Browsing Category

Odisha

ଜୀବନଶୈଳୀ ନ ବଦଳିଲେ ଜଳବାୟୁ ପରିବର୍ତନ ଯୋଗୁଁ ଅନେକ କ୍ଷତି ଘଟିବ : ବିଶେଷଜ୍ଞ

ଭୁବନେଶ୍ୱର : ଜଳବାୟୁ ପରିବର୍ତନ ଫଳରେ ମଣିଷ ସମାଜ ଉପରେ ଏହାର ଅନେକ ପ୍ରଭାବ ପଡ଼ିବାକୁ ଆରମ୍ଭ ହୋଇଛି ବୋଲି ବିଶେଷଜ୍ଞମାନେ ଚେତାବନୀ ଦେବା ସହ ତୁରନ୍ତ ଏହାକୁ ରୋକିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି ।…
Read More...

ବିଧାନସଭାରେ ସଂକଳ୍ପ ଆଣିଲେ ମୁଖ୍ୟମନ୍ତ୍ରୀ : ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ମେଡିକାଲ ଓ…

ଭୁବନେଶ୍ଵର :ସର୍ବଭାରତୀୟ ସ୍ତରରେ ନିଟ୍‌ ଏବଂ JEE ପରି ସାଧାରଣ ପ୍ରବେଶିକା ପରୀକ୍ଷା ପ୍ରଚଳନ ହେବା ପରେ ରାଜ୍ୟର ସରକାରୀ ସ୍କୁଲ ଓ କଲେଜ ମାନଙ୍କରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ସଂଖ୍ୟା ଉଲ୍ଲେଖନୀୟ ଭାବରେ ହ୍ରାସ…
Read More...

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଓଡିଶା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା : ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଓଡ଼ିଶା ଏକ ବିଶେଷ ସ୍ଥାନ ଅଧିକାର କରିଥିଲା । ମହାତ୍ମା ଆଠଥର ଓଡ଼ିଶା ଗସ୍ତ କରିଥିଲେ ଏବଂ ତାଙ୍କର ଓଡ଼ିଶା ଗସ୍ତର ଶହେ ବର୍ଷ ପୂର୍ତ୍ତି ଅବସରରେ ବିଧାନସଭା ତାଙ୍କୁ…
Read More...

ଓଡିଶାକୁ ଫେରିଲା ନାଇଟ୍ କର୍ଫ୍ୟୁ : ମାଲାକାନଗିରିରେ ମାର୍ଚ୍ଚ ୨୩ରୁ ୩୧ ପର୍ଯ୍ୟନ୍ତ ଲାଗୁ ହେଲା ନାଇଟ୍ କର୍ଫ୍ୟୁ

ମାଲକାନଗିରି : ମାଲାକାନଗିରିକୁ ଫେରିଲା ନାଇଟ କର୍ଫ୍ୟୁ । ମାର୍ଚ୍ଚ ୨୩ ରୁ ୩୧ ତାରିଖ ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ ବୋଲି କୁହାଯାଇଛି । ରାତି ୯ରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ମାଲକାନଗିରି…
Read More...

ବ୍ରହ୍ମପୁର ମଡେିକାଲ କଲଜେରେ ଖୋଲିବ Gastroenterology ବିଭାଗ

ଭୁବନଶେ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମଡେିକାଲ କଲଜେ ଓ ହସ୍ପିଟାଲରେ Gastroenterology ବିଭାଗ ଖୋଲିବାକୁ ଯାଉଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଉଭୟ…
Read More...

ରାଜ୍ୟସଭାରେ ସାଂସଦ ସସ୍ମିତ ପାତ୍ରଙ୍କ ଦାବି : ରାଜ୍ୟର ବଳକା ଚାଉଳ ତୁରନ୍ତ ଉଠାଯାଉ

ରାଜ୍ୟସଭାରେ ସସ୍ମିତ ଉଠାଇଲେ ବଳକା ଚାଉଳ ପ୍ରସଙ୍ଗ; କହିଲେ ତୁରନ୍ତ ଉଠାଯାଉ ବକେୟା ଚାଉଳ ଭୁବନେଶ୍ବର: ରାଜ୍ୟସଭାରେ ବଳକା ଚାଉଳ ପ୍ରସଙ୍ଗ ଉଠାଇଲେ ସାଂସଦ ସସ୍ମିତ ପାତ୍ର । ଖାଦ୍ୟ ଶସ୍ୟ ଉତ୍ପାଦନରେ ଓଡିଶା ଦେଶର ଚତୁର୍ଥ…
Read More...

କୋଣାର୍କ ସୂର୍ଯ୍ୟ ମନ୍ଦିର ମାନବସଭ୍ୟତାର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଓଡ଼ିଆଙ୍କ ପରିପ୍ରକାଶର ପ୍ରମାଣ-ଧର୍ମେନ୍ଦ୍ର…

ଭୁବନେଶ୍ୱର : ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ, ଦେଶର ପ୍ରଥମ ମହିଳା ଶ୍ରୀମତି ସବିତା କୋବିନ୍ଦ ଏବଂ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ କୋଣାର୍କ ସ୍ଥିତ ଭବ୍ୟ ସୂର୍ଯ୍ୟ ମନ୍ଦିର ଏବଂ ଇଣ୍ଡିଆନ…
Read More...

