Browsing Category

Odisha

ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ାରୁ ଉଡ଼ିବ ବିମାନ

ଝାରସୁଗୁଡ଼ା: ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ାରୁ ସିଧାସଳଖ ଦିଲ୍ଲୀକୁ ଉଡ଼ିବ ସ୍ପାଇସ୍ ଜେଟ୍‌ର ବିମାନ। ସେହିଦିନଠାରୁ ପ୍ରତ୍ୟେକ ଦିନ ଏହା ଦିଲ୍ଲୀ ଓ ଝାରସୁଗୁଡ଼ା ମଧ୍ୟରେ ଚଳାଚଳ କରିବ। ଏହି ବିମାନ ଦିଲ୍ଲୀରୁ ଅପରାହ୍ଣ ଗୋଟାଏ…
Read More...

କୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର

କେନ୍ଦ୍ରାପଡା: କେନ୍ଦ୍ରାପଡା ରାଜନଗର ବ୍ଲକ ରାଜପୁର ଗାଁର ଭାଗବତ ରାଉତ ନାମକ ଜଣେ ଯୁବକ କୁମ୍ଭୀର ଆକ୍ରମଣରେ ଗୁରୁତର ହୋଇଛନ୍ତି । ଭାଗବତ ଗାଁର ବ୍ରାହ୍ମଣୀ ନଦୀରେ ଗାଧୋଉଥିଲେ । ଏହି ସମୟରେ ବାଥିଂ ଘାଟରେ ତାର ଜାଲି…
Read More...

କଟକର ଯୁବ ବ୍ୟବସାୟୀ ନିଖୋଜ

କଟକ: କଟକର ଜଣେ ବ୍ୟବସାୟୀ ନିଖୋଜ ହୋଇଯାଇଛନ୍ତି । ମଙ୍ଗଳବାରଠାରୁ ସହରର ଜଣେ ଯୁବ ବ୍ୟବସାୟୀ ବିଶାଳ ସୁନ୍ଦରକା ନିଖୋଜ ହୋଇଯାଇଛନ୍ତି । ଗତକାଲି ରାତିରେ ପୁରୀର ଏକ ହୋଟେଲରେ ବିଶାଳଙ୍କ କାର ପାର୍କିଂ ହୋଇଥିବା ଦେଖିବାକୁ…
Read More...

ପାଟଣାଗଡ଼ ଡାକ୍ତରଖାନାରୁ ନବଜାତ ଶିଶୁଙ୍କ ଚୋରି ଘଟଣା: ବାପାଙ୍କୁ ପିଟି ଏଏସ୍‌ଆଇ ନିଲମ୍ବିତ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରୁ ଚୋରି ହୋଇଯାଇଥିବା ନବଜାତ ଶିଶୁପୁତ୍ରର ବାପାଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଣେ ପୁଲିସ୍ ଏଏସ୍‌ଆଇଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ନାଁ ଅନାଦି ମଟାରି। ସେ…
Read More...

ଗଣମାଧ୍ୟମରେ ବୁଲୁଥିବା କଂଗ୍ରେସର ପାର୍ଥୀ ତାଲିକା ଫେକ୍ : ପିସିସି

ଭୁବନେଶ୍ୱର: ଗଣମାଧ୍ୟମରେ ବୁଲୁଥିବା କଂଗ୍ରେସର ପାର୍ଥୀ ତାଲିକା ସମ୍ପୂର୍ଣ୍ଣ ମିଥ୍ୟା । ଏଭଳି କିଛି ପାର୍ଥୀ ତାଲିକା ଅଫିସିଆଲ ଜାରି ହୋଇନାହିଁ । ଗଣମାଧ୍ୟମରେ ବୁଲୁଥିବା ତାଲିକାକୁ ବିଶ୍ୱାସ କରନ୍ତୁନାହିଁ । ପିସିସି…
Read More...

ରାଜଧାନୀରୁ ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ୱର: ରାଜଧାନୀରୁ ପୁଣି ଧରାପଡ଼ିଲା ୧୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ। ଭୁବନେଶ୍ୱର ବାଣୀବିହାର ଛକ ନିକଟରେ ବ୍ରାଉନସୁଗାର ରଖି ବିକ୍ରି କରୁଥିବା ବେଳେ ଅଭିଯୁକ୍ତ ଏସ୍. ଉମାଶଙ୍କର ରାଓକୁ ଗିରଫ କରିଛି ଅବକାରୀ…
Read More...

