Browsing Category

Odisha

ନୂଆବର୍ଷ ପାଇଁ ସଜେଇ ହୋଇଛି ଶ୍ରୀମନ୍ଦିର

ପୁରୀ : ଆଉ ମାତ୍ର ଗୋଟିଏ ଦିନ ପରେ ନୂଆବର୍ଷ । ପୁରୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏଥିପାଇଁ ପୁରୀରେ ଏବେଠାରୁ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି।ନୂଆ ବର୍ଷ ନିମନ୍ତେ…
Read More...

ଭିଜିଲାନ୍ସ ଜାଲରେ ସେସୁ କନିଷ୍ଠ ଯନ୍ତ୍ରୀ

ଜଗତସିଂହପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ସେସୁର କନିଷ୍ଠ ଯନ୍ତ୍ରୀ ଦିପ୍ତୀ ପ୍ରକାଶ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି।ଆଜି ସକାଳେ ଦିପ୍ତୀ ପ୍ରକାଶଙ୍କ…
Read More...

୧ ରୁ ବର୍ଷିବ, ୩ରୁ ଥରେଇବ

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ଶୀତର ମାତ୍ରା ଏତେ ରହିଛି ଯେ, ଲୋକମାନେ ଘରୁ ମଧ୍ୟ ବାହାରିବା ହୋଇଯାଇଛି ଅସମ୍ଭବ । କିଛି ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି । ଆଗାମୀ ଦିନରେ ଏହାର ମାତ୍ରା ଆହୁରି ବଢ଼ିବ ବୋଲି ଜଣାପଡିଛି ।…
Read More...

ମହାପ୍ରଭୁଙ୍କୁ ଦର୍ଶନ କେଲ ଗଜପତି ମହାରାଜ; ସାଙ୍ଗରେ ଥିଲେ ଝିଅ, ଜ୍ୱାଇ ଓ ପରିବାରବର୍ଗ

ପୁରୀ: ଗଜପତି ମହାରାଜ ଆଜି ରାତିରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହି ଦର୍ଶନରେ ମହାରାଜଙ୍କ ସହ ଝିଅ, ଜ୍ୱାଇଁ ସମେତ ନାତୁଣୀ, ସମୁଦି ଓ ସମୁଦୁଣୀ ମଧ୍ୟ ଉପସ୍ଥିତ ଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରିବା…
Read More...

ଶୀତରେ ଥରୁଛି ଓଡ଼ିଶା; ଆଜି ବି ସବୁଠାରୁ ଥଣ୍ଡା ସହର ସୋନପୁର

ଭୁବନେଶ୍ୱର: ଶୀତରେ ଥରୁଛି ଓଡ଼ିଶା । ଚାରିଆଡେ ଶୀତର ପରିମାଣ ଏତେ ମାତ୍ରାରେ ରହିଛି ଯେ, ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତକାଲି ଭଳି ଆଜିର ସ୍ଥିତି ମଧ୍ୟ ସମାନ ରହିଥିଲା । ଆଜି ୧୦ଟି ସହରରେ ତାପମାତ୍ରା ୧୦…
Read More...

ନୂଆବର୍ଷରୁ ଭୁବନେଶ୍ୱରରୁ ସୁରଟକୁ ଉଡିବ ବିମାନ

ଭୁବନେଶ୍ୱର: ନୂଆବର୍ଷରୁ ଭୁବନେଶ୍ୱରରୁ ସୁରଟକୁ ଉଡିବ ବିମାନ । ଫଳରେ ଗୁଜୁରାଟରେ ରହୁଥିବା ପ୍ରବାସୀ ଓଡ଼ିଆ ଯାତାୟତରେ କୌଣସି ଅସୁବିଧା ରହିବ ନାହିଁ । ଏନେଇ ବେସାମରିକ ଚଳାଚଳ ଯୁଗ୍ମ ସଚିବ ଉଷା ପାଢ଼ୀ ଟ୍ୱିଟ ଯୋଗେ ସୂଚନା…
Read More...

ଭାଙ୍ଗିଲା ନିର୍ମାଣାଧୀନ ରେଳବାଇ ଓଭରବ୍ରିଜ୍

ବାଲେଶ୍ୱର: ଆଜି ବାଲେଶ୍ୱରରୁ ଭଦ୍ରକ ଯିବା ବାଟରେ ପଡୁଥିବା ନିର୍ମାଣାଧୀନ ରେଳବାଇ ଓଭର୍‌ବ୍ରିଜ୍‌ (ଶୋଭାରାମପୁର ଓଭର୍‌ବ୍ରିଜ୍‌ ଭାବେ ସୁପରିଚିତ) ଭାଙ୍ଗି ପଡିଛି । ଫଳରେ ସେ ବାଟେ ଅନିର୍ଦ୍ଦିଷ୍ଟ କାଳଯାଏଁ ସମସ୍ତ ରେଳଗାଡ଼ି…
Read More...

