Browsing Category

Odisha

କେନ୍ଦ୍ରାପଡ଼ା ଠାରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରାପଡ଼ା :  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କେନ୍ଦ୍ରାପଡ଼ା ଠାରେ ପ୍ରଥମ ପର୍ଯ୍ୟାୟରେ କୋଭିଡ଼୍ ଟିକା ନେଇଥିବା ଜିଲ୍ଲାର କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଟିକା ନେଇଥିବା କୋରନା ଯୋଦ୍ଧା…
Read More...

ପ୍ରଧାନମନ୍ତ୍ରୀଙ୍କ ‘ଦେଖୋ ଅପନା ଦେଶ\’ ଅଭିଯାନରେ ଇକୋ-ରିଟ୍ରିଟ୍ ବହୁତ ଭଲ ପଦକ୍ଷେପ – ଧର୍ମେନ୍ଦ୍ର…

କେନ୍ଦ୍ରାପଡ଼ା :  ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଠାରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଇକୋ-ରିଟ୍ରିଟର…
Read More...

ଭାରତୀୟ ଫରେନ୍ସିକ ମେଡିସିନର ଜାତୀୟ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭାରତୀୟ ଫୋରେନସିକ୍ ମେଡିସିନର ଜାତୀୟ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ମିଳନୀରେ ନିଜର ଅଭିଭାଷଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଆନନ୍ଦିତ, ଆଜି…
Read More...

କଟକରେ ଅନ୍ତଃରାଜ୍ୟ ନେତାଜୀ ବସ ଟର୍ମିନାଲ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଟକ : ଖାନନଗର ଠାରେ ବହୁପ୍ରତୀକ୍ଷିତ ଅନ୍ତଃରାଜ୍ୟ ବସ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆନ୍ତରାଜ୍ୟ ବସ ଟର୍ମିନାଲ ନେତାଜୀଙ୍କ ନାମରେ ନାମିତ ହୋଇଛି । ୧୮ ମାସ ଭିତରେ ନୂଆ ବସ…
Read More...

ଜାନକୀ ଭବନରେ ନେତାଜୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳୀ

କଟକ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏତିହ୍ୟ ନଗରୀ କଟକରେ ଥିବା ନେତାଜୀଙ୍କ ଜନ୍ମସ୍ଥାନରେ ପହଁଚି ମୁଖ୍ୟମନ୍ତ୍ରୀ ଜାନକୀ ଭବନରେ…
Read More...

ଦର୍ଶକଙ୍କ ପାଇଁ ଖୋଲିଛି ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମି

ଭୁବନେଶ୍ୱର :  ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମି ଜାନୁଆରୀ ୨୧ ତାରିଖଠାରୁ ଦର୍ଶକମାନଙ୍କ ନିମନ୍ତେ ଖୋଲିଛି । ସରକାରଙ୍କ ଅନୁମୋଦିତ ନିର୍ଦ୍ଦେଶାବଳି ପାଳନ କରି ସଂଗ୍ରହାଳୟକୁ ଖୋଲାଯାଇଛି ଯାହାକି କୋଭିଡ୍‌-୧୯ ମହାମାରୀ…
Read More...

ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦କୋଭାକ୍ସିନ୍ ଟିକା

ଭୁବନେଶ୍ବର : ରାଜଧାନୀରେ ପହଞ୍ଚିଲା ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା । କେବଳ ଭୁବନେଶ୍ବରବାସିନ୍ଦାଙ୍କୁ କୋଭାକ୍ସିନ୍ ଟିକା ଦିଆଯିବ । ରାଜ୍ୟର ଅନ୍ୟ ସ୍ଥାନରେ କୋଭିସିଲ୍ଡ ଟିକା ଦିଆଯିବ । ଜଣଙ୍କୁ ଗୋଟିଏ…
Read More...

ଶ୍ରୀମନ୍ଦିର ଖୋଲିଲା ପରେ ସୁନା, ରୂପା ଓ ନଗଦ ଟଙ୍କା ଦାନରେ ରେକର୍ଡ

ପୁରୀ: ଏବେ ପ୍ରଭୁ ଦର୍ଶନ ଲାଗି ନା ଆବଶ୍ୟକ କୋଭିଡ ରିପୋର୍ଟ, ନା ଆବଶ୍ୟକ ପରିଚୟ ପତ୍ର ଢ ଭକ୍ତ-ଭଗବାନଙ୍କ ମିଳନ ମଧ୍ୟରେ କଟକଣା ସାଜୁଥିବା କୋଭିଡ ନିୟମ ଉଠାଇ ନିଆଯିବାପରେ ଶ୍ରୀମନ୍ଦିରକୁ ଛୁଟିଛି ଭକ୍ତଙ୍କ ସୁଅ ।…
Read More...

