Browsing Category

Odisha

ସ୍ୱାଭିମାନ ଅଞ୍ଚଳରେ କୃଷିମନ୍ତ୍ରୀ : ମାଣ୍ଡିଆ ମଣ୍ଡିର କଲେ ଉଦଘାଟନ

ମାଲକାନିଗିରି: ଜାତୀୟ କୃଷି ଦିବସ ଅବସରରେ ସୋମବାର ପ୍ରଥମ କରି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ । ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ହେଲିକ୍ୟାପଟର ଯୋଗେ…
Read More...

ଚତୁର୍ଥ ଅଟଳ ସମ୍ମାନରେ ସମ୍ମାନୀତ ହେବେ ପ୍ରଶାନ୍ତ ସେନାପତି

ଭୁବନେଶ୍ୱର: ଡିସେମ୍ବର ୨୫ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜନ୍ମଗ୍ରହଣ କରିଥିଲେ । କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ…
Read More...

ପ୍ରତିବର୍ଷ ଡିସେମ୍ବର ୩୧ ସୁଦ୍ଧା ପଦୋନ୍ନତି ପ୍ରକ୍ରିୟା ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ

ଭୁବନେଶ୍ୱର: ଜିଲ୍ଲା, ବିଭାଗୀୟ ମୁଖ୍ୟ ଏବଂ ରାଜ୍ୟସ୍ତରୀୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ବିଭାଗରେ ପଦୋନ୍ନତି ଅପେକ୍ଷାରେ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ପଦୋନ୍ନତି ପ୍ରକ୍ରିୟା ଡିସେମ୍ବର ୩୧ ତାରିଖ ସୁଦ୍ଧା ଶେଷ…
Read More...

୪ମାସରେ ନାଟ ମଣ୍ଡପ କାମ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୁରୀ: ହାଇକୋର୍ଟରେ କୋଣାର୍କ ଓ ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲା ଉପରେ ଆଜି ଶୁଣାଣୀ ହୋଇଛି । ୪ ମାସ ମଧ୍ୟରେ ନାଟ ମଣ୍ଡପ ମରାମତି ଶେଷ କରିବାକୁ ଏଏସଆଇଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଆସନ୍ତା ମେ ୪ ତାରିଖରେ…
Read More...

କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: ଏସଆଇଟିକୁ ଟ୍ରାଏଲ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଟିମ୍(ଏସଆଇଟି) ଆଜି ହାଇକୋର୍ଟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିଛି ।ରିପୋର୍ଟ ଦାଖଲ କରାଯିବା ପରେ ଏହାକୁ ଟ୍ରାଏଲ୍…
Read More...

ବିଧାୟକଙ୍କ ସାପ ଖେଳାଉଥିବାର ଭିଡିଓ ଭାଇରାଲ

ପାରାଦୀପ: ପାରାଦୀପର ବିଜେଡି ବିଧାୟକ ସମ୍ବିତ ରାଉତରାୟ ସାପ ଖେଳାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଟିକ୍‌ଟକ୍‌ ଭିଡିଓରେ ସମ୍ବିତ ଗୋଟିଏ ଢମଣା ସାପକୁ ଧରି ଖେଳାଉଥିବା ଦେଖିବାକୁ ମିଳିଛି । ୧୧…
Read More...

୨୬ରେ ଆଂଶିକ ସୂର୍ଯ୍ୟପରାଗ

ଭୁବନେଶ୍ୱର: ଆସନ୍ତା ୨୬ରେ ହେବାକୁ ଥିବା ସୂର୍ଯ୍ୟପରାଗ ଆଂଶିକ ରହିବ ବୋଲି ଜଣାପଡିଛି । ଏହି ଦିନ ଏକ ବିରଳ ତଥା ସୁନ୍ଦର ବଳୟ ସୂର୍ଯ୍ୟୋପରାଗ ସଙ୍ଗଠିତ ହେବ। ଦକ୍ଷିଣ ଭାରତର ଅଳ୍ପ କେତେକ ଅଂଚଳରେ ପୂର୍ଣ୍ଣ ଭାବରେ ଦୃଶ୍ୟମାନ…
Read More...

୫ଟି ଓ “ମୋ ସରକାର” ଅଧିନକୁ ଆସିବ ଶ୍ରମ ବିଭାଗ

ଭୁବନେଶ୍ୱର: ୫ଟି ଓ “ମୋ ସରକାର” ଅଧିନକୁ ଆସିବ ଶ୍ରମ ବିଭାଗ । ଏହା ଜାନୁୟାରୀରୁ ଲାଗୁ ହେବ । ଏ ନେଇ ଆଜି ସୂଚନା ଦେଇଛନ୍ତି ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ । ସେ ଆହୁରି କହିଛନ୍ତି, ବିଦେଶରେ ରହି କାମ…
Read More...

