Browsing Category

Odisha

ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଭୁବନେଶ୍ୱର:  ଓଡ଼ିଆ ନବ ବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଓଡ଼ିଶାବାସୀଙ୍କୁ ଓଡ଼ିଆ ନବ ବର୍ଷ ଅବସରରେ ହାର୍ଦ୍ଦିକ ଶୁଭକାମନା ।…
Read More...

ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଅବସରରେ ସମସ୍ତଙ୍କୁ…
Read More...

ଆଜି ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଆଉ ଏଇଠୁ ଆରମ୍ଭ ହୁଏ ଓଡିଆଙ୍କ ନବବର୍ଷ । ଏହାଛଡା ଓଡିଶାରେ ପଣା ସଂକ୍ରାନ୍ତିକୁ ହନୁମାନ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଇଥାଏ । ପ୍ରତ୍ୟେକ…
Read More...

ଲକ୍ ଡାଉନ୍ ଅବଧିରେ ଓଡିଶାବାସୀଙ୍କ ଜୀବନଶୈଳିକୁ ସହଜ କରିବା ଉପରେ ଗୁରୁତ୍ୱ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା ପାଇଁ ଓଡିଶାର ପରିଚାଳନା ଦାୟିତ୍ୱରେ ଥିବା କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗର ବରିଷ୍ଠ ଅଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସି ଯୋଗେ କଥା ହୋଇଛନ୍ତି…
Read More...

ଜାରି ହେଲା ଗତକାଲି ଚିହ୍ନଟ ୪ କରୋନା ଆକ୍ରାନ୍ତଙ୍କ ବିବରଣୀ

ଭୁବନେଶ୍ୱର: ଗତକାଲି ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତଙ୍କ ବିବରଣୀ ଜାରି କରିଛନ୍ତି ରାଜ୍ୟ ସରକାର । ଆଜି ୫୧ ରୁ ୫୪ ନମ୍ବର କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।…
Read More...

ସମାଜର ଅନ୍ତିମ ସୋପାନରେ ଥିବା ଗରିବଙ୍କୁ ଖାଦ୍ୟ ପହଂଚାଇବାର ସଂକଳ୍ପ ନେଇଛନ୍ତି ବିଜେପି କାର୍ଯ୍ୟକର୍ତା

ଭୁବନେଶ୍ୱର: ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଅନ୍ତୋଦୟ ବିଚାରରେ ଅନୁପ୍ରାଣିତ ହେବା ସହ ଭାରତୀୟ ପରମ୍ପରା ‘ନର ସେବା - ନାରାୟଣ ସେବା’କୁ ସମ୍ମାନ ଜଣାଇ ଲକ୍‌ଡାଉନ ସମୟରେ ବିଜେପି କାର୍ଯ୍ୟକର୍ତାମାନେ ସ୍ୱେଚ୍ଛାକୃତ ଭାବେ…
Read More...

ସାମ୍ନାକୁ ଆସିଲା ୫୦ତମ କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିହାସ

ଭୁବନେଶ୍ୱର: ରାଜ୍ୟର ୫୦ତମ କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ସାମ୍ନାକୁ ଆସିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।ଭୁବନେଶ୍ୱରର ୟୁନିଟ-୪ ଅଂଚଳର ୨୨ ବର୍ଷିଅ ଯୁବକ ୪୧…
Read More...

ଟ୍ୱିନ ସିଟିରେ ଜରୁରୀକାଳୀନ ସେବା ଯୋଗାଇବ “ଓଲା”

ଭୁବନେଶ୍ୱର: ଆଜିଠାରୁ ଟ୍ୱିନ ସିଟିରେ ଜରୁରୀକାଳୀନ ସେବା ଯୋଗାଇବ “ଓଲା” କ୍ୟାବ । ଜରୁରୀକାଳୀନ ସେବା ଯୋଗାଇବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଓଲାକୁ ପାସ୍ ମିଳିଛି ।  ଭୁବନେଶ୍ୱର ଓ କଟକ ପାଇଁ ୧୦୦ଟି ଓଲା କାରକୁ ପାସ୍…
Read More...

ରାଜ୍ୟରେ କେଉଁ ବୟସର କେତେ କରୋନା ରାଜ୍ୟର ଚିହ୍ନଟ ହୋଇଛନ୍ତି; ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ଏଯାବତ୍ ୫୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛି ।  ସେଥିରୁ ୧୫ରୁ ୪୦ ବର୍ଷ ବୟସ ମଧ୍ୟରେ ସର୍ବାଧିକ ୨୮ ଜଣ ଅଛନ୍ତି । ୬୦ରୁ ଅଧିକ ବର୍ଷ ବୟସ୍କ ବ୍ୟକ୍ତି ହେଲେ ୫ ଜଣ । ସେହିପରି ୪୧ରୁ ୬୦ ବର୍ଷ ବୟସ…
Read More...

ଗଞ୍ଜାମ ଜିଲ୍ଲା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ

ଗଞ୍ଜାମ: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ଆଜି ଗଞ୍ଜାମ ଗସ୍ତରେ ଆସିଥିଲେ । ଗଞ୍ଜାମ ଜିଲ୍ଲାର ଖଲିକୋଟ, ରମ୍ଭା ଆଦି ଥାନା ଗସ୍ତ କରିବା ସହ ଛତ୍ରପୁର ପୋଲିସ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ ।…
Read More...

ସୁନ୍ଦରଗଡର ବିଶ୍ରା କଂଟେନମେଂଟ ଜୋନ ଘୋଷଣା

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବିଶ୍ରା ବ୍ଲକରରେ ୨ କରୋନା ପଜିଟିଭ୍ ଚିହ୍ନଟ ପରେ ଏହାର କିଛି ଅଂଚଳକୁ କଂଟେନମେଂଟ ଗୋନରେ ଘୋଷଣା କରିଛି ପ୍ରଶାସନ । ଏହାସହିତ ଆସିଆନା କଲୋନୀ ଓ ଏହାର ଆଖପାଖ ଅଂଚଳକୁ ସିଲ କରାଯାଇଛି ।…
Read More...

ନବୀନଙ୍କ ସହାୟତା ଲୋଡିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍

ରାଂଚି : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହାୟତା ଲୋଡିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଓଡିଶାର ଝାରସୁଗୁଡା ଜିଲ୍ଲାରେ ଫସିରହିଥିବା ଶ୍ରମିକଙ୍କୁ ସହାୟତା କରିବା ପାଇଁ ହେମନ୍ତ ସୋରେନ୍ ଅନୁରୋଧ…
Read More...

ଗତକାଲି ୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରର ଜଣେ

ଭୁବନେଶ୍ୱର: ଗତକାଲି ଓଡ଼ିଶାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଚାରିଜଣଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ବୋଲି ଜଣାଯାଇଛି। ଆଜି ପୁଣି ଭୁବନେଶ୍ୱରର ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ…
Read More...

ରାଜ୍ୟରେ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଆରମ୍ଭ ହୋଇଯାଇଥିବାବେଳେ ୪ଟି ସହରର ତାପମାତ୍ରା ୪୦ ଡିଗ୍ରି ଛୁଇଁଥିବା ବେଳେ ପ୍ରାୟ ସବୁ ସ୍ଥାନରେ ତାପମାତ୍ରା ଦେଢ଼ରୁ ୩ ଡିଗ୍ରି ବୃଦ୍ଧି ପାଇଛି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଏହି…
Read More...