Browsing Category

Odisha

ପୋଲିସ ପଦକ ଘୋଷଣା: ଓଡ଼ିଶାରୁ ୧୧ଜଣ ପାଇବେ ରାଷ୍ଟ୍ରପତି ପଦକ

ନୂଆଦିଲ୍ଲୀ:ଚଳିତ ବର୍ଷ ସ୍ୱାଧିନତା ଦିବସ ଅବ୍ୟହତ ପୂର୍ବରୁ ପୋଲିସ ପଦକ ଘୋଷଣା କରାଯାଇଛି । ଏହି ପଦକରେ ଓଡ଼ିଶାର ମୋଟ ୨୩ଜଣ ପୋଲିସ କର୍ମଚାରୀ ପୋଲିସ ସାହାସିକତା ମେଡାଲ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା…
Read More...

ନିଲମ୍ବିତ ହେଲେ ଝାରସୁଗୁଡ଼ାର ଜିଲ୍ଲାପାଳ

ଝାରସୁଗୁଡ଼ା: ଅଦାଲତ ଆଦେଶ ଅବମାନନା କରିଥିବା କାରଣରୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶକ୍ରମେ ବୁଧବାର ଦିନ ରାଜ୍ୟ ସରକାର ଝାରସୁଗୁଡ଼ାର ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ନିଲମ୍ବିତ କରିଛନ୍ତି।ପରବର୍ତ୍ତୀ ଆଦେଶ…
Read More...

ଝାରସୁଗୁଡା ଜିଲ୍ଲାପାଳଙ୍କୁ ନିଲମ୍ବନ ନିର୍ଦ୍ଦେଶ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାପାଳଙ୍କୁ ସସପେଣ୍ଡ ଆଦେଶ ଦେଲେ ହାଇକୋର୍ଟ। ଅଦାଲତ ଅବମାନନା ଯୋଗୁଁ ଦଣ୍ଡିତ ହେଲେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ।ହାଇକୋର୍ଟ ରେ ମାମଲା ଥିବା ସତ୍ତ୍ୱେ ବ୍ରଜରାଜନଗରର ଏକ ମଦ ଦୋକାନକୁ…
Read More...

ଆମିକସ୍‌କ୍ୟୁରୀଙ୍କ କୋଣାର୍କ ପରିଦର୍ଶନ

ପୁରୀ: କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି ଆମିକସ୍‌କ୍ୟୁରୀ । ଗସ୍ତ ସମୟରେ ଆମିକସ୍‌କ୍ୟୁରୀ ଏନ୍.କେ.ମହାନ୍ତି ସୂର୍ଯ୍ୟମନ୍ଦିରର ସ୍ଥିତାବସ୍ଥା ଯାଞ୍ଚ କରିଛନ୍ତି । ଏହି ସମୟରେ ତାଙ୍କ ସହ କୋର କମିଟି ସଦସ୍ୟ…
Read More...

ବନ୍ୟା ବିପନ୍ନଙ୍କୁ ୭ ଦିନ ମିଳିବ ରିଲିଫ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବର୍ଷା ଓ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ସରକାରଙ୍କ ରିଲିଫ ଘୋଷଣା । ପ୍ରଭାବିତଙ୍କୁ ୭ ଦିନର ରିଲିଫ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୋନପୁର,…
Read More...

ଜଳସମ୍ପଦ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ବର: ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗର ସମସ୍ତ ଯନ୍ତ୍ରୀ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ନିଜ ହେଡ୍ କ୍ବାର୍ଟର୍ସ ନ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ…
Read More...

ହୀରାକୁଦ ଛାଡିଲା ପ୍ରଥମ ବନ୍ୟା ଜଳ

ସମ୍ବଲପୁର :ଆଜି ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି । ସମସ୍ତ ପ୍ରକ୍ରିୟା ସମ୍ପନ୍ନ ପରେ ପ୍ରଥମେ ପ୍ରଶାସନ ପକ୍ଷରୁ ପୂଜାର୍ଚ୍ଚନା କରାଯାଇ ଅନ୍ୟ ବର୍ଷ ଭଳି ପ୍ରଥମେ ସାଙ୍କେତିକ…
Read More...

୭ ଜିଲ୍ଲାକୁ ରେଡ୍ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ଵର: ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଆସନ୍ତା ୪୮ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି…
Read More...

