ପିଙ୍କଥନ୍ ପକ୍ଷରୁ ଦୌଡ ପ୍ରତିଯୋଗିତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ପିଙ୍କଥନ୍ ନାମକ ଏକ ସଂସ୍ଥା ପକ୍ଷରୁ ୨୦ ତାରିଖରେ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ରାଲି ସାହାର୍ଯ୍ୟରେ ବିଶେଷକରି ମହିଳାମାନଙ୍କୁ ସ୍ୱାସ୍ଥ୍ୟ ଏବଂ ଫିଟନେସ୍…
Read More...

ସୁସ୍ଥ ଥିବାନେଇ ନିଜେ ଜଣାଇଲେ ରବର୍ଟ

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ଚିକିତ୍ସା ଚାଲିଛି | ତେବେ ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟ ସୁଧୁରୁଥିବା କଥା ଖୋଦ ରବର୍ଟ…
Read More...

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଟିପ୍ପଣୀକୁ ନେଇ ଆଜି ବସିବ ବୈଠକ

କଟକ: ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବା ବେଳେ ସୁପ୍ରିମକୋର୍ଟ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ପ୍ରସଙ୍ଗରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି | ଅପରାହ୍ନ ୨ଟାରେ…
Read More...

ଝାରସୁଗୁଡ଼ାରୁ ଦିଲ୍ଲୀକୁ ବିମାନ ଉଡ଼ିଲା

ଝାରସୁଗୁଡ଼ା: ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସ୍ପାଇସ୍‌ ଜେଟ୍‌ ପକ୍ଷରୁ ପ୍ରତି ସୋମବାର ଝାରସୁଗୁଡ଼ା- ଦିଲ୍ଲୀ ବିମାନ ସେବାକୁ ବନ୍ଦ ରଖାଯାଇଥିଲା। ତେବେ ଗତ ୭ ତାରିଖ ସୋମବାରଠାରୁ ପୁଣି ବିମାନ ସେବା ଆରମ୍ଭ ହୋଇଥିବା…
Read More...

ଜେଲରେ ଶିବକୁମାରଙ୍କୁ ଭେଟିଲେ ସୋନିଆ

ନୂଆଦିଲ୍ଲୀ: ଆଜି ତିହାର ଜେଲରେ କଂଗ୍ରେସ ନେତା ଡିକେ ଶିବ କୁମାରଙ୍କୁ ଭେଟିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି। ଆଜି ଦିଲ୍ଲୀ ହାଇକୋର୍ଟ ଶିବ କୁମାରଙ୍କ ଜାମିନ ବାବଦରେ ମଧ୍ୟ ଶୁଣାଣି କରିବେ। ଏହା ପୂର୍ବରୁ ସକାଳୁ…
Read More...

ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ବାଲେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୁବନେଶ୍ୱରସ୍ଥିତ ଜଳସଂପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ସର୍ବେଶ୍ୱର ସେନାପତିଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି।ସର୍ବେଶ୍ୱରଙ୍କ…
Read More...

ଭାରତର ଦୀପାବଳି ମିଠେଇ ଗ୍ରହଣ କଲା ନାହିଁ ପାକିସ୍ତାନ!

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଭାରତ ଓ ପାକିସ୍ତାନ ସୀମାରେ ଉତ୍ତେଜନା ଦେଖାଯାଇଛି । ପାକିସ୍ତାନ ତରଫରୁ ଅସ୍ତ୍ରବିରତି ଉଲଂଘନ କରାଯାଇଛି । ଜବାବରେ ଭାରତୀୟ ସେନା ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛି । ପ୍ରତି ବର୍ଷ ଭଳି…
Read More...

କମଳେଶ ତିୱାରୀଙ୍କ ହତ୍ୟା ମାମଲା: ଫାଶୀ ଦାବି କଲେ ମା’ କୁସୁମ ତିୱାରୀ

ଲଖନଉ: ଉତ୍ତର ପ୍ରଦେଶର ରାଜଧାନୀ ଲଖନଉରେ ବହୁଚର୍ଚ୍ଚିତ ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷ କମଳେଶ ତିୱାରୀ ହତ୍ୟା ମାମଲାରେ ଗୁଜୁରାଟ ଏଟିଏସ ମଙ୍ଗଳବାର ସନ୍ଧ୍ୟାରେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ…
Read More...

ଲଘୁଚାପ: ୨୩ରୁ ୨୫ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର:ଓଡ଼ିଶାରୁ ମୌସୁମୀ ଫେରିଯାଇଛି, କିନ୍ତୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଘନିଭୂତ ହୋଇଛି । ଏହାର ପ୍ରଭାବରେ ଆଜିଠାରୁ ବର୍ଷା ଆରମ୍ଭ ହୋଇଯାଇଛି ।   ଆସନ୍ତା ଦୁଇ ଦିନ ଯାଏଁ ସାରା ରାଜ୍ୟ ପୁଣି ବର୍ଷାରେ ଭିଜିବ…
Read More...

ସ୍ମିତାରାଣୀଙ୍କୁ ନ୍ୟାୟ ଦାବି; ଆଜି ଏସ୍‌ପି ଅଫିସ ଘେରିବ କଂଗ୍ରେସ

ଯାଜପୁର : ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ଆଜି ଏସ୍‌ପି ଅଫିସ ଘେରାଉ କରିବ ଜିଲ୍ଲା ମହିଳା କଂଗ୍ରେସ ।  ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି ସହ ଜଙ୍ଗଲ…
Read More...