ଶୀତକାଳୀନ ଅଧିବେଶନ; ସଂସଦରେ କାଶ୍ମୀର, ଜେଏନ୍‌ୟୁ ତାତି

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ଆଜି ଦ୍ବିତୀୟ ଦିବସରେ ବି ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଜେଏନ୍‌ୟୁ ଛାତ୍ର ଆନ୍ଦୋଳନ ଏବଂ କଶ୍ମୀର ପ୍ରସଙ୍ଗରେ ବିରୋଧୀ ଦଳର ହଟ୍ଟଗୋଳ ଯୋଗୁଁ ରାଜ୍ୟସଭାରେ କୌଣସି କାମ…
Read More...

ନେହେରୁଙ୍କ ଆନନ୍ଦ ଭବନକୁ ୪. ୩୫ କୋଟି ଟଙ୍କାର ଟିକସ ନୋଟିସ

ପ୍ରୟାଗରାଜ: ଗୃହଟିକସ ବାବଦକୁ ୪. ୩୫ କୋଟି ଟଙ୍କା ଦାଖଲ କରିବାକୁ ପ୍ରୟାଗରାଜ ମୁନିସପାଲ କର୍ପୋରେସନ ଆନନ୍ଦ ଭବନ, ସ୍ୱରାଜ ଭବନ ଏବଂ ଜବାହର ପ୍ଲାନେଟେରିୟମ୍‌କୁ ନୋଟିସ ଦେଇଛି।ଆନନ୍ଦ ଭବନ ଓ ସ୍ୱରାଜ ଭବନ ନେହେରୁ…
Read More...

୧ରୁ ଟ୍ରାଫିକ ନିୟମ କଡ଼ାକଡ଼ି; ଆରଟିଓ ଅଫିସରେ ଗାଡ଼ି ଚାଳକଙ୍କ ଭିଡ଼

ଭୁବନେଶ୍ୱର : ଡିସେମ୍ବର ୧ ତାରିଖରୁ ପୁଣି ଆରଟିଓ ନିୟମ କଡାକଡ଼ି କରାଯିବ। ଏହି ଖବର ପ୍ରଚାରିତ ହେବା ପରଠୁ  ଛାନିଆ ହୋଇ ପଡ଼ିଲେଣି ଗାଡ଼ି ଚାଳକ। କିଛି ଦିନର ବ୍ୟବଧାନ ପରେ ପୁଣି ଭୁବନେଶ୍ୱରର ୨ଟି ଯାକ ଆରଟିଓ ଅଫିସ…
Read More...

ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିବେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତର ବଡ଼ କୂଟନୀତିକ ବିଜୟ ହୋଇଛି। ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଗୋତବାୟା ରାଜପାକ୍ସେ ତାଙ୍କର ପ୍ରଥମ ବିଦେଶ ଗସ୍ତ ଭାରତକୁ ହିଁ କରିବେ। ରବିବାର ସେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବା ପରେ ଭାରତର…
Read More...

ଆଜିଠୁ ୨ଦିନିଆ ବଲାଙ୍ଗୀର ବନ୍ଦ ପାଳନ

ବଲାଙ୍ଗୀର:୩ ଦଫା ଦାବୀ ନେଇ ଆଜି ଓ କାଲି ବଲାଙ୍ଗିର ଆକ୍ସନ କମିଟି ପକ୍ଷରୁ ଦୁଇ ଦିନିଆ ବଲାଙ୍ଗିର ବନ୍ଦ ପାଳନ କରାଯାଉଛି । ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା , ଲୋୟର ସୁକତେଲ କାମ ଆରମ୍ଭ ଓ ବାଇପାସ୍ ରାସ୍ତା ନିର୍ମାଣ…
Read More...

ଗାଁକୁ ଫେରିଯିବ ଜଗା, କାଳିଆ ବି ଡିସଚାର୍ଜ ହେବ

କଟକ: ଜଗା ଫେରିଯିବ ଗାଁକୁ। କନ୍ଧମାଳର ଫିରିଙ୍ଗିଆରେ ଥିବା ତାର ଗାଁକୁ ନେଇଯିବା ପାଇଁ ଯୋଜନା କରିଛନ୍ତି ତାଙ୍କ ପରିବାର। ଏନେଇ ଏସ୍‌ସିବି ଅଧୀକ୍ଷକଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି ଜଗାର ମା ପୁଷ୍ପାଞ୍ଜଳି କହଁର।…
Read More...

ଆଜି ସରିବ କଟକ ବାଲିଯାତ୍ରା

କଟକ: କଟକର ଐତିହାସିକ ବାଲିଯାତ୍ରା ଆଜି ୮ ଦିନ ଅତିକ୍ରାନ୍ତ କରିଛି। ୮ମ ସଂଧ୍ୟାରେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ କେ.କେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ନିଜ ସଂଗୀତର ଯାଦୁ ଦେଖାଇଛନ୍ତି। ବାଲିଯାତ୍ରା ପଡିଆରେ ଆଜି…
Read More...

ଆଜି ପ୍ରଥମାଷ୍ଟମୀ

ପୁରୀ:ଆଜି ପ୍ରଥମାଷ୍ଟମୀ । ଏହି ଅବସରରେ ଓଡ଼ିଆ ଘରର ବଡ଼ ପୁଅ କିମ୍ବା ଝିଅଙ୍କୁ ପୂଜାର୍ଚ୍ଚନା କରିବା ସହ ନୂଆ ବସ୍ତ୍ର ପିନ୍ଧିବାର ପରମ୍ପରା ରହିଛି। ଏଥିଲାଗି ଚଳଚଞ୍ଚଳ ହୋଇ ଉଠିଛି ଗାଁଠାରୁ ସହର। ଘରେ ଘରେ ହଳଦି ପତ୍ର…
Read More...

ଇମ୍ଫା ଓ ଏନ୍‌ଆଇଟି ମଧ୍ୟରେ ଚୁକ୍ତି

ଭୁବନେଶ୍ୱର: ଇଣ୍ଡିଆନ ମେଟାଲ୍ସ ଓ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା)ର ପ୍ରତିଷ୍ଠାତା ସ୍ୱର୍ଗତ ଡ. ବଂଶୀଧର ପଣ୍ଡାଙ୍କ ସ୍ମୃତିରେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ସ୍ ଅଫ୍ ଟେକ୍ନୋଲୋଜି (ଏନ୍‌ଆଇଟି) ରାଉରକେଲାରେ ଏକ…
Read More...

ସଞ୍ଜୟ ସାହୁଙ୍କୁ ‘ବେଷ୍ଟ ପିଆର୍‌ଓ’ ପୁରସ୍କାର

ଭୁବନେଶ୍ୱର : କର୍ପୋରେଟ୍ ଯୋଗାଯୋଗ ଏବଂ ଗଣମାଧ୍ୟମ ସମ୍ପର୍କ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଦ୍ୱାରା ସଞ୍ଜୟ କୁମାର ସାହୁଙ୍କୁ ‘ବେଷ୍ଟ ପବ୍ଲିକ୍ ରିଲେସନ ଅଫିସର୍‌’ ସମ୍ମାନରେ…
Read More...