ଆଜିଠୁ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ପରୀକ୍ଷା ଆଜି ଆରମ୍ଭ ହୋଇଛି । ପ୍ରଥମ ଦିନ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଏମ୍‌ଆଇଏଲ୍‌(ଓଡ଼ିଆ) ବିଷୟ ପରୀକ୍ଷା ଥିବା ବେଳେ ଶୁକ୍ରବାରଠାରୁ କଳା ବିଭାଗର…
Read More...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୧ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଖୋର୍ଦ୍ଧା, ପୁରୀ, ଢ଼େଙ୍କାନାଳ, କଟକ,…
Read More...

ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ବାସଗୃହ ବଂଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ବାସଗୃହ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଜନତା ମଇଦାନରେ ଆୟୋଜିତ ଏକ ବିଶାଳ ଜନସମାବେଶରେ ମହାନଗର ନିଗମ ଅଂଚଳରେ ୧୦,୦୦୦ ବସ୍ତିବାସିନ୍ଦାଙ୍କୁ ଆବାସ ମିଶନ…
Read More...

ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀ: ମହିଳାଙ୍କୁ ଅଭିନନ୍ଦନ ଜଣାଇଲେ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପଥରଚପାଠାରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ…
Read More...

ମେଡିକାଲରୁ ନବଜାତ ଶିଶୁ ଗାଏବ

ପାଟଣାଗଡ: ମେଡିକାଲରୁ ୪ ଦିନର ଶିଶୁ ପୁତ୍ର ଗାଏବ । ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରୁ ୪ ଦିନ ଶିଶୁ ପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଆଶାକର୍ମୀ ଡ୍ରେସ ପିନ୍ଧି ଜଣେ ମହିଳା ବେଡରୁ ଶିଶୁକୁ ଚୋରି କରିନେଇଥିବା ଶିଶୁର…
Read More...

ଆରମ୍ଭ ହୋଇନି ଯୁକ୍ତ ଦୁଇ ପରୀକ୍ଷା, ଗାଏବ ହେଲା ସିସିଟିଭି

ବ୍ରହ୍ମଗିରି: ଆସନ୍ତାକାଲିଠାରୁ ଆରମ୍ଭ ହେବ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା । ତେବେ ପରୀକ୍ଷା ଆରମ୍ଭ ନ ହେଉଣୁ ସିସିଟିଭି ଗାଏବ ହୋଇଯାଇଥିବା ଖବର ମିଳିଛି । ପୁରୀ ଜିଲ୍ଲା ସାତପଡ଼ା ପଞ୍ଚାୟତ ଜୁନିଅର କଲେଜ୍‌ରେ ଘଟିଛି ଏହି…
Read More...

୧୦ରୁ ଆରମ୍ଭ ହେବ ବିଜେପିର ‘ବିଜୟ ସଂକଳ୍ପ ଅଭିଯାନ’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତା ୧୦ରୁ ବିଜେପି ପକ୍ଷରୁ ଆରମ୍ଭ ହେବ ବିଜୟ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ । ସାରା ଓଡିଶାରେ ୫ ହଜାରରୁ ଅଧିକ ସଭା ହେବ କରାଯିବ । ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣ ଯୋଜନା ମାଧ୍ୟମରେ ଅବଗତ କରାଯିବ ।…
Read More...

ବିଜେପିରେ ମିଶିଲେ ପ୍ରସନ୍ନ

ନୂଆପଡ଼ା:ପୂର୍ବତନ ଜିଲ୍ଲା ସଭାପତି ପ୍ରସନ୍ନ କୁମାର ପାଢ଼ି ବିଜେଡିରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଛାତ୍ର ନେତା ହେମନ୍ତ କର ଓ ଅନ୍ୟ ବରିଷ୍ଠ ବିଜେଡି ନେତା ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଗତକାଲି ଏମାନେ ସମସ୍ତେ…
Read More...