Browsing Category

Politics

ଡିସେମ୍ବର ୧୪,୧୫ ଏବଂ ୧୬ ତାରିଖରେ ବିଜେପି ଜିଲ୍ଲା ସଭାପତି ନିର୍ବାଚନ

ଭୁବନେଶ୍ୱର: ଗତ ଜୁଲାଇ ୬ ତାରିଖରୁ ଆରମ୍ଭ ହୋଇଥିବା ସଙ୍ଗଠନ ପର୍ବ -୨୦୧୯ ଡିସେମ୍ବର ମାସରେ ସମାପ୍ତି ହେବ । ଏଯାବତ ରାଜ୍ୟରେ ୩୭ହଜାର ବୁଥରୁ ୨୪ ହଜାର ୫ଶହ ୩୫ ବୁଥ କମିଟି ଗଠନ ହୋଇସାରିଛି । ସେହିପରି ୧୦୦୪ ମଣ୍ଡଳରୁ ୯୦୦ରୁ…
Read More...

କର୍ଣ୍ଣାଟକରେ ସ୍ଥିତି ବଜାୟ ରଖିଲା ୟେଦୁରପ୍ପା ସରକାର; ବିଜୟ ହାସଲ କଲା ବିଜେପି

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହୋଇଥିବା ୧୫ଟି ବିଧାନସଭା ଆସନର ଫଳାଫଳ ପ୍ରକାଶ ପାଇଛି । ଯେଉଁଥିରେ ୟେଦୁରପ୍ପା ସରକାର ବିଜୟ ହାସଲ କରିଛି । ବିଜେପି ୧୫ଟି ଆସନରୁ ୧୨ଟି ଆସନରେ ବାଜିମାତ୍ କରି ନିଜର ସ୍ଥାନ କାଏମ ରଖିବାରେ ସଫଳ…
Read More...

କିଛି ସମୟ ପରେ ୟେଦିୟୁରପ୍ପା ସରକାରଙ୍କ ଭାଗ୍ୟ ପରୀକ୍ଷା

ବେଙ୍ଗାଲୁରୁ: ଆଉ କିଛି ସମୟ ପରେ କର୍ଣ୍ଣାଟକରେ ହୋଇଥିବା ୧୫ ବିଧାନସଭା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇବ । ଏହା ନେଇ ସକାଳ ୮ଟାରୁ ଭୋଟ ଗଣତି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ତେବେ ଏହାର ଫଳାଫଳ ପରେ ୟେଦିୟୁରପ୍ପା…
Read More...

ଦୀପାଳିଙ୍କ ଆର୍ବିଭାବ,ଝାରସୁଗୁଡା ବିଜେଡିରେ ଦ୍ୱନ୍ଦ !

ଝାରସୁଗୁଡା : ଝାରସୁଗୁଡା ରାଜନୀତିରେ ଏବେ ସବୁଠାରୁ ଚର୍ଚ୍ଚାରେ ଅଛନ୍ତି ନବ ଦାସଙ୍କ ଝିଅ ଦୀପାଳି ଦାସ । କୁହାଯାଉଛି, ନବ ଯାହା କରି ପାରୁଥିଲେ ଏବେ ତାଙ୍କ ପ୍ରତିନିଧି ଭାବେ ଦୀପାଳି ମଧ୍ୟ ତାହା କରିପାରୁଛନ୍ତି । ନବ…
Read More...

କିଏ ଧରିବେ ରାଜ୍ୟ ବିଜେପିର ମଙ୍ଗ ?

ଭୁବନେଶ୍ୱର : ନୂଆ ବର୍ଷରେ ହେବେ ନୂଆ ନେତା । ତେବେ କିଏ ଧରିବେ ରାଜ୍ୟ ବିଜେପିର ମଙ୍ଗ ? କାହା ମୁଣ୍ଡରେ ବନ୍ଧାହେବ ରାଜ୍ୟ ବିଜେପିର ସଭାପତି ସିରପା । ଏହାକୁ ନେଇ ଭୁବନେଶ୍ୱରୁ ଦିଲ୍ଲୀ, ଉପକୂଳରୁ ପଶ୍ଚିମ ଓଡିଶା ଯାଏ ଯୋର…
Read More...

ଝାଡ଼ଖଣ୍ଡରେ ୨ୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ଶେଷ : ୫୯.୭ ପ୍ରତିଶତ ମତଦାନ

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ୨୦ଟି ଆସନରୁ ୧୮ଟି ଆସନରେ ଭୋଟ ଗ୍ରହଣ ଅପରାହ୍ନ ୩ଟାରେ ସମାପ୍ତ ହୋଇଛି | ଅପରାହ୍ନ ୩ଟା ସୁଦ୍ଧା ୫୯.୨୭ ପ୍ରତିଶତ ଭୋଟ ଗ୍ରହଣ ହୋଇଛି |…
Read More...

ଝାଡ଼ଖଣ୍ଡ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ: ୨୦ଟି ଆସନ ପାଇଁ ମତଦାନ ଜାରି

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟର ମତଦାନ ଶନିବାର ପୂର୍ବାହ୍ନ ୭ଟାରେ ଆରମ୍ଭ ହୋଇଯାଇଛି । ମତଦାନ ସନ୍ଧ୍ୟା ଯାଏଁ ଜାରି ରହିବ । ଏଥିରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଜାମସେଦପୁର ପୂର୍ବ ଆସନ…
Read More...

ସାବାସ୍ ସରୋଜିନୀ,ପ୍ରଥମ ଥର ସାନ୍ତାଳୀ ଭାଷାରେ ରାଜ୍ୟସଭାରେ ଦେଲେ ଭାଷଣ

ବାରିପଦା,(ଶୃତି ରାଉତରାୟ ) : ରାଜ୍ୟସଭାରେ ଶୁଭିଲା ସାନ୍ତାଳୀ ଭାଷା । ନିଜ ଅଞ୍ଛଳର ଭାଷାରେ ଭାଷଣଦେଇ ଇତିହାସ ସୃଷ୍ଟି କରିଛନ୍ତି ରାଜ୍ୟ ସଭା ସାଂସଦ ସରୋଜିନୀ ହେମ୍ବ୍ରମ୍ । ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ୍ ହେବା ପରେ…
Read More...

ଝାରସୁଗୁଡା ବିଜେଡିରେ ଦୀପାଳିଙ୍କୁ ଅଖଣ୍ଡ କ୍ଷମତା

ଝାରସୁଗୁଡା: ଝାରସୁଗୁଡା ରାଜନୀତିରେ ଏବେ ସବୁଠାରୁ ଚର୍ଚ୍ଚାରେ ଅଛନ୍ତି ନବ ଦାସଙ୍କ ଝିଅ ଦୀପାଳି ଦାସ । କୁହାଯାଉଛି, ନବ ଯାହା କରି ପାରୁଥିଲେ ଏବେ ତାଙ୍କ ପ୍ରତିନିଧି ଭାବେ ଦୀପାଳି ମଧ୍ୟ ତାହା କରିପାରୁଛନ୍ତି । ନବ ତାଙ୍କୁ…
Read More...

ସାଙ୍ଗଠନିକ ନିର୍ବାଚନ ଲାଗି ୩୩ ଜିଲ୍ଲାର ରିଟର୍ଣ୍ଣି ଅଧିକାରୀଙ୍କ ନାଁ ଜାରିକଲା ବିଜେଡି

ଭୁବନେଶ୍ୱର :  ବିଜେଡିର ସାଙ୍ଗଠନିକ ନିର୍ବାଚନ ପକ୍ରିୟା ଆଉ ପାଦେ ଆଗକୁ ବଢିଛି । ପୂର୍ବରୁ ନିର୍ବାଚନ ଲାଗି ଦଳର ମୁଖପାତ୍ର ବିଧାୟକ ପ୍ରତାପ ଦେବଙ୍କୁ ରିଟଣ୍ଣି ଅଫିସର ଭାବେ ଦଳ ନିଯୁକ୍ତି କରିଥିଲା । ଏହାପରେ ଆଜି ପ୍ରତାପ…
Read More...

ହାରିବା ଭୟରେ ବନ୍ଧୁକ ଧରି ଜନଜାତିଙ୍କ ଅଧିକାରକୁ ଛଡାଇବା ପାଇଁ ଚାହୁଁଛି କଂଗ୍ରେସ: ଧର୍ମେନ୍ଦ୍ର ପ୍ରଧାନ

ଝାଡଖଣ୍ଡ:  ହାରିବା ଭୟରେ ବିଜେପିର ପ୍ରତିପକ୍ଷ କଂଗ୍ରେସ ଓ ଜେଏମଏମ ବନ୍ଧୁକ ଧରି ଝାଡଖଣ୍ଡବାସୀଙ୍କ ମନରେ ଭୟ ତିଆରି କରିବାର ମଙ୍ଗ ଧରିଛନ୍ତି । ବନ୍ଧୁକ ଧରି ଜନଜାତିଙ୍କ ଅଧିକାରକୁ ଛଡାଇବା ପାଇଁ ଚାହୁଁଛନ୍ତି । ଏମାନେ…
Read More...

ଝାଡଖଣ୍ଡରେ ପୁଣି ବିଜେପି ସରକାର ହେଲେ ସମଗ୍ର ଆଦିବାସୀ ଅଂଚଳର ବିକାଶ ତ୍ୱରାନ୍ୱିତ ହେବ: ଧର୍ମେନ୍ଦ୍ର ପ୍ରଧାନ

ଝାଡଖଣ୍ଡ: ଝାଡଖଣ୍ଡର ବିକାଶକୁ ନିରନ୍ତର ସେହି ଦିଗରେ ନେବାର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ଝାଡଖଣ୍ଡରେ ଡବଲ ଇଞ୍ଜିନର ପୁନରାବୃତି ହେଉ । ଝାଡଖଣ୍ଡରେ ପୁଣି ବିଜେପି ସରକାର ହେଲେ ଆଦିବାସୀ ଅଂଚଳର ଆହୁରି ବିକାଶ ହେବ ବୋଲି…
Read More...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଇସ୍ତାହାର

ରାଞ୍ଚି : ଝାଡ଼ଖଣ୍ଡରେ ନଭେମ୍ବର ୩୦ରୁ ବିଧାନସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଥିବା ବେଳେ ବିଜେପି ଆଜି ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ନିର୍ବାଚନୀ ଇସ୍ତାହାରରେ ବିଜେପି ଦୁର୍ନୀତି ମୁକ୍ତ ସରକାର,…
Read More...

ପଶ୍ଚିମବଙ୍ଗର ୩ ଓ ଉତ୍ତରାଖଣ୍ଡର ଗୋଟିଏ ବିଧାନସଭା ଆସନ ପାଇଁ ମତଦାନ ଜାରି

କୋଲକାତା/ନୂଆଦିଲ୍ଲୀ, ନଭେମ୍ବର ୨୫ (ଖବର ଓଡ଼ିଶା): ପଶ୍ଚିମବଙ୍ଗର ୩ଟି ଓ ଉତ୍ତରାଖଣ୍ଡର ଗୋଟିଏ ବିଧାନସଭା ଆସନ ପାଇଁ ସୋମବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ମତଦାନ ପ୍ରକ୍ରିୟା ସନ୍ଧ୍ୟା ୫୫ଟା ଯାଏଁ ଜାରି ରହିବ ।…
Read More...