Browsing Category

Odisha

ରାଜ୍ୟରେ ପହଂଚିଲେ ୨୩୮୧ଜଣ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ଚେନ୍ନାଇରୁ ଆଜି ଦୁଇଟି ଟ୍ରେନ୍ ଯୋଗେ ୨୩୮୧ଜଣ ପ୍ରବାସୀ ଓଡ଼ିଆ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ରେଳ ଷ୍ଟେସନରେ ପହଂଚିଥିବା ଜଣାଯାଇଛି। ଏମାନଙ୍କ ଭିତରୁ ୧୨୦୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ଟ୍ରେନ୍ ଆଜି ସକାଳ…
Read More...

‘ଭରୋସା’ ହେଲପଲାଇନ୍‌ ର ଶୁଭାରମ୍ଭ

ଭୁବନେଶ୍ୱର: ବିଶ୍ୱରେ ମହାମାରୀ କରୋନା ଦିନକୁ ଦିନ ତାର ପ୍ରଭାବ ବିସ୍ତାର କରି ଚାଲିଛି। ତେଣୁ ଏହାର ମୁକାବିଲା ପାଇଁ ବି ପ୍ରତ୍ୟେକ ଦେଶର ସରକାର ଜୋରସୋର ପ୍ରସ୍ତୁତି ବି ଆରମ୍ଭ କରି ସାରିଛନ୍ତି। ତେବେ ଓଡ଼ିଶାରେ ବି କରୋନା…
Read More...

ସକାଳେ ଚିହ୍ନଟ ହୋଇଥିବା ୧୪ ମଧ୍ୟରୁ ୧୩ ସୁରତ ଫେରନ୍ତା

ଭୁବନେଶ୍ଵର: ଆଜି ସକାଳେ ରାଜ୍ୟରେ ଚିହ୍ନଟ ହୋଇଥିବା ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ ସୁରତ ଫେରନ୍ତା। ଗଞ୍ଜାମ ଜିଲାରେ ଚିହ୍ନଟ ହୋଇଥିବା ୧୨ ଜଣ ଏବଂ କେନ୍ଦ୍ରାପଡ଼ାର ଜଣେ ଆକ୍ରାନ୍ତ ନିକଟରେ ସୁରତରୁ ଫେରିଥିଲେ। ନିଜ…
Read More...

ବାଲେଶ୍ୱରର ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ହେଲା କଂଟେନମେଂଟ ଜୋନ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ସମସ୍ତ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରକୁ କଂଟେନମେଂଟ ଜୋନ୍  ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ବାଲେଶ୍ୱରର ଏକ କଂଟେନମେଂଟ ଜୋନ୍‌ ରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡ଼ିବା ପରେ ଏଭଳି…
Read More...

ଗଞ୍ଜାମ ଜିଲ୍ଲାର ୪ଟି ସ୍ଥାନରେ ଖୋଲିଲା ନୂଆ କୋଭିଡ ୧୯ କେନ୍ଦ୍ର

ଗଞ୍ଜାମ: କରୋନା ସଂକ୍ରମଣ ନେଇ ଗଞ୍ଜାମ ଜିଲ୍ଲାରେ ଏକ ପ୍ରକାର ଉଦବେଗଜନକ ସ୍ଥିତି ସୃଷ୍ଟି ହୋଇଛି। ଆଜି ପୂର୍ବାହ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୧୮ ରେ ପହଞ୍ଚିଛି। ଜିଲ୍ଲାର ଏକ ସଙ୍ଗରୋଧ…
Read More...

ପଂଚାୟତ ସ୍ତରରେ କ୍ୱାରେଂଟାଇନ ବ୍ୟବସ୍ଥାକୁ ସୁବନ୍ଦୋବସ୍ତ କରାଗଲେ କରୋନା ବିରୁଦ୍ଧ ଯୁଦ୍ଧରେ ଆମର ବଡ ସଫଳତା ହେବ :…

ଭୁବନେଶ୍ୱର: ବୈଶ୍ୱିକ କରୋନା ମହାମାରୀ ସମୟରେ ଆମ ରାଜ୍ୟ ଓଡିଶାକୁ ସୁରକ୍ଷିତ ରଖିବା ପାଇଁ ସବୁ ସ୍ତରରେ କାମ କରିବାର ଉଦ୍ୟମ ଜାରୀ ରହିଛି । ଆମର ପ୍ରବାସୀ ଭାଇ ଓ ଭଉଣୀମାନେ ଆମ ରାଜ୍ୟକୁ ପହଂଚିବାର ଆରମ୍ଭ ହୋଇସାରିଛି ଏବଂ…
Read More...

ବିଶ୍ୱ ମହାମାରୀର ଆହ୍ୱାନ ସମୟରେ ଓଡିଶାର ବିକାଶ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହେବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ମହାମାରୀ ମୁକାବିଲା ସମୟରେ ଆମେରିକାରେ ବସବାସ କରୁଥିବା ଅନେକ ପ୍ରତିଷ୍ଠିତ ଓଡିଆ ମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଦୀର୍ଘ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା …
Read More...

ବିଜେଡି ନେତା ସୁବାସ ଚୌହାନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତଥା ବିଜେଡି ନେତା ସୁବାସ ଚୌହାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ।ଶ୍ରୀଯୁକ୍ତ ସୁବାଷ ଚୌହ୍ୱାନଙ୍କ ଅକାଳ…
Read More...

କରୋନା ସ୍ଥିତି ଅନୁଧ୍ୟାନ ପାଇଁ ଗଞ୍ଜାମରେ ୭ ଜଣିଆ ସ୍ୱତନ୍ତ୍ର ଟିମ୍

ଗଞ୍ଜାମ: ଗଞ୍ଜାମ ଜିଲାରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବିଗତ ୮ ଦିନ ମଧ୍ୟରେ ୧୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଜଣେ ବ୍ୟକ୍ତି ଜୀବନ ହରାଇଛନ୍ତି । ଏବେ ଜିଲାରେ ୧୧୭ ଜଣ…
Read More...

ବିଜେଡି ନେତା ସୁବାସ ଚୌହାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତଥା ବିଜେଡି ନେତା ସୁବାସ ଚୌହାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରି କହିଛନ୍ତି ‘ ବରିଷ୍ଠ ରାଜନେତା ତଥା…
Read More...

ସୁବାସ ଚୌହାନଙ୍କ ବିୟୋଗରେ ବିଜେଡ଼ିର ଶୋକ

ଭୁବନେଶ୍ୱର:  ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧକ୍ଷ ତଥା ପ୍ରବୀଣ ଜନନେତା ସୁବାସ ଚୌହାନଙ୍କ ଅକାଳ ବିୟୋଗ ଆମ ପାଇଁ ଏକ ଅପୁରାଣୀୟ କ୍ଷତି। ତାଙ୍କ ବିୟୋଗର ଏହି ଦୁଃଖକୁ ସାହିବା ପାଇଁ ତାଙ୍କ ପରିବାର ବର୍ଗ ଏବଂ ହଜାର ହଜାର…
Read More...

ଆଜି ଚିହ୍ନଟ ୫୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୧ ଜଣ ସୁରତ, ୧୦ ଜଣ ପଶ୍ଚିମବଙ୍ଗ ଫେରନ୍ତା

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଚିହ୍ନଟ ହୋଇଥିବା ୫୮ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି। ଏମାନଙ୍କ ଭିତରୁ ଜଣଙ୍କୁ ଛାଡ଼ି  ୫୭ ଜଣ ବାହାର ରାଜ୍ୟରୁ ଫେରିଥିବା ସୂଚନା ମିଳିଛି।ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରଦତ…
Read More...

ବିଜେଡି ନେତା ସୁବାସ ଚୌହାନଙ୍କ ପରଲୋକ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ସୁବାସ ଚୌହାନଙ୍କ ୫୪ ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି । ଲିଭର କ୍ୟାନସରରେ ପୀଡ଼ିତ ଥିବାରୁ ସେ ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ସେଥି…
Read More...

୫ଟି ସଚିବ ଓ ଉନ୍ନୟନ କମିଶନରଙ୍କ ପୁରୀର କୋଭିଡ ହସ୍ପିଟାଲ ପରିଦର୍ଶନ

ପୁରୀ: ଆଜି ପୁରୀରେ ଥିବା କୋଭିଡ ହସ୍ପିଟାଲର ପରିଦର୍ଶନ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ ଓ ଉନ୍ନୟନ କମିଶନର । ତେବେ ଉଭୟ ହସ୍ପିଟାଲ ପରିଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।
Read More...