲକଡାଉନ ଗାଇଡଲାଇନ ଜାରି କରିଛନ୍ତି । କେନ୍ଦ୍ର ଗାଇଡଲାଇନ ଅନୁସାରେ ଏହି ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ରାଜ୍ୟ…
Read More...
Read More...
ଓଡିଶା ଫେରନ୍ତାଙ୍କ ଟ୍ରେନ ଭଡା ଦେବେ ରାଜ୍ୟ ସରକାର
ଭୁବନେଶ୍ୱର: ଓଡିଶା ଫେରନ୍ତାଙ୍କ ଟ୍ରେନ ଭଡା ଦେବେ ରାଜ୍ୟ ସରକାର । ପ୍ରବାସୀ ଓଡିଆଙ୍କ ଟ୍ରେନ ଭଡା ସରକାର ବହନ କରିବେ । ବାହାରୁ ରାଜ୍ୟରୁ ଆସୁଥିଲେ ଯଦି ସେଠାର ସରକାର ଟିକେଟ ଖର୍ଚ୍ଚ ନଦେଲେ ତେବେ ରାଜ୍ୟ ସରକାର ଉକ୍ତ…
Read More...
Read More...
ମହାବାତ୍ୟା ଅମ୍ଫାନ୍ ମୁକାବିଲା ଲାଗି ୪ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ
ଭୁବନେଶ୍ୱର:ମହାବାତ୍ୟା ‘ଅମ୍ଫାନ୍’ ଦ୍ୱାରା ରାଜ୍ୟର ୪ଟି ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ସୂଚନା ଅନୁସାରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ‘ଅମ୍ଫାନ୍’…
Read More...
Read More...
ସୁନ୍ଦରବନରେ ମାଡ ହେବ ଅମ୍ଫାନ
ଭୁବନେଶ୍ୱର: ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ମହାବାତ୍ୟା ଅମ୍ଫାନ । ୨୦ ତାରିଖରେ ମହାବାତ୍ୟା ଅମ୍ଫାନ ଲ୍ୟାଣ୍ଡଫଲ କରିବ । ବୁଧବାର ଅପରାହ୍ନରୁ ସନ୍ଧ୍ୟା ଭିତରେ ଏହା ପଶ୍ଚିମବଙ୍ଗ ଦିଘା-ହାତୀଆ ମଝିରେ ଥିବା ସୁନ୍ଦରବନରେ…
Read More...
Read More...
ଲକଡାଉନ ୪.୦ରେ ମଧ୍ୟ ନାଇଟ୍ କର୍ଫ୍ୟୁ ଜାରି ରହିବ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଲକ ଡାଉନ ଶେଷ ହେବା ପରେ ଏବେ ସମଗ୍ର ଦେଶ ତଥା ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ଲକ ଡାଉନ ଆରମ୍ଭ ହୋଇଯାଇଛି । ଚତୁର୍ଥ ପର୍ଯ୍ୟାୟରେ ଲକ ଡାଉନ କୁ ବି କୋହଳ କରାଯାଇଛି । ମାତ୍ର ସନ୍ଧ୍ୟା ୭ଟାରୁ ସକାଳ…
Read More...
Read More...
ଉଡିଗଲା ପତିତପାବନ ବାନା
ପୁରୀ: ପୁଣି ଉଡିଗଲା ପତିତପାବନ ବାନା । ଆଜି ମଧ୍ୟାହ୍ନରେ ଶ୍ରୀମନ୍ଦିରର ପତିତପାବନ ବାନା ଉଡିଯାଇଥିବା ସୂଚନା ମିଳିଛି । ମୁଖ୍ୟ ବାନାକୁ ଲାଗିଥିବା ଅନ୍ୟ ଛୋଟ ଛୋଟ ବାନା ସୁରକ୍ଷିତ ରହିଥିବା ସୂଚନା ମିଳିଛି । ତେବେ ଅନ୍ୟ…
Read More...
Read More...
