Browsing Category

Odisha

ଅକ୍ଟୋବର ୨ରୁ ‘ମୋ ସରକାର’ କାର୍ଯ୍ୟକ୍ରମ; ଭିଡିଓ କନ୍‌ଫରେନ୍‌ସିଂରେ ସିଡିଏମ୍‌ଓଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨ରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂରେ କଥାବାର୍ତ୍ତା…
Read More...

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୪୫ମିନିଟରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ମୋଟ…
Read More...

ନନ୍ଦନକାନନ ଗେଟ୍‌ରେ ପଡ଼ିଲା ତାଲା

ଭୁବନେଶ୍ୱର: ହରିପିସ୍ ଭୂତାଣୁ ସଂକ୍ରମଣରେ ଗତ ମାସକ ମଧ୍ୟରେ ନନ୍ଦନକାନନ ଚିଡ଼ିଆଖାନାରେ ଥିବା ହାତୀଙ୍କ ମଧ୍ୟରୁ ୪ଟି ହାତୀ ଆଖି ବୁଜିଲେଣି । ନନ୍ଦନକାନନ ନିକଟରେ ଥିବା  ଦାରୁଠେଙ୍ଗରେ ଡମ୍ପିଂୟାର୍ଡରୁ ହିଁ ସଂକ୍ରମଣ…
Read More...

ବର୍ଷାରେ ବେହାଲ ସ୍ମାର୍ଟସିଟି

ଭୁବନେଶ୍ୱର:ପୁଣି ବର୍ଷା ପାଣିରେ ଭାସିଲା ସ୍ମାର୍ଟସିଟି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଘନୀଭୂତ ହେଉଛି । ଯାହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ…
Read More...

ମାସର ଶେଷଦିନ ମିଳିବ ଦରମା ଓ ପେନ୍‌ସନ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ କର୍ମଚାରୀ ଏବଂ ପେନସନ ଭୋଗୀମାନଙ୍କୁ ବେତନ ଏବଂ ପେନସନ୍ ପାଇବା ପାଇଁ ଆଉ ପରବର୍ତ୍ତୀ ମାସର ପହିଲା ତାରିଖକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। କର୍ମଚାରୀ ଏବଂ ପେନସନ ଭୋଗୀମାନେ ମାସ…
Read More...

ଆଜି ଗଞ୍ଜାମ ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା

ବ୍ରହ୍ମପୁର :  ଘୂର୍ଣ୍ଣିବଳୟ ଯୋଗୁ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ଜିଲ୍ଲାର ସବୁ ସ୍କୁଲ୍‌କୁ ଛୁଟି ଘୋଷଣା କରିଛନ୍ତି। କିନ୍ତୁ ସ୍କୁଲରେ…
Read More...

ମଞ୍ଚରେ ଚାପୁଡ଼ା ମାରିଲେ ବ୍ରହ୍ମପୁର ସାଂସଦ

ବ୍ରହ୍ମପୁର: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଗତକାଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଉଗ୍ର ଆଚରଣ ଦେଖିବାକୁ ମିଳିଥିଲା। ମଞ୍ଚ ଉପରେ ସେ ଜଣେ ଯୁବକଙ୍କୁ ଚାପୁଡ଼ା…
Read More...

“ମୋ ସରକାର”: ଥାନା ଅଭିଯୋଗକାରୀଙ୍କୁ ଫୋନ କରି ଫିଡ଼ବ୍ୟାକ ନେଲେ ଡିଜି ବି.କେ. ଶର୍ମା

ଭୁବନେଶ୍ୱର:ରାଜ୍ୟରେ ଅକ୍ଟୋବର ୦୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଯାଉଛି “ମୋ ସରକାର” କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଜରିଆରେ ଥାନା ଓ ଚିକିତ୍ସାଳୟରେ ଆସୁଥିବା ବ୍ୟକ୍ତିଙ୍କ ଠାରୁ ମତାମତ ନିଆଯିବ । ଥାନା ଓ…
Read More...

ବ୍ଲକ୍‌ରେ ଖୋଲିବ ଡିଏଲ୍‌ କ୍ୟାମ୍ପ

ଭୁବନେଶ୍ୱର:ନୂତନ ମୋଟର୍‌ ଭେଇକିଲ୍‌ ଆକ୍ଟରେ ଗାଡ଼ି ଚଲାଇବା ନିୟମକୁ କଡ଼ାକଡ଼ି କରାଯାଇଛି । ଡ୍ରାଇଭିଂ ଲାଇସେନ୍ସକୁ ଏଥିରେ ବାଧ୍ୟତାମୂଳକ କରାଯାଇଛି । ଆର୍‌ଟିଓ କାର୍ଯ୍ୟରେ ଗହଳିକୁ ନଜରରେ ରଖି ବ୍ଲକ୍‌ ସ୍ତରରେ ଡିଏଲ୍‌…
Read More...

କୋର୍ଟରେ ଆତ୍ମସମର୍ପଣ କଲେ ସିସୋର ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ

ଭୁବନେଶ୍ୱର : ଚିଟ ଫଣ୍ଡ କମ୍ପାନି ସିସୋରର ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ ଆଜି ରାଉରକେଲାର ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ରଘୁନାଥପାଲି ଥାନରେ ଦାଏର ଏକ ଠକେଇ ମାମଲାରେ ସେ ଏହି ଆତ୍ମସମର୍ପଣ କରିଛନ୍ତି । ଏହି…
Read More...

ପାଟଣାଗଡ଼ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କିଶୋର ପାତ୍ର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଜଣାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କିଶୋର ପାତ୍ରଙ୍କ…
Read More...

ଭାଙ୍ଗିଲା ବ୍ରାହ୍ମଣୀ ପୋଲ୍‌ ସ୍ଲାବ୍‌

ରାଉରକେଲା:ରାଉରକେଲା ବ୍ରାହ୍ମଣୀ ନଦୀ ପୋଲର ସ୍ଲାବ୍‌ ଭାଙ୍ଗି ଖସିପଡ଼ିଛି । ଫଳରେ ପୋଲ ଉପରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ମରାମତି କାମ ଆରମ୍ଭ ହୋଇଥିବା ସୂଚନା ମିଳିଛି ।…
Read More...

ଚିତାବାଘ ଛାଲ ଜବତ, ୬ ଅଟକ

ଦେବଗଡ଼: ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ଚଟିବରଘାଟ ଗ୍ରାମରୁ ଗତକାଲି ବିଳମ୍ବିତ ରାତିରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବହୁମୂଲ୍ୟର ଚିତାବାଘ ଛାଲ ଜବତ କରାଯାଇଛି।ମିଳିଥିବା ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବରପାଇ…
Read More...

କଳାହାଣ୍ଡିରେ ଜଙ୍ଗଲରେ ଛାତ୍ରୀଙ୍କୁ ଦୁଷ୍କର୍ମ, ଭିଡିଓ ଭାଇରାଲ

ଜୁନାଗଡ଼/ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ପୁଣି ଏକ ଲଜ୍ଜାଜନକ ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଜୁନାଗଡ଼ ଥାନା ଅନ୍ତର୍ଗତ ଘନା ସଂରକ୍ଷିତ ଜଙ୍ଗଲରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯିବା ସହ ଏହାର ଭିଡିଓ…
Read More...