Browsing Category
Politics
ବଢିଲା ଟିକା କେନ୍ଦ୍ରରେ ଫଟୋ ବିବାଦ : ଟୁଇଟ କରି ବିଜେଡିକୁ ଜବାବ ଦେଲେ ବିଜେପି ମହିଳା ନେତ୍ରୀ ଐଶ୍ଚର୍ଯ୍ୟା
ଭୁବନେଶ୍ୱର: ଟିକା କରଣରେ ଫଟୋକୁ ନେଇ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ବିଜେଡି ଓ ବିଜେପି ଭିତରେ ଆରୋପ ପ୍ରତ୍ୟାରୋପ ବି ବଢି ବଢି ଚାଲିଛି । ବିଜେପି ସାଂସଦ ଅପରାଜିତା ସଡଙ୍ଗୀ ଓ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ…
Read More...
Read More...
ଧାନ ବିକ୍ରି ସମସ୍ୟା ଦୂର ନହେଲେ ସମସ୍ତ କର୍ପୋରେସନ କାର୍ଯ୍ୟାଳୟ ଆଗରେ ଧାରଣା ଦେବ ବିଜେପି
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଟୋକନ ଓ ଟାର୍ଗେଟ ବ୍ୟବସ୍ଥା ଯୋଗୁଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ବ୍ୟବସ୍ଥା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ହଜାର ହଜାର କ୍ୱିଂଟାଲ ଧାନ ପଡି ରହି ନଷ୍ଟ ହେଉଛି । ଶାସକ ଦଳ…
Read More...
Read More...
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ସୁବାଷ ଚନ୍ଦ୍ର ଗନ୍ତାୟତଙ୍କ ନିଧନରେ ରାଜ୍ୟ ବିଜେପିର ଶୋକ
ଭୂବନେଶ୍ୱର : ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପାର୍ଟୀର ବରିଷ୍ଠ ନେତା ସୁବାଷ ଚନ୍ଦ୍ର ଗନ୍ତାୟତଙ୍କ ମୁମ୍ବାଇଠାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳେ ନିଧନ ଘଟିଛି । ତାଙ୍କ ପାର୍ଥୀବ ଶରୀର ବିମାନ ଯୋଗେ ଭୂବନେଶ୍ୱର…
Read More...
Read More...
ଘୋଡା ପ୍ରତିମୂର୍ତ୍ତିକୁ ସୁରକ୍ଷିତ ରଖିବା ସହ ସ୍ଥାନାନ୍ତରଣ ନକରି ମାଷ୍ଟରକ୍ୟାଣ୍ଟିନର ସୌନ୍ଦର୍ଯ୍ୟକରଣ ପାଇଁ ବିଚାର…
ଭୁବନେଶ୍ୱର : ରାଜଧାନୀର ମାଷ୍ଟରକ୍ୟାଂଟିନ ଛକ ଘୋଡା ପ୍ରତିମୂର୍ତ୍ତି ସ୍ଥାନାନ୍ତରକୁ ନେଇ ବିଭିନ୍ନ ମହଲରୁ ବିରୋଧ କରାଯାଉଛି । ଲଗାତାର ଦୁଇଦିନ ଧରି ଏହି ବିବାଦ ଲାଗିରହିଥିବା ବେଳେ ଏନେଇ ଚିନ୍ତା ପ୍ରକଟ କରିଛନ୍ତି…
Read More...
Read More...
ଖଣିରେ ପଡ଼ି ରହିଥିବା ୧୬.୫ ମିଲିୟନ ଟନ୍ ଲୁହା ପଥରକୁ ବଜାରରେ ବିକ୍ରି କରିବା ପାଇଁ ବିଜେପିର ଦାବି
ଭୁବନେଶ୍ୱର :ରାଜ୍ୟର କୋଭିଡ୍ ମହାମାରୀ ସମୟରେ ରାଜ୍ୟ ତଥା କେନ୍ଦ୍ର ଅର୍ଥନୀତିରେ ରାଜସ୍ୱ ବୃଦ୍ଧି, ଇସ୍ପାତ ଶିଳ୍ପରେ ପ୍ରତିଯୋଗିତାକୁ ସମତୁଲ ରଖିବା ସହ ସ୍ଥାନୀୟ ଅଂଚଳରେ ରୋଜଗାର ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାର…
Read More...
Read More...
ୟଶ୍ ବାତ୍ୟା ସହାୟତା ଘୋଷଣାରେ ସ୍ପଷ୍ଟତା ନାହିଁ : ମନମୋହନ ସାମଲ
ଭୂବନେଶ୍ୱର : ସମସ୍ତଙ୍କୁ ମାଗଣା ଟୀକା ଦେବାର ମୋଦି ସରକାରଙ୍କ ଘୋଷଣା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ସେହିପରି କରୋନାର ୨ୟ ସଂକ୍ରମଣ କାଳରେ ଗରୀବକଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ୮୦ କୋଟି ଦେଶବାସୀଙ୍କୁ ୭ ମାସ…
Read More...
Read More...
କେନ୍ଦ୍ରୀୟ ବାତ୍ୟା ଅନୁଧ୍ୟାନକାରୀ ଟିମକୁ ଭେଟିଲେ ବିଜେପି ଉଚ୍ଚସ୍ତରୀୟ ପ୍ରତିନିଧିଦଳ
ଭୂବନେଶ୍ୱର : ବାତ୍ୟା ୟଶ୍ ଯିବାର ଯିବାର ଆଜିକୁ ୧୪ ଦିନ ବିତିଲାଣି । ବାତ୍ୟା ଓ ବନ୍ୟା କାରଣରୁ ଭଦ୍ରକ, ବାଲେଶ୍ୱର, ମୟୁରଭଂଜ, କେନ୍ଦ୍ରାପଡା, ଯାଜପୁର, କେନ୍ଦୁଝର ଜିଲ୍ଲା ବେଶୀ ପ୍ରଭାବିତ ହୋଇଛି । ପୂର୍ବତନ ମନ୍ତ୍ରୀ…
Read More...
Read More...
ସଂକଟ ସମୟ ଦେଇ ଗତି କରୁଥିବା ଦେଶବାସୀଙ୍କୁ ବହୁ ଆଶ୍ୱସ୍ଥି ପ୍ରଦାନ କରିଛି ଆଜିର ନିଷ୍ପତି : ସମୀର ମହାନ୍ତି
ଭୂବନେଶ୍ୱର : ଶତାବ୍ଦୀର ସବୁଠୁ ବଡ ମହାମାରୀ କରୋନା ଲଢେଇରେ ଟୀକା ହେଉଛି ସୁରକ୍ଷା କବଚ । ଆଜି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଦେଶବାସୀଙ୍କୁ ମାଗଣା କୋଭିଡ୍ ଯୋଗାଇ ଦେବାର ଘୋଷଣା କରିଛନ୍ତି ।…
Read More...
Read More...
SDG ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କାଲେ ସାଂସଦ ଅପରାଜିତା
ଭୁବନେଶ୍ବର: ନୀତି ଆୟୋଗର ସ୍ଥାୟୀ ବିକାଶ ଲକ୍ଷ୍ୟ ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଦାରିଦ୍ର୍ୟ ଦୂରୀକରଣ, କ୍ଷୁଧାମୁକ୍ତି, ଉନ୍ନତ ଶିକ୍ଷା, ଲିଙ୍ଗଭିତ୍ତିକ ସମାନତା ଓ…
Read More...
Read More...
ମୋଦି ସରକାରଙ୍କ ୭ ବର୍ଷ ପୂର୍ତି : “ସେବା ପାଇଁ ସମର୍ପିତ ଦିବସ” ଭାବେ ପାଳନ କଲା ବିଜେପି
ଭୂବନେଶ୍ୱର : ଆଜିକୁ ୭ ବର୍ଷ ତଳେ ୨୦୧୪ ମସିହା ଆଜିର ଦିନରେ ଦେଶର ପ୍ରଧାନ ସେବକ ଭାବେ ପ୍ରଧାନମନ୍ତ୍ରୀ ଦାୟୀତ୍ୱ ଗ୍ରହଣ କରିଥିଲେ ଯଶସ୍ୱୀ ଶ୍ରୀ ନରେନ୍ଦ୍ର ମୋଦି । ସେବା ହିଁ ସଂଗଠନକୁ ମୁଳମନ୍ତ୍ର କରି ଯଶସ୍ୱୀ…
Read More...
Read More...
କ୍ରମାଗତ ଦ୍ଵିତୀୟ ଥର କେରଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟନ
ତିରୁଅନନ୍ତପୁରମ : ସିପିଆଇଏମର ବରିଷ୍ଠ ନେତା ପିନାରାଇ ବିଜୟନ ଗୁରୁବାର କ୍ରମାଗତ ଦ୍ଵିତୀୟ ଥର କେରଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ରାଜ୍ୟର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି।…
Read More...
Read More...
ନନ୍ଦୀଗ୍ରାମରେ ହାରିଲେ ମମତା ବାନାର୍ଜୀ :୧୯୫୭ ଭୋଟରେ ଜିତିଲେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ
କୋଲକାତା : ନନ୍ଦୀଗ୍ରାମରେ ମମତା ବାନାର୍ଜୀ ନୁହେଁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟ ହୋଇଛି । ୧୯୫୭ ଭୋଟରେ ମମତା ବାନାର୍ଜୀ ପରାଜିତ ହୋଇଥିବା ଜାତୀୟ ଜଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ଗଣତି…
Read More...
Read More...
ତାମିଲନାଡ଼ୁରେ ଡିଏମକେ, କେରଳରେ କ୍ଷମତା ବଜାୟ ରଖିଲା ବାମମେଣ୍ଟ
ଚେନ୍ନାଇ : ତାମିଲନାଡ଼ୁରେ ଏମକେ ଷ୍ଟାଲିନଙ୍କ ନେତୃତ୍ବାଧୀନ ଡିଏମକେକୁ ସ୍ପଷ୍ଟ ବହୁମତ ମିଳିବା ଏକରକମ ସ୍ପଷ୍ଟ ହୋଇଯ଼ାଇଛି । ଏପର୍ୟ଼୍ୟନ୍ତ ମିଳିଥିବା ସୂଚନା ଅନୁସାରେ ଡିଏମକେ ମେଣ୍ଟ ୧୪୩ଟି ଆସନରେ ଓ ଏଆଇଏଡିଏମକେ…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ମାଗଣା ଟିକାକରଣ ଘୋଷଣା ପରେ କୋଭିଡ ଟିକା ପାଇଁ ଅଡର କଲେ ରାଜ୍ୟ ସରକାର
ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟ ଟିକାକରଣରେ ମାଗଣା ଟିକା ଦେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ପରେ କୋଭିସିଲଡ ଟିକା ଯୋଗାଇ ଦେବାନେଇ ସେରମ ଇନଷ୍ଟିଚ୍ୟୁଟ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର ସମୟ ଭିତରେ ଟିକା…
Read More...
Read More...
