Browsing Category

Sports

ଟିମ ଇଣ୍ଡିଆ କୋଚ ଚୟନ ପାଇଁ ଗଠନ ହେଲା ୩ ଜଣିଆ କମିଟି

ମୁମ୍ବାଇ : ବିଶ୍ୱକପ ସେମିଫାଇନାଲରେ ଭାରତର ପରାଜୟ ପରେ ଟିମ ପରିଚାଳନାରେ ବ୍ୟାପକ ପରିବର୍ତ୍ତନ ହେବାର ସୂଚନା ମିଳିଛି । ଭାରତୀୟ ଦଳର ମୁଖ୍ୟ କୋଚ ଓ ଅନ୍ୟ ସହାୟକ କୋଚିଂ କର୍ମଚାରୀମାନଙ୍କ ପାଇଁ ଗତ କାଲି ବିସିସିଆଇ ଆବେଦନ…
Read More...

ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ସମେତ ଅନ୍ୟାନ୍ୟ ପଦବୀ ପାଇଁ ଆବେଦନ ଆହ୍ଵାନ

ନୂଆଦିଲ୍ଲୀ: ୨୦୧୯ ବିଶ୍ଵକପ୍‌ ସେମିଫାଇନାଲରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ(ବିସିସିଆଇ)ର ପ୍ରଶାସକ କମିଟି ପକ୍ଷରୁ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନପତ୍ର ଆହ୍ଵାନ…
Read More...

ଆଇସିସି ବିଶ୍ୱକପ ଟିମରେ ରୋହିତ ଓ ବୁମ୍ରା

ଲଣ୍ଡନ: ଆଇସିସି ବିଶ୍ୱକପର ଦ୍ୱାଦଶ ସଂସ୍କରଣ ପରେ ଆଇସିସି ତା’ର ବିଶ୍ୱକପ୍ ଟିମ୍ ଘୋଷଣା କରିଛି। ଏହି ଟିମରେ ଦୁଇଜଣ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ଭାରତ ପକ୍ଷରୁ ବିଶ୍ୱକପରେ ଚମତ୍କାର ଫର୍ମରେ ରହିଥିବା ରୋହିତ୍ ଶର୍ମା…
Read More...

ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

ବର୍ମିଂଘମ୍: ଆଜି ବର୍ମିଂଘମରେ ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଖେଳାଯାଉଛି । ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଆଜିର ମ୍ୟାଚରେ ବିଜୟ…
Read More...

ଫାଇନାଲରୁ ବାଦ୍ ପଡିଲା ଭାରତ

ମ୍ୟାଞ୍ଚେଷ୍ଟର୍: କୋଟି କୋଟି ଭାରତୀୟ ପ୍ରଶଂସକ ଆଶା ଆଶାରେ ହିଁ ରହିଗଲା। ଲଗାତାର ଭଲ ପ୍ରଦର୍ଶନ କରିଆସୁଥିବା ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ସେମିଫାଇନାଲରେ ଅଟକି ଯାଇଛି। ବୁଧବାର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା…
Read More...

ବଡ଼ ସଂକଟରେ ଭାରତ, ୫ ରନରେ ହରାଇଲା ୩ ଓ୍ଵିକେଟ

ମାଞ୍ଚେଷ୍ଟର : ଗତ କାଲି ବର୍ଷା ଯୋଗୁଁ ଅସଂପୂର୍ଣ୍ଣ  ରହିଥିବା  ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ ଆଜି ଆରମ୍ଭ ହୋଇଛି । ଅବଶିଷ୍ଠ ଓଭର ଖେଳି ନ୍ୟୁଜିଲାଣ୍ଡ ଭାରତ ଆଗରେ  ୨୪୦  ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି । କିନ୍ତୁ…
Read More...

ପ୍ରଥମ ସେମିଫାଇନାଲ: ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୪୦ ରନ୍‌

ଲଣ୍ଡନ: କ୍ରିକେଟ ବିଶ୍ଵକପରେ ବର୍ଷା ବାଧାପ୍ରାପ୍ତ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ ବୁଧବାର ପୁଣି ଆରମ୍ଭ ହୋଇଛି। ବୁଧବାର ୪୬.୧ ଓଭରରୁ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ୫୦ ଓଭରରେ ୨୩୯ ରନ କରିବାରେ ସକ୍ଷମ…
Read More...

ଦୂତୀ ଜିତିଲେ ସ୍ୱର୍ଣ୍ଣ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଇଟାଲୀର ନାପୋଲିରେ ଚାଲିଥିବା ୩୦ତମ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ ପୁଣି ଏକ ସଫଳତା ସାଉଁଟିଛନ୍ତି । ସେଠାରେ ଚାଲିଥିବା କ୍ରୀଡ଼ାରେ ଦୂତି ୧୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ହାସଲ କରି…
Read More...

ବର୍ଷା ଯୋଗୁଁ ଅଟକିଥିଲା ମ୍ୟାଚ୍: ଆଜି ପୁଣିଥରେ ଭାରତ-ନ୍ୟୁଜଲାଣ୍ଡ ମୁହାଁମୁହିଁ

ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମି ଫାଇନାଲ୍ ମୁକାବିଲାରେ ଗତକାଲି ମୁହାଁମୁହିଁ ହୋଇଥିଲେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍। ତେବେ ଏହି ମ୍ୟାଚ୍‌କୁ ଫିକା କରି ଦେଇଥିଲା ବର୍ଷା। ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ…
Read More...

ବର୍ଷା ଯୋଗୁ ଅଟକିଲା ମ୍ୟାଚ୍

ମ୍ୟାଞ୍ଚେଷ୍ଟର୍: ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା। ଓଲ୍ଡ ଟ୍ରାଫର୍ଡରେ ବର୍ଷାର ଆଗମନ ଯୋଗୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ବିଶ୍ୱକପ୍ ସେମିଫାଇନାଲ୍ ମ୍ୟାଚ୍ ପ୍ରଭାବିତ ହୋଇଛି। ମ୍ୟାଚରେ…
Read More...

ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ନିଷ୍ପତ୍ତି

ମ୍ୟାଞ୍ଚେଷ୍ଟର୍‌ : ଆଜି ଚଳିତ ବିଶ୍ୱକପର ପ୍ରଥମ ସେମି ଫାଇନାଲ ମ୍ୟାଚ। ଓଲ୍ଡ ଟ୍ରାଫର୍ଡରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚରେ ଟସ ଜିତି ନ୍ୟୁଜିଲ୍ୟାଣ୍ଡ ଟିମ୍ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି। ଉଭୟ ଦଳରେ ଗୋଟିଏ…
Read More...

ଆଜି ପ୍ରଥମ ସେମିରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ

ଲଣ୍ଡନ: ୨୦୧୯ କ୍ରିକେଟ ବିଶ୍ଵକପ୍‌ରେ ମଙ୍ଗଳବାର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ସର୍ବାଧିକ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନରେ ରହିଥିବା ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଭେଟିବ। ଟାଇଟଲ ହାତେଇବା ଲାଗି ଉଭୟ…
Read More...

କ୍ରିକେଟକୁ ଅଲବିଦା କହିଲେ ଡୁମିନି ଏବଂ ମାଲିଙ୍ଗା

ଲଣ୍ଡନ: ବିଶ୍ୱକପରେ ସନ୍ନ୍ୟାସ ନେବା ପ୍ରକ୍ରିୟା ଜାରି ରହିଛି । ପ୍ରଥମେ ସୋଏବ ମଲ୍ଲିକ, ପରେ ଇମ୍ରାନ ତାହିର ଏବଂ ଏବେ ଜେପି ଡୁମିନି ଏବଂ ଲସିଥ ମାଲିଙ୍ଗା ମଧ୍ୟ ଅନ୍ତରାଷ୍ଟ୍ରୀୟ ଦିନିକିଆ କ୍ରିକେଟରୁ ଅବସର ଘୋଷଣା…
Read More...

ସେମିଫାଇନାଲରେ ଏହି ଟିମ୍ ସହ ଖେଳିବ ଭାରତ

ନୂଆଦିଲ୍ଲୀ: ଚଳିତ କ୍ରିକେଟ୍ ବିଶ୍ୱକପ୍‌ର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଗତକାଲି ଶେଷ ହୋଇଯାଇଛି। ଏବେ ସେମି ଫାଇନାଲ୍ ମ୍ୟାଚ୍ ଖେଳାଯିବ। ସେମି ଫାଇନାଲ୍‌ ରାଉଣ୍ଡକୁ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ଯାଇଛନ୍ତି।…
Read More...