Browsing Category

Odisha

ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଲାଗି ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  : ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ଲାଗି ଦାବିକଲେ ମୁଖ୍ୟମନ୍ତ୍ରୀ ନବୀନ ପଟଟ୍ଟନାୟକ । ଜାତୀୟ ସ୍ମାରକୀ ପ୍ରାଧିକରଣ (MNA) ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଲାଗି ଜାରି କରିଥିବା…
Read More...

କାଳିଆ ଯୋଜନାରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର  : ତୃତୀୟ କିସ୍ତିରେ ମିଳଲା ‘କାଳିଆ’ ଟଙ୍କା । ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ଡିବିଟି ଜରିଆରେ ଦିଆଗଲା କାଳିଆ ଟଙ୍କା । କ୍ଷୁଦ୍ର ଓ ନାମମାତ୍ର ଚାଷୀ , ଭୂମିହୀନ ଚାଷୀ ପରିବାରକୁ ୨୦୨୦-୨୧ର କାଳିଆ ସହାୟତା ପ୍ରଦାନ…
Read More...

କିନ୍ନରଙ୍କୁ ସୁରକ୍ଷା ପାଇଁ ଗଠନ ହେବ ‘ଟ୍ରାନ୍‌ସଜେଣ୍ଡର ପ୍ରୋଟେକ୍ସନ ସେଲ୍‌’

ଭୁବନେଶ୍ୱର: ତୃତୀୟ ଲିଙ୍ଗ(କିନ୍ନର)ଙ୍କ ପ୍ରତି ଶାରୀରିକ ଓ ମାନସିକ ନିର୍ଯାତନା ରୋକିବା ,କିନ୍ନରଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟରେ ଖୁବ୍ ଶୀଘ୍ର ଗଠନ ହେବ ଟ୍ରାନ୍‌ସଜେଣ୍ଡର ପ୍ରୋଟେକ୍ସନ ସେଲ୍‌ । ଏହି ସେଲ୍‌ର…
Read More...

ତାଳସାରୀ ଉଦୟପୁର ବେଳାଭୂମି ସୌନ୍ଦର୍ଯ୍ୟକରଣ ପାଇଁ ୩୬ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ…

ଭୁବନେଶ୍ୱର: ତାଳସାରି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ୩୬କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଳସାରି ବେଳାଭୂମିର ରୂପରେଖ । ଚନ୍ଦନେଶ୍ଵର-ଉଦୟପୁର ତାଳସାରି…
Read More...

ରାଜ୍ୟ ସରକାର ଛୋଟ ଛୋଟ ସହରର ବିକାଶ ଉପରେ ସ୍ବତନ୍ତ୍ର ଗୁରୁତ୍ୱ ଦେଉଛନ୍ତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ହିଞ୍ଜିଳି ପୌର ପରିଷଦ ଅଞ୍ଚଳରେ 28କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନେ…
Read More...

ତିନିଗୋଟି ପୁସ୍ତକ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ତିନିଗୋଟି ପୁସ୍ତକ ଲୋକାର୍ପଣ କରିଛନ୍ତି । ଏଥିମଧ୍ୟରେ ରହିଛି ସହକାରୀ ଆୟକର ଆୟୁକ୍ତ ଦୁର୍ଗାପ୍ରସାଦ ମହାପାତ୍ରଙ୍କ ୨ଟି କବିତା ସଂକଳନ ‘ସଜ ତୁଳସୀ’ ଓ…
Read More...

ଭକ୍ତଙ୍କ ପାଇଁ ବଡ ଖବର : ଏବେ ସବୁଦିନ ଖୋଲା ରହିବ ପୁରୀ ଶ୍ରମନ୍ଦିର, ସାତ ଦିନ ଶ୍ରୀଜିଉଙ୍କ ଦର୍ଶନ କରି ପାରିବେ…

ପୁରୀ : ଭକ୍ତଙ୍କ ପାଇଁ ବଡ ଖବର। ଏବେ ସବୁଦିନ ଖୋଲା ରହିବ ପୁରୀ ଶ୍ରମନ୍ଦିର। ଶ୍ରୀଜିଉଙ୍କ ଦର୍ଶନ ପାଇଁ କଟକଣାରେ କୋହଳ କରାଯାଇଛି। କରୋନା ପୂର୍ବରୁ ମହାବାହୁ ଯେମିତି ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଥିଲେ ଏବେ…
Read More...

କୃଷି ଋଣ ପ୍ରଦାନ କ୍ଷେତ୍ରରେ ବ୍ୟବସାୟିକ ବ୍ୟାଙ୍କମାନେ ଅଧିକ ତତ୍ପରତା ପ୍ରକାଶ କରନ୍ତୁ : ମନ୍ତ୍ରୀ ଡ. ସାହୁ

ଭୁବନେଶ୍ୱର :  ଓଡ଼ିଶାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଋଣ ପ୍ରଦାନ ଦିଗରେ ଜାତୀୟକରଣ ବ୍ୟବସାୟିକ ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କ ଅଧିକ ତତ୍ପରତା ପ୍ରକାଶ କରିବା ଆବଶ୍ୟକ । ରିଜର୍ଭ ବ୍ୟାଙ୍କର ନିୟମାବଳୀ ଅନୁଯାୟୀ ବ୍ୟାଙ୍କମାନେ…
Read More...

