Odisha ପୁଣିଥରେ ଭାଇରାଲ ହେଲା ଶ୍ରୀମନ୍ଦିର ଆନନ୍ଦବଜାରର ଫଟୋ OPA Nov 25, 2019 0 ପୁରୀ: ପୁଣି ଶ୍ରୀମନ୍ଦିରର ଫଟୋ ଭାଇରାଲ୍। ନିକଟରେ ସୋସିଆଲ ମିଡିଆରେ ଭୋଗ ମଣ୍ଡପର ଦୃଶ୍ୟ ଭାଇରାଲ ହେବା ପରେ ଏବେ ପୁଣି ଜଣେ ବ୍ୟକ୍ତି ଆନନ୍ଦବଜାରର ଫଟୋ ଭାଇରାଲ କରିଛନ୍ତି। ଫଳରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ… Read More...
Odisha ଉତ୍କଳ ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରିବାରେ ଆଲୁମିନି ନିଅନ୍ତୁ ବଡ ଭୂମିକା: ଧର୍ମେନ୍ଦ୍ର ପ୍ରଧାନ OPA Nov 24, 2019 0 ଭୁବନେଶ୍ୱର: ନେତୃତ୍ୱ ବିନା ସମାଜ ବା ସଂଗଠନ ଆଗେଇ ପାରିବ ନାହିଁ । ଉତ୍କଳ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ନେବା ପାଇଁ ଆଜି ସମସ୍ତଙ୍କର ସମୟ ଆସିଛି । ଉତ୍କଳ ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଭାବରେ ଅବସ୍ଥାପିତ… Read More...
Sports ୨୭ତମ ଏକଲବ୍ୟ ପୁରସ୍କାର ପାଇବେ ଝିଲି ଦଳବେହେରା OPA Nov 24, 2019 0 ଯବାମଣୀ ଟୁଡୁ ଓ ନମିତା ଟୋପ୍ପୋ ଉପବିଜେତାଭୁବନେଶ୍ୱର: ଅନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଭାରୋତଳକ ଝିଲି ଦଳବେହେରା ୨୦୧୯ ମସିହାର ସମ୍ମାଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଜି!-->!-->!-->… Read More...
Sports ଆସନ୍ତା ମ୍ୟାଚ୍ ପାଇଁ ବାରବାଟୀ ଷ୍ଟାଡିୟମର ମରାମତି କାମ ଜାରି; ୧୦କୋଟି ଅନୁଦାନ ଦେଲା ବିସିସିଆଇ OPA Nov 24, 2019 0 କଟକ:ଆସନ୍ତା ୨୨ ତାରିଖରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ତୃତୀୟ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ। ଏହି ମ୍ୟାଚ୍ ଲାଗି ଓଡ଼ିଶା କ୍ରିକେଟ୍ ଆସୋସିଏସନ(ଓସିଏ)!-->… Read More...
Odisha ୯ ଗାଡ଼ିରେ ନିଆଁ ଲଗାଇଦେଲେ ନକ୍ସଲ OPA Nov 24, 2019 0 ମାଲକାନଗିରି: ପଡ଼ୋଶୀ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ରବିବାର ଅପରାହ୍ଣରେ ପୁଣି ଥରେ ନକ୍ସଲ ଉପଦ୍ରବ ଦେଖିବାକୁ ମିଳିଛି। ନକ୍ସଲମାନେ ୯ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ନକ୍ସଲମାନେ ନିଆଁ!-->… Read More...
Entertainment କଙ୍ଗନା ରାଣାୱତଙ୍କ ‘ଥଲାଇଭି’ ଫାଷ୍ଟଲୁକ୍ ରିଲିଜ୍ OPA Nov 24, 2019 0 ମୁମ୍ବାଇ: ତାମଲ୍ନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ବାୟୋପିକ୍ ‘ଥଲାଇଭି’ରେ କଙ୍ଗନା ରାଣାୱତ ଲିଡ୍ ରୋଲ୍ରେ ଅଭିନୟ କରୁଛନ୍ତି। ଆଉ ଗତକାଲି କଙ୍ଗନାଙ୍କ ଫାଷ୍ଟ୍ ଲୁକ୍କୁ ରିଲିଜ୍ କରାଯାଇଛି।!-->… Read More...
National ଆସନ୍ତାକାଲି ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମାମଲାର ପରବର୍ତ୍ତୀ ଶୁଣାଣି OPA Nov 24, 2019 0 ନୂଆଦିଲ୍ଲୀ : ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ଶିବସେନା, ଏନସିପି ଓ କଂଗ୍ରେସ ପକ୍ଷରୁ ସୁପ୍ରିମ କୋର୍ଟରେ ଗତକାଲି ଯେଉଁ ପିଟିସନ ଦାଖଲ କରାଯାଇଥିଲା ତାହାର ଶୁଣାଣି କରି ସୁପ୍ରିମ୍ କୋର୍ଟର ୩ ଜଣିଆ!-->… Read More...
National ୫୯ତମ ‘ମନ୍କି ବାତ୍’ ସଂସ୍କରଣରେ ଏଭଳି ମତ ରଖିଲେ ମୋଦୀ OPA Nov 24, 2019 0 ନୂଆଦିଲ୍ଲୀ: ଗୋଟିଏ ପକ୍ଷରେ, ଶେଷକୁ ଏକ ସୁରକ୍ଷିତ ଆଇନ୍ ସଂଗ୍ରାମର ଅବସାନ ଘଟିଲା, ଅନ୍ୟ ପକ୍ଷରେ, ଦେଶରେ ନ୍ୟାୟପାଳିକାର ମର୍ଯ୍ୟାଦା ବଢ଼ିଲା। ନିରୋଳା ସତ୍ୟ ଆଧାରରେ କହିଲେ, ଏହି ରାୟ ଆମ ଦେଶର ନ୍ୟାୟପାଳିକାର ଗୋଟାଏ!-->… Read More...
National ଅଯୋଧ୍ୟାରେ ଗୋରୁମାନେ ପିନ୍ଧିବେ କୋଟ୍ OPA Nov 24, 2019 0 ଲକ୍ଷ୍ନୌ: ଗୋ-ଆଶ୍ରୟସ୍ଥଳରେ ଥିବା ୧୨୦୦ ଗୋରୁମାନଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ଅଯୋଧ୍ୟା ମୁନିସିପାଲ୍ କର୍ପୋରେସନ୍ ଝୋଟ ତିଆରି କୋଟ୍ ସିଲାଇ କରାଉଛି।ବିଜେପି ନେତା ମେୟର ଋଷିକେଶ ଉପାଧ୍ୟାୟ କହିଛନ୍ତି:!-->!-->!-->… Read More...
Odisha ଯିଏ ଦିନେ ହାତରେ ଧରୁଥିଲେ ବନ୍ଧୁକ, ଆଜି ସଫେଇ କାର୍ଯ୍ୟ ପାଲଟିଛି ତାଙ୍କର ପେଷା OPA Nov 24, 2019 0 ମାଲକାନଗିରି: ମାଓନେତ୍ରୀରୁ ସଫେଇ କର୍ମଚାରୀ । ବନ୍ଧୁକ ବଦଳରେ ହାତରେ ଝାଡୁପୋଛା । ଲାଲଗଡରେ ମହିଳା ମାଓବାଦୀଙ୍କ ଦବଦବା କିଛି କମ ନାହିଁ । ହାତରେ ବନ୍ଧକୁ ଧରି ଜଙ୍ଗଲ ଭିତରେ ଏବେ ବି ରାଜ କରୁଛନ୍ତି ଅନେକ ମାଓନେତ୍ରୀ ।!-->… Read More...