ହଟ୍-ସେକ୍ସି ଟିଚର ଲୁକ୍ ରେ ଫେରୁଛନ୍ତି ଅନୁଷ୍କା

ମୁମ୍ବାଇ: ବଲିଉଡର ଅନୁଷ୍କା ଶର୍ମା ବହୁଦିନର ବ୍ୟବଧାନ ପରେ ସିଲଭର ସ୍କ୍ରିନ୍ କୁ ଫେରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ସେ ୮୦ଦଶକର ଫିଲ୍ମ “ସତେ ପେ ସତା”ର ରିମେକ୍ ରେ ଫେରୁଥିବା ଜଣାପଡିଛି । ଯେଉଁଥିରେ ସେ…
Read More...

ଗାନ୍ଧି ପରିବାରଙ୍କୁ ଦିଆଯିବ ଜେଡ-ପ୍ଲସ ସୁରକ୍ଷା

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧି ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରିନିଆଯିବ । ଏ ନେଇ କେନ୍ଦ୍ର…
Read More...

କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ନାଁରେ ମାମଲା ରୁଜୁ

କେନ୍ଦ୍ରାପଡ଼ା: ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ଘଟଣାରେ ଶୁକ୍ରବାର ପୁଲିସ ପକ୍ଷରୁ କେନ୍ଦ୍ରାପଡ଼ା ଥାନାରେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା…
Read More...

ହାଇକୋର୍ଟର ନୂତନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ

ଭୁବନେଶ୍ୱର:ଓଡ଼ିଶା ହାଇକୋର୍ଟରେ ଆଜି ଆଉ ଜଣେ ନୂଆ ବିଚାରପତି ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ଶପଥ ନେଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି କେ.ଏସ କାଭେରୀ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟଙ୍କୁ ଶପଥ ପାଠ କରାଇଛନ୍ତି ।…
Read More...

କର୍ତ୍ତାରପୁର ଉଦଘାଟନ ଦିନ ଶିଖ ତୀର୍ଥଯାତ୍ରୀଙ୍କଠାରୁ ୨୦ ଡଲାର ଲେଖାଏଁ ଆଦାୟ କରିବ ପାକିସ୍ତାନ

ଇସ୍ଲାମାବାଦ : ବୋଧହୁଏ ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଅସହାୟ ହୋଇପଡିଛନ୍ତି । ତାଙ୍କ କଥା କେହି ଶୁଣୁନାହାନ୍ତି । ସେ ଯେଉଁ ଘୋଷଣା କରୁଛନ୍ତି ପାକିସ୍ତାନ ସେନା ତାହାର ଠିକ ଓଲଟା କରୁଛି । ଗତ ସପ୍ତାହରେ…
Read More...

କ୍ରାଇମ ବ୍ରାଞ୍ଚ୍‌ର ୨୫ ଜଣ ସଫଳ ତଦନ୍ତକାରୀ ଅଧିକାରୀଙ୍କୁ ସମ୍ମାନିତ କଲେ ଡିଜିପି

ଭୁବନେଶ୍ୱର: ଓଡ଼ିଶା ପୁଲିସର  କ୍ରାଇମ୍‌ ବ୍ରାଞ୍ଚ୍‌ର ୨୫ ଜଣ ସଫଳ ତଦନ୍ତକାରୀଙ୍କୁ ଶୁକ୍ରବାର ଡିଜିପି ସମ୍ମାନିତ କରିଛନ୍ତି। ରାଜ୍ୟରେ ଅପରାଧ ହାର ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏହି…
Read More...

ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ; ୮୦୩୬ କୋଟି ଟଙ୍କାର ଅତିରିକ୍ତ ବଜେଟ ଚିଠା ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୮୦୩୬ କୋଟିର ପ୍ରଥମ ଅତିରିକ୍ତ ଚିଠା ବଜେଟକୁ ଆଜି ମନ୍ତ୍ରିପରିଷଦର ମଞ୍ଜୁରୀ ମିଳିଛି। ଏହି ଅତିରିକ୍ତ ବଜେଟକୁ ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ଅର୍ଥାତ ନଭେମ୍ବର…
Read More...

ଆସୁଛି ସାମୁଦ୍ରିକ ବାତ୍ୟା ‘ବୁଲବୁଲ୍’ : ୪ଟି ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସମୁଦ୍ରରେ ଶକ୍ତିଶାଳୀ ହେବାରେ ଲାଗିଛି ବୁଲବୁଲ | ଯଦିଓ ଏହା ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିବ ନାହିଁ  ତଥାପି ୪ଟି ଜିଲ୍ଲାକୁ ସତର୍କ ରହିବାକୁ କହିଛି ଆଞ୍ଚଳିକ ପାଣିପାଗ ବିଭାଗ | ଆଞ୍ଚଳିକ ପାଣିପାଗ ବିଭାଗ…
Read More...

ଶସ୍ତା ହେବ ପିଆଜ

ନୂଆଦିଲ୍ଲୀ: ପିଆଜ ଦର ଆକାଶ ଛୁଆଁ ଥିବା ବେଳେ ଏବେ ଏଥିରୁ ସାମାନ୍ୟ ଆଶ୍ଵସ୍ତୀ ମିଳିଛି। ଭାରତ ବିଦେଶରୁ ପିଆଜ ଆମଦାନୀ କରିଛି। ଭାରତୀୟ ବନ୍ଦର ନିକଟରେ ଏବେ ୨୦୦ ଟନ ପିଆଜ ପହଁଚିଥିବା ବେଳେ ୩୦୦୦ ଟନ୍ ପିଆଜ ରାସ୍ତାରେ…
Read More...

କଶ୍ମୀର‌ରେ ପ୍ରବଳ ବରଫପାତ: ୪ ମୃତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଶୀତ ଋତୁର ପ୍ରଥମ ବରଫପାତ ହୋଇଛି। ପ୍ରବଳ ବରଫପାତ ଯୋଗୁଁ ବିଭିନ୍ନ ସ୍ଥାନରେ ‌ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି ଏବଂ ୪ ଜଣଙ୍କ ମୃତ୍ୟୁ ଘଟିଛି। ମନ୍‌ଜୁର ଅହମଦ ଏବଂ ଇସାକ୍‌ ଖାନ୍‌ ନାମକ…
Read More...