Browsing Category
Politics
ସଦସ୍ୟଙ୍କର ଆଧାରକାର୍ଡକୁ ଲିଙ୍କ କରିବ ବିଜେଡି , କାଯ୍ୟକାରିଣୀରେ ହେଲା ନିଷ୍ପତ୍ତି
କାଲିଠାରୁ ଆରମ୍ଭ ହେବ ବିଜେଡିର ସଦସ୍ୟ ଅଭିଯାନଭୁବନେଶ୍ବର : ସଦସ୍ୟଙ୍କର ଆଧାରକାର୍ଡକୁ ଲିଙ୍କ କରିବ ବିଜେଡି। ବିଜେଡି ସଦସ୍ୟତା ସଂଗ୍ରହ ଅଭିଯାନରେ ଦଳ ନୂଆ ସଦସ୍ୟଙ୍କ ଆଧାର କାର୍ଡ ଲିଙ୍କ କରିବ । ଆଜି ଅନୁଷ୍ଠିତ!-->!-->!-->…
Read More...
Read More...
୧ରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧ତାରିଖରେ ବସିବ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ। ଭୁବନେଶ୍ୱର ଇଡ୍କଲ୍ ହଲ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବ ଏହି ବୈଠକ। କାର୍ଯ୍ୟକାରିଣୀ!-->…
Read More...
Read More...
ୟୁପି ବିଧାନସଭା ନିର୍ବାଚନ: ୧୩ଟି ଆସନରୁ ଆଶାୟୀଙ୍କ ନାମ ଘୋଷଣା କଲେ ମାୟାବତୀ
ଲକ୍ଷ୍ନୌ:ବହୁଜନ ସମାଜ ପାର୍ଟି ଉପନିର୍ବାଚନକୁ ନେଇ ଏକ ମୁଖ୍ୟ ଘୋଷଣା କରିଛି । ଆଜି ଲକ୍ଷ୍ନୌରେ ଆୟୋଜିତ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ୧୩ଟି ଆସନରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ଏକାକୀ ଲଢିବାକୁ ଘୋଷଣା!-->…
Read More...
Read More...
ଏଆଇସିସିର ବିଜ୍ଞପ୍ତି : ନିରଞ୍ଜନ ପିସିସି ସଭାପତି ରହିଲେ,ବାକି ସବୁ କମିଟି ଭାଙ୍ଗିଲା
ଭୁବନେଶ୍ୱର
: ନିରଞ୍ଜନ ପଟ୍ଟନାୟକ ଓଡିଶା ପ୍ରଦେଶ କଂଗ୍ରେସର ସଭାପତି ରହିବେ । ଏ ନେଇ ଅଖିଳ ଭାରତୀୟ
କଂଗ୍ରେସ କମିଟି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ କାର୍ୟ୍ୟକାରୀ ସଭାପତି ଭାବେ
ଚିରଞ୍ଜିବୀ ବିଶ୍ୱାଳ ଓ!-->…
Read More...
Read More...
ସେପ୍ଟେମ୍ବର ୧ରୁ ବିଜେପିର ଦେଶବ୍ୟାପୀ ଜନ ସମ୍ପର୍କ ଓ ଜନ ଜାଗରଣ ଯାତ୍ରା – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର : ୩୭୦ ଧାରା ଉଚ୍ଛେଦ
ବିଷୟରେ ଦେଶର ସମସ୍ତ ଲୋକଙ୍କୁ ଅବଗତ ଓ ସଚେତନତା କରାଯିବା ନେଇ ଆସନ୍ତା ସେପ୍ଟେମ୍ବର ୧ରୁ
ସେପ୍ଟେମ୍ବର ୩୦ ପର୍ୟ୍ୟନ୍ତ ଦଳ ପକ୍ଷରୁ ଦେଶବ୍ୟାପୀ ଜନ ସମ୍ପର୍କ ଓ ଜନ ଜାଗରଣ!-->…
Read More...
Read More...
୪ ରାଜ୍ୟରେ ଉପ-ନିର୍ବାଚନ ତାରିଖଘୋଷଣା
ନୂଆଦିଲ୍ଲୀ: ୪ଟି ରାଜ୍ୟରେ ଉପ-ନିର୍ବାଚନ ପାଇଁ ଭାରତୀୟ ମୁଖ୍ୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ସେହି ରାଜ୍ୟଗୁଡିକ ହେଉଛି, ଛତିଶଗଡ଼, କେରଳ, ତ୍ରିପୁରା ଓ ଉତ୍ତରପ୍ରଦେଶ। ପ୍ରତ୍ୟେକ ରାଜ୍ୟରେ!-->…
Read More...
Read More...
ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ଭୂପିନ୍ଦର ସିଂହ ହୁଡା
ଚଣ୍ଡୀଗଡ : ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସର ବରିଷ୍ଠ ନରତା ଭୂପେନ୍ଦ୍ରର ସିଂହ ହୁଡା ରୋହତକରେ ଆୟୋଜିତ ପରିବର୍ତ୍ତନ ରାଲିରେ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି । ଏହା ସହ ସେ ବିଧାନସଭା!-->…
Read More...
Read More...
୪୯ ଜଣ ବିଧାୟକଙ୍କ ନାଁରେ ରହିଛି ଅପରାଧ ମାମଲା
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି ରେକର୍ଡ ସଂଖ୍ୟକ ଦାଗୀ ବିଧାୟକ। ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନ ତୁଳନାରେ ଅଧିକ ସଂଖ୍ୟକ ଦାଗୀ ନେତା ଓ କୋଟିପତି ଏଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।!-->…
Read More...
Read More...
ସେପ୍ଟେମ୍ବର ୨ରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ
ଭୁବନେଶ୍ୱର: ରାଜ୍ୟରେ ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଶେଷ ହେବାପରେ ବିଜେଡି ନିଜର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ବିଜେଡି ରାଜ୍ୟବ୍ୟାପୀ ସଭ୍ୟ!-->…
Read More...
Read More...
ରାଜ୍ୟସଭା ସଦସ୍ୟତାର ଶପଥ ନେଲେ ମନମୋହନ ସିଂହ
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ରାଜ୍ୟସଭା ସଦସ୍ୟତାର ଶପଥ ନେଇଛନ୍ତି । ମନମୋହନ ନିର୍ବିରୋଧରେ ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।ମନମୋହନ ସିଂହ ଷଷ୍ଠ ଥର ପାଇଁ ରାଜ୍ୟସଭାକୁ!-->!-->!-->…
Read More...
Read More...
ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା
ବାଙ୍ଗାଲୋର: ଶେଷରେ ୨୪ ଦିନର ପ୍ରତୀକ୍ଷା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି | ଆଜି ରାଜ୍ୟପାଳ ଭାଜୁଭାଇ ଭଲା ୧୭ ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ଶପଥପାଠ!-->…
Read More...
Read More...
ବିଜେପିରେ ଯୋଗଦେଲେ ଟିଡିପିର ୬୦ ନେତା
ହାଇଦରାବାଦ : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗ ଦେଶମ ପାର୍ଟି (ଟିଡିପି) ଅଧ୍ୟକ୍ଷ ଚନ୍ଦ୍ରବାବୁ ନାଇଡୁଙ୍କୁ ଏକ ବଡ଼ ଝଟକା ଲାଗିଛି। ଟିଡିପି ପାଖାପାଖି ୬୦ ଜଣ ବରିଷ୍ଠ ନେତା ଏବଂ ତାଙ୍କ ସହସ୍ରାଧିକ!-->…
Read More...
Read More...
ମନମୋହନ ସିଂହ ରାଜ୍ୟସଭାକୁ ନିର୍ବାଚିତ
ଜୟପୁର: ରାଜସ୍ଥାନରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଗତକାଲି ଅପରାହ୍ନରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ୮୬ ବର୍ଷୀୟ ମନମୋହନ ସିଂହ ରାଜ୍ୟସଭାକୁ!-->…
Read More...
Read More...
୨୦ରେ କର୍ଣ୍ଣାଟକ କ୍ୟାବିନେଟର ସଂପ୍ରସାରଣ!
ନୂଆଦିଲ୍ଲୀ:କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ଆଗାମୀ ୨୦ ତାରିଖରେ କରିବେ ବୋଲି ଜଣାଯାଇଛି। ଏନେଇ ସେ ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ!-->…
Read More...
Read More...