କାର୍ଯ୍ୟରତ ସାମ୍ବାଦିକାଙ୍କୁ ଆକ୍ରମଣ କରିବା ଘଟଣା: ଏସପ୍ଲାନେଡର ୨ ସୁରକ୍ଷାକର୍ମୀ ଗିରଫ

ଭୁବନେଶ୍ୱର: କାର୍ଯ୍ୟରତ ସାମ୍ବାଦିକାଙ୍କୁ ଆକ୍ରମଣ କରିବା ଘଟଣାରେ ଆଜି ପୋଲିସ ଏସପ୍ଲାନେଡର ୨ ସୁରକ୍ଷାକର୍ମୀଙ୍କୁ ଗିରଫ କରିଛି । ସେମାନେ ହେଲେ ପଙ୍କଜ ସାହୁ ଓ ମହନ୍ତ ବିଶ୍ୱାଳ । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ…
Read More...

ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ କରିବା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ସାମ୍ବାଦିକଙ୍କ ବିକ୍ଷୋଭ

ଭୁବନେଶ୍ୱର: ଏସପ୍ଲାନେଡ ମଲରେ ସାମ୍ବାଦିକ ସ୍ୱାତୀ ଜେନାଙ୍କୁ ଦୁର୍ବବ୍ୟବହାର ଏବଂ ମାଡମରା ଘଟଣାକୁ ନେଇ ଆଜି ସାମ୍ବାଦିକମାନେ ଧାରଣାରେ ବସିଛନ୍ତି । ଏହି ଘଟଣାରେ ସାମିଲ ଥିବା ମଲ କର୍ମଚାରୀଙ୍କ ଗିରଫ ସହ କାର୍ଯ୍ୟାନୁଷ୍ଠାନ…
Read More...

ରାଜନୀତି ପରେ ଗୀତ ଗାଇ କମାଲ କରିବେ ବିଧାୟକ ତାରା ବାହିନୀ ପତି

ଭୁବନେଶ୍ୱର: ଶୁଣି ଟିକେ ଆଶ୍ଚର୍ଯ୍ୟ ଲାଗୁଛି ନାଁ । ମାତ୍ର ଖବରଟି ସତ । କଂଗ୍ରେସ ବିଧାୟକ ତାରା ବାହିନୀ ପତିଙ୍କର ଏକ ନୂଆ ରୂପ ଦେଖିବାକୁ ମିଳିବ । ସେ ଏଥର ରାଜନୀତି ପରେ କଳା ଜଗତରେ ପାଦ ଥାପିଛନ୍ତି । ବର୍ତମାନର…
Read More...

ରାଜ୍ୟରେ ଥମୁନି ଶୀତର ପ୍ରକୋପ: ବିଭିନ୍ନ ସ୍ଥାନରେ ତୁଷାରପାତ

ଭୁବନେଶ୍ୱର: ଆଜି ରାଜ୍ୟରେ ଶୀତ ପରିମାଣ କମି ନ ଥିବା ଜଣାପଡିଛି । ଏ ନେଇ କିଛି ସ୍ଥାନରେ ତୁଷାରପାତ ଅନୁଭୁତ ହୋଇଥିବା ମଧ୍ୟ ଜଣାପଡିଛି । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ଦାରିଙ୍ଗିବାଡ଼ି ଓ ସିମନବାଡ଼ିରେ ତୁଷାରପାତ ହୋଇଛି । …
Read More...

ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲାଣି ସାଜ୍ଜସଜ୍ଜା; ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା

ପୁରୀ: ଆଉ କେଇଟି ଦିନରେ ନୂଆବର୍ଷ । ତେବେ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏହି ସମୟରେ ଶ୍ରୀମନ୍ଦିରରେ ପର୍ଯ୍ୟଟକମାନଙ୍କର ଭିଡ ଦେଖିବାକୁ ମିଳିବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ସହ କିଭଳି ପର୍ଯ୍ୟଟକମାନେ ଠିକ୍…
Read More...

ରାଜ୍ୟର ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେବ ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା

ଭୁବନେଶ୍ୱର : ଏଣିକି ରାଜ୍ୟର ସବୁ ଜିଲ୍ଲାରେ ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା  କାର୍ଯ୍ୟକାରୀ ହେବ। ଏ ନେଇ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। କେନ୍ଦ୍ର ସରକାର…
Read More...

ଏକାମ୍ର କ୍ଷେତ୍ର ପାଇଁ ଆଉ ୫କୋଟି ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ବା ଲିଙ୍ଗରାଜ ମନ୍ଦିରର ପାରିପାଶ୍ୱର୍ିକ ବିକାଶ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ପ୍ୟାକେଜ ଘୋଷଣା କରିଛନ୍ତି । ଏହି ସ୍ୱତନ୍ତ୍ର ପ୍ୟାକେଜରେ ଲିଙ୍ଗରାଜ ମନ୍ଦିରର ବିକାଶ…
Read More...