ଦାବି ପୂରଣ ନ ହେଲେ ଆତ୍ମାହୂତି ଦେବା ନେଇ ଚେତାବନୀ ଦେଲେ ସୁର

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିର୍ବାଚନମଣ୍ଡଳୀ ଅଧିନରେ ଥିବା ୨୭ଟି ଗାଁର ସ୍ଥିତିବାନ ସମ୍ପତିକୁ ପୂର୍ବ ସ୍ଥିତିକୁ ଫେରାଇବା ସହ ଦାରେଠଙ୍ଗ ଡମ୍ପିଂୟାର୍ଡକୁ ବାରମ୍ବାର ଅଭିଯୋଗ ସତ୍ୱେ କୌଣସି କାର୍ଯ୍ୟକାରୀ…
Read More...

ଆତ୍ମସମର୍ପଣ କଲେ ୨୫୦ରୁ ଅଧିକ ମାଓବାଦୀ

ମାଲକାନଗିରି: ଆଜି ୨୫୦ରୁ ଅଧିକ ମାଓବାଦୀ ଲାଲବାହିନୀ ଛାଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ତେବେ ଏଭଳି ଘଟଣା ଘଟିଛି ମାଲକାନଗିରିର ମହୁପଦର ଅଂଚଳରେ ।ଆଜି ହାଟ ପଦାରେ ଏମାନେ ମାଥିଲି ପୋଲିସ ପାଖରେ…
Read More...

ବଡ଼ଦିନରୁ ଓଡ଼ିଶାକୁ ଭିଜାଇବ ବର୍ଷା

ଭୁବନେଶ୍ୱର: ବଡଦିନ ଅର୍ଥାତ୍ ଆସନ୍ତା ୨୫ ତାରିଖରୁ ରାଜ୍ୟର କିଛି ସ୍ଥାନରେ ହାଲକା ବର୍ଷା ହେବ । ଏହା ସହ ଶୀତ ମଧ୍ୟ କମିବ । ୨୭ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିଥିବାବେଳେ ୨୮ରୁ ପାଗର ପରିବର୍ତନ ଦେଖାଯିବା ସହ ଶୀତ ବଢ଼ିବାର…
Read More...

ରାଜ୍ୟ ସଂଗ୍ରହାଳୟରେ ଖୋଲିବ ବୁଦ୍ଧ ଗ୍ୟାଲେରି; ଇତିହାସ କହିବ ପୋଷ୍ଟାଲ ଗ୍ୟାଲେରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଥିବା ରାଜ୍ୟ ସଂଗ୍ରହାଳୟରେ ବୁଦ୍ଧ ଗ୍ୟାଲେରି ଖୋଲିବ । ବାଣପୁରସ୍ଥିତ ଅଚ୍ୟୁତରାଜପୁରରୁ ମିଳିଥିବା ୭୫ଟି ବ୍ରୋଞ୍ଜ ମୂର୍ତି ଏହି ଗ୍ୟାଲେରିରେ ଶୋଭା ପାଇବ। ୫ମରୁ ୧୦ମ ଶତାବ୍ଦୀ ମଧ୍ୟରେ…
Read More...

ଜାଗ୍ରିତି ଯାତ୍ରାରେ ସାରା ଭାରତ ଭ୍ରମଣ କରିବେ ଓଡ଼ିଆ ଉଦ୍ୟୋଗୀ

ଭୁବନେଶ୍ୱର: ଜାଗ୍ରିତି ଯାତ୍ରାରେ ସାରା ଭାରତ ଭ୍ରମଣ କରିବେ ଓଡ଼ିଆ ଉଦ୍ୟୋଗୀ । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସଡିଏ)ତତ୍ୱାବଧାନରେ ଓଡ଼ିଶାରୁ ୧୦ଜଣ ନାନୋ ୟୁନିକର୍ଣ୍ଣ ଓ ୧୦ ଜଣ ଷ୍ଟାର୍ଟ ଅପ୍ ଏହି ଯାତ୍ରାରେ ସାମିଲ…
Read More...

ତିିନି ଦିନିଆ ଓଡ଼ିଶା ଗସ୍ତରେ ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ଗିରିଶ ମୁର୍ମୁ

ବେତନଟି: ଉପରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ତିିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ଗିରିଶ ମୁର୍ମୁ । ଏହି ଅବସରରେ ସେ ମୟୁରଭଞ୍ଜ ବେତନଟି ସ୍ଥିତ ମହାରାଜା ପ୍ରତାପଚନ୍ଦ୍ର ଉଚ୍ଚ ବିଦ୍ୟାଳୟ…
Read More...