Browsing Category

Odisha

ବିଜେପିକୁ ଫେରିବାକୁ ଦିଲ୍ଳୀପଙ୍କୁ ଜୁଏଲଙ୍କ ଆହ୍ବାନ୍

ରାଉରକେଲା : ଦିଲ୍ଲୀପ ରାୟଙ୍କ ସମସ୍ତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିଛନ୍ତି । ଖୁବ୍ ଶୀଘ୍ର ଦ୍ବିତୀୟ ବ୍ରାହ୍ମଣୀସେତୁ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲ କାର୍ଯ୍ୟ ଆରମ୍ଭ ହେବ । ତେଣୁ ଦିଲ୍ଲୀପ ବାବୁଙ୍କୁ ଅନୁରୋଧ…
Read More...

ଜିଲ୍ଲାପାଳମାନଙ୍କୁ ତାଗିଦ୍‌ କଲା ଅବକାରୀ ବିଭାଗ : ନିର୍ବାଚନ, ଭୋଟଗଣତିର ୪୮ ଘଣ୍ଟା ହେବ ‘ଡ୍ରାଏ ଡେ’

ଭୁବନେଶ୍ୱର : ଚଳିତ ସାଧାରଣ ନିର୍ବାଚନକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ନିର୍ବାଚନର ୪୮ ଘଣ୍ଟାକୁ ‘ଡ୍ରାଏ ଡେ’ ଭାବେ କଡ଼ାକଡ଼ି ଭାବେ ପାଳନ କରାଯିବ। ସେହି ସମୟରେ ବୁଥ୍‌ର ୭ରୁ ୧୦ କି.ମି. ବ୍ୟାସାର୍ଧ ମଧ୍ୟରେ ଅବସ୍ଥିତ…
Read More...

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍‌ ନଦୀମ୍‌ ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ପାଟକୁରା ଥାନା ଅନ୍ତର୍ଗତ ଅର୍ଜୁନପୁର ଛକ ଠାରେ ଏନକାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ ନଦିମ୍ ଆହତ ହୋଇଛି। ତାର ବାମ ଗୋଡରେ ଦୁଇଟି ଗୁଳି ବାଜିଛି। ଗୁରୁତର ଅବସ୍ଥାରେ…
Read More...

ଆସନ୍ତାକାଲି ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ରୁକୁଣା ରଥଯାତ୍ରା ଶନିବାର ଅନୁଷ୍ଠିତ ହେବ। ଅଷ୍ଟମୀ ତିଥିରେ ହେବାକୁ ଥିବା ଏହି ଯାତ୍ରା ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତ ଚାଲିଛି। ରାତି…
Read More...

ଅଟକ ଲଞ୍ଚ ଓ କର୍ମଚାରୀଙ୍କୁ ଛାଡିଲେ ନକ୍ସଲ

ଚିତ୍ରକୋଣ୍ଡା: ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଦୁଇ ଦିନ ହେଲା ସ୍ୱାଭିମାନ ଅଞ୍ଚଳରେ ଅଟକ ରଖିଥିବା ମୋଟର ଲଞ୍ଚଗୁଡିକୁ ନକ୍ସଲମାନେ ଛାଡିଛନ୍ତି । ମାଓବାଦୀମାନେ ଶୁକ୍ରବାର ସକାଳ ଗୋଟିଏ ଲଞ୍ଚ ଛାଡିଥିବା ବେଳେ…
Read More...

ନିର୍ବାଚନ ରୋକିବାକୁ ନକ୍ସଲଙ୍କ ଉଦ୍ୟମ: ଓଡିଶା-ଝାଡଖଣ୍ଡ ସୀମାନ୍ତରେ ବିସ୍ଫୋରଣ

ରାଉରକେଲା : ନିର୍ବାଚନ ଭଣ୍ଡୁର କରିବା ପାଇଁ ନକ୍ସଲଙ୍କ ଚେଷ୍ଟା ଜାରି ରହିଛି । ଗୋଟିଏ ପଟେ ସ୍ବାଭିମାନ ଅଞ୍ଚଳରେ ନକ୍ସଲମାନେ ମୋଟର ଲଞ୍ଚ ଅଟକ ରଖିଥିବା ବେଳେ ଅନ୍ୟ ପଟରେ ଓଡିଶା-ଝାଡଖଣ୍ଡ ସୀମାନ୍ତରେ ଲଙ୍କାକାଣ୍ଡ…
Read More...

ଗୋଟିଏ ଲଞ୍ଚ ଛାଡିଲେ: ଏବେ ବି ଅନ୍ୟ ୩ଟି ଲଞ୍ଚ ନକ୍ସଲ କବଜାରେ

ଚିତ୍ରକୋଣ୍ଡା: କିଛି ଦିନର ନୀରବତା ପରେ ମାଲକାନାଗିରି ଜିଲା ଚିତ୍ରକୋଣ୍ଡାରେ ପୁଣି ନକ୍ସଲମାନେ ନିଜର ସ୍ଥିତି ଜାହିର କରିଛନ୍ତି । ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ନକ୍ସଲମାନେ ଦୁଇ ଦିନ ହେଲା ସ୍ବାଭିମାନ ଅଞ୍ଚଳରେ ୪ଟି…
Read More...

ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା: ସ୍ଥାନୀୟ ଅଂଚଳରେ ଉତ୍ତେଜନା

ଖୋର୍ଦ୍ଧା :ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ଥାନା ଅଞ୍ଚଳରେ ଏକ ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଅତି ନିର୍ମମଭାବରେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ପ୍ରକାଶ ପାଇଛି ତୀବ୍ର…
Read More...

ମତଦାନ କେନ୍ଦ୍ର ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ

ରାୟପୁର: ଓଡ଼ିଶା ସୀମାନ୍ତ ଛତିଶଗଡ଼ର ଏକ ମତଦାନ କେନ୍ଦ୍ର ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି। ଛତିଶଗଡ଼ ନାରାୟଣପୁରର ପରେଶଗାଓଁ ଅଞ୍ଚଳର ଏକ ବୁଥ ନିକଟରେ ଏହି ବିସ୍ଫୋରଣ କରାଯାଇଛି। ମାତ୍ର ଏଥିରେ କେହି ମୃତାହତ ହୋଇ…
Read More...

ମାଓବାଦୀଙ୍କ ପ୍ରେସ୍‌ ବିଜ୍ଞପ୍ତି: ଆସନ୍ତାକାଲି ଭୋଟ୍‌ ବର୍ଜନ ଲାଗି ଆହ୍ଵାନ

କଲ୍ୟାଣସିଂହପୁର: ଗୁରୁବାର ଦିନ ହେବାକୁ ଯାଉଥିବା ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣରେ ଭୋଟ୍‌ ବର୍ଜନ କରିବା ସହ ଡିଭିଜନ୍‌ ବନ୍ଦ ପାଳନ କରିବାକୁ ମାଓବାଦୀମାନେ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛନ୍ତି।ଡାକ ଯୋଗେ ଆସିଥିବା…
Read More...

ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ବାଳ ପୁଣି ଗିରଫ

କଟକ : ବିଜେଡିର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ବାଳ ପୁଣି ଗିରଫ ହୋଇଛନ୍ତି। ବେଆଇନ ବନ୍ଧୁକ ରଖିବା ନେଇ ରଞ୍ଜିତାଙ୍କ ନାମରେ ଅଭିଯୋଗ ହୋଇଛି। ରଞ୍ଜିତାଙ୍କୁ ବୁଧବାର ଦିନ ସ୍ପେଶାଲ ସ୍କ୍ବାଡ ଗିରଫ କରିଛି। ତାଙ୍କ…
Read More...

କେନ୍ଦୁଝର ସାଂସଦ ପ୍ରାର୍ଥୀନୀଙ୍କ ଭିଡ଼ିଓ ଭାଇରାଲ ମାମଲା: ଦୁଇ ଗିରଫ

କେନ୍ଦୁଝର: କେନ୍ଦୁଝରର ବିଜେଡ଼ି ସାଂସଦ ପ୍ରାର୍ଥୀନୀଙ୍କ ଭିଡ଼ିଓ ଭାଇରାଲ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଜୟଦେବ ଗିରି ଓ ବିଷ୍ଣୁଦତ୍ତ ବାରିକ ।…
Read More...

ଛତିଶଗଡ଼ ମାଓ ଆକ୍ରମଣ ପରେ ନକ୍ସଲ ପ୍ରବଣ ଜିଲାକୁ ଆଲର୍ଟ କଲେ ଡିଜିପି

ଭୁବନେଶ୍ଵର : ଛତିଶଗଡ଼ରେ ମଙ୍ଗଳବାର ମାଓ ଆକ୍ରମଣ ପରେ ନକ୍ସଲ ପ୍ରବଣ ଜିଲାର ଏସପିମାନଙ୍କୁ ଆଲର୍ଟ ରହିବା ପାଇଁ ଓଡ଼ିଶା ଅତିରିକ୍ତ ଦାୟିତ୍ଵରେ ଥିବା ଡ଼ିଜିପି ବିଜୟ ଶର୍ମା ପରାମର୍ଶ ଦେଇଛନ୍ତି। ଏହାସହିତ ପ୍ରାର୍ଥୀ…
Read More...

ମା’ ମାଣିକେଶ୍ବରୀଙ୍କୁ ଦର୍ଶନ କଲେ ନବୀନ

କଳାହାଣ୍ଡି : ନିର୍ବାଚନ ପ୍ରଚାର ପାଇଁ ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିଛନ୍ତି। ସେଠାରେ ସେ ମା’ ମାଣିକେଶ୍ବରୀଙ୍କ ପୀଠକୁ ଯାଇ ଆଶୀର୍ବାଦ ଭିକ୍ଷା କରିଛନ୍ତି। ମାଣିକେଶ୍ବରୀଙ୍କ ଦର୍ଶନ ପ​‌ରେ…
Read More...