ସୁନ୍ଦରଗଡ଼ ସିଡିଏମ୍‌ଓଙ୍କ ନିଲମ୍ବନକୁ ଓମ୍‌ସାର ବିରୋଧ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସିଡିଏମ୍‌ଓଙ୍କ ନିଲମ୍ବନକୁ  ଓମ୍‌ସା ପକ୍ଷରୁ ବିରୋଧ  କରାଯାଇଛି। ନିଲମ୍ବନ ନିଷ୍ପତ୍ତିକୁ ସରକାର ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛି ଓମ୍‌ସା । ଗତକାଲି  ଓମ୍‌ସା ବୈଠକରେ ଏନେଇ ଆଲୋଚନା…
Read More...

୨୦ଟି ରାଜ୍ୟରେ ମତଦାନ ଜାରି; ଯୁବ ଭୋଟରଙ୍କୁ ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦେଶର ୨୦ଟି ରାଜ୍ୟର ବିଧାନସଭା ନିର୍ବାଚନ ଓ ଉପନିର୍ବାଚନ  ପାଇଁ ସୋମବାର ପୂର୍ବାହ୍ଣ ୭ଟାରୁ ମତଦାନ ଜାରି ରହିଛି । ମତଦାନ ଆଜି ସନ୍ଧ୍ୟା ୫ଟା ଯାଏଁ ଜାରି ରହିବ । ଏଥି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
Read More...

ସ୍ମିତାରାଣୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି: ୧୨ଘଣ୍ଟିଆ ଯାଜପୁର ବନ୍ଦ

ଯାଜପୁର: ଭିଏଲ୍‌ଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ସୋମବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ଘଣ୍ଟିଆ ବନ୍ଦ ପାଳନ ପାଇଁ ବିଜେପି ପକ୍ଷରୁ ଡାକରା ଦିଆଯାଇଛି।…
Read More...

ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ: ମତଦାନ ଜାରି

ନୂଆଦିଲ୍ଲୀ: ସୋମବାର ସକାଳ ୭ଟାରୁ ମହାରାଷ୍ଟ୍ରର ୨୮୮ଟି ଓ ହରିୟାଣାର ୯୦ଟି ବିଧାନସଭା ଆସନ ନିମନ୍ତେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି।ମତଦାତାଙ୍କ ମଧ୍ୟରେ ଅଛନ୍ତି ବହୁ ପ୍ରମୁଖ ବ୍ୟକ୍ତି। ନାଗପୁର ସେଣ୍ଟ୍ରାଲ୍‌ ନିର୍ବାଚନ…
Read More...

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟା ୬ଟାରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୋଟ ୧୧ଟି…
Read More...

ବିଜେପୁର ଉପନିର୍ବାଚନ: ସକାଳ ୯ଟା ସୁଦ୍ଧା ୧୧% ମତଦାନ

ବରଗଡ଼ : ବିଜେପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ ଚାଲିଛି। ପ୍ରତି ବୁଥରେ ମକ୍ ପୋଲିଂ ପରେ ପରେ ସକାଳ ୭ଟାରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ମତଦାତାମାନେ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ମତାଧିକାର ସାବ୍ୟସ୍ତ…
Read More...

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ : ୯ଟା ସୁଦ୍ଧା ୫ପ୍ରତିଶତ ମତଦାନ

ମୁମ୍ବାଇ :ଆଜି ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନରେ ମତଦାନ ଜାରୀ ରହିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଗୋଟିଏ ପଟେ ବିଜେପି ଓ ଶିବସେନା ସରକାରର ମହାମେଣ୍ଟ ଥିବା ବେଳେ ଅନ୍ୟ ପଟେ କଂଗ୍ରେସ-ଏନସିପିର ମହାମେଣ୍ଟ…
Read More...

ଭିଏଲ୍‍ଡବ୍ଲ୍ୟୁ ମୃତ୍ୟୁ ଘଟଣାରେ ବିଜେପି ହୀନ ରାଜନୀତି କରୁଛି: ବିଜେଡ଼ି

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଭିଏଲ୍‍ଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ପୁଲିସ୍‍ ହରିଦାଶପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ବାନ୍ଧିବା ସହିତ ତଦନ୍ତ ପ୍ରକ୍ରିୟାକୁ…
Read More...

ଏସପି ଚରଣସିଂହ ମୀନାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ :ବିଜେପି

ଭୁବନେଶ୍ୱର: ଯାଜପୁର ଏସପି ମୃତକ ସ୍ମିତାରାଣୀଙ୍କ ଚରିତ୍ର ହନନ କରିବା ସହ ତଦନ୍ତକୁ ପ୍ରଭାବିତ କରିଛନ୍ତି । ଗୋଟିଏ ଜଘନ୍ୟ ଅପରାଧ ମାମଲାରେ ତଦନ୍ତ ଚାଲୁଥିବା ସମୟରେ, ତଦନ୍ତ ରିପୋର୍ଟ ବା ଚାର୍ଜସିଟି ଦାଖଲ ହେବା ପୂର୍ବରୁ…
Read More...

ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ, ମୃତଦେହକୁ କାନ୍ଧରେ ବୋହି ନେଲେ ଶ୍ମଶାନ

ନବରଙ୍ଗପୁର: ସର୍ବଦା ଚର୍ଚ୍ଚାରେ ରହୁଥିବା ନବରଙ୍ଗପୁର ଜିଲ୍ଲା ଡାବୁଗାଁର ବିଜେଡି ବିଧାୟକ ମନୋହର ରନ୍ଧାରୀ ପୁଣି ଥରେ ଚର୍ଚ୍ଚାରେ । ଦଳୀୟ କର୍ମୀଙ୍କ ମୃତଦେହକୁ କାନ୍ଧରେ ବୋହି ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛନ୍ତି…
Read More...