Browsing Category
Politics
ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଜାରି, ରାହୁଲ ଗାନ୍ଧୀ, ହେମାମାଳିନୀ ଓ ଶଶୀ ଥରୁରଙ୍କ ଭାଗ୍ୟ ପରୀକ୍ଷା
ଆଜି ଦ୍ବିତୀୟ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା ଦେବେ ବହୁ ହେଭି ୱେଟ। କେରଳର ୱାୟନାଡ ଆସନରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଭାଗ୍ୟ ପରୀକ୍ଷା ଦେଉଛନ୍ତି। ଦ୍ୱିତୀୟ ଥର ପାଇଁ କେରଳର ୱାୟନାଡରୁ ପ୍ରାର୍ଥୀ ହୋଇଛନ୍ତି ରାହୁଲ । ଏହି…
Read More...
Read More...
ପଟାଙ୍ଗୀ, ଲକ୍ଷ୍ମୀପୁରରେ ପାଣ୍ଡିଆନ ଆରମ୍ଭ କଲେ ଜୋରଦାର ପ୍ରଚାର
କୋରାପୁଟ(ବ୍ୟୁରୋ): ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି କୋରାପୁଟ ଜିଲ୍ଲା ପଟାଙ୍ଗୀ ଓ ଲକ୍ଷ୍ମୀପୁରର ଦଶମନ୍ତପୁର ରୁ ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ…
Read More...
Read More...
ଲୋକଙ୍କ ଉତ୍ସାହ ଦେଖି ବିରୋଧୀଙ୍କ ନିଦ ହଜିଛି: ପାଣ୍ଡିଆନ
କୋରାପୁଟ(ବ୍ୟୁରୋ):ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି କୋରାପୁଟ ଜିଲ୍ଲା ବିଷମକଟକ ଓ ଗୁଣୁପୁର ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ…
Read More...
Read More...
ଏଥର ଓଡ଼ିଶାରେ ସରକାର ବଦଳିବ: ଧର୍ମେନ୍ଦ୍ର ପ୍ରଧାନ
ସୋନପୁର(ବ୍ୟୁରୋ): ରାଜ୍ୟ ସରକାରଙ୍କ ଦୀର୍ଘ ୨୪ ବା ୨୫ ବର୍ଷ ଶାସନରେ ପ୍ରଶାସନ ତତ୍ତ୍ୱାବଧାନରେ ବଲାଙ୍ଗୀର ସମେତ ଓଡ଼ିଶାର ସହର ସହରରେ ନିଶାଦ୍ରବ୍ୟ ଓ ଧଳାଜହର ପହଞ୍ଚିଛି । ଆଜି ରାଜ୍ୟରେ ବିଫଳତା ଚରମ ସୀମାରେ ପହଞ୍ଚିଛି ।…
Read More...
Read More...
ଦଶବର୍ଷ ଧରି ଦେବଗଡରେ ବିକାଶ ହୋଇନି : ପ୍ରଣବ ପ୍ରକାଶ
ସମ୍ବଲପୁର(ବ୍ୟୁରୋ) : ଦେବଗଡବାସୀ ଯାହାଙ୍କୁ ଭରସା କରି ଭୋଟ ଦେଇ ନିର୍ବାଚିତ କଲେ ସେମାନେ ଜନତା ଙ୍କୁ ଧରାଛୁଆଁ ଦେଇନାହାନ୍ତି । ଦଶବର୍ଷ ହେଲା ଦେବଗଡରେ ବିକାଶ ହୋଇନି । କେବଳ ମିଛ ପ୍ରତିଶୃତି ଦେଇ ଜନତା ଙ୍କୁ ଭୁଆଁ…
Read More...
Read More...
ରବିବାର କଟକ ଆସିବେ ରାହୁଲ ଗାନ୍ଧି
ରବିବାର ଅର୍ଥାତ୍ ଆସନ୍ତା ୨୮ ତାରିଖରେ କଟକ ଆସିବେ ରାହୁଲ ଗାନ୍ଧି । ସାଲେପୁର ଓ ନିଶ୍ଚିନ୍ତକୋଇଲିରେ ତାଙ୍କର କାର୍ଯ୍ୟକ୍ରମ ରହିଛି । ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ସାଲେପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଉତ୍କଳ ଗୌରବ…
Read More...
Read More...
ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ
ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ପ୍ରାର୍ଥୀ ଘୋଷଣାର ୧୧ ଦିନ ପରେ ପୁଣି ପ୍ରାର୍ଥୀ ବଦଳାଇଲା ଦଳ । ଶ୍ରୀଧର ଦେବଙ୍କ ସ୍ଥାନରେ ସାକା ସୁଜିତ କୁମାର ନୂଆ ପ୍ରାର୍ଥୀ । ଏକ୍ସ ଜରିଆରେ ସୂଚନା ଦେଲା…
Read More...
Read More...
ଆପଣମାନେ ମାଲିକ, ବିଚାର କରିବାର ସମୟ ଆସିଛି : ପ୍ରଣବ ପ୍ରକାଶ
ସମ୍ବଲପୁର(ବ୍ୟୁରୋ): ବିଗତ ନିର୍ବାଚନରେ ଆମେ ବିଜେପିର ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରାଇଥିଲୁ । କିନ୍ତୁ ସାଂସଦ ଭାବରେ ସେ ଯେଉଁ କାମ କରିବା କଥା ତାହା କଲେ ନାହିଁ ।
ଭାରତୀୟ ଜନତା ପାର୍ଟି ପ୍ରତି ଆମର ଆଉ ଭରସା…
Read More...
Read More...
ଅନୁଭବଙ୍କ ଫେସବୁକ୍ ପୋଷ୍ଟକୁ ନେଇ ସୃଷ୍ଟି ହେଲା ଦ୍ୱନ୍ଦ
ଦ୍ଵନ୍ଦ ସୃଷ୍ଟି କଲା ଅନୁଭବଙ୍କ ଫେସବୁକ୍ ପୋଷ୍ଟ । କ'ଣ କହିବାକୁ ଚାହୁଁଛନ୍ତି ଅନୁଭବ । ବିଜେଡି ଛାଡି ବିଜେପି ଯୋଗ ଦେବା ପରେ ଏକ ଅଦ୍ଭୁତ ପୋଷ୍ଟ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅନୁଭବ ।ଅନୁଭବ ଲେଖିଛନ୍ତ,…
Read More...
Read More...
୨୫ ବର୍ଷ ବିଜେଡି ସରକାର ବିରୋଧରେ ବିଜେପି ଆଣିଲା ଚାର୍ଜସିଟ୍
ଆଜି ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ପ୍ରଚାର ଆରମ୍ଭ କରିଥିବାବେଳେ ଏପଟେ ବିଜେପି ଆଣିଛି ବିଜେଡି ବିରୋଧରେ ଚାର୍ଜସିଟ୍ । ଏଥିରେ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳର ଅବ୍ୟବସ୍ଥା ନେଇ ଅଭିଯୋଗ…
Read More...
Read More...
୨୦୨୪ ରୁ ୨୦୩୪ ହେବ ଓଡିଶାର ଦଶକ, ଯୁବକ ମାନଙ୍କ ପାଇଁ ସୁବର୍ଣ୍ଣ ଯୁଗ, ଆସିବ ଯୁବ ବଜେଟ: ନବୀନ ପଟ୍ଟନାୟକ
ଭୁବନେଶ୍ବର(ବ୍ୟୁରୋ):ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି-ଶେରଗଡରେ ବିରାଟ ଜନସଭା ସହ ଆଜି ବିଜୁ ଜନତା ଦଳର ବିଜୟ ଶଙ୍ଖ ଫୁଙ୍କିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ହିଞ୍ଜିଳି ଓ ଶେରଗଡରେ ଦୁଇଟି ବିରାଟ…
Read More...
Read More...
ମହାନଦୀ କୂଳରେ ଥିବା ଜିଲ୍ଲାରେ ମରୁଡି ହେବା କ’ଣ ୨୪ ବର୍ଷ ଶାସନର ରୂପାନ୍ତରଣ ? – ଧର୍ମେନ୍ଦ୍ର ପ୍ରଧାନ
ଲଇକେରା/କିର୍ମିରା(ବ୍ୟୁରୋ): ଆମ ରାଜ୍ୟ ଓଡ଼ିଆଙ୍କ ପ୍ରତି ଆତ୍ମୀୟତା ନ ଥିବା ଲୋକଙ୍କ ହାତରେ ପଡ଼ିଛି । ମହାନଦୀ କୂଳରେ ଥିବା ଜିଲ୍ଲା ଗୁଡିକରେ ମରୁଡି ହେଉଛି । ଏହା କଣ ୨୪ ବର୍ଷ ଶାସନର ରୂପାନ୍ତରଣ ବୋଲି ମଙ୍ଗଳବାର…
Read More...
Read More...
ନାମାଙ୍କନ ପତ୍ର ଦାଖଲ କଲେ ଦିଗପହଣ୍ଡି ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର
୨୦୨୪ ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ପ୍ରିରିପେକ୍ଷୀରେ ଆଜି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ତାଙ୍କର…
Read More...
Read More...
୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କଲା ବିଜେପି
ମଙ୍ଗଳବାର ବିଜେପି ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏହି ତାଲିକାରେ ସାମିଲ ଅଛନ୍ତି ସାଂସଦ ବସନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଏହି ଦୁଇ ନେତାଙ୍କୁ ଏଥର ଟିକେଟ୍ ଦେଇନି ଦଳ ।…
Read More...
Read More...
