Browsing Category

Odisha

ଓଡ଼ିଶାର ୫-ଟି ଏବଂ ମୋ ସରକାରକୁ ୟୁଏନଡିପିର ପ୍ରଶଂସା

ଭୁବନେଶ୍ୱର : ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଏବଂ ଲୋକଙ୍କ ପାଖରେ ସୁବିଧାରେ ସେବା ପହଞ୍ଚାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ୫-ଟି ଏବଂ ମୋ ସରକାର କାର୍ଯ୍ୟକ୍ରମକୁ ଜାତୀୟସ୍ତରର ସଂସ୍ଥାଙ୍କ ପରେ ଏବେ ଅନ୍ତର୍ଜାତୀୟ ସ୍ତରରୁ…
Read More...

ଓଡିଶାକୁ ଅର୍ନ୍ତଜାତୀୟ ବିମାନ ଚଳାଚଳା ଲାଗି ବେସାମରିକ ବିମାନଚଳାଚଳ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ଭୁବନେଶ୍ୱର : ଓଡିଶାକୁ ଅର୍ନ୍ତଜାତୀୟ ବିମାନ ଚଳାଚଳା ଲାଗି ବେସାମରିକ ବିମାନଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେବଳ ଚିଠି ଲେଖିନାହାନ୍ତି ଭୁବନେଶ୍ୱର ଆସି ସ୍ଥିତି…
Read More...

ବିଧାନସଭା ବାଚସ୍ପତିମାନଙ୍କର ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର: ଉତ୍ତରାଖଣ୍ଡ ବିଧାନସଭା ଆନୁକୂଲ୍ୟରେ ଡେରାଡୁନ୍‌ଠାରେ ଆୟୋଜିତ ୭୯ତମ ବିଧାନସଭା ବାଚସ୍ପତିମାନଙ୍କର ସମ୍ମିଳନୀରେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଯୋଗଦେଇଛନ୍ତି । ଲୋକସଭା ବାଚସ୍ପତି ଶ୍ରୀ ଓମ୍‌…
Read More...

ମିଡିଆରେ ରହିବାପାଇଁ ହୀନ ରାଜନୀତି କରୁଛନ୍ତି ଲେଖାଶ୍ରୀ: ବିଜେଡି

ଭୁବନେଶ୍ୱର: ମିଡିଆରେ ତିଷ୍ଠି ରହିବାପାଇଁ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ବାରମ୍ବାର ମିଥ୍ୟା ଓ ମନଗଢା କାହାଣୀର ଆଶ୍ରୟ ନେଉଥିବାବେଳେ ଆଜି ସବୁ ସୀମା ଟପି ଯାଇଛନ୍ତି । ସ୍ମିତାରାଣୀ ମୃତ୍ୟୁ ଭଳି ଅତ୍ୟନ୍ତ…
Read More...

ସ୍ଲୋଗାନରେ ସଡକ ସୁରକ୍ଷା : ଦୁର୍ଘଟଣାରେ ଦେଶରେ ଘଣ୍ଟାକରେ ଯାଉଛି ୧୭ ଜୀବନ

ଭୁବନେଶ୍ବର : ସଡକ ସୁରକ୍ଷା ଜୀବନ ରକ୍ଷା । ଏମିତି ନାରା ଦେଇ ସଡକ ସୁରକ୍ଷା ଅଭଯାନ ଆଗକୁ ବଡୁଛି ।  ହେଲେ ଦୁର୍ଘଟଣା ରୋକିବା ଏବେ ସବୁଠୁ ବଡ ଚ୍ୟାଲେଞ ହୋଇଛି । ସାରା ଦେଶରେ ପ୍ରତି ଘଣ୍ଟାରେ ୧୭ ଜଣଙ୍କ ଜୀବନ କେବଳ…
Read More...

ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା: ଓଡ଼ିଶାର ପୂର୍ବତନ ଶାସନ ସଚିବ ତରୁଣକାନ୍ତି ହେବେ ସମ୍ମାନିତ

ନୂଆଦିଲ୍ଲୀ/ଭୁବନେଶ୍ୱର: ଚଳିତ ବର୍ଷ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ଆଜି ୨୩ ଭାଷାରେ ନିଜର ବାର୍ଷିକ ଏକାଡେମୀ ପୁରସ୍କାର ଘୋଷଣା କରିଛି । ୭ଟି କବିତା ସଂଗ୍ରହ, ୪ଟି ଉପନ୍ୟାସ, ୬ଟି କାହାଣୀ ସଂଗ୍ରହ,…
Read More...

ଏହି ଦିନ ରାତିସାରା ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

ପୁରୀ: ଆସନ୍ତା ୨୫ ତାରିଖ ଦିନ ରାତିସାରା ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ । କାରଣ ଏହିଦିନ ମନ୍ଦିର ସାରା ରାତି ଖୋଲା ରହିବ । ସେହିଦିନ ସୂର୍ଯ୍ୟପରାଗ ପଡୁଥିବା କାରଣରୁ ଆଜି ଶ୍ରୀ ମନ୍ଦିର ଛତିଶା ନିଯୋଗ ବୈଠକରେ…
Read More...

ଜଳସାଥୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ରେଳବାଇ ଅଡିଟୋରିଅମରେ ଜଳସାଥୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ କହିଛନ୍ତି ଯେ, ପରିବାରର ସ୍ୱାସ୍ଥ୍ୟ ପ୍ରତି ମା’ମାନେ ଅଧିକ…
Read More...

ଭାରତୀୟ ନାଗରିକଙ୍କ ଉପରେ ପଡିବନି ସିଏଏର ପ୍ରଭାବ, ଏନସିଆରକୁ ସମର୍ଥନ କରୁନି ବିଜେଡି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦେଶବ୍ୟାପୀ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ହିଂସା ଲାଗି ରହିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।ସେ କହିଛନ୍ତି ଯେ, ସିଏଏର ପ୍ରଭାବ ଭାରତୀୟ…
Read More...

ପିଆଜ ପରେ ଆଳୁ ପାଳି; ଚିନ୍ତାରେ ଗ୍ରାହକ

ଭୁବନେଶ୍ୱର: ପିଆଜ ପରେ ଆଳୁ ପାଳି । ଯାହାକୁ ନେଇ ଚିନ୍ତାରେ ଗ୍ରାହକ । ଗତକାଲି ଆଳୁ ଦର ବୃଦ୍ଧି ଘଟିବା କାରଣରୁ ଗ୍ରାହକଙ୍କ ଚିନ୍ତା ବଢ଼ାଇଛି । ଦିନେ ଦୁଇ ଦିନ ପୂର୍ବେ ଆଳୁ ଦର କିଲୋ ପିଛା ୧୭ ରୁ ୧୮ ଟଙ୍କା ଥିବାବେଳେ ଏବେ…
Read More...

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଯେଉଁକାରଣରୁ ୪ଘଂଟା ବନ୍ଦ ରହିବ ଦର୍ଶନ ।ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ…
Read More...

୮ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ରେ ମଞ୍ଜୁରୀ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍ ର ବୈଠକରେ ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଲୋକସଭା ଭବନରେ ଆୟୋଜିତ ଏହି ବୈଠକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ।କ୍ୟାବିନେଟ୍ ବୈଠକ ପରେ…
Read More...

ମହିଳା ହିଂସାକୁ ନେଇ ବିଜେପି ରାଜନୀତି ନକରୁ : ବିଜେଡି

ଭୁବନେଶ୍ୱର: ମହିଳାଙ୍କ ବିରୁଦ୍ଧରେ ହେଉଥିବା ହିଂସା ଏକ ସ୍ପର୍ଶକାତର ଘଟଣା । କେବଳ ଓଡିଶାରେ ଏଭଳି ଘଟୁନାହିଁ, ଏହା ଏବେ ଜାତୀୟ ସମସ୍ୟା ଭାବେ ଉଭା ହୋଇଛି । ତେଣୁ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ବିଜେପି ରାଜନୀତି…
Read More...

ଏମ୍‌ଡିଆର୍‌ଏଏଫ୍‌ଏମ୍‌ଠାରେ ୱେବସାଇଟ୍ , ଜିମ୍‌ ଓ ବ୍ୟାଡ୍‌ମିଣ୍ଟନ୍‌ କୋର୍ଟ ଲୋକର୍ପିତ

ଭୁବନେଶ୍ୱର:  ଓଡ଼ିଶା ସରକାରଙ୍କ ୫ ‘ଟି’ ଯୋଜନାର ସଫଳ ରୂପାୟନ ପାଇଁ ଆଜି ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ଏକାଡେମୀର ୱେବସାଇଟ୍ କୁ ଅର୍ଥ, ଅବକାରୀ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଉନ୍ମୋଚନ କରିଛନ୍ତି । ଏହି…
Read More...