Odisha ପୁରୀ ଗଣଦୁଷ୍କର୍ମକୁ ବିରୋଧ କରି ରାଜ୍ୟ ଗୃହମନ୍ତ୍ରୀଙ୍କ ଘର ଉପରକୁ ଟମାଟୋ ମାଡ଼ OPA Dec 4, 2019 0 ଭୁବନେଶ୍ୱର: ଆଜି ପୁରୀ ଗଣଦୁଷ୍କର୍ମକୁ ବିରୋଧ କରି ଓଡ଼ିଶା ରାଜ୍ୟ ଗୃହମନ୍ତ୍ରୀଙ୍କ ଘର ଉପରକୁ ଟାମାଟୋ ମାଡ଼ କରାଯାଇଛି। ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ଛାତ୍ର ସଂଗଠନ ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ୍… Read More...
Odisha ଜଟଣୀ ବ୍ଲକ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଗସ୍ତ OPA Dec 4, 2019 0 ଜଟଣୀ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ଆକସ୍ମିକ ଭାବେ ଜଟଣୀ ବ୍ଲକ୍କୁ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ଜଟଣୀ ବିଇଓ ଅଫିସର ୪ଜଣ ଅନୁପସ୍ଥିତ ଥିଲେ। ତେଣୁ ଅଫିସ୍ରେ କାହିଁକି ଅନୁପସ୍ଥିତ ଥିଲେ… Read More...
Odisha ପୁରୀ ଗଣଦୁଷ୍କର୍ମ ମାମଲା: ଦୁଇ ଗିରଫ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ପୁଲିସ OPA Dec 4, 2019 0 ପୁରୀ: ପୁରୀ ପୁଲିସ କ୍ୱାର୍ଟସ୍ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁଲିସ ଦୁଇ ଅଭିଯୁକ୍ତକୁ ଗିରଫ କରିଥିଲା। ଦୁଇ ଅଭିଯୁକ୍ତ ବହିଷ୍କୃତ ପୁଲିସ କର୍ମଚାରୀ ଜିତେନ୍ଦ୍ର ସେଠୀ ଓ ରାଜେଶ ସେଠୀଙ୍କୁ ପୁଲିସ ୭ଦିନିଆ… Read More...
Odisha ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ କୋଠାବାଡ଼ି ଉଚ୍ଛେଦ OPA Dec 4, 2019 0 ପୁରୀ: ବୁଧବାର ପୂର୍ବାହ୍ନରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ କୋଠାବାଡ଼ି ଉଚ୍ଛେଦର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଆଜି ପ୍ରଥମେ ଶ୍ରୀମନ୍ଦିର ନିକଟରେ ଥିବା ପୌରସଂସ୍ଥା ଡାକ୍ତରଖାନା ଭଙ୍ଗା ଆରମ୍ଭ ହୋଇଛି।… Read More...
National ବରିଷ୍ଠ ନାଗରିକ ଆଇନରେ ସଂଶୋଧନକୁ କ୍ୟାବିନେଟ ମଂଜୁରୀ OPA Dec 4, 2019 0 ନୂଆଦିଲ୍ଲୀ : ଦେଶରେ ବରିଷ୍ଠ ନାଗରିକଙ୍କ ଉପରେ ହିଂସାତ୍ମକ ଘଟଣା ମାତ୍ରା ବଢୁଥିବାରୁ ଓ କେତେକ କ୍ଷେତ୍ରରେ ସନ୍ତାନମାନେ ବୃଦ୍ଧ ପିତାମାତାଙ୍କ ଭରଣପୋଷଣ କରୁନଥିବାରୁ କେନ୍ଦ୍ର ସରକାର କେତେକ ପଦକ୍ଷେପ ନେଇଛନ୍ତି । କେନ୍ଦ୍ର… Read More...
National ଆଇଟିବିପି କ୍ୟାମ୍ପରେ ଯବାନଙ୍କ ଉନ୍ମତକାଣ୍ଡ: ୬ ଯବାନ ମୃତ OPA Dec 4, 2019 0 ରାୟପୁର: ଛତିଶଗଡ ନାରାୟଣପୁର ଜିଲ୍ଲା କୋଡନାର ଆଇଟିବିପି କ୍ୟାମ୍ପରେ ଯବାନଙ୍କ ଉନ୍ମତକାଣ୍ଡ । ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟି ଆଖିବୁଜା ଗୁଳିମାଡରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।… Read More...
National ନାଗରିକତ୍ୱ ସଂଶୋଧନ ବିଧେୟକକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁର OPA Dec 4, 2019 0 ନୂଆଦିଲ୍ଲୀ: ଧାର୍ମିକ ଉତ୍ପୀଡ଼ର ସରବ୍ୟ ହେଉଥିବା ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ଅଣମୁସଲମାନ ଶରଣାର୍ଥୀମାନଙ୍କୁ ନାଗରିକତ୍ୱ ପ୍ରଦାନ ନିମନ୍ତେ ପ୍ରସ୍ତୁତ ନାଗରିକତ୍ୱ (ସଂଶୋଧନ) ବିଧେୟକକୁ ବୁଧବାର ଦିନ କେନ୍ଦ୍ର… Read More...
Odisha ଲିଙ୍ଗରାଜ ମନ୍ଦିର ଉନ୍ନୟନ କାମର ସମୀକ୍ଷା କଲେ ୫ଟି ସଚିବ OPA Dec 4, 2019 0 ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରକୁ ଅଚାନକ ପରିଦର୍ଶନରେ ଆଜି ଭୋର ୪ଟାରୁ ୪.୩୦ ମଧ୍ୟରେ ୫ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ ଯାଇଥିଲେ ।ଲିଙ୍ଗରାଜ ମନ୍ଦିରର ଭିତର ଓ ବାହାରର ବିକାଶ ମୂଳକ କାର୍ୟ୍ୟ ନେଇ ତଦାରଖ… Read More...
National ଚିଦାମ୍ୱରମଙ୍କୁ ମିଳିଲା ଜାମିନ୍ OPA Dec 4, 2019 0 ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଦାଏର ହୋଇଥିବା ମନି ଲଣ୍ଡରିଂ ମାମଲାର ଜାମିନ୍ ପାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ୱରମ। ସୁପ୍ରିମକୋର୍ଟ ଆଜି… Read More...
Odisha କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା: ପୀଡ଼ିତାଙ୍କ ଘରେ ଏସ୍ଆଇଟିର ତନାଘନା OPA Dec 4, 2019 0 କୋରାପୁଟ/ପଟାଙ୍ଗୀ: କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତକୁ ତ୍ବରାନ୍ବିତ କରିଛି ସ୍ବତନ୍ତ୍ର ଅନୁସନ୍ଧାନକାରୀ ଟିମ୍ (ଏସ୍ଆଇଟି)। ପୀଡ଼ିତାଙ୍କ ଘରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି ଟିମ୍। ଏହା ସହ… Read More...