ଶ୍ରୀମନ୍ଦିରକୁ ଦରମାରୁ ୧ ଲକ୍ଷ ଟଙ୍କା ସମର୍ପଣ ନିଧି ଅର୍ପଣ କରି ବିଶ୍ୱର ସମସ୍ତ ଜଗନ୍ନାଥପ୍ରେମୀ ଏବଂ ସାଢେ ୪ କୋଟି…

ପୁରୀ :  ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଏବଂ ଦେଶର ପ୍ରଥମ ମହିଳା ଶ୍ରୀମତି ସବିତା କୋବିନ୍ଦ ଶ୍ରୀମନ୍ଦିର ପ୍ରଶାସନକୁ ନିଜ ଦରମାରୁ ୧ ଲକ୍ଷ ଟଙ୍କା…
Read More...

ସାରଦାଙ୍କ ପାଇଁ ଓକିଲାତି କରୁଛନ୍ତି ଜେଲ୍‍ ଫେରନ୍ତା ଇରାଶିଷ : ବିଜେଡି

ଭୁବନେଶ୍ୱର : ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କୁ ବିଜେଡିର ଜବାବ । ଇରାଶିଷ ସାମ୍ବାଦିକ ସମ୍ମିଳନୀରେ କରିଥିବା ଅଭିଯୋଗର ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ଚିନ୍ମୟ ସାହୁ । ଚିନ୍ମୟ କହିଛନ୍ତି- ଇରାଶିଷ…
Read More...

ପୁରୀ ସହରରେ ସୁଜଳ ଯୋଜନାର ସଫଳତା ପାଇଁ ୱାଟ୍‌କୋକୁ ‘ଆୱାର୍ଡ ଅଫ୍ ଏକ୍ସେଲେନ୍ସ’

ଭୁବନେଶ୍ୱର: ପୁରୀ ସହରରେ ‘ସୁଜଳ’ ଯୋଜନାର ସଫଳ କାର୍ଯ୍ୟକାରିତା ନିମନ୍ତେ ୱାଟ୍‌କୋକୁ ‘ଆୱାର୍ଡ ଅଫ୍ ଏକ୍ସେଲେନ୍ସ’ ପୁରସ୍କାର ଦିଆଯାଇଛି । ଗତ ଗୁରୁବାର ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ଓ ଇଲେଟ୍ସ ଟେକ୍ନୋ ମଡ଼ିଆ…
Read More...

ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଆଚାର ପ୍ରସ୍ତୁତ କରିବେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ

ଭୁବନେଶ୍ୱର: ମହିଳାମାନେ ଆଉ ଆଗଭଳି ଘର କଣରେ ରହୁନାହାନ୍ତି । ସହରାଞ୍ଚଳରେ ବିଭିନ୍ନ ଗୋଷ୍ଠୀ ଭିତ୍ତିକ କାର୍ଯ୍ୟରେ ସେମାନେ ସାମିଲ୍ ହୋଇ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟକୁ ବି ରୋଜଗାର ଯୋଗାଉଛନ୍ତି । ସେମାନଙ୍କୁ ଏ…
Read More...

ସୁନ୍ଦରଗଡରେ ଜନଜାତିଙ୍କ ପ୍ରତି ଥିବା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱକୁ ପୂରଣ କରାଯାଇଛି – ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲା : ସୁଶାସନ ପ୍ରତିଷ୍ଠା ବିଶେଷତଃ ଦୁଇଟି ସ୍ତମ୍ଭକୁ ଆଧାର କରି ହୋଇଥାଏ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ହିଁ ଏହି ସୁଶାସନର ୨ଟି ମୁଖ୍ୟ ସ୍ତମ୍ଭ ବୋଲି ରବିବାର ରାଉରକେଲା ଇସ୍ପାତ୍ କାରଖାନାର ଇସ୍ପାତ୍ ସ୍ନାତକୋତର…
Read More...

ରେଳ ବଜେଟ ଆଲୋଚନାରେ ଭାଗନେଇ ରାଜ୍ୟସଭାରେ ଓଡିଶାର ଦାବି ରଖିଲେ ବିଜେଡି ସାଂସଦ ସୁବାସ ସିଂହ

ଭୁବନେଶ୍ୱର  : ଆଜି ରାଜ୍ୟସଭା ଅଧିବେଶନରେ ରେଳ ବିଭାଗ ର ବ୍ୟୟମଞ୍ଜୁର ବିଲ୍ ରେ ଅଂଶଗ୍ରହଣ କରି ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଶ୍ରୀ ସୁବାସ ଚନ୍ଦ୍ର ସିଂହ ମହୋଦୟ ଉପାଧ୍ୟକ୍ଷଙ୍କ ଜରିଆରେ ରେଳ ମନ୍ତ୍ରାଳୟ ତଥା ମାନ୍ୟବର…
Read More...

ହୋଲି କଟକଣା: ଭୁବନେଶ୍ବରରେ ବାହାରେ ହୋଲି ଖେଳିବା ମନା, କେବଳ ଘରେ ହୋଲି ପାଳନ

ଭୁବନେଶ୍ବର: ରାଜଧାନୀରେ ହୋଲି ପାଳନ ଉପରେ କଟକଣା । କଡାକଡି ଭାବେ ପାଳନ କରାଯିବ ରାଜ୍ୟ ସରକାରଙ୍କ ହୋଲି ଗାଇଡଲାଇନ୍ । ବିଏମସି କମିସନରଙ୍କ ସୂଚନା ମୁତାବକ ଦୋଳ ଓ ହୋଲି ପାଇଁ ପୃଥକ ପୃଥକ ନିୟମ ରହିବ । ସର୍ବସାଧାରଣରେ…
Read More...