ରାଉରକେଲା କୋଏଲ ନଦୀରେ ବୁଡି ୩ ନାବାଳକ ମୃତ

ରାଉରକେଲା  : ରାଉରକେଲା କୋଏଲ ନଦୀରେ ବୁଡି ୩ ଜଣ ନାବାଳକଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମୃତଦେହ ନଦୀରେ ଭାସୁଥିବା ବେଳେ ଝିରିପାଣି ପୋଲିସ, ଫାୟାର ବ୍ରିଗେଡ଼ ଟିମ୍ ଏବଂ ସ୍ଥାନୀୟ ଲୋକ ନଦୀରୁ ଉଦ୍ଧାର କରିଛନ୍ତି ।  …
Read More...

ଏନଏମଏ ବାଇ-ଲ’ ଏକାମ୍ର କ୍ଷେତ୍ରକୁ ନେଇ କେଁ : ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନୀରବତାକୁ ନେଇ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ…

ଭୁବନେଶ୍ୱର  : ପୁରୀ ଶ୍ରୀକ୍ଷେତ୍ର ପାଇଁ ଏନଏମଏ ବାଇ-ଲ’ ପ୍ରତ୍ୟାହାର ହୋଇଥିବା ବେଳେ ଏବେ ଏକାମ୍ର କ୍ଷେତ୍ରକୁ ନେଇ କିନ୍ତୁ ଦେଖାଦେଇଛି କେଁ । ଏକାମ୍ର୍ର କ୍ଷେତ୍ରର ଅନନ୍ତ ବାସୁଦେବ ମନ୍ଦିର ଏବଂ ବ୍ରହ୍ମେଶ୍ବର ମନ୍ଦିର…
Read More...

ଜାତୀୟ ଲସିକା ଫାଇଲେରିଆ ମୂଳୋତ୍ପାଟନ କାର୍ଯ୍ୟକ୍ରମରେ ଆରମ୍ଭ ହେବ ସମୂହ ଔଷଧ ସେବନ ପର୍ଯ୍ୟାୟ

ଭୁବନେଶ୍ୱର :  ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରାଜ୍ୟର ୧୭ଟି ଜିଲ୍ଲାରେ ଲସିକା ଫାଇଲେରିଆର ପର୍ଯ୍ୟାୟ କ୍ରମେ ମୂଳୋତ୍ପାଟନ ପାଇଁ ଏକ ସମୂହ ଔଷଧ ସେବନ ପର୍ଯ୍ୟାୟ ଆରମ୍ଭ କରିବ । ଏହି ପରିପ୍ରେକ୍ଷୀରେ…
Read More...

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟ୍‌ ବୈଠକରେ ସରକାର ୨୭ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ୍ ବୈଠକ । ହସ୍ତଶିଳ୍ପ କ୍ଷେତ୍ରକୁ ସ୍ୱତନ୍ତ୍ର ଭାବେ ପ୍ରାଧାନ୍ୟ ଦିଆଯାଉଛି ।…
Read More...

ରାଜ୍ୟ ସରକାରଙ୍କ ଘୋଷଣା : ୨୦୧୯-୨୦ ଶିକ୍ଷା ବର୍ଷର ନବମ ଶ୍ରେଣୀ ଛାତ୍ରଛାତ୍ରୀ ୨୦୨୧ରେ ଦେଇପାରିବେ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ୨୦୧୯-୨୦ ଶିକ୍ଷା ବର୍ଷରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ସମସ୍ତ ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀ ୨୦୨୧ରେ ରେ ମାଟ୍ରିକ ପରୀକ୍ଷା ଦେଇପାରିବେ। ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ସମସ୍ତ ପରୀକ୍ଷା ଓଡ଼ିଆ…
Read More...

ଗୋପାଳପୁର- ଦୀଘା କୋଷ୍ଟାଲ ହାଇୱେ ପ୍ରସଙ୍ଗରେକେନ୍ଦ୍ରମନ୍ତ୍ରୀଙ୍କ ଉତ୍ତରରେ ସଞ୍ଜୟ ଦାସବର୍ମାଙ୍କ ଉଦବେଗ

ଭୁବନେଶ୍ବର : ଗୋପାଳପୁର- ଦୀଘା କୋଷ୍ଟାଲ ହାଇୱେକୁ ୪୩୦ କିମି ପରିବର୍ତ୍ତେ ୩୮୨କିମି ହେବା ପ୍ରସଙ୍ଗରେ ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଦେଇଥିବା ଉତ୍ତରରେ ବ୍ରହ୍ମଗିରିର ପୂର୍ବତନ ବିଜେଡି ବିଧାୟକ ସଞ୍ଜୟ…
Read More...