ସୋଆ ପକ୍ଷରୁ ନେତାଜୀଙ୍କ 125ତମ ଜନ୍ମ ଜୟନ୍ତୀ ପାଳିତ

ଭୂବନେଶ୍ଵର : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ(ସୋଆ ) ବିଶ୍ଵବିଦ୍ୟାଳୟ ପରିସରରେ ସୋଆ ଏନଏସଏସ ଓ ସୋଆ ୱେଲନେସ ସେଣ୍ଟର ର ମିଳିତ ଆନୁକୂଲ୍ୟରେ ଏକ ଉତ୍ସବ ଆୟୋଜିତ…
Read More...

ଝାରସୁଗୁଡ଼ା ସ୍ଥିତ ବିମାନବନ୍ଦରରେ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତିକୁ ଉନ୍ମୋଚନ କଲେ…

ଝାରସୁଗୁଡ଼ା : ଆଗାମୀ ଦିନରେ କୋଇଲା, ଇସ୍ପାତ, ଜ୍ଞାନ ଆଧାରିତ ଅର୍ଥନୀତିର ଝାରସୁଗୁଡା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ପ୍ରଧାନମନ୍ତ୍ରୀ ମୋଦିଙ୍କର ପରିକଳ୍ପନା ‘ପୂର୍ବୋଦୟ’ର ମୁଖଶାଳା ହେବ ଏବଂ ଓଡ଼ିଶାର…
Read More...

ଡି.ପ୍ରକାଶ ରାଓ ସମାଜ ସେବା କରିବାର ସଫଳ ଉଦାହରଣ ଥିଲେ – ଧର୍ମେନ୍ଦ୍ର ପ୍ରଧାନ

କଟକ :  ଓଡ଼ିଶାର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ପଦ୍ମଶ୍ରୀ ଡି.ପ୍ରକାଶ ରାଓ ଓଡିଶାର ଗୌରବ ଥିଲେ ଏବଂ ଲମ୍ବା ସମୟ ଧରି ନିଜ ବେଉସାରୁ ପଇସା ବଂଚାଇ ସମାଜ ସେବା କରିବାର ଅନନ୍ୟ ସଫଳ ଉଦାହରଣ ତିଆରି କରିଥିଲେ ବୋଲି ଶନିବାର…
Read More...

ନେତାଜୀଙ୍କ ପରାକ୍ରମ ଯୁବପିଢିଙ୍କୁ ଶତାବ୍ଦି ଶତାବ୍ଦି ଧରି ପ୍ରେରିତ କରିବ – ଧର୍ମେନ୍ଦ୍ର ପ୍ରଧାନ

କଟକ : ଓଡ଼ିଶା ମାଟିର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରାକ୍ରମ ତଥା ଦେଶ ସ୍ୱାଧୀନତା ପାଇଁ ତାଙ୍କର ସଂଘର୍ଷ, ତ୍ୟାଗ, ବଳିଦାନ ଓ ସଂସ୍କାର ଯୁବପିଢିଙ୍କୁ ଶତାବ୍ଦି ଶତାବ୍ଦି ଧରି ପ୍ରେରିତ କରିବ ବୋଲି ଶନିବାର…
Read More...

୬୦୩୯ କୋଟି ସବସିଡି ଟଙ୍କା ତୁରନ୍ତ ପ୍ରଦାନ ପାଇଁ କେନ୍ଦ୍ରକୁ ପତ୍ର ଲେଖିଲେ ଖାଦ୍ୟଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କଠାରୁ ଧାନସଂଗ୍ରହ ବାବଦକୁ ରାଜ୍ୟ ପ୍ରଭିଜନାଲ ଓ ଅଗ୍ରୀମ ସବସିଡି ବାବଦକୁ ପାଇବାକୁ ଥିବା ବକେୟା ୬୦୩୯ କୋଟି ଟଙ୍କା ତୁରନ୍ତ ଯୋଗାଇଦେବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ…
Read More...

ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସ୍ବାସ୍ଥ୍ୟ ସେବାକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଇଆସିଛନ୍ତି। ରାଜ୍ୟବାସୀଙ୍କୁ ଅତ୍ୟାଧୁନିକ ତଥା ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ…
Read More...