Politics ଝାଡଖଣ୍ଡ ବିଧାନସଭା ନିର୍ବାଚନ: ବିଜେପିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା OPA Nov 15, 2019 0 ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ତୃତୀୟ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେପି ତୃତୀୟ ପର୍ୟ୍ୟାୟରେ ମୋଟ ୧୫ ଜଣ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହାପୂର୍ବରୁ ବିଜେପି ୫୩!-->… Read More...
Odisha ଦୁର୍ଗନ୍ଧ ବାହାରୁଥିବା ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ OPA Nov 15, 2019 0 ସମ୍ବଲପୁର: ବନ୍ଦ ଘରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ । ସମ୍ବଲପୁର ସହରର ମୁଦିପଡାରେ ତିନି ଦିନ ହେଲା ବନ୍ଦ ପଡିଥିବା ଏକ ଘରୁ ଜଣେ ମହିଳାଙ୍କ ଶବ ପୁଲିସ ଉଦ୍ଧାର କରିଛି । ଏହି ଭଡା ଘରେ ବାହାରପଟୁ ତାଲା ଝୁଲୁଥିବା!-->… Read More...
Odisha ୧୨ ଘଂଟିଆ ବ୍ରଜରାଜନଗର ବନ୍ଦ OPA Nov 15, 2019 0 ନୂଆପଡା:ଏନଏସି ମାନ୍ୟତା ଦାବିରେ ଆଜି ୧୨ ଘଂଟିଆ ସିନାପାଲି ବନ୍ ଡାକରା ଦିଆଯାଇଛି । ଫଳରେ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି । ଦୀର୍ଘଦିନ ଧରି ନୂଆପଡା ଜିଲ୍ଲା ସିନାପାଲି ଅଂଚଳକୁ ଏନଏସି ମାନ୍ୟତା ଦେବାକୁ!-->!-->!-->… Read More...
Odisha ନିଶା ନିବାରଣ ମଂଚ ପକ୍ଷରୁ ଅବକାରୀ ମନ୍ତ୍ରୀଙ୍କ ବାସଭବନ ଘେରାଉ OPA Nov 15, 2019 0 ଭୁବନେଶ୍ୱର: ନିଶା ନିବାରଣ ଅଭିଯାନ ମଂଚ ପକ୍ଷରୁ ଅବକାରୀ ମନ୍ତ୍ରୀଙ୍କ ବାସଭବନ ଘେରାଓ । ରାଜ୍ୟରେ ଅଧିକ ମଦ ଦୋକାନ ଖୋଲିବାକୁ ବିରୋଧ କରି ଅବକାରୀ ମନ୍ତ୍ରୀ ନିରଂଜନ ପୂଜାରୀଙ୍କ ବାସଭବନ ଘେରାଓ କରିଛି ମଂଚ । ଗାନ୍ଧୀଙ୍କ!-->… Read More...
Odisha ବନ୍ଦ ଘରୁ ବାହାରୁଛି ଦୁର୍ଗନ୍ଧ; ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଆଜି ଭଙ୍ଗା ହେବ କବାଟ OPA Nov 15, 2019 0 ସମ୍ବଲପୁର : ସମ୍ବଲପୁର ସହର ମୁଦିପଡ଼ା ପାଣିଟାଙ୍କି ପଡ଼ାର ଏକ ବନ୍ଦ ଘରୁ ବାହାରୁଛି ଦୁର୍ଗନ୍ଧ। ଏହି ଭଡ଼ା ଘରେ ତାଲା ଝୁଲୁଥିବାବେଳେ ଭିତରୁ ଏଭଳି ଉତ୍କଟ ଗନ୍ଧ ବାହାରିବା ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।!-->… Read More...
Odisha ବାବା ଆଖଣ୍ଡଳମଣି ଭଣ୍ଡାର ଘରେ ଅଗ୍ନିକାଣ୍ଡ, ଜଳିଗଲା ପୂଜା ସାମଗ୍ରୀ OPA Nov 15, 2019 0 ଚାନ୍ଦବାଲି : ଭଦ୍ରକ ଜିଲ୍ଲାର ଆରଡିସ୍ଥିତ ବାବା ଆଖଣ୍ଡଳମଣି ମନ୍ଦିରର ଭଣ୍ଡାର ଘରେ ନିଆଁ ଲାଗି ପୋଡିଗଲା ଠାକୁରଙ୍କ ପୂଜା ସାମଗ୍ରୀ। ଗତକାଲି ବିଳମ୍ବିତ ରାତିରେ ବାବା ଆଖଣ୍ଡଳମଣିଙ୍କ ଭଣ୍ଡାର ଘରେ ନିଆଁ ଲାଗିଥିଲା। ଖବର!-->… Read More...
Odisha ୨୦ରୁ କଂଗ୍ରେସର ତିନି ଦିନିଆ ଆନ୍ଦୋଳନ OPA Nov 15, 2019 0 ଭୁବନେଶ୍ୱର : ଆସନ୍ତା ୨୦ ତାରିଖରୁ ୩ ଦିନ ବ୍ୟାପି ଜିଲ୍ଲା ସ୍ତରରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ। ଅର୍ଥନୈତିକ ମାନ୍ଦାବସ୍ଥା, ଉତ୍କଟ ବେକାରୀ ସମସ୍ୟା, ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଓ ସର୍ବୋପରି କେନ୍ଦ୍ରର!-->… Read More...
Odisha ଟ୍ରେନରେ ଜନ୍ମ ନେଇଥିବା ୩ ନବଜାତ ଶିଶୁପୁତ୍ରଙ୍କର ମୃତ୍ୟୁ OPA Nov 15, 2019 0 ଭଦ୍ରକ: ଟ୍ରେନରେ ଯାତ୍ରା ସମୟରେ ଏକାଥରକେ ଜଣେ ମହିଳା ଯାତ୍ରୀ ୩ ଶିଶୁ ପୁତ୍ର ପ୍ରସବ କରିଥିବା ଖବର ଯେତିକି ଚାଞ୍ଚଲ୍ୟ ଖେଳାଇ ଦେଇଥିଲା, ଏବେ ସେହି ତିନି ନବଜାତ ଶିଶୁଙ୍କର ମୃତ୍ୟୁ ଘଟଣା ସେତିକି ଶୋକାକୁଳ ପରିସ୍ଥିତି!-->… Read More...
Odisha ଆସିକା ଉପ କାରାଗରରେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ OPA Nov 15, 2019 0 ଆସିକା :ଗଞ୍ଜାମ ଜିଲ୍ଲାର ଆସିକା ଉପ କାରାଗରରେ ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ତାଙ୍କର ହୃଦଘାତରେମୃତ୍ୟୁ ଘଟିଥିବାର ସନ୍ଦେହ କରାଯାଉଛି। ତେବେ ପୋଷ୍ଟମର୍ଟମ୍ ରିପୋର୍ଟ ଆସିବାପରେ ମୃତ୍ୟୁର ଅସଲ!-->… Read More...
Odisha ଆଜି ରାଜ୍ୟ କ୍ୟାବିନେଟ ବୈଠକ OPA Nov 15, 2019 0 ଭୁବନେଶ୍ୱର:ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇ ଅନୁମୋଦନ ମିଳିପାରେ ବୋଲି ଅନୁମାନ କରାଯାଉଛି । ଲୋକସଭା ଭବନରେ ଆଜି ଦିନ ୧୨ଟା!-->!-->!-->… Read More...