Browsing Category

Sports

ପୁଣି IPL ମୈଦାନକୁ ଫେରୁଛନ୍ତି ରାଇନା

IPL ୨୦୨୨ ମେଗା ଅକ୍ସନରେ ଅନସୋଲ୍ଡ ରହିବା ପରେ ରାଇନାଙ୍କୁ ନେଇ ଚାଲିଛି ଆଲୋଚନା । ମିଷ୍ଟର IPL ଆଖ୍ୟା ପାଇଥିବା ରାଇନା ଯେ ଦିନେ ଏହି ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇବେନି ତାହା କେହି ବିଶ୍ୱାସ କରି ପାରୁନାହାନ୍ତି । ସେପଟେ…
Read More...

ନିଜ ନାଁରେ ଆଉ ଏକ ରେକର୍ଡ ସାମିଲ କଲେ ଝୁଲଣ ଗୋସ୍ୱାମୀ

ବିଶ୍ୱକପ୍‌ରେ ବିଶ୍ୱ ରେକର୍ଡ। ଆଇସିସି ମହିଳା ବିଶ୍ୱକପ୍‌ରେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଇତିହାସ ରଚୁଛନ୍ତି ଭାରତ ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ। ପ୍ରଥମେ ବିଶ୍ୱକପ୍‌ରେ ସର୍ବାଧିକ ୱିକେଟ୍ ନେଇଥିବା ପ୍ରଥମ ମହିଳା…
Read More...

ଲଞ୍ଚ ହେଲା ରାଜସ୍ଥାନ ରୟାଲ୍ସର ନୂଆ ଜର୍ସି

ଆଇପିଏଲ ୨୦୨୨ ପାଇଁ କିଛି ଦଳ ନିଜ ନିଜ ଜର୍ସି ଲଞ୍ଚ କରିଛନ୍ତି । ତେବେ ଏହାରି ଭିତରେ ଆଜି ରାଜସ୍ଥାନ ରୟାଲ୍ସ ଦଳ ମଧ୍ୟ ନିଜ ଟିମର ନୂଆ ଜର୍ସି ଲଞ୍ଚ କରିଛି । ରାଜସ୍ଥାନ ନିଜ ଟ୍ୱିଟର ପେଜରେ ଏକ ଭିଡିଓରେ ଏହାକୁ ଉନ୍ମୋଚନ…
Read More...

ଦିଲ୍ଲୀ କ୍ୟାପିଟାଲ୍ସର ଆସିଷ୍ଟାଣ୍ଟ କୋଚ୍ ଭାବେ ନିଯୁକ୍ତି ହେଲେ ୱାଟସନ

ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ମହାକୁମ୍ଭ ଆଇପିଏଲ୍ । ଚଳିତବର୍ଷ ୧୦ଟି ଟିମ୍ ରହିଥିବାରୁ ଏଥରର ଆଇପିଏଲ ଅଧିକ ଆକର୍ଷଣୀୟ ହେବାକୁ ଯାଉଛି । ଆଉ ଏହାରି ଭିତରେ ସବୁ ଦଳ ଅଭ୍ୟାସ ଆରମ୍ଭ କରିଥିବା ବେଳେ…
Read More...

ଶ୍ରେୟସ ଓ କେର ପାଇଲେ ଆଇସିସି ପ୍ଲେୟାର ଅଫ୍‌ ଦ ମନ୍ଥର ଆୱାର୍ଡ

ଇଣ୍ଟରନ୍ୟାସନାଲ କ୍ରିକେଟ କାଉନ୍ସିଲ ଅର୍ଥାତ୍‌ ଆଇସିସି ସୋମବାର ୧୪ ମାର୍ଚ୍ଚରେ ଫେବ୍ରୁଆରୀ ୨୦୨୨ ପାଇଁ ପ୍ଲେୟାର ଅଫ୍‌ ଦ ମନ୍ଥର ଘୋଷଣା କରି ଦେଇଛି। ମେନ୍ସ କ୍ୟାଟାଗୋରୀରେ ଭାରତୀୟ ଟିମ୍‌ର ଅଲ୍‌ ଫର୍ମାଟ ବେଟର ଶ୍ରେୟସ ଆୟର…
Read More...

କୋହଲି ସ୍ଥାନରେ ଆର୍‌ସିବିର କ୍ୟାପ୍ଟେନ୍‌ ଦାୟିତ୍ୱ ନେବେ ଦକ୍ଷିଣ ଆଫ୍ରିକା ଖେଳାଳି ଡୁପ୍ଲେସିସ୍

ଆଇପିଏଲ୍‌ ୨୦୨୨ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଟିମ୍‌ର କ୍ୟାପ୍ଟେନ୍ ଘୋଷଣା କରିଛି। ଏଥର ବିରାଟ କୋହଲିଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକା କ୍ୟାପ୍ଟେନ୍ ଫାପ୍ ଡୁପ୍ଲେସିସ୍ କ୍ୟାପ୍ଟେନ୍ ହେବେ ବୋଲି ଶନିବାର…
Read More...

ଘରୋଇ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ଶ୍ରୀସନ୍ଥ

୨୦୦୭ ଟି-୨୦ ବିଶ୍ଵ କପ୍ ଏବଂ ୨୦୧୧ ବିଶ୍ଵ କପ୍ ବିଜେତା ଭାରତୀୟ ଦଳର ସଦସ୍ୟ ଏସ ଶ୍ରୀସନ୍ଥ ପେଶାଦାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଶ୍ରୀସନ୍ଥ ନିକଟରେ ରଣଜୀ ଟ୍ରଫିରେ କେରଳ ପକ୍ଷରୁ ଖେଳୁଥିଲେ। ଆହତ ହେବା ପରେ…
Read More...

ଓଡ଼ିଶା ମହିଳା ହକି ଦଳ ଘୋଷଣା

ଭୁବନେଶ୍ୱର: ଓଡ଼ିଶା ସିନିଅର ଓ ଜୁନିଅର ମହିଳା ହକି ଦଳ ଘୋଷଣା ହୋଇଛି । ସିନିଅର ନ୍ୟାସନାଲ ଓ ଜୁନିଅର ନ୍ୟାସନାଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ୧୮ ଜଣିଆ ଲେଖାଏଁ ମହିଳା ଟିମ୍‌‌ ଘୋଷଣା କରାଯାଇଛି । ଓଡ଼ିଶା ସିନିଅର ନ୍ୟାସନାଲ ଟିମର…
Read More...

ଫେବୃଆରୀ ୧୫ରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍

କଟକ  : ଦୀର୍ଘ ପ୍ରତୀକ୍ଷା ପରେ କଟକ ବାରବାଟୀ ଷ୍ଟାଡିୟମକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ୍ । ଦୁଇ ବର୍ଷରୁ ଅଧିକ ସମୟ ପରେ ବାରବାଟୀରେ ଆସନ୍ତା ବର୍ଷ ଫେବୃଆରୀ ୧୫ରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ…
Read More...

ଘୋଷଣା ହେଲା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ

ଭୁବନେଶ୍ୱର : ଚଳିତ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ଘୋଷଣା କରାଯାଇଛି । ଟୋକିଓ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ହକି ଟିମ୍‌ର ସଦସ୍ୟ ତଥା ଓଡ଼ିଆ ପୁଅ ଅମିତ୍‌ ରୋହି ଦାସଙ୍କୁ ରାଜ୍ୟର ଶ୍ରେଷ୍ଠ…
Read More...

କୁସ୍ତିରେ ରୌପ୍ୟ ପଦକ ଜିତିଲେ ଭାରତର ରବି ଦହିୟା

ଟୋକିଓ :  ଟୋକିଓ ଅଲମ୍ପିକରେ ଭାରତକୁ ଆଉ ଏକ ପଦକ ମିଳିଛି । ୫୭ କେଜି ବର୍ଗରେ କୁସ୍ତି ଯୋଦ୍ଧା ରବି କୁମାର ଦହିୟା ରୌପ୍ୟ ପଦକ ପାଇଛନ୍ତି । ଋଷର କୁସ୍ତି ଯୋଦ୍ଧା ଜବୁର ୟୁଗେବଙ୍କ ସହ ରବି ଫାଇନାଲରେ ମୁହାଁମୁହିଁ ହୋଇଥିଲେ ।…
Read More...

ଅଲିମ୍ପିକ୍ସ ମହିଳା ହକି : ସେମିଫାଇନାଲ୍‌ରେ ଭାରତକୁ ୨-୧ରେ ହରାଇ ଫାଇନାଲରେ ଆର୍ଜେଣ୍ଟିନା

ଟୋକିଓ : ଟୋକିଓ ଅଲିମ୍ପିକ୍ସ ମହିଳା ହକି ସେମି ଫାଇନାଲରେ ଆର୍ଜେଣ୍ଟିନା ଭାରତକୁ ୨-୧ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଲଢୁଆ ପ୍ରଦର୍ଶନ କରିବା ସତ୍ତ୍ବେ ଭାରତୀୟ ଦଳ ନିରାଶ ହୋଇଛି । ତେବେ ଭାରତ ପାଇଁ ବ୍ରୋଞ୍ଜ…
Read More...

ବିଶ୍ୱ କ୍ୟାଡେଟ କୁସ୍ତି : ୭୩ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିଲେ ସୁନା ଝିଅ ପ୍ରିୟା

ନୂଆଦିଲ୍ଲୀ : ବିଶ୍ୱ କ୍ୟାଡେଟ କୁସ୍ତିରେ ଭାରତକୁ ସ୍ବର୍ଣ୍ଣ ପଦକ ହାସଲ ହୋଇଛି । ୭୩ କେଜି ବର୍ଗରେ ସ୍ବର୍ଣ୍ଣ ଜିତିଛନ୍ତି ଭାରତର ପ୍ରିୟା ମଲ୍ଲିକ । ବୁଲଗେରିଆ ପ୍ରତିଯୋଗୀଙ୍କୁ ହରାଇ ସ୍ବର୍ଣ୍ଣ ଜିତିଲେ ପ୍ରିୟା । ଫଳରେ…
Read More...

ଟୋକିଓ ଅଲିମ୍ପିକ୍ସରେ ଭାରତର ଅଭିଯାନ ଆରମ୍ଭ : ପ୍ରଥମ ପଦକ ଭାବେ ରୌପ୍ୟ ପଦକ ହାସଲ କରିଛନ୍ତି ମାରା ବାଈ ଚାନୁ

ଜାପାନ : ଟୋକିଓ ଅଲିମ୍ପିକ୍ସରେ ଭାରତର ଅଭିଯାନ ଆରମ୍ଭ । ପ୍ରଥମ ପଦକ ଭାବେ ରୌପ୍ୟ ପଦକ ହାସଲ କରିଛନ୍ତି ମାରା ବାଈ ଚାନୁ । ଭାରତ୍ତୋଳକରେ ପ୍ରଥମ ପଦକ ହାସଲ କରିଛି ଭାରତ । ୪୯ କେଜି ଭାରତ୍ତୋଳକରେ ସେ ଏହି ପଦକ ହାସଲ…
Read More...