Browsing Category

Politics

ଦିଲ୍ଲୀରେ ଓଡ଼ିଶାର ୮ ସାଂସଦ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଆଜି ସାକ୍ଷାତ କରିଛନ୍ତି ଓଡିଶାର ନବ ନିର୍ବାଚିତ ୮ ଜଣ ସାଂସଦ। ଏହାପରେ ସେମାନେ ବିଜେପି ସଂସଦୀୟ ଦଳ ବୈଠକରେ ଯୋଗ ଦେବାକୁ ଯାଇଥିବା ସୂଚନା ମିଳିଛି।ବିଜେପି…
Read More...

ଭାଙ୍ଗିଲା ଷୋଡ଼ଶ ଲୋକସଭା: ଆଜି ସଂଧ୍ୟାରେ ଏନ୍‌ଡିଏ ବୈଠକ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଷୋଡ଼ଶ ଲୋକସଭା ଭଙ୍ଗ କରିଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି କୋବିନ୍ଦ ତୁରନ୍ତ ଏହି ପଦକ୍ଷେପ ନେଇଛନ୍ତି। ରାଷ୍ଟ୍ରପତି…
Read More...

ଆସନ୍ତାକାଲି ମାଆଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଆଗାମୀ ୩୦ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ତେବେ ତା‘ ପୂର୍ବରୁ ନରେନ୍ଦ୍ର ମୋଦୀ ଆସନ୍ତାକାଲି (୨୬ ତାରିଖ) ମାଆ ହୀରା ବେନଙ୍କୁ ଭେଟିବାଲାଗି ଗୁଜୁରାଟ…
Read More...

କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଳଙ୍କ ଇସ୍ତଫା ନିଷ୍ପତ୍ତିକୁ ଅଗ୍ରାହ୍ୟ କଲା ଦଳ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ପରାଜିତ ହେବା ପରେ ଦଳର ଅଧ୍ୟକ୍ଷ ପଦରୁ ରାହୁଳ ଗାନ୍ଧୀ ଇସ୍ତଫା ଦେବା ନିଷ୍ପତ୍ତିକୁ ଦଳ ବରିଷ୍ଠ ନେତାମାନେ ଗ୍ରହଣ କରି ନାହାନ୍ତି।ରାହୁଳ ଗାନ୍ଧୀଙ୍କ ଉପରେ ସବୁ ଭାର…
Read More...

ପିଏମଓରେ ଅଧିକାରୀଙ୍କୁ ମୋଦୀଙ୍କ ଉଦବୋଧନ: ମୋ ଚିନ୍ତାଧାରା ଆପଣଙ୍କୁ ପ୍ରଭାବୀ ନୁହେଁ, ଦକ୍ଷ କରିବା

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ପାଇଁ ହୋଇଥିବା ନିର୍ବାଚନରେ ମତଦାତାମାନେ ନରେନ୍ଦ୍ର ମୋଦୀଙ୍କ ହାତରେ ଦେଶର ଶାସନ ଭାର ଦେଇଛନ୍ତି। ନିର୍ବାଚନରେ ବିଜେପି ୩୦୨ଟି ଆସନରେ ବିଜୟୀ ହୋଇଥିବାବେଳେ ବିଜେପି ନେତୃତ୍ଵାଧୀନ ଏନଡିଏ ୩୫୦…
Read More...

କପାଳଭାତି ପ୍ରାଣାୟମ କରିବାକୁ କଂଗ୍ରେସ ନେତାଙ୍କୁ ରାମଦେବଙ୍କ ପରାମର୍ଶ

ନୂଆଦିଲ୍ଲୀ: କଂଗ୍ରେସ ନେତାମାନେ ବିଶେଷକରି, ଦଳର ଅଧ୍ୟକ୍ଷ ରାହୁଳ ଗାନ୍ଧୀ କପାଳଭାତି ପ୍ରାଣାୟମ କରିବା ଉଚିତ ବୋଲି ଯୋଗ ଗୁରୁ ରାମଦେବ କହିଛନ୍ତି।୨୦୧୯ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ବିପୁଳ…
Read More...

ନିର୍ବାଚନ କମିସନଙ୍କୁ ଦିଲ୍ଲୀ ହାଇକୋର୍ଟ ନୋଟିସ

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକ ଧାର୍ମିକ ନାମ ଓ ପ୍ରତୀକ ବ୍ୟବହାର ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ନିର୍ବାଚନ କମିସନ୍‌ଙ୍କୁ ନୋଟିସ ଜାରି କରିଛନ୍ତି। ବିଜେପି ନେତା ତଥା ଆଇନଜୀବୀ ଅଶ୍ବିନୀ ଉପାଧ୍ୟାୟଙ୍କ ଦ୍ବାରା ଆଗତ ଏ…
Read More...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦ ଜଣାଇଲେ ଫରାସୀ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଆଖିଦୃଶିଆ ବିଜୟ ନିମନ୍ତେ ଅଭିନନ୍ଦନ ଜ୍ଞାପନ କରିବାକୁ ଫରାସୀ ରାଷ୍ଟ୍ରପତି ଏମ୍ମାନୁଏଲ୍‌ ମ୍ୟାକ୍ରୋନ୍‌ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍‌ କରିଥିବା କଥା ଶନିବାର ଦିନ…
Read More...

ପରାଜୟ ପରେ ଦଳୀୟ ପଦରୁ ଇସ୍ତଫା ଦେଲେ ରାଜ ବବର

ନୂଆଦିଲ୍ଲୀ : କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜକୁ ଦାୟୀ କରିଛନ୍ତି । ହେଲେ ଦଳର କିଛି ବରିଷ୍ଠ ନେତା ଏହି ପରାଜୟ ପାଇଁ ନିଜକୁ ଦୋଷୀ ମନେ କରି ଗୁରୁତ୍ବପୂର୍ଣ୍ଣ ପଦବୀରୁ ଇସ୍ତଫା ଦେବା…
Read More...

ଆଡଭାନୀଙ୍କ ଭଳି ମହାନ ନେତାଙ୍କ ପାଇଁ ବିଜେପି ସଫଳ ହୋଇଛି: ମୋଦୀ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ବଡ଼ ଧରଣର ସଫଳତା ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭେଟିଛନ୍ତି। ସେମାନଙ୍କ ଅବଦାନ ପାଇଁ ଦଳର ଅଭିବୃଦ୍ଧି…
Read More...

ମୋଦୀଙ୍କୁ ବିରୋଧ କରିବାରୁ ଅନୁରାଗ କଶ୍ୟପଙ୍କ ଝିଅଙ୍କୁ ବଳାତ୍କାର ଧମକ

ମୁମ୍ବଇ : ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜୟକୁ ନେଇ ସାରା ଦେଶ ଉତ୍ସବ ମୁଖର ଥିବା ବେଳେ ମୋଦୀଙ୍କୁ ବିରୋଧ କରୁଥିବା ବଲିଉଡ଼ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଝିଅଙ୍କୁ ବଳାତ୍କାର ଧମକ ମିଳିଛି।…
Read More...

ଶପଥ ଗ୍ରହଣ ପୂର୍ବରୁ ମାଆଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ କ୍ୟାବିନେଟ୍‌ ଓ କେନ୍ଦ୍ର ମନ୍ତ୍ରୀ ପରିଷଦ୍‌ର ବୈଠକ ବସୁଛି। ଏଥିରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଏବଂ ଦେଶର ବିଭିନ୍ନ ଅଞ୍ଚଳକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ଗସ୍ତ ତାରିଖ ଆଦି ସ୍ଥିର…
Read More...

ଆସନ୍ତା ୩୦ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମୋଦୀ

ନୂଆଦିଲ୍ଲୀ: ବିଶାଳ ବିଜୟ ପରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ସେ ପ୍ରଧାନମନ୍ତ୍ରୀ ଭାବେ ଆସନ୍ତା ୩୦ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଛି। ରିପୋର୍ଟରୁ ଜାଣିବାକୁ…
Read More...

ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ୧୬ଶ ଲୋକସଭା ଭଙ୍ଗ ପାଇଁ ରାଷ୍ଟପତିଙ୍କୁ ପ୍ରସ୍ତାବ ଦେବା ଲାଗି ଶୁକ୍ରବାର ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିବ। କ୍ୟାବିନେଟରେ ଲୋକସଭା ଭଙ୍ଗ ପାଇଁ…
Read More...