ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଭାରତର ପ୍ରଥମ ଗୃହମନ୍ତ୍ରୀ ତଥା ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ ଅବସରରେ ଗୁରୁବାର ନୂଆଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଗୁଜୁରାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
Read More...

ଓଡ଼ିଶାରେ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମ; ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର :ଭାରତର ଲୌହ ମାନବଭାବେ ପରିଚିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଆଜି ହେଉଛି ୧୪୪ତମ ଜୟନ୍ତୀ । ଏହି ଦିନଟି ରାଷ୍ଟ୍ରୀୟ ଏକତା ଦିବସ ଭାବରେ ମଧ୍ୟ ସାରା ଦେଶରେ ପାଳିତ ହେଉଛି । ସେଥିପାଇଁ ଦେଶବ୍ୟାପୀ ଆଜି ‘ଏକତା…
Read More...

କରାଚି-ରାୱଲପିଣ୍ଡି ତେଜଗାମ୍ ଏକ୍ସପ୍ରେସରେ ଅଗ୍ନିକାଣ୍ଡ; ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି

କରାଚି:ପାକିସ୍ତାନର କରାଚୀ ଠାରୁ ରାଓଲପିଣ୍ଡୀ ଯାଉଥିବା ତେଜଗାମ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଘଟଣା ଯୋଗୁଁ ଟ୍ରେନରେ ଥିବା ୪୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଘଟଣାରେ ଅନେକ…
Read More...

ରନ୍ ଫର ୟୁନିଟି କାର୍ଯ୍ୟକ୍ରମ:ଦୌଡ଼ିଲେ ନେତା, ମନ୍ତ୍ରୀ

ଭୁବନେଶ୍ୱର: ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ। ଆଜିର ଦିନକୁ ସମଗ୍ର ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଦେଶବ୍ୟାପୀ ଏକତା ପାଇଁ ଦୌଡ଼ ବା ରନ୍ ଫର ୟୁନିଟି…
Read More...

ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା : ଆଜି କଂଗ୍ରେସର ଧାରଣା

ଭୁବନେଶ୍ବର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ବିରୋଧୀ ଦଳ ପୁଣିଥରେ ସକ୍ରିୟ ହୋଇଉଠିଛନ୍ତି। ଆସନ୍ତାକାଲି କଂଗ୍ରେସ ରାଜଭବନ ସମ୍ମୁଖରେ…
Read More...

ଶପଥ ନେଲେ ଲଦାଖର ପ୍ରଥମ ଉପରାଜ୍ୟପାଳ

ଶ୍ରୀନଗର: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ରାଧାକୃଷ୍ଣ ମାଥୁର ଆଜି ଶପଥ ନେଇଛନ୍ତି। ଜମ୍ମୁ-କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଆରକେ ମାଥୁରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ…
Read More...

୨୧ ଓଏଏସ୍‌ ଅଫିସର୍‌ଙ୍କ ବଦଳି

ଭୁବନେଶ୍ବର : ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ଆଜି ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୨୧ ଜଣ ଅଫିସର୍‌ଙ୍କ ବଦଳି ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଜାରି କରିଛି। କୃଷି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ(ପ୍ରଶାସନ) ଶିବ…
Read More...

ଘରକୁ ଫେରିଲେ ଆଣ୍ଡାମାନ ନାବିକ ଅମ୍ରିତ କୁଜୁର

ପୁରୀ : ସମୁଦ୍ର ଭିତରେ ୫୮ ଦିନର ସଂଘର୍ଷ କରି ବଂଚିଯାଇଥିବା ଆଣ୍ଡାମାନର ନାବିକ ଅମ୍ରିତ କୁଜୁର ଆଜି ଘରକୁ ଫେରିଛନ୍ତି। ଆଜି ଅପରାହ୍ଣ ୩ଟାରେ ଅମ୍ରିତ ପୁରୀ ଛାଡ଼ିଥିଲେ, ତାଙ୍କୁ ପ୍ରଶାସନ ପକ୍ଷରୁ ବିଦାୟ ଦିଆଯାଇଥିଲା।…
Read More...

ଗଞ୍ଜେଇ ଦାବିରେ ଜେଲ୍‌ରେ ୨୫୦ କଏଦୀଙ୍କ ଅନଶନ

ବରଗଡ଼ : ବରଗଡ଼ ଉପକାରାଗାରରେ ବୁଧବାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। କିଛି କୁଖ୍ୟାତ ଅପରାଧୀ ଗଞ୍ଜେଇ ପିଇବାକୁ ଦାବି କରି ଅନଶନରେ ବସିବାରୁ ଅନ୍ୟ ଅଢ଼େଇ ଶହ ଅନ୍ତେବାସୀଙ୍କୁ ଖାଡ଼ା ଉପାସରେ ରହିବାକୁ ପଡ଼ିଛି।…
Read More...

ଆଜିଠୁ ସମ୍ପୂର୍ଣ୍ଣ ଭାବେ ଲାଗୁ ହେବ ସମ୍ବିଧାନ

ଶ୍ରୀନଗର:ଜମ୍ମୁ-କାଶ୍ମୀର ଓ ଲଦାଖ କେନ୍ଦ୍ର ଶାସିତ ଅଂଚଳ ଭାବେ ଗଢି ଉଠିବା ପରେ ଏଠାରେ ପ୍ରଶାସିକ ଓ ଆର୍ଥିକ ସ୍ତରରେ ପରିବର୍ତନ ଆସିବ  । ଆଜି କେନ୍ଦ୍ରଶାସିତ ଅଂଚଳ ଜମ୍ମୁ-କାଶ୍ମୀରରେ ୧୦୬ଟି କେନ୍ଦ୍ରୀୟ ଆଇନ ଲାଗୁ ହେବ ।…
Read More...