୭ ଜଣଙ୍କ ଚାକିରି ଖାଇବା ପରେ ପୁଲିସ ହାତରେ ବଣି

ନୟାଗଡ଼: ଧରାପଡ଼ିଲା ବଣି ଓରଫ ତପନ ରାଉତ। ୭ ଜଣଙ୍କ ଚାକିରି ଖାଇବା ପରେ ବଣି ଧରାପଡ଼ିଛି। ତପନ ରାଉତକୁ ନୟାଗଡ଼ ପୁଲିସ ଧରିଛି। ୩ ଥର ଫେରାର ହୋଇଯାଇଥିବା ବଣି ନିଜ ଗାଁ କରବର ନିକଟ ଜଙ୍ଗଲରେ ଲୁଚିଥିବା ବେଳେ ଧରାପଡ଼ିଛି।…
Read More...

ବଢିଲା କାଳିଆ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ ଅବଧି

ଭୁବନେଶ୍ୱର:କାଳିଆ ଯୋଜନା ଯୋଜନା ସମୀକ୍ଷା ବୈଠକରେ ଆଜି ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ ଅବଧି ବଢାଇ ଦିଆଯାଇଛି । ଏହି ଯାଞ୍ଚର ଶେଷ ତାରିଖ ଥିଲା କାଲି କିନ୍ତୁ ଏହି ଅବଧି ବୃଦ୍ଧି ହୋଇ ୨୭ଯାଏଁ ସମୟ ଦିଆଯାଇଛି ।…
Read More...

ମହାବିଦ୍ୟାଳୟରେ ମାଓ ପୋଷ୍ଟର ଦେଖି ସମସ୍ତଙ୍କ ମନରେ କୋକୁଆ ଭୟ

ନୀଳଗିରି: ନୀଳଗିରି ମହାବିଦ୍ୟାଳୟ ପରିସରରେ ଥିବା ଅଧ୍ୟକ୍ଷଙ୍କ ରୁମ୍‌ ନିକଟରେ ଏକ ସିପିଆଇ ମାଓ ଛାତ୍ର ସଙ୍ଗଠନ ପକ୍ଷରୁ ଲେଖାଥିବା ଏକ ପୋଷ୍ଟର ଲଗା ଯାଇଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ କଲେଜ…
Read More...

କଟକ ଏସସିବିରେ ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

କଟକ: ଆଜି କଟକ ଏସସିବି ମେଡ଼ିକାଲରେ ଜଣେ ଚିକିତ୍ସାଧିନ ଅବସ୍ଥାରେ ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି । ସେ ଜୁଲାଇ ୨୯ରୁ ଚିକିତ୍ସିତ ହେଉଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଂଚଳର ଜଣେ ମହିଳା…
Read More...

ସ୍କୁଲରେ ୪୫ ମିନିଟ୍ ପରିବର୍ତ୍ତେ ଦେଢଘଣ୍ଟା କ୍ଲାସ କରିବେ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ନୂଆ ବ୍ୟବସ୍ଥା ଆପଣାଯାଉଛି  । ଏଣିକି ସ୍କୁଲ ଗୁଡ଼ିକରେ ଇଂରାଜୀ ,ଗଣିତ ଓ ବିଜ୍ଞାନକୁ ଅଧିକ ଗୁରୁତ୍ୱ ଦିଆଯିବା ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…
Read More...

ଗୁଣିଆଙ୍କ କାମୁଡା ଚିକିତ୍ସା : ରୋଗ ଭଲ ଲାଗି ମହିଳାଙ୍କ ଶରୀର ସାରା କାମୁଡ଼ିଲେ ଚିକିତ୍ସକ

ମାଲକାନଗିରି : ଗୁଣିଆଙ୍କ କାମୁଡା ଚିକିତ୍ସା । ଏମିତି ଏକ ବିଚିତ୍ର ଚିକିତ୍ସା ଦେଖିବାକୁ ମିଳିଛି ମାଲକାନଗିରିରେ । କାଲିମେଳା ତେଲରାଇ ପଂଚାୟତର ଉର୍ମାଗୁଡ଼ା ଗାଁରେ ଜଣେ ଗୁଣିଆ ଏମିତି ଅଜବ ପ୍ରଣାଳୀରେ ଚିକିତ୍ସା କରୁଥିବା…
Read More...