Browsing Category

Politics

ମେଣ୍ଟ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ: ପୃଥ୍ୱୀରାଜ ହରିଚନ୍ଦନ

ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଭିତରେ ବଡ ବୟାନ ରଖିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ମେଣ୍ଟ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ସେ ବାବଦରେ କୌଣସି ଆଲୋଚନା ମଧ୍ୟ ହୋଇନି । ରାଜ୍ୟ ନେତୃତ୍ୱ କେନ୍ଦ୍ରୀୟ…
Read More...

ଇଡି ଓ ସିବିଆଇ ଭୟରେ ବିଜେପି ସହ ବିଜେଡି ମେଣ୍ଟ କରୁଛି: ଶରତ ପଟ୍ଟନାୟକ

ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ପିସିସି ସଭାପତିଙ୍କ ପ୍ରେସମିଟ । ରାଜ୍ୟ ସ୍ୱାର୍ଥରେ ନୁହେଁ, ନିଜ ସ୍ୱାର୍ଥ ପାଇଁ ବିଜେପି ସହ ବିଜେଡି ମେଣ୍ଟ କରୁଥିବା କହିଲେ ଶରତ ପଟ୍ଟନାୟକ । ଇଡି ଓ ସିବିଆଇ ଭୟରେ ଏହି…
Read More...

ବିଜେଡିରେ ମିଶିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ

ଆଜି ନବୀନ ନିବାସରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହେଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ଅରବିନ୍ଦ ।…
Read More...

ଓଡିଶାରେ ବିଜେଡି-ବିଜେପି ମେଣ୍ଟ କୁ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ବିଧାୟକ ଦେବୀ ପ୍ରସାଦ ଓ ଅରୁଣ ସାହୁ

ଓଡିଶାରେ ବିଜେଡି-ବିଜେପି ମେଣ୍ଟ କୁ ନେଇ ଆଲୋଚନା ଚାଲିଥିବାବେଳେ, ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର । ଆଜି ନବୀନ ନିବାସରେ ବସିଥିବା ବୈଠକରେ ସମସ୍ତ ବିଷୟ ଉପରେ ଆଲୋଚନା…
Read More...

କଂଗ୍ରେସକୁ ଫେରିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଘରବାହୁଡ଼ା। କଂଗ୍ରେସକୁ ପୁଣି ଫେରିଛନ୍ତି ଶ୍ରୀକାନ୍ତ। ଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ହୋଇଛି ମିଶ୍ରଣ ପର୍ବ। ୨୦୧୯ରେ ତାଙ୍କୁ କେତେକ କାରଣରୁ କଂଗ୍ରେସରୁ…
Read More...

ବିଜେପିରେ ମିଶିଲେ ନାଲକୋର ପୂର୍ବତନ ସିଏମଡି ଡକ୍ଟର ତପନ ଚାନ୍ଦ

ବିଜେପିରେ ସାମିଲ ହେଲେ ନାଲକୋର ପୂର୍ବତନ ସିଏମଡି ଡକ୍ଟର ତପନ ଚାନ୍ଦ । ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ଆଜି ବିଜେପି ରାଜ୍ୟ କାର୍ୟ୍ୟାଳୟରେ ତାଙ୍କୁ ଦଳୀୟ ଟୋପି ଓ…
Read More...

ଆପଣମାନଙ୍କ ଉପସ୍ଥିତି ଓ ଉତ୍ସାହ ପ୍ରମାଣିତ କରୁଛି ଓଡ଼ିଶାରେ ଏଥର ବିଜେପି କରିବ ସରକାର: ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର/ଚଣ୍ଡିଖୋଲ(ବ୍ୟୁରୋ): ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେ ଆୟୋଜିତ “ମୋଦି ଗ୍ୟାରେଂଟି” ବିକଶିତ ଭାରତ ବିକଶିତ ଓଡ଼ିଶା ସମାବେଶରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ କାର୍ଯ୍ୟକର୍ତାଙ୍କ ମନରେ…
Read More...

ମୋଦିଜୀ ଓଡ଼ିଶାରେ ଗରିବ କଲ୍ୟାଣର ଗ୍ୟାରେଣ୍ଟି ଦେଇଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

ଚଣ୍ଡିଖୋଲ(ବ୍ୟୁରୋ):୧୪୦ କୋଟି ଭାରତୀୟ ପରିବାର ମୁଖିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ଓଡ଼ିଶାର ସାମୂହିକ ବିକାଶ ଓ ଗରିବ କଲ୍ୟାଣ ପାଇଁ ଦାୟିତ୍ୱ ନେବାର ଗ୍ୟାରେଣ୍ଟି ଦେଇଛନ୍ତି । ମଙ୍ଗଳବାର ଯାଜପୁର ଜିଲ୍ଲାର…
Read More...

ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଅଗ୍ରଗତି: ବିଜେଡି

ଭୁବନେଶ୍ୱର(ବ୍ୟୁରୋ): ରାଜ୍ୟରେ ରାଜ୍ୟ ରାଜପଥ ୪୧୨୪ କିମି, ଜିଲ୍ଲା ମୁଖ୍ୟ ରାସ୍ତା ୨୬୩୧ କିମି ଓ ଜିଲ୍ଲାର ଅନ୍ୟ ରାସ୍ତା ୧୮,୮୦୯ କିମି ରହିଛି । ରାଜ୍ୟରେ ବିଜୁ ଏକ୍ସପ୍ରେସ ୱେ ଉତ୍ତର ଦକ୍ଷିଣ କରିଡରରେ ୬୩୮ କିମି…
Read More...

ବିଜେଡିର ମିଶ୍ରଣ ପର୍ବ; ବିଜେଡ଼ିରେ ଯୋଗ ଦେଲେ ବଣାଁଇ କିଶାନ ସମାଜ ସଭାପତି

ଭୁବନେଶ୍ୱର(ବ୍ୟୁରୋ): ସୁନ୍ଦରଗଡ ଜିଲ୍ଲାର ବଣାଁଇ କିଶାନ ସମାଜର ସଭାପତି ଓ ସମ୍ପାଦକଙ୍କ ସମେତ ୨ ହଜାରରୁ ଉର୍ଦ୍ଧ୍ୱ କର୍ମୀ ଆଜି ଶଙ୍ଖ ଭବନ ଠାରେ ମନ୍ତ୍ରୀ ତଥା ସୁନ୍ଦରଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଂଜନ ଘଡାଇ,…
Read More...

ବିଜେପିରେ ସାମିଲ ହେଲେ ପ୍ରେମାନନ୍ଦ ନାୟକ, ନରେନ ପଲେଇ ଓ ରାଜୁ ଦାସ

ବିଜେଡି ଛାଡ଼ିଥିବା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ଓ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଓରଫ ରାଜୁ ଦାସ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଆଜି ରାଜ୍ୟ…
Read More...

ବିଜେପିରେ ସାମିଲ ହେଲେ ଅରବିନ୍ଦ ଢାଲି

ବିଜେଡିରୁ ଗତକାଲି ଇସ୍ତଫା ଦେବା ପରେ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି ଜୟଦେବ ନିର୍ବାଚନ ମଣ୍ଡଳୀର ବିଧାୟକ ଅରବିନ୍ଦ ଢାଲି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ…
Read More...

ଲୋକସଭା ନିର୍ବାଚନ; ବିଜେପି ଘୋଷଣା କଲା ପ୍ରଥମ ପ୍ରାର୍ଥୀ ତାଲିକା

ଲୋକସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ପ୍ରଥମ ପ୍ରାର୍ଥୀ ତାଲିକା । ବାରଣାସୀରୁ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ଲଢିବେ । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା…
Read More...

ଓଡିଶାରେ ଅତ୍ୟନ୍ତ ଦୃଢ ସ୍ଥିତିରେ ଅଛି ବିଜୁ ଜନତା ଦଳ: ବିଜେଡି

ଭୁବନେଶ୍ୱର(ବ୍ୟୁରୋ): ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ୫-ଟି ପ୍ରକରଣରେ ସାରା ରାଜ୍ୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟ ଯୋଗୁଁ ବିଜୁ ଜନତାଦଳ ରାଜନୈତିକ…
Read More...