ହୁଇଲ୍ ଚେୟାର୍ ଫେନସିଂ ବିଶ୍ୱକପରେ ଭାଗ ନେବେ ୩ ଓଡ଼ିଆ

ଭୁବନେଶ୍ୱର: ନେଦରଲ୍ୟାଣ୍ଡର ଆମଷ୍ଟରଡାମ ସହରରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ହୁଇଲ୍ ଚେୟାର୍ ଫେନସିଂ ବିଶ୍ୱକପ୍। ଏହି ବିଶ୍ୱକପରେ ଓଡ଼ିଶାର ତିନିଜଣ ଖେଳାଳି ଯଥା ରମେଶ ରାଓ, ରାଖାଲ କୁମାର ସେଠୀ, ଦେବାମୃତ ସାହୁ…
Read More...

ରାହୁଲଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ: ଗୁରୁବାର ରାହୁଲ ଗାନ୍ଧିଙ୍କ ବିରୋଧରେ ଚାଲିଥିବା କୋର୍ଟ ଅବମାନନା ମାମଲା ବନ୍ଦ କରିବା ସହ ତାଙ୍କୁ ଚେତାବନୀ ଦେଇଛନ୍ତି। ରାଫେଲ୍‌ ଚୁକ୍ତିକୁ ନେଇ ରାହୁଲ ପୂର୍ବରୁ କହିଥିଲେ, କୋର୍ଟ କହିଛନ୍ତି ‘ଚୌକିଦାର ଚୌର…
Read More...

ଆଜିଠାରୁ ମୋ’ ସ୍କୁଲ ମୋବାଇଲ୍‌ ଆପ୍‌; ମୁଖ୍ୟମନ୍ତ୍ରୀ କରିବେ ଉନ୍ମୋଚନ

ଭୁବନେଶ୍ବର : ‘ମୋ ସ୍କୁଲ’। ବିଦ୍ୟାଳୟର ବିକାଶରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ୨୦୧୭ ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ପଦକ୍ଷେପ ନେଇଥିଲେ। ଲକ୍ଷ୍ୟ ଥିଲା, ପୁରାତନ ଛାତ୍ରଛାତ୍ରୀଙ୍କୁ…
Read More...

ସୁପ୍ରିମ୍‌ କୋର୍ଟରେ ରାଫେଲ୍‌ ରିଭ୍ୟୁ ପିଟିସନ୍‌ ଖାରଜ

ନୂଆଦିଲ୍ଲୀ: ଫ୍ରାନ୍ସର ଡସଲ୍ଟ ଏଭିଏସନ୍ଠଠାରୁ ୩୬ଟି ରାଫେଲ୍‌ ଲଢୁଆ ବିମାନ କ୍ରୟ ବାବଦରେ ଏନ୍‌ଡିଏ ସରକାରଙ୍କୁ ସୁପ୍ରିମ୍‌ କୋର୍ଟ ଦେଇଥିବା କ୍ଲିନ୍‌ ଚିଟ୍‌ର ପୁନଃ ସମୀକ୍ଷା ପାଇଁ ଦାଏର କରାଯାଇଥିବା ପିଟିସନ୍‌ଗୁଡ଼ିକୁ…
Read More...

ଡିସେମ୍ବର ୧୪କୁ ଘୁଞ୍ଚିଲା ମହାନଦୀ ଜଳବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ମାମଲାର ଶୁଣାଣି ଡିସେମ୍ବର ୧୪କୁ ଘୁଞ୍ଚିଯାଇଛି। ପୂର୍ବରୁ ଟ୍ରିବ୍ୟୁନାଲ ଏହି ମାମଲାର ଶୁଣାଣି ପାଇଁ ନଭେମ୍ବର ୩୦ ତାରିଖ ଧାର୍ଯ୍ୟ କରିଥିଲେ। ହେଲେ, କୌଣସି କାରଣବଶତଃ ଟ୍ରିବ୍ୟୁନାଲଙ୍କ…
Read More...

ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ହସ୍ପିଟାଲ୍‌ରେ ଭର୍ତ୍ତି

ଲକ୍ଷ୍ନୌ : ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଲକ୍ଷ୍ନୌର ସଂଜୟ ଗାନ୍ଧୀ ପୋଷ୍ଟଗ୍ରାଜୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଛି।…
Read More...

ସଡ଼କ ଦୁର୍ଘଟଣା: ୭ ମୃତ, ୧୨ ଆହତ

ଜୟପୁର: ଗତକାଲି ବିଳମ୍ବିତ ରାତ୍ରିରେ ରାଜସ୍ଥାନର ସିକର ଜିଲ୍ଳାରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଖାଟୁଶ୍ୟାମ ଥାନା ଅନ୍ତର୍ଗତ ଚୋମୁ ପୁରୋହିତାନ ଗ୍ରାମ ନିକଟରେ ଏହି…
Read More...

୨୦୨୦ରେ ହେବ ପରବର୍ତ୍ତୀ ମେକ୍ ଇନ ଓଡିଶା କନକ୍ଲେଭ୍

ଭୁବନେଶ୍ଵର:୨୦୨୦ରେ ହେବ ପରବର୍ତ୍ତୀ ମେକ୍ ଇନ ଓଡିଶା କନକ୍ଲେଭ୍। ଭୁବନେଶ୍ଵରରେ ଆୟୋଜିତ ଏଣ୍ଟରପ୍ରଇଜ୍ ଓଡିଶା ୨୦୧୯ ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସିଆଇଆଇ ପକ୍ଷରୁ ପ୍ରଦର୍ଶନୀ ପଡିଆରେ…
Read More...

ବିଧାନସଭା ଶୀତକାଳୀନ ଅଧିବେଶନ: ସ୍ମିତାରାଣୀ ହତ୍ୟା ମାମଲାରେ ବିରୋଧୀଙ୍କ ହଟ୍ଟଗୋଳ, ୧୨ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର:ଆଜି ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନ । ଆଜି ମଧ୍ୟ ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖାଯାଇଛି । ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ବିରୋଧୀଙ୍କ ହୋହାଲ୍ଲାରୁ ବାଚସ୍ପତି ସୂର୍ଯ୍ୟ…
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ୧୩୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୋଦୀ ବ୍ରାଜିଲରେ ଥାଇ ଟୁଇଟର ଯୋଗେ ସ୍ୱର୍ଗତ ଜବାହରଲାଲ…
Read More...