Browsing Category

Odisha

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର : ଆସନ୍ତା ଜୁନ୍ ୨୩ ତାରିଖରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପରିଚାଳନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଚିଠି ଲେଖିଛନ୍ତି।କରୋନା ଲାଗି ରଥଯାତ୍ରା…
Read More...

ଆସନ୍ତାକାଲିଠାରୁ ଭିମସାରରେ ହେବ ପୁଲ ଟେଷ୍ଟ

ସମ୍ବଲପୁର: ଆସନ୍ତାକାଲି ଠାରୁ ବୁର୍ଲା ଭିମସାରରେ ହେବ ପୁଲ ଟେଷ୍ଟ । ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ  । ସେ ଆଜି ଭିମ୍‌ସାର୍‌ରେ ସ୍ଥିତିର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି। ଏଠାରେ…
Read More...

ବଲାଙ୍ଗୀର ଓ ବରଗଡର କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ

ବଲାଙ୍ଗୀର/ବରଗଡ: ଆଜି ବଲାଙ୍ଗୀର ଓ ବରଗଡର କୋଭିଡ ହସ୍ପିଟାଲ ପରିଦର୍ଶନ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।ସେଦୁହେଁ ଆଜି ପୂର୍ବାହ୍ନ ରେ ହେଲିକେପ୍ଟର ଯୋଗେ ବଲାଙ୍ଗୀରରେ…
Read More...

କରୋନା ମୁକାବିଲା ପାଇଁ ଭୁବନେଶ୍ୱରରେ ନମୂନା ସଂଗ୍ରହ ଆରମ୍ଭ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ନମୂନା ସଂଗ୍ରହ ପ୍ରକ୍ରିୟା । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ୧୩ଟି ଟିମ୍ ଗଠନ କରାଯାଇଛି। ଏହି ଟିମ୍‌ରେ ଡାକ୍ତର,…
Read More...

୩ଦିନରେ ରାଜ୍ୟରେ କରୋନା ପଜିଟିଭ୍ ଶୂନ

ଭୁବନେଶ୍ୱର: ରାଜ୍ୟରେ କରୋନାକୁ ନେଇ ଏକ ଖୁସି ଖବର ରହିଛି । ସାରା ବିଶ୍ୱରେ କରୋନା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଓଡ଼ିଶାରେ ଏଥିରେ ବ୍ରେକ୍ ଲାଗିଛି ।  ଗତ ତିନି ଦିନରେ ରାଜ୍ୟରେ ଜଣେ ବି କରୋନା ପଜିଟିଭ୍ ଚିହ୍ନଟ…
Read More...

ରାଜ୍ୟରେ ପୁଣି ସୁସ୍ଥ ହେଲେ ୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ପାଇଁ ଆଉ ଏକ ଖୁସି ଖବର । ଗତକାଲି ୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଉଭୟଙ୍କ ଘର ଭୁବନେଶ୍ୱରରେ। ଆଜି ସେମାନଙ୍କ ରକ୍ତ ଓ ସ୍ୱାବ୍‌ ରିପୋର୍ଟ ନେଗେଟିଭ୍‌ ଆସିଛି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା…
Read More...

ଅନ୍ ଲାଇନ୍ ରେ ଚିକିତ୍ସିତ ହେବେ ଶିଶୁ

କଟକ: ଅନ୍ ଲାଇନ୍ ରେ ଚିକିତ୍ସିତ ହେବେ ଶିଶୁ । ତେବେ ଏହି ଅନ୍ ଲାଇନ୍ ଚିକିତ୍ସା ସେବା ଯୋଗାଇବେ ଶିଶୁ ଭବନର ଶିଶୁ ରୋଗ ବିଶେଷଜ୍ଞ । ଲକଡାଉନ ଜାରି ରହିଥିବାରୁ ଶିଶୁଭବନରେ ପହଂଚିବା ସମସ୍ତ ଅଭିଭାବକଙ୍କ ପକ୍ଷେ ସମ୍ଭବପର…
Read More...

ବେସାହାରାଙ୍କୁ ସାହା ହେଲା ସୋଆ, ବିଭିନ୍ନ ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ

ଭୁବନେଶ୍ୱର: କରୋନା ମହାମାରୀରେ କବଳିତ ବିଭିନ୍ନ ବସ୍ତିର ଗରିବ ବେସାହାରା ଲୋକଙ୍କୁ ସହଯୋଗ ଓ ସହାୟତା ଯୋଗାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ।ଲକଡାଉନ ଯୋଗୁଁ ବସ୍ତିରେ ରହୁଥିବା ଗରିବ, ଦିନ…
Read More...

ତାଳଚେରର ନିର୍ମାଣାଧୀନ କୋଭିଡ ହସ୍ପିଟାଲର ସମୀକ୍ଷା କଲେ ୫-ଟି ସଚିବ, ଉନ୍ନୟନ କମିସନର

ଭୁବନେଶ୍ୱର: ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ଉନ୍ନୟନ କମିସନର ସୁରେଶ ମହାପାତ୍ର ଆଜି ଅନୁଗୁଳ ଜିଲ୍ଲା ଗସ୍ତ କରି ତାଳଚେର ଠାରେ ନିର୍ମାଣାଧୀନ କୋଭିଡ ହସ୍ପିଟାଲର ଅଗ୍ରଗତି କେମିତି ଚାଲିଛି, ସେନେଇ ସମୀକ୍ଷା କରିଛନ୍ତି ।…
Read More...

ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ

ଭୁବନେଶ୍ୱର:ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଚମ୍ପୁଆ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସହରାଇ ଓରାମଙ୍କ ଆଜି ପରଲୋକ ହୋଇଛି । ସେ ଦୀର୍ଘ ୫ ବର୍ଷ ହେବ ପକ୍ଷାଘାତ ରୋଗ ଯୋଗୁଁ ଶଯ୍ୟାଶାୟୀ ଥିଲେ । ଭଦ୍ରାସାହିସ୍ଥିତ ବାସ…
Read More...

ଥାନାଧିକାରୀଙ୍କୁ ମିଳିଲା ଅଧିକ କ୍ଷମତା

ଭୁବନେଶ୍ୱର: ଥାନାଧିକାରୀଙ୍କୁ ମିଳିଲା ଅଧିକ କ୍ଷମତା। ଆଇପିସି ଓ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଅନୁସାରେ ଏହି କ୍ଷମତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଲକ୍‌ଡାଉନ ନିୟମ ଉଲ୍ଲଂଘନ କଲେ ଉଲଘଂନକାରୀଙ୍କୁ ଦଣ୍ଡିତ କରିବାକୁ…
Read More...

ପ୍ରତି ସେବାୟତ ପରିବାରକୁ ମିଳିବ ୫ ହଜାର ଟଙ୍କାର ସହାୟତା

ପୁରୀ : ଶ୍ରୀମନ୍ଦିରର ପ୍ରତି ସେବାୟତ ପରିବାରକୁ ମିଳିବ ୫ ହଜାର ଟଙ୍କାର ସହାୟତା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ପରିବାରକୁ ସହାୟତା ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।…
Read More...

ସର୍ବସାଧାରଣରେ ଛେପ ପକାଇବା ଦଣ୍ଡନୀୟ ଅପରାଧ; ଦେବେ ଜରିମାନା

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ସର୍ବସାଧାରଣ ସ୍ଥାନମାନଙ୍କରେ ଛେପ ପକାଇବା ଏକ ଦଣ୍ଡନୀୟ ଅପରାଧ । ଏଥିପାଇଁ ଜରିମାନା ଦେବାକୁ ପଡିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି।ଛେପ…
Read More...

ରାଜଧାନୀରେ ସପ୍ତାହରେ ହେବ ୫ହଜାର ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଘୋଷଣା କରିଛନ୍ତି ।ଏହି ଯୋଜନା ଅନୁସାରେ ଭୁବନେଶ୍ୱରରେ ଆଗାମୀ…
Read More...