ଉନ୍ନାଓ ପୀଡିତାଙ୍କ ମୃତ୍ୟୁ ପରେ ଧାରଣାରେ ବସିଲେ ଅଖିଳେଶ ଯାଦବ

ଲକ୍ଷ୍ନୌ: ଗତ ଶୁକ୍ରବାର ରାତ୍ରୀ ୧୧ଟା ୪୦ରେ ଉନ୍ନାଓ ଦୁଷ୍କର୍ମ ପୀଡିତା ଜୀବନ ମୃତ୍ୟୁ ସହ ଲଢେଇ କରି ଶେଷ ନିଃଶ୍ଵାସ ତ୍ୟାଗ କରିବା ପରେ ରାଜ୍ୟରେ ରାଜନୈତିକ ମାହୋଲ ସରଗରମ ହେଲାଣି। ମୃତ ପୀଡିତା ଓ ତାଙ୍କ ପରିବାରକୁ ନ୍ୟାୟ…
Read More...

“ମୋ ସରକାର”ରେ ୬ଟି ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତିଭୂମିରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ୬ଟି ଜିଲ୍ଲାର ମେଡିକାଲକୁ ନେଇ ଆଜି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ | ରାଜ୍ୟର ବିଭିନ୍ନ ଡାକ୍ତରଖାନାକୁ ମୋ ସରକାର ଟିମର ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ରିପୋର୍ଟ ସହ ରୋଗୀ ଓ…
Read More...

ଅନ୍ୟ ନେଟଓ୍ଵର୍କକୁ ଅସୀମିତ ଭଏସ କଲିଂ ସୁବିଧା ଦେବା ଏୟାରଟେଲ୍

ନୂଆଦିଲ୍ଲୀ: ଟେଲିକମ୍ ଅପରେଟର ଏୟାରଟେଲ ନିଜର ପ୍ରିପେଡ୍ ପ୍ଲାନରେ ପରିବର୍ତ୍ତନ କରିଛି। ଏହା ପରେ ଏୟାରଟେଲ୍ ଗ୍ରାହକଙ୍କୁ ନିଜର ନେଟଓ୍ଵକରେ ଅସୀମିତ ଭଏସ କଲର ସୁବିଧା ମିଳୁଛି। କିନ୍ତୁ ଦୁଇ ଦିନ ତଳେ ଜାରି ନୂତନ ପ୍ଲାନରେ…
Read More...

ଅଭିଯୁକ୍ତଙ୍କୁ ଗୁଳି କରି ମାର: ଉନ୍ନାଓ ପୀଡ଼ିତାଙ୍କ ବାପା

ନୂଆଦିଲ୍ଲୀ: ମୋ ଝିଅ ସହିତ ହୋଇଥିବା ଦୁଷ୍କର୍ମ ଘଟଣାର ଅଭିଯୁକ୍ତଙ୍କୁ ଗୁଳି କରି ମାର। ଏହା କହିଛନ୍ତି ଗତାକଲି ରାତିରେ ମୃତ୍ୟୁ ଘଟିଥିବା ଉନ୍ନାଓ ପୀଡ଼ିତାଙ୍କର ବାପା। ହାଇଦ୍ରାବାଦ ଦୁଷ୍କର୍ମ ଘଟଣାରେ ୪ ଅଭିଯୁକ୍ତଙ୍କୁ…
Read More...

ଉନ୍ନାଓର ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ଏଭଳି କହିଲେ

ଲକ୍ଷ୍ନୌ: ଶୁକ୍ରବାର ରାତିରେ ପରଲୋକ ଗମନ କରିଥିବା ଉନ୍ନାଓର ଦୁଷ୍କର୍ମ ପୀଡ଼ିତାଙ୍କ ଲାଗି ଦୁଃଖ ପ୍ରକାଶ କରି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଏହି ମାମଲା ଫାଷ୍ଟ୍‍-ଟ୍ରାକ୍‌ କୋର୍ଟକୁ…
Read More...

ଟି-୨୦ରେ ରାହୁଲଙ୍କ ହଜାରେ ରନ୍ ପୂରଣ

ହାଇଦ୍ରାବାଦ: ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ଅନ୍ତର୍ଜାତୀୟ ଟି-୨୦ରେ ୧ହଜାର ରନ୍ ପୂରଣ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-୨୦ରେ ରାହୁଲ୍ ଏହି ଉପଲବ୍ଧି ହାସଲ କରିଛନ୍ତି।ଏହି ମ୍ୟାଚ୍…
Read More...

ଦେଶର ଟପ-୧୦ ଥାନା ତାଲିକା: ଓଡିଶାକୁ ନାମ ନାହିଁ

ନୂଆଦିଲ୍ଲୀ: ଦେଶରେ ମହିଳାଙ୍କ ପ୍ରତି ବଢୁଥିବା ହିଂସାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଆକ୍ରୋଶ ରହିଛି | ପୁଲିସ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ସାଧାରଣ ଲୋକ ପ୍ରଶ୍ନ ଉଠାଇଥିବାବେଳେ ଗୃହ ମନ୍ତ୍ରାଳୟ ଦେଶର ଟପ-୧୦ ବା…
Read More...

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’

ନୂଆଦିଲ୍ଲୀ: ଉନ୍ମୋଚନ ହେବାର ମାତ୍ର ବର୍ଷକ ମଧ୍ୟରେ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ର ଦୈନିକ ଦର୍ଶକଙ୍କ ସଂଖ୍ୟା ୧୩୩ ବର୍ଷ ପୁରାତନ ଯୁକ୍ତରାଷ୍ଟ୍ର ଆମେରିକାର ‘ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି’କୁ ଟପି ଯାଇଛି। ଗୁଜରାଟର ଏହି ବିଶାଳ…
Read More...

ସେବାଶ୍ରମ ଛାତ୍ରୀ ଗର୍ଭବତୀ ଘଟଣା : ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ହିଁ କରିଥିଲା ଦୁଷ୍କର୍ମ

ଜୟପୁର : ଜୟପୁର ସହର ଉପକଣ୍ଠ ଫାମ୍ପୁଣୀ ସେବାଶ୍ରମର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ତେଣୁ ପୁଲିସ ଆଜି…
Read More...

୨୬ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନ ଦେଶବିଦେଶରେ ପର୍ଯ୍ୟଟକଙ୍କ ପାଇଁ ୯ ଦିନ ବନ୍ଦ ରହିବ। ଚଳିତମାସ ୨୬ ତାରିଖରୁ ଜାନୁଆରି ୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ। ବିଶେଷକରି ବିଦ୍ୟାଳୟ ଶୀତ ଛୁଟି ସମୟରେ ଭିତରକନିକା…
Read More...