Browsing Category

Odisha

ଗୁଟଖା ବିକ୍ରିର ଯାଞ୍ଚ କରିବେ ଏଡିଜି

ଭୁବନେଶ୍ଵର:ବ୍ୟାନ୍ ସତ୍ଵେ ରାଜ୍ୟରେ ଖୁଲମଖୁଲା  ସର୍ବସାଧାରଣରେ ଗୁଟଖା ବିକ୍ରି ହେଉଛି। ଗୁଟଖା ଉପରେ ପ୍ରତିବନ୍ଧକ କେବଳ ସରକାରୀ କାଗଜକଲମରେ ସୀମିତ ରହିଛି। କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଏବଂ ପ୍ରଶାସନିକ ଉଦାସୀନତା…
Read More...

ପ୍ରଥମ ଶ୍ରେଣୀ ପିଲାକୁ ତାଲା ପକାଇବା ଅଭିଯୋଗରେ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ବାଲେଶ୍ୱର: ପ୍ରଥମ ଶ୍ରେଣୀ ପିଲାକୁ ତାଲା ପକାଇବା ଅଭିଯୋଗରେ ଶୁକ୍ରବାର ଜଣେ ପ୍ରଧାନଶିକ୍ଷୟତ୍ରୀ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ଗଣମାଧ୍ୟମରେ ଖବର ପ୍ରଚାର ହେବା ପରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ଜିଲ୍ଲା…
Read More...

ଇଟିଲି ବିକାଳୀଙ୍କ ଘରେ ସଂଯୋଗ କରାଇଲେ ଏଲପିଜି ଗ୍ୟାସ୍, ହୃଦୟ ଜିତିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ତୈଳ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାମିଲନାଡୁର କୋଏମ୍ବାଟୁରର ଏକ ଗାଁରେ ଇଟିଲି ବିକ୍ରି କରୁଥିବା କମଳାଥାଲ ନାମ୍ନୀ ଜଣେ ବୃଦ୍ଧା ମହିଳା ଉଦ୍ୟୋଗୀଙ୍କୁ ଏଲପିଜି…
Read More...

ବିଏସ୍‌ଏଫ୍‌ ନୂତନ ଆଇଜି ହେଲେ ହରମିନ୍ଦର ପାଲ୍‌

ଭୁବନେଶ୍ୱର:ବର୍ଡର୍‌ ସିକ୍ୟୁରିଟି ଫୋର୍ସର ନୂଆ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ହରମିନ୍ଦର ପାଲ୍‌ । ଖୋର୍ଦ୍ଧା ବିଏସ୍‌ଏଫ୍‌ ମୁଖ୍ୟାଳୟରେ ସେ ଦାୟିତ୍ୱ ନେଇଛନ୍ତି । ପୂର୍ବତନ ଆଇଜି ଅଶ୍ୱିନୀ କୁମାର ସିଂହଙ୍କ…
Read More...

ମୁଦ୍ରା ଲୋନ୍‌ ନାଁରେ ଠକେଇ

ଜୟପୁର: ମୁଦ୍ରା ଲୋନ୍‌ ଯୋଗାଇବା ନାଁରେ ପ୍ରଲୋଭନ ଦେଖାଇ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା ଅନ୍ତର୍ଗତ…
Read More...

ଓଡ଼ିଶାରେ ଦୁଇ ଦିନ ଲାଗି ରହିବ ପ୍ରବଳ ବର୍ଷା

ଭୁବନେଶ୍ବର : ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୩ ଦିନ ଯାଏ ଓଡ଼ିଶାରେ ବର୍ଷା ଲାଗି ରହିବ। ଅଧିକାଂଶ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ ଉତ୍ତର…
Read More...

ଗାନ୍ଧୀ ଜୟନ୍ତୀରୁ ଓଡ଼ିଶାର ପ୍ରତି ଜିଲ୍ଲାରେ ଗାନ୍ଧୀଙ୍କ ନାମରେ ହେବ ରାସ୍ତା

ଭୁବନେଶ୍ବର : ଲୋକକଳାକୁ ତୃଣମୂଳ ସ୍ତରରେ ଗୁରୁତ୍ବାରୋପ ପୂର୍ବକ ଗାନ୍ଧୀ ଜୟନ୍ତୀରୁ ‘ଲୋକକଳା ଗ୍ରାମ’ର ଶୁଭାରମ୍ଭ ହେବ। ଏନେଇ ୨୪ଟି ଲୋକକଳା ଗ୍ରାମ ଚିହ୍ନଟ ହୋଇସାରିଛି। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ…
Read More...

କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗିର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଅଶୋକ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଛି। ଭିଜିଲାନ୍ସ ବିଭାଗର ଚାରୋଟି ଟିମ୍‌ ଏକକାଳୀନ ୪ଟି ସ୍ଥାନରେ…
Read More...

ମାନସ ମଙ୍ଗରାଜ ରାଜ୍ୟ ଗଣମାଧ୍ୟମ ଓ ଲୋକସମ୍ପର୍କ ବିଭାଗ ଉପଦେଷ୍ଟା ଦାୟିତ୍ୱ ଗ୍ରହଣ କଲେ

ମୁଖ୍ୟମନ୍ତ୍ରୀଙ୍କ ୫-‘ଟି’କୁ ସଫଳତାର ସହ କାର‌୍ୟ୍ୟକାରୀ କରିବା ଉପରେ ଗୁରୁତ୍ୱଭୁବନେଶ୍ୱର : ରାଜ୍ୟ ଗଣମାଧ୍ୟମ ଓ ଲୋକସମ୍ପର୍କ ବିଭାଗ ଉପଦେଷ୍ଟା ଭାବେ ମାନସ ମଙ୍ଗରାଜ ଦାୟିତ୍ୱ ଗ୍ରହଣ କରିଛନ୍ତି । ବୁଧବାର…
Read More...

୩୦ ଜିଲ୍ଲାରେ ବିଜେପି ପାଳିବ ରାଷ୍ଟ୍ରୀୟ ଏକତା ଅଭିଯାନ

ଭୁବନେଶ୍ୱ: ରାଷ୍ଟ୍ରର ଏକତାରେ ବାଧା ସୃଷ୍ଟି କରିଥିବା ଜାମ୍ମୁ କାଶ୍ମୀରର ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିବା ପାଇଁ ନେଇଥିବା ନିଷ୍ପତି ଏବେ ସାରା ଦେଶ ପାଇଁ ଏକ ଐତିହାସିକ ନିଷ୍ପତି । ଏହି ଅବସରରେ ବିଜେପି ସାରା…
Read More...

ଇଣ୍ଡିଆନ ଅଏଲ ପକ୍ଷରୁ “ତ୍ୟୋହାରୋ କି ଉମଙ୍ଗ ଇଣ୍ଡିଆନ ଅଏଲ କେ ସଙ୍ଗ”ର ଶୁଭାରମ୍ଭ

ଭୁବନେଶ୍ୱର:ଦେଶର ସବୁଠୁ ବଡ ପେଟ୍ରୋଲିୟମ ବିକ୍ରୟକାରୀ ସଂସ୍ଥା ଇଣ୍ଡିଆନ ଅଏଲ, ଭୁବନେଶ୍ୱର ଡିଭିଜନାଲ ଅଫିସ ମାଧ୍ୟମରେ “ତ୍ୟୋହାରୋ କି ଉମଙ୍ଗ ଇଣ୍ଡିଆନ ଅଏଲ କେ ସଙ୍ଗ” ନାମକ ଏକ ମେଗା ଅଭିଜାନର ଶୁଭାରମ୍ଭ କରିଛି । ଆଜି…
Read More...

ଗାନ୍ଧୀ ଜୟନ୍ତୀ ଠାରୁ ପୂର୍ବତଟ ରେଳପଥ ପକ୍ଷରୁ ଟ୍ରେନ ଓ ଷ୍ଟେସନ ମାନଙ୍କରେ ଏକକ ବ୍ୟବହାର ପ୍ଲାଷ୍ଟିକ ନିଷିଦ୍ଧ

ଭୁବନେଶ୍ୱର: ରେଳବାଇ ପରିସୀମା ବିଶେଷ ଭାବେ ଷ୍ଟେସନ ଅଞ୍ଚଳ ଓ ଟ୍ରେନ ମାନଙ୍କରେ ପ୍ଲାଷ୍ଟିକ ବ୍ୟବହାରକୁ ନିରୁତ୍ସାହିତ କରିବା ଓ ଏକ ସବୁଜିମା ସୃଷ୍ଟି କରିବା ପାଇଁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ବ୍ୟାପକ ଭାବେ…
Read More...

ବେଆଇନ ପଥର ମାଫିଆଙ୍କ ପାଇଁ ୧୪୪ ଧାରା ଜାରି କଲା ପ୍ରଶାସନ

ଧର୍ମଶାଳା: ବେଆଇନ ପଥର ମାଫିଆଙ୍କ ଦୌରାତ୍ମ ରୋକିବାକୁ ଅଣ୍ଟା ଭିଡିଲା ପ୍ରଶାସନ | ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଧର୍ମଶାଳା ତହସିଲ ଅନ୍ତର୍ଗତ ସାହାଣୀଡିହ, ଅଞ୍ଜିରା, କୁସୁନପୁର ବିଛାଖଣ୍ଡି ମୌଜାରେ ଥିବା ବେଆଇନ…
Read More...

ଝାରସୁଗୁଡ଼ାରୁ ଆଉ ୨ଟି ସହରକୁ ଉଡ଼ିବ ବିମାନ

ଝାରସୁଗୁଡ଼ା:ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଉ ୨ଟି ନୂଆ ସହରକୁ ବିମାନ ଉଡ଼ିବ । ଏନେଇ ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦ ବୈଠକରେ ନିଷ୍ପତି ହୋଇଛି । ଏନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ସୂଚନା